ଖେଳ

ଭାରତ ମାଟିରେ ବଡ଼ ରେକର୍ଡ କଲେ ଓଲି

ହାଇଦ୍ରାବାଦ,୨୮।୧: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ହାଇଦ୍ରାବାଦରେ ଖେଳାଯାଉଛି। ପ୍ରଥମ ଇନିଂସରେ ପଛରେ ପଡ଼ିବା ପରେ ଇଂଲଣ୍ଡ ଦ୍ୱିତୀୟ ଇନିଂସରେ ଚମତ୍କାର ପ୍ରତ୍ୟାବର୍ତ୍ତନ କରି ୪୩୬ ରନ୍‌ କରିଥିଲା। ୧୯୬ ରନ ସ୍କୋର କରିବା ପରେ ଓଲି...

ପରାଜୟ ଆଶଙ୍କାରେ ଭାରତ: ପାଭିଲିୟନକୁ ଫେରିଲେ ଅଧା ଟିମ୍‌

ହାଇଦ୍ରାବାଦ୍‌,୨୮।୧: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚାଲିଥିବା ପାଞ୍ଚ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ହାଇଦ୍ରାବାଦର ରାଜୀବ ଗାନ୍ଧୀ ଷ୍ଟାଡିୟମରେ ଖେଳାଯାଉଛି। ଏହି ମ୍ୟାଚ୍‌ରେ ଭାରତ ପରାଜୟ ଆଶଙ୍କା ବଢିଛି। ପ୍ରଥମ ଇନିଂସରେ ଇଂଲଣ୍ଡ ୨୪୬ ରନ ସଂଗ୍ରହ କରିଥିଲା।...

୨୭ ବର୍ଷ ପରେ ଏମିତି କାରନାମା କଲା ଓ୍ବେଷ୍ଟଇଣ୍ଡିଜ୍‌

ବ୍ରିସବେନ,୨୮।୧:ବ୍ରିସବେନ ଟେଷ୍ଟରେ ୱେଷ୍ଟଇଣ୍ଡିଜ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି। ଏହି ଅତ୍ୟନ୍ତ ରୋମାଞ୍ଚକର ଟେଷ୍ଟରେ କାରିବିଆନ ଦଳ ୮ ରନ ଜିତିଥିଲା। ଅଷ୍ଟ୍ରେଲିଆର ୨୧୬ ରନ ଲକ୍ଷ୍ୟ ଥିଲା, କିନ୍ତୁ କଙ୍ଗାରୁ ଦଳ ମାତ୍ର ୨୦୭ ରନ୍‌ରେ ସୀମିତ ଥିଲା। ଅଷ୍ଟ୍ରେଲିଆକୁ...

ଷ୍ଟିଭ୍ ସ୍ମିଥଙ୍କ ଚମତ୍କାର ବ୍ୟାଟିଂ ସତ୍ତ୍ୱେ ଅଷ୍ଟ୍ରେଲିଆକୁ ୮ ରନରେ ହରାଇଲା ୱେଷ୍ଟଇଣ୍ଡିଜ୍

ନୂଆଦିଲ୍ଲୀ, ୨୮।୧: ବ୍ରିସବେନ ଟେଷ୍ଟରେ ୱେଷ୍ଟଇଣ୍ଡିଜ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି। ଏହି ରୋମାଞ୍ଚକର ମୁକାବିଲାରେ କାରିବିଆନ୍ ଦଳ ୮ ରନ୍ ବିଜୟ ହାସଲ କରିଛି। ଅଷ୍ଟ୍ରେଲିଆର ୨୧୬ ରନର ବିଜୟ ଲକ୍ଷ୍ୟକୁ ପିଛା କରି ମାତ୍ର ୨୦୭ ରନରେ ଅଟକି...

ଇତିହାସ ରଚିଲେ ଷ୍ଟିଭ ଷ୍ଟୋକ: ଭାଙ୍ଗିଲେ ରିଷଭଙ୍କ ରେକର୍ଡ…

ଜୋହନ୍ସବର୍ଗ,୨୮।୧ : ଦକ୍ଷିଣ ଆଫ୍ରିକାର ତାରକା ଖେଳାଳି ଷ୍ଟିଭ ଷ୍ଟୋକ ରନ ଝଡ଼ ସୃଷ୍ଟି କରିଛନ୍ତି। ଷ୍ଟିଭ ସ୍କଟଲାଣ୍ଡ ବିପକ୍ଷରେ ଏପରି ତୋଫାନୀ ଇନିଂସ ଖେଳିଛନ୍ତି ଯାହାକୁ କେହି କେବେ ବି ଭୁଲିପାରିବ ନାହିଁ । ବ୍ୟାଟ୍ସମ୍ୟାନଙ୍କ ଏହି ଇନିଂସ...

ଅବସର ଘୋଷଣା କଲେ ଭାରତୀୟ ମହିଳା ହକି ଷ୍ଟାର ଦୀପଗ୍ରେସ ଏକ୍କା

ଭୁବନେଶ୍ୱର, ୨୮।୧: ଭାରତୀୟ ହକି ଟିମ୍‌ର ଷ୍ଟାର ଦୀପଗ୍ରେସ ଏକ୍କା ଅନ୍ତର୍ଜାତୀୟ ହକିରୁ ଅବସର ଘୋଷଣା କରିଛନ୍ତି । ଏନେଇ ସେ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି । ହକି ଇଣ୍ଡିଆ ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ଭାରତୀୟ ହକି...

ଭାରତୀୟ ଦଳର ପାକିସ୍ତାନ ଗସ୍ତକୁ ଅନୁମତି ଦେଲେ ସରକାର, ୬୦ ବର୍ଷରେ ପ୍ରଥମ

ନୂଆଦିଲ୍ଲୀ,୨୭।୧: ଭାରତୀୟ ଟେନିସ ଟିମ୍ ଡେଭିସ୍ କପ୍ ଖେଳିବାକୁ ପାକିସ୍ତାନ ଗସ୍ତରେ ଯିବ। ପ୍ରାୟ ୬୦ ବର୍ଷ ପରେ ଭାରତୀୟ ଦଳ ଡେଭିସ୍ କପ୍ ମ୍ୟାଚ୍ ପାଇଁ ପାକିସ୍ତାନ ଯିବାକୁ ଯାଉଛି। ଭାରତ ସରକାର ଏଥିପାଇଁ ପାକିସ୍ତାନ ଯିବାକୁ ଅନୁମତି...

ରୋହିତ ଆଉ ହେବେନି କ୍ୟାପଟେନ! ହାର୍ଦ୍ଦିକଙ୍କ ନୂଆ ଭିଡ଼ିଓ ନେଇ ପ୍ରଶଂସକ ହତାସ…

କୋଲକାତା,୨୭।୧ : ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ୧୪ ମାସ ପରେ ଟି-୨୦ ଫର୍ମାଟକୁ ଫେରିଛନ୍ତି। ତାଙ୍କ ଅଧିନାୟକତ୍ୱରେ ଟିମ ଇଣ୍ଡିଆ ଆଫଗାନିସ୍ତାନକୁ କ୍ଲିନ ସୁଇପ୍‌ କରିଥିଲା। ରୋହିତ ମଧ୍ୟ ଟି-୨୦ ଅନ୍ତର୍ଜାତୀୟ ଶତକ ହାସଲ କରିଥିଲେ। କିନ୍ତୁ...

ଅବସର ଘୋଷଣା କଲେ ଓଡ଼ିଶାର ହକି ତାରକା ଦୀପ୍‌ ଗ୍ରେସ୍‌ ଏକ୍କା

ଭୁବନେଶ୍ୱର, ୨୭।୧(ତପନ ସ୍ବାଇଁ): ଭାରତୀୟ ମହିଳା ହକି ଦଳର ତାରକା ଡିଫେଣ୍ଡର ଓଡ଼ିଶାର ଦୀପ୍‌ ଗ୍ରେସ୍‌ ଏକ୍କା ଶନିବାର ଅବସର ଘୋଷଣା କରିଛନ୍ତି। ଅନ୍ତର୍ଜାତୀୟ ହକିରେ ସେ ଜଣେ ଦିଗ୍‌ଗଜ ଡିଫେଣ୍ଡର ଓ ପେନାଲ୍ଟି କର୍ନର ସ୍ପେଶାଲିଷ୍ଟଭାବେ ପରିଚିତ ଥିଲେ।...

ଇତିହାସ ରଚିଲେ ରୋହନ ବୋପାନ୍ନା, ଅଷ୍ଟ୍ରେଲିଆନ୍‌ ଓପନ ଜିତି ସୃଷ୍ଟି କଲେ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୭।୧: ୪୩ ବର୍ଷ ବୟସରେ ପ୍ରଥମ ଗ୍ରାଣ୍ଡସ୍ଲାମ ଜିତି ଇତିହାସ ରଚିଛନ୍ତି ଭାରତୀୟ ଟେନିସ ତାରକା ରୋହନ ବୋପାନ୍ନା। ଏହି ଭେଟେରାନ ଭାରତୀୟ ଖେଳାଳି ତାଙ୍କ ଅଷ୍ଟ୍ରେଲୀୟ ସାଥୀ ମାଥ୍ୟୁ ଏବଡେନଙ୍କ ସହ ଅଷ୍ଟ୍ରେଲିଆନ୍‌ ଓପନ ଗ୍ରାଣ୍ଡସ୍ଲାମ ପୁରୁଷ ଡବଲ୍ସ...

କ୍ରମାଗତ ଦ୍ୱିତୀୟ ଥର ଅଷ୍ଟ୍ରେଲିଆନ୍‌ ଓପନ ଟାଇଟଲ୍ ଜିତିଲେ ଆରିନା ସାବାଲେଙ୍କା

ନୂଆଦିଲ୍ଲୀ,୨୭।୧: ବେଲାଋଷର ଆରିନା ସାବାଲେଙ୍କା ଅଷ୍ଟ୍ରେଲିଆନ୍‌ ଓପନ ୨୦୨୪ ମହିଳା ଏକକ ଟାଇଟଲ ଜିତିଛନ୍ତି। ଶନିବାର ମେଲବୋର୍ଣ୍ଣ ପାର୍କରେ ଖେଳାଯାଇଥିବା ଫାଇନାଲ ମ୍ୟାଚରେ ସାବାଲେଙ୍କା ଚୀନ୍‌ର ଜେଙ୍ଗ କିଆନୱେନଙ୍କୁ ସିଧାସଳଖ ସେଟରେ ୬-୩, ୬-୨ ରେ ପରାସ୍ତ କରିଛନ୍ତି। ଦୁଇ...

Watch: କୋହଲିଙ୍କ ସେଲିବ୍ରେଶନ୍‌ର ନକଲ କଲେ ରୋହିତ ଶର୍ମା, ଖୁସିରେ ଗଦଗଦ ହେଲେ ପ୍ରଶଂସକ

ହାଇଦ୍ରାବାଦ,୨୭।୧: ଭାରତର ଷ୍ଟାର କ୍ରିକେଟର ବିରାଟ କୋହଲି ନିଜର ବ୍ୟାଟିଂ ସହ ମଇଦାନରେ ମଜାଳିଆ ସ୍ବଭାବକୁ ନେଇ ପରିଚିତ। ଭାରତ ଖେଳିବା ସମୟରେ ସେ ସର୍ବଦା ବିରୋଧୀ ଖେଳାଳିଙ୍କ ସହ ଥଟ୍ଟା ମଜା ଏବଂ ଉଇକେଟ ନେବା ପରର ସେଲିବ୍ରେଶନକୁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri