ଖେଳ

ଭାରତୀୟ କୁସ୍ତି ମହାସଂଘର ଅଧ୍ୟକ୍ଷ ଭାବେ ନିର୍ବାଚିତ ହେଲେ ସଞ୍ଜୟ ସିଂ

ନୂଆଦିଲ୍ଲୀ,୨୧।୧୨: ଭାଜପା ଏମ୍‌ପି ବ୍ରିଜ୍‌ ଭୂଷଣ ସିଂଙ୍କ ନିକଟତମ ସଞ୍ଜୟ ସିଂ ଭାରତୀୟ କୁସ୍ତି ମହାସଂଘ (ଡବ୍ଲୁଏଫଆଇ)ର ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି। ସଞ୍ଜୟ ସିଂ ୨୦୦୮ରେ ବାରାଣସୀ ରେସଲିଂ ଆସୋସିଏଶନର ଜିଲା ସଭାପତି ହୋଇଥିଲେ। ୨୦୦୯ରେ ଯେତେବେଳେ ଉତ୍ତରପ୍ରଦେଶ...

ସୁପର-୮କୁ ଓଡ଼ିଶା ଉନ୍ନୀତ

ଭୁବନେଶ୍ୱର, ୨୧।୧୨ (ତପନ ସ୍ବାଇଁ): କେରଳର କୋଚିନଠାରେ ଚାଲିଥିବା ଦୃଷ୍ଟିବାଧିତ ଜାତୀୟ ନଗେଶ ଟ୍ରଫି ଟି୨୦ କ୍ରିକେଟ ଟୁର୍ନାମେଣ୍ଟରେ ଓଡ଼ିଶା କ୍ରମାଗତ ତୃତୀୟ ବିଜୟ ହାସଲ କରିଛି। ଏଥିସହ ଓଡ଼ିଶା ସୁପର-୮ରେ ପ୍ରବେଶ କରିଛି। ବୁଧବାର ଅନୁଷ୍ଠିତ ମ୍ୟାଚରେ ଓଡ଼ିଶା...

କିଟ୍‌ ଓଭରଅଲ୍‌ ଚାମ୍ପିୟନ

ଭୁବନେଶ୍ୱର, ୨୧।୧୨ (ତପନ ସ୍ବାଇଁ): ପୁରୀଠାରେ ୪୦ତମ ରାଜ୍ୟ ରୋଡ୍‌ ସାଇକ୍ଲିଂ ଚାମ୍ପିୟନଶିପ୍‌ ବୁଧବାର ଉଦ୍‌ଯାପିତ ହୋଇଛି। ଏହାର ଜୁନିୟର ବର୍ଗ ସମେତ ସବ୍‌ଜୁନିୟର ଓ ସିନିୟର ବର୍ଗରେ ମିଳିତଭାବେ ଗ୍ରୁପ୍‌ ଚାମ୍ପିୟନ ହୋଇଥିବାରୁ କିଟ୍‌କୁ ଓଭରଅଲ୍‌ ଚାମ୍ପିୟନ ଘୋଷଣା...

ସୋଆରେ ଅନ୍ତର୍ଜାତୀୟ ଗ୍ରାଣ୍ଡମାଷ୍ଟର୍ସ ଚେସ୍‌ ଉତ୍ସବ

ଭୁବନେଶ୍‌ର, ୨୧।୧୨ (ତପନ ସ୍ବାଇଁ): ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ପରିସରରେ ଆସନ୍ତା ଜାନୁୟାରୀ ୨୮ରୁ ଫେବୃୟାରୀ ୪ ପର୍ଯ୍ୟନ୍ତ ପ୍ରଥମ ସୋଆ ଅନ୍ତର୍ଜାତୀୟ ଗ୍ରାଣ୍ଡମାଷ୍ଟର୍ସ ଟେସ୍‌ ଉତ୍ସବ ଅନୁଷ୍ଠିତ ହେବ। ସୋଆ, ଅନ୍ତର୍ଜାତୀୟ ଚେସ୍‌ ଫେଡେରେଶନ୍‌ (ଆଇସିଏଫ୍‌),...

ଅଷ୍ଟ୍ରେଲିଆ ବିପକ୍ଷରେ ବିଜୟ ଲକ୍ଷ୍ୟ

ମୁମ୍ବାଇ,୨୧ା୧୨(ପି.ଟି.): ଏକ ସପ୍ତାହ ମଧ୍ୟରେ ଭାରତୀୟ ମହିଳା କ୍ରିକେଟ ଦଳ ଏହାର ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ ଖେଳିବାକୁ ଯାଉଛି। ଇଂଲଣ୍ଡକୁ ପରାସ୍ତ କରିଥିବା ବେଳେ ଅଷ୍ଟ୍ରେଲିଆ ବିପକ୍ଷରେ ଏହାର ପ୍ରଥମ ବିଜୟ ହାସଲ କରିବା ଲକ୍ଷ୍ୟରେ ରହିଛି ଭାରତ। ୪୬...

ଓଏଫ୍‌ସିର କ୍ରମାଗତ ବିଜୟ

ଭୁବନେଶ୍ୱର,୨୧ା୧୨(ସରୋଜ ଜେନା): ଇଣ୍ଡିଆନ୍‌ ଓମେନ୍ସ ଲିଗ୍‌ ଫୁଟବଲରେ କ୍ରମାଗତ ବିଜୟ ହାସଲ କରିଛି ଓଡ଼ିଶା ଏଫ୍‌ସି(ଓଏଫ୍‌ସି)। ବୁଧବାର କଳିଙ୍ଗ ଷ୍ଟାଡିୟମରେ ଖେଳା ଯାଇଥିବା ମ୍ୟାଚ୍‌ରେ ଦଳ ୨-୦ ଗୋଲରେ ଡିଫେଣ୍ଡିଂ ଚାମ୍ପିୟନ ଗୋକୁଳମ କେରଳକୁ ପରାସ୍ତ କରିଛି। ଓଏଫ୍‌ସି ପକ୍ଷରୁ...

ଆଇପିଏଲ୍‌ ଇତିହାସରେ ସବୁଠୁ ଦାମୀ ଖେଳାଳି ହେବି ବୋଲି ସ୍ବପ୍ନରେ ସୁଦ୍ଧା ଭାବି ନ ଥିଲି: ଷ୍ଟାର୍କ

ନୂଆଦିଲ୍ଲୀ,୨୦।୧୨: ଅଷ୍ଟ୍ରେଲିଆର ଦ୍ରୁତ ବୋଲର୍‌ ମିଚେଲ ଷ୍ଟାର୍କଙ୍କୁ ଆଇପିଏଲ୍‌ ୨୦୨୪ ନିଲାମରେ ୨୪.୭୫ କୋଟି ଦେଇ କିଣିଛି କୋଲକାତା ନାଇଟ୍‌ ରାଇଡର୍ସ। ଫଳରେ ଏହି ୩୩ ବର୍ଷୀୟ କ୍ରିକେଟର ଆଜିଯାଏ ହୋଇଥିବା ଅକ୍ସନରେ ସବୁଠାରୁ ଦାମୀ ଖେଳାଳି ପାଲଟିଛନ୍ତି। ଏହା...

ଅଧାରେ ରହିଗଲା ଆଇପିଏଲ୍‌ରେ ଖେଳିବା ସ୍ବପ୍ନ, ଦକ୍ଷତା ସତ୍ତ୍ୱେ ନିରାଶ ହେଲେ…

ନୂଆଦିଲ୍ଲୀ,୨୦।୧୨: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ସାରା ବିଶ୍ୱର ଲୋକପ୍ରିୟ ଲିଗ୍‌ କ୍ରିକେଟ୍‌ ମଧ୍ୟରୁ ଅନ୍ୟତମ। ଏଥିରେ ଦେଶ ତଥା ବିଦେଶର ଖେଳାଳିମାନେ ଖେଳିବା ଲାଗି ସ୍ବପ୍ନ ଦେଖିଥାନ୍ତି। ପ୍ରଦର୍ଶନ ଆଧାରରେ ଅନେକଙ୍କୁ ସେହି ସୁଯୋଗ ମିଳେ। ହେଲେ କିଛି ଖେଳାଳିଙ୍କ...

ICC ODI Rankings: ମ୍ୟାଚ୍‌ ନ ଖେଳି ବି ବାବର ନମ୍ବର ଓ୍ବାନ୍‌, ଶୀର୍ଷ ସ୍ଥାନ ହରାଇଲେ ଗିଲ୍‌

ଦୁବାଇ,୨୦।୧୨: ଆଇସିସି ପକ୍ଷରୁ ଦିନିକିଆ ର଼୍ୟାଙ୍କିିଂ ତାଲିକା ପ୍ରକାଶ ପାଇଛି। ଏଥିରେ ପାକିସ୍ତାନର ପୂର୍ବତନ ଅଧିନାୟକ ବାବର ଆଜମ ପୁଣିଥରେ ପ୍ରଥମ ସ୍ଥାନକୁ ଫେରିଥିବା ଦେଖାଯାଇଛି। ଫଳରେ ଭାରତୀୟ ଓପନର ଶୁବମନ ଗିଲ ତଳକୁ ଖସିଛନ୍ତି। ଗତ ମାସରେ ଦିନିକିଆ...

କାହିଁକି ବଦଳିଲେ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ? ଦଳର କ୍ରିକେଟ ମୁଖ୍ୟ କହିଲେ କାରଣ…

ନୂଆଦିଲ୍ଲୀ,୨୦।୧୨: ନିକଟରେ ପ୍ରଶଂସକଙ୍କୁ ଚମକାଇ ମୁମ୍ବାଇ ଇଣ୍ଡିଆନ୍ସ ଏହାର ଅଧିନାୟକ ପରିର୍ତ୍ତନ କରିଥିଲା। ରୋହିତ ଶର୍ମାଙ୍କ ସ୍ଥାନରେ ଦଳ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନିଯୁକ୍ତ କରିଛି। ଏହାକୁ ନେଇ ଚର୍ଚ୍ଚା ଥମୁ ନ ଥିବା ବେଳେ ଏଭଳି ନିଷ୍ପତ୍ତି ପଛର କାରଣ...

ରାଷ୍ଟ୍ରୀୟ କ୍ରୀଡ଼ା ପୁରସ୍କାର ଘୋଷଣା: ମହମ୍ମଦ ଶାମିଙ୍କ ସମେତ ୨୬ ଜଣଙ୍କୁ ଅର୍ଜୁନ ପୁରସ୍କାର, ୨ ଜଣଙ୍କୁ ଖେଳ ରତ୍ନ

ନୂଆଦିଲ୍ଲୀ,୨୦।୧୨: ଚଳିତ ବର୍ଷ କ୍ରୀଡ଼ା ପୁରସ୍କାର ପାଇଁ ଆଥଲେଟ୍ମାନଙ୍କ ନାମ ଘୋଷଣା କରାଯାଇଛି। ଏଥିରେ ବ୍ୟାଡମିଣ୍ଟନ ଷ୍ଟାର ଯୋଡି ଚିରାଗ ଶେଟ୍ଟୀ ଏବଂ ସତଭିକ୍ ସାଇରାଜ ରାଙ୍କିରେଡିଙ୍କୁ ସବୁଠାରୁ ବଡ ସମ୍ମାନ ଖେଳ ରତ୍ନ ପୁରସ୍କାର ପ୍ରଦାନ କରାଯିବ। ଷ୍ଟାର...

ଏହି ଅନକ୍ୟାପଡ ଖେଳାଳିଙ୍କ ଭିତରେ ଧୋନିଙ୍କ ଝଲକ ଦେଖିଛନ୍ତି ଗାଙ୍ଗୁଲି

ନୂଆଦିଲ୍ଲୀ,୨୦।୧୨: ଆଇପିଏଲ ନିଲାମରେ ଦିଲ୍ଲୀ କ୍ୟାପିଟାଲ୍ସ ଝାଡ଼ଖଣ୍ଡ ଖେଳାଳି କୁମାର କୁଶାଗ୍ରାଙ୍କୁ ୭.୨୦କୋଟିରେ କିଣିଛି। ଦିଲ୍ଲୀ କ୍ୟାପାଟାଲ୍ସ ଏହି ଅନାବଶ୍ୟକ ଖେଳାଳିଙ୍କ ପାଇଁ କାହିଁକି ବିପୁଳ ପରିମାଣର ଖର୍ଚ୍ଚ କଲା ତାହା ଏବେ ସମସ୍ତଙ୍କ ମନରେ ପ୍ରଶ୍ନ। ବାସ୍ତବରେ ଦିଲ୍ଲୀ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri