ଖେଳ

ପ୍ରଥମ ଥର ରିଙ୍କୁ ସିଂଙ୍କ ନାମରେ ଲଜ୍ଜାଜନକ ରେକର୍ଡ, ଯାହା ପୂର୍ବରୁ କେବେ ହୋଇ ନ ଥିଲା…

ନୂଆଦିଲ୍ଲୀ,୪।୧୨: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଟି -୨୦ ସିରିଜ୍‌ ଶେଷ ହୋଇଛି। ଟିମ ଇଣ୍ଡିଆ ଏହି ସିରିଜ୍‌ରେ ୪-୧ରେ ଜିତିଛି। ଦିନିକିଆ ବିଶ୍ୱକପ୍‌ ପରେ ଏହି ଟି -୨୦ ସିରିଜର ମହତ୍ତ୍ୱ ଆସନ୍ତା ବର୍ଷ ଅନୁଷ୍ଠିତ ହେବାକୁ...

ଖେଳରନତ୍ ପୁରସ୍କାର କମିଟି ଗଠିତ

ନୂଆଦିଲ୍ଲୀ, ୪ା୧୨(ପି.ଟି.): ମେଜର ଧ୍ୟାନଚାନ୍ଦ ଖେଳରନତ୍, ଅର୍ଜୁନ ଓ ଧ୍ୟାନଚାନ୍ଦ ପୁରସ୍କାର ପାଇଁ ଚୟନ କମିଟି ଗଠନ କରାଯାଇଥିବା କ୍ରୀଡ଼ା ମନ୍ତ୍ରଣାଳୟ ତରଫରୁ ରବିବାର ଘୋଷଣା କରାଯାଇଛି। ଅବସରପ୍ରାପ୍ତ ସୁପ୍ରିମକୋର୍ଟ ବିଚାରପତି ଏଏମ୍‌ ଖାନ୍‌ଓ୍ବିଲକରଙ୍କ ଅଧ୍ୟକ୍ଷତାରେ ଗଠିତ ଏହି କମିଟିର...

୮ରୁ ଅଲ୍‌ ଓଡ଼ିଶା ନାଲ୍‌କୋ ଟେନିସ୍‌

ଭୁବନେଶ୍ୱର,୪ା୧୨ (ସରୋଜ ଜେନା): ଭୁବନେଶ୍ୱର ଜିଲା ଟେନିସ ସଂଘ(ବିଡିଟିଏ) ଆନୁକୂଲ୍ୟରେ ଅନୁଷ୍ଠିତ ହେବାକୁ ଯାଉଛି ୨୨ତମ ଅଲ୍‌ ଓଡ଼ିଶା ନାଲ୍‌କୋ ଟେନିସ୍‌ ଟୁର୍ନାମେଣ୍ଟ। ଡିସେମ୍ବର ୮-୧୦ ମଧ୍ୟରେ ହେବାକୁ ଥିବା ଏହି ଟୁର୍ନାମେଣ୍ଟରେ ୯ ବର୍ଗରେ ୩୦୦ରୁ ଅଧିକ ଖେଳାଳି...

ହର୍ଷିତ ରଞ୍ଜନ ଚାମ୍ପିୟନ

ଭୁବନେଶ୍ୱର, ୪ା୧୨ (ବିଜୟ ରଣା): ରୟାଲ ପବ୍ଲିକ ସ୍କୁଲ କେସୁରା ଓ ଭୁବନେଶ୍ୱର ଚେସ୍‌ ଆସୋସିଏଶନର ମିଳିତ ଆନୁକୂଲ୍ୟରେ ୧୬ତମ ସନ୍ଦୀପ ମେମୋରିଆଲ ରାଜ୍ୟ ଓପନ ଚେସ୍‌ ଚାମ୍ପିୟନଶିପ୍‌ ଅନୁଷ୍ଠିତ ହୋଇଯାଇଛି। ୫ ରାଉଣ୍ଡ ବିଶିଷ୍ଟ ଏହି ପ୍ରତିଯୋଗିତାରେ କଟକସ୍ଥିତ...

ଶ୍ରେୟା, ସୁୟଶଙ୍କୁ ଟାଇଟଲ୍‌

ଭୁବନେଶ୍ୱର,୪ା୧୨(ସରୋଜ ଜେନା): କେଟି ଗ୍ଲୋବାଲ ସ୍କୁଲରେ ଆୟୋଜିତ ଏମ୍‌ଓସିଏଫ୍‌ ଏଆଇଟିଏ ଓ ଟିଏ କେଟି ଗ୍ରାସରୁଟ୍‌ ଚାମ୍ପିୟନଶିପ୍‌ ଉଦ୍‌ଯାପିତ ହୋଇଛି। ବାଳିକା ସିଙ୍ଗଲ୍ସରେ ଶ୍ରେୟା ମହାପାତ୍ର ଓ ବାଳକ ସିଙ୍ଗଲ୍ସରେ ସୁୟଶ ପଟ୍ଟନାୟକ ବିଜୟୀ ହୋଇଛନ୍ତି। କେଟି ଗ୍ଲୋବାଲ ସ୍କୁଲ...

ଭିନ୍ନକ୍ଷମ ଦିବସରେ କ୍ରୀଡ଼ା ପ୍ରତିଯୋଗିତା

ଭୁବନେଶ୍ୱର, ୪ା୧୨ (ବିଜୟ ରଣା): ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ଆନୁକୂଲ୍ୟରେ ଦୁଇ ଦିନ ଧରି ଦୂତୀଚାନ୍ଦ ଇନ୍‌ଡୋର ଷ୍ଟାଡିୟମରେ ଏକ କ୍ରୀଡ଼ା ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା।...

ଓଡ଼ିଶା ପ୍ରତିଯୋଗୀଙ୍କୁ ୫ ପଦକ

ଭୁବନେଶ୍ୱର,୪ା୧୨(ସରୋଜ ଜେନା): ନେପାଳରେ ଅନୁଷ୍ଠିତ ସାଉଥ୍‌ ଏସିଆ କରାଟେ ପ୍ରତିଯୋଗିତାରେ ଓଡ଼ିଆ ପ୍ରତିଯୋଗୀଙ୍କୁ ସଫଳତା। ଓଡ଼ିଶାରୁ ସମୁଦାୟ ୫ ଜଣ ପ୍ରତିଯୋଗୀ ଏହି ଟୁର୍ନାମେଣ୍ଟରେ ଅଂଶଗ୍ରହଣ କରୁଥିବା ବେଳେ ଓଡ଼ିଶା ଦୁଇ ସ୍ବର୍ଣ୍ଣ ପଦକ ସହିତ ୫ ପଦକ ବିଜୟୀ...

ଅଂଶଗ୍ରହଣ କଲେ ୩୦୦ରୁ ଊର୍ଦ୍ଧ୍ୱ ଯୁବ ସନ୍ତରଣକାରୀ

ଭୁବନେଶ୍ୱର, ୪ା୧୨ (ବିଜୟ ରଣା): କିସ୍‌, ଗ୍ଲେନମାର୍କ ଆକ୍ୱାଟିକ୍‌ ଓ କିଟ୍‌ର ମିଳିତ ଆନୁକୂଲ୍ୟରେ ରବିବାର କିଟ୍‌ ପରିସରରେ ରହିଥିବା ୬ଟି ସୁଇମିଂ ପୁଲ୍‌ରେ ଆଇସୁଇମ ଜୁନିୟର ସୁଇମ୍‌ ମିଟ୍‌ ଅନୁଷ୍ଠିତ ହୋଇଯାଇଛି। ଇଭେଣ୍ଟରେ ୩୦୦ରୁ ଊର୍ଦ୍ଧ୍ୱ ଉତ୍ସାହୀ ଯୁବ...

ଟାଏକୋଣ୍ଡୋ ପାଇଁ ୧୩ ଜଣିଆ ଓଡ଼ିଶା ଦଳ

ଭୁବନେଶ୍ୱର,୪ା୧୨(ସରୋଜ ଜେନା): ଦାର୍ଜିଲିଂର କାଲିପଙ୍ଗଠାରେ ଡିସେମ୍ବର ୯ ଓ ୧୦ ତାରିଖରେ ହେବାକୁ ଥିବା ଅନ୍ତର୍ଜାତୀୟ ଟାଏକୋଣ୍ଡୋ ପ୍ରତିଯୋଗିତା ପାଇଁ ୧୩ ଜଣ ଖେଳାଳି ମନୋନୀତ ହୋଇଛନ୍ତି। ଅଲ ଇଣ୍ଡିଆ ଟାଏକୋଣ୍ଡୋ ଫେଡେରେଶନ ପକ୍ଷରୁ ଏହି ଟୁର୍ନାମେଣ୍ଟ ଆୟୋଜିତ ହେଉଛି।...

ୟୁନିଟ୍‌-୬ ଆଥଲେଟିକ୍‌ ଆସୋସିଏଶନ୍‌ ବିଜୟୀ

ଭୁବନେଶ୍ୱର, ୪।୧୨ (ସରୋଜ ଜେନା): ଭୁବନେଶ୍ୱର ଆଥ୍‌ଲେଟିକ ଆସୋସିଏଶନ ଆନୁକୂଲ୍ୟରେ ‘ଗତିକୃଷ୍ଣ ପଣ୍ଡା ମେମୋରିଆଲ’ ଭୁବନେଶ୍ୱର ‘ଏ’ ଡିଭିଜନ ଫୁଟବଲ ଲିଗ୍‌ରେ ରବିବାର ବିଜୟୀ ହୋଇଛି ୟୁନିଟ୍‌-୬ ଆଥ୍‌ଲେଟିକ ଆସୋସିଏଶନ୍‌। ୟୁନିଟ-୧ସ୍ଥିତ ଭୁବନେଶ୍ୱର ଫୁଟ୍‌ବଲ ଏକାଡେମୀ ପଡ଼ିଆରେ ଖେଳା ଯାଇଥିବା...

ଅଷ୍ଟ୍ରେଲିଆ ହାତରୁ ମ୍ୟାଚ୍‌ ଛଡାଇ ଆଣିଲା ଭାରତ:ଶେଷ ଓଭରରେ ପଲଟିଗଲା ମ୍ୟାଚ୍‌

ବେଙ୍ଗାଲୁରୁ,୩।୧୨: ଅଷ୍ଟ୍ରେଲିଆ ବିପକ୍ଷ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜକୁ ଭାରତ ୪-୧ରେ ଜିତିଛି। ସିରିଜର ଶେଷ ମ୍ୟାଚ ଭାରତ ୬ ରନ୍‌ରେ ଜିତିଥିଲେ। ଅଷ୍ଟ୍ରେଲିଆ ଅଧିନାୟକ ମାଥ୍ୟୁ ୱେଡ ଟସ ଜିତି ବେଙ୍ଗାଲୁରୁ ଏମ ଚିନ୍ନାସ୍ବାମୀ ଷ୍ଟାଡିୟମରେ ବୋଲିଂ...

ବିଦାୟ ସିରିଜର ପ୍ରଥମ ଟେଷ୍ଟ ଖେଳିବେ ଡେଭିଡ୍‌ ଓ୍ବାର୍ନର 

ସିଡ୍‌ନୀ, ୩ା୧୨: ପାକିସ୍ତାନ ବିପକ୍ଷ ୩ ମ୍ୟାଚ ବିଶିଷ୍ଟ କ୍ରିକେଟ ଟେଷ୍ଟ ସିରିଜj ପ୍ରଥମ ମ୍ୟାଚ ପାଇଁ ଅଷ୍ଟ୍ରେଲିଆ ଦଳରେ ଡେଭିଡ୍‌ ଓ୍ବାର୍ନରଙ୍କୁ ନିଆଯାଇଛି। ସିଡ୍‌ନୀ କ୍ରିକେଟ ଗ୍ରାଉଣ୍ଡ (ଏସ୍‌ସିଜି)ରେ ଓ୍ବାର୍ନରଙ୍କ ସମ୍ଭବତଃ ଏହା ଫେୟାରଓ୍ବେଲ ମ୍ୟାଚ ହେବ ବୋଲି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri