ଖେଳ

ରାହୁଲ ଗାନ୍ଧୀଙ୍କ ‘ପନୌତି’ ବୟାନକୁ ନେଇ ପ୍ରତିକ୍ରିୟା ରଖିଲେ ଶାମି

ନୂଆଦିଲ୍ଲୀ,୨୩।୧୧: ବିଶ୍ୱକପ ୨୦୨୩ରେ ମହମ୍ମଦ ଶାମି ସର୍ବାଧିକ ୱିକେଟ ନେଇ ରେକର୍ଡ କରିଥିଲେ। ସେ ମାତ୍ର ୭ ଟି ମ୍ୟାଚରେ ୨୪ଜଣ ବ୍ୟାଟ୍ସମ୍ୟାନଙ୍କୁ ପାଭିଲିୟନର ରାସ୍ତା ଦେଖାଇଥିଲେ। ସେ ଫାଇନାଲରେ ୧ଟି ୱିକେଟ ନେଇଥିଲେ। ବିଶ୍ୱକପର ଫାଇନାଲ ମ୍ୟାଚ ଦେଖିବା...

ଚେନ୍ନାଇ ସୁପର କିଙ୍ଗ୍ସକୁ ଝଟକା, ଆଇପିଏଲ ୨୦୨୪ରେ ଖେଳିବେନି ବେନ ଷ୍ଟୋକ୍ସ

ନୂଆଦିଲ୍ଲୀ,୨୩।୧୧: ଆଇପିଏଲ ୨୦୨୪ ସିଜିନ୍‌ ପୂର୍ବରୁ ମହେନ୍ଦ୍ର ସିଂ ଧୋନିଙ୍କ ନେତୃତ୍ୱାଧୀନ ଚେନ୍ନାଇ ସୁପର କିଙ୍ଗ୍ସ ଏକ ବଡ଼ ଅସୁବିଧାର ସମ୍ମୁଖୀନ ହୋଇଛି। ସୂଚନାନୁଯାୟୀ, ବେନ ଷ୍ଟୋକ୍ସ ଆଇପିଏଲ ୨୦୨୪ର ଏକ ଅଂଶ ହେବ ନାହିଁ । ଚେନ୍ନାଇ ସୁପର...

ଭାରତ ଆଗରେ ୨୦୯ ରନ୍‌ର ବିଶାଳ ଟାର୍ଗେଟ୍‌ ରଖିଲା ଅଷ୍ଟ୍ରେଲିଆ

ବିଶାଖାପଟ୍ଟନମ୍‌,୨୩।୧୧: ଅଷ୍ଟ୍ରେଲିଆ ବିପକ୍ଷ ୫ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜର ଗୁରୁବାର ଖେଳାଯାଉଥିବା ପ୍ରଥମ ମ୍ୟାଚ୍‌ରେ ଭାରତର ଅଧିନାୟକ ସୂର୍ଯ୍ୟ କୁମାର ଯାଦବ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ। ଫଳରେ ଆମନ୍ତ୍ରଣ ପାଇ ଅଷ୍ଟ୍ରେଲିଆ ବ୍ୟାଟିଂ ଆରମ୍ଭ...

ବିଶ୍ୱକପ୍‌ରେ ଭାରତ ପରାଜୟର ପ୍ରକୃତ କାରଣ କହିଲେ ଶାମି

ଲକ୍ଷ୍ନୌ,୨୩।୧୧: ଭାରତରେ ଆୟୋଜିତ କ୍ରିକେଟ ବିଶ୍ୱକପ ଶେଷ ହୋଇଛି। ଦ୍ରୁତ ବୋଲର ମହମ୍ମଦ ଶାମି ବିଶ୍ୱକପ୍‌ରେ ଚମତ୍କାର ବୋଲିଂ କରି ସର୍ବାଧିକ ଉଇକେଟ ନେଇଥିଲେ। ବିଶ୍ୱକପ୍‌ ଶେଷ ପରେ ସେ ନିଜ ଜନ୍ମ ଗ୍ରାମ ଆମରୋହାରେ ପହଞ୍ଚିଛନ୍ତି। ବିଶ୍ୱକପ ସମୟରେ...

ସୂର୍ଯ୍ୟକୁମାରଙ୍କ ସାମ୍ବାଦିକ ସମ୍ମିଳନୀକୁ ଆସିଲେ ମାତ୍ର ୨ ସାମ୍ବାଦିକ: ସାଢେ ୩ ମିନିଟ୍‌ରେ କାର୍ଯ୍ୟକ୍ରମ ଶେଷ

ବିଶାଖାପାଟନମ୍‌,୨୩।୧୧: ଅଷ୍ଟ୍ରେଲିଆ ବିପକ୍ଷ ୫ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜରେ ସୁର୍ଯ୍ୟକୁମାର ଯାଦବ ଟିମ ଇଣ୍ଡିଆର ଅଧିନାୟକ ହୋଇଛନ୍ତି। ଆଜି ଏହି ସିରିଜର ପ୍ରଥମ ମ୍ୟାଚ ବିଶାଖାପାଟନମରେ ଖେଳାଯିବ। ଏହାପୂର୍ବରୁ ଭାରତୀୟ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ଏକ ସାମ୍ବାଦିକ...

ରୋହିତ ଶର୍ମାଙ୍କୁ ସାନ୍ତ୍ୱନା ଦେଉଛନ୍ତି ଝିଅ ସମାଇରା, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୩।୧୧:ଆଇସିସି ବିଶ୍ୱକପ ଫାଇନାଲ ମ୍ୟାଚରେ ଟିମ୍‌ ଇଣ୍ଡିଆର ଶୋଚନୀୟ ପରାଜୟ ହୋଇଛି। ମ୍ୟାଚ ହାରିବା ଯୋଗୁ ଅଧିନାୟକ ରୋହିତ ଶର୍ମା ଭାଙ୍ଗି ପଡିଥିଲେ। ଏପରିକି ସେ ପଡିଆରେ କାନ୍ଦି ପକାଇଥିଲେ। ରୋହିତଙ୍କ ଆଖିର ଲୁହ ସାରା ଦେଶବାସୀଙ୍କ ମନକୁ ବଖାଣୁଥିଲା।...

ପୂର୍ବତନ କ୍ରିକେଟର ଏସ ଶ୍ରୀସନ୍ତଙ୍କ ନାଁରେ ଠକେଇ ଅଭିଯୋଗ, ଲାଗିଲା ଧାରା ୪୨୦

ନୂଆଦିଲ୍ଲୀ,୨୩।୧୧: ପୂର୍ବତନ ଭାରତୀୟ କ୍ରିକେଟର ଏସ ଶ୍ରୀସାନ୍ତଙ୍କ ନାଁରେ ଠକେଇ ଅଭିଯୋଗରେ ମାମଲା ରୁଜୁ ହୋଇଛି। କ୍ରୀଡ଼ା ଏକାଡେମୀ ନିର୍ମାଣ କରିବା ପ୍ରତିଶୃତି ଦେଇ ଜଣେ ବ୍ୟକ୍ତିଙ୍କ ନିକଟରୁ ବିଭିନ୍ନ ସମୟରେ ୧୮.୭୦ ଲକ୍ଷ ଟଙ୍କା ନେଇଥିବା ଅଭିଯୋଗରେ ଉତ୍ତର...

ଶୁବମନ ଗିଲଙ୍କ ସହ ଡିପଫେକ ଫଟୋ ଭାଇରାଲ ହେବା ପରେ ରାଗିଲେ ସାରା ତେନ୍ଦୁଲକର

ମୁମ୍ବାଇ,୨୩।୧୧: ଭାରତୀୟ କ୍ରିକେଟର ଶୁବମାନ ଗିଲଙ୍କ ସହ ସମ୍ପର୍କ ପାଇଁ ସଚିନ ତେନ୍ଦୁଲକରଙ୍କ ଝିଇ ସାରା ତେନ୍ଦୁଲକର ଅନେକ ଦିନ ଧରି ହେଡଲାଇନରେ ରହିଆସିଛନ୍ତି। ଏହି ସମୟରେ ସାରା ସୋସିଆଲ ମିଡିଆରେ ଏଭଳି ପୋଷ୍ଟ ଶେୟାର କରିଥିଲେ, ଯେଉଁଥିରେ ସେ...

ବୋଲିଂ ଯାଦୁ ଦେଖାଇଲେ ଚହଲ

ନୂଆଦିଲ୍ଲୀ,୨୩।୧୧: କ୍ରିକେଟର ୟୁଜବେନ୍ଦ୍ର ଚହଲ ଟିମ ଇଣ୍ଡିଆ ବାଦ୍‌ ପଡିଛନ୍ତି। କିନ୍ତୁ ସେ ଅନେକ ଥର ଦୃଢ ପ୍ରଦର୍ଶନ କରିଛନ୍ତି। କିନ୍ତୁ ତାଙ୍କୁ ଭାରତୀୟ ଦଳରେ ସ୍ଥାନ ମିଳିନାହିଁ। ଚହଲ ଏବେ ଘରୋଇ ମ୍ୟାଚ୍‌ରେ ଜବରଦସ୍ତ ପ୍ରଦର୍ଶନ କରୁଛନ୍ତି। ବିଜୟ...

ଏହି କ୍ରିକେଟର୍‌ଙ୍କୁ ୬ ବର୍ଷ ବାସନ୍ଦ କଲା ଆଇସିସି

ନୂଆଦିଲ୍ଲୀ,୨୩।୧୧: ଆଇସିସି କିମ୍ବଦନ୍ତୀ ୱେଷ୍ଟଇଣ୍ଡିଜ କ୍ରିକେଟର ମାର୍ଲନ ସାମୁଏଲ୍ସଙ୍କୁ ୬ ବର୍ଷ ପାଇଁ କ୍ରିକେଟରୁ ବାସନ୍ଦ କରିଛି। ଅନେକ ଥର ୱେଷ୍ଟଇଣ୍ଡିଜ ପାଇଁ ସାମୁଏଲ୍ସ ଚମତ୍କାର ପ୍ରଦର୍ଶନ କରିଛନ୍ତି। ଅବସର ପରେ ସେ ଘରୋଇ ଲିଗରେ ଖେଳୁଛନ୍ତି। କିନ୍ତୁ ବର୍ତ୍ତମାନ...

କୋଚ ଭାବେ ଆଉ ରହିବାକୁ ଚାହୁନାହାନ୍ତି ରାହୁଲ ଦ୍ରାବିଡ: ଏହି ପ୍ରସିଦ୍ଧ କ୍ରିକେଟର ହୋଇପାରନ୍ତି ଭାରତର କୋଚ

ନୂଆଦିଲ୍ଳୀ,୨୩।୧୧: ବିଶ୍ୱକପ ପରେ ଟିମ ଇଣ୍ଡିଆ କୋଚ ରାହୁଲ ଦ୍ରାବିଡଙ୍କ କୋଚ ଭାବରେ କାର୍ଯ୍ୟକାଳ ଶେଷ ହୋଇଛି। ବର୍ତ୍ତମାନ ଭିଭିଏସ ଲକ୍ଷ୍ମଣ ତାଙ୍କ ସ୍ଥାନରେ ଟିମ ଇଣ୍ଡିଆ ପାଇଁ କୋଚିଂ ଦାୟିତ୍ୱ ଗ୍ରହଣ କରିପାରନ୍ତି। ରିପୋର୍ଟ ଅନୁଯାୟୀ, ରାହୁଲ ଦ୍ରାବିଡଙ୍କ...

୪୮ ବର୍ଷ ରେକର୍ଡ ଭାଙ୍ଗିଲା: ବିଶ୍ୱକପ ୨୦୨୩ରେ ଛକା-ଶତକ ବର୍ଷା

ନୂଆଦିଲ୍ଳୀ,୨୩।୧୧: ଦିନିକିଆ ବିଶ୍ୱକପ ୨୦୨୩ ବ୍ୟାଟ୍ସମ୍ୟାନଙ୍କ ପାଇଁ ସର୍ବଶ୍ରେଷ୍ଠ ଥିଲା। କାରଣ ଟୁର୍ନାମେଣ୍ଟର ଏହି ସଂସ୍କରଣରେ ସର୍ବାଧିକ ଛକା ଓ ଶତକ ଦେଖାଯାଇଥିଲା। ୧୯୭୫ରେ ଆରମ୍ଭ ହୋଇଥିବା ଏହି ଟୁର୍ନାମେଣ୍ଟର ୧୩ତମ ସଂସ୍କରଣ ଭାରତୀୟ ମାଟିରେ ଖେଳାଯାଇଥିଲା। ଏଥିରେ ଅଷ୍ଟ୍ରେଲିଆ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri