ଖେଳ

ଓ୍ବାଙ୍ଖଡେର ମାହୋଲକୁ ବେକ୍‌ହାମଙ୍କ ପ୍ରଶଂସା, ବିରାଟଙ୍କ ଲୋକପ୍ରିୟତା ଦେଖି ବିମୋହିତ

ମୁମ୍ବାଇ,୧୬ା୧୧(ପି.ଟି.) ଇଂଲଣ୍ଡ ଫୁଟ୍‌ବଲ ତାରକା ଡେଭିଡ୍‌ ବେକ୍‌ହାମ ପ୍ରଥମ ଥର ଭାରତ ଗସ୍ତରେ ରହିଥିବା ବେଳେ ଦିନିକିଆ କ୍ରିକେଟ ବିଶ୍ୱକପ୍‌ ୨୦୨୩ର ପ୍ରଥମ ସେମିଫାଇନାଲ ଦେଖିଥିଲେ। ଏହାର ଗୋଟିଏ ଦିନ ପରେ ବିସିସିଆଇ ପକ୍ଷରୁ ବେକ୍‌ହାମଙ୍କ ଏକ ଭିଡିଓ ରିଲିଜ୍‌...

ଜାତୀୟ ମହିଳା ଫୁଟ୍‌ବଲ ଚାମ୍ପିୟନଶିପ: ଅରୁଣାଚଳର ବୃହତ୍‌ ବିଜୟ

ସୁନ୍ଦରଗଡ,୧୬ା୧୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ ଜିଲା କ୍ରୀଡା ସଂସଦ ଓ ଫୁଟ୍‌ବଲ ଆସୋସିଏଶନ ଅଫ ଓଡିଶା(ଫାଓ)ର ମିଳିତ ଆନୁକୂଲ୍ୟରେ ଷ୍ଟାଡିୟମରେ ଚାଲିଥିବା ୨୮ତମ ଜାତୀୟ ମହିଳା ଫୁଟ୍‌ବଲ ଚାମ୍ପିୟନଶିପର ତୃତୀୟ ଦିନରେ ଅରୁଣାଚଳ ପ୍ରଦେଶ ବୃହତ ବିଜୟ ହାସଲ କରିଥିବା...

ଫିଫା ବିଶ୍ୱକପ୍‌ ଯୋଗ୍ୟତା ପର୍ଯ୍ୟାୟ: କୁଏଟ୍‌କୁ ହରାଇଲା ଭାରତ

କୁଏଟ,୧୬ା୧୧ ୨୦୨୬ ଫୁଟବଲ ବିଶ୍ୱକପ ପାଇଁ ଅନୁଷ୍ଠିତ ଦ୍ୱିତୀୟ ରାଉଣ୍ଡର ଯୋଗ୍ୟତା ପର୍ଯ୍ୟାୟରେ ବିଜୟରୁ ଅଭିଯାନ ଆରମ୍ଭ କରିଛି ଭାରତ। କୁଏଟର ଅଲ ଅହମଦ ଜାବେର ଇଣ୍ଟରନ୍ୟାଶନାଲ ଷ୍ଟାଡିୟମରେ ଅନୁଷ୍ଠିତ ମ୍ୟାଚକୁ ଭାରତ ୧-୦ ଗୋଲରେ ଜିତି ନେଇଛି। ଭାରତ...

ଜାପାନ ମାଷ୍ଟର୍ସ ଟେନିସରେ ଭାରତକୁ ଝଟକା

କୁମାମୋତୋ(ଜାପାନ),୧୬ା୧୧: ଭାରତର ଏଚ୍‌.ଏସ୍‌. ପ୍ରଣୟ ଜାପାନ ମାଷ୍ଟର୍ସ ସୁପର ୫୦୦ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟରେ ତାଙ୍କ ଦ୍ୱିତୀୟ ରାଉଣ୍ଡ ମ୍ୟାଚ ହାରିଯାଇଛନ୍ତି। ଏଥିସହିତ ପ୍ରତିଯୋଗିତାରେ ଭାରତର ଅଭିଯାନ ଶେଷ ହୋଇଯାଇଛି। ଏସିଆନ ଗେମ୍ସ ବ୍ରୋଞ୍ଜ ବିଜୟୀ ଭାରତୀୟ ଖେଳାଳି ପ୍ରଣୟ ତାଇପେର...

ଅହମ୍ମଦାବାଦରେ ଭାରତ ସହ ଫାଇନାଲ ଖେଳିବ ଅଷ୍ଟ୍ରେଲିଆ: ୨୦୦୩ର ରାଗ ସୁଝାଇବ ଟିମ୍‌ ଇଣ୍ଡିଆ

କୋଲକାତା,୧୬।୧୧: କୋଲକାତାର ଇଡେନ୍‌ ଗାର୍ଡେନ୍ସରେ ଗୁରୁବାର ଖେଳାଯାଇଥିବା ୨୦୨୩ ଦିନିକିଆ ବିଶ୍ୱକପ୍‌ର ଦ୍ୱିତୀୟ ସେମିଫାଇନାଲ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ୩ ଉଇକେଟ୍‌ରେ ବିଜୟ ହୋଇ ଫାଇନାଲ୍‌ ପାଇଁ ଟିକେଟ୍‌ ପକ୍କା କରିଛି। ଅନ୍ୟପକ୍ଷେ ପୂର୍ବରୁ ଫାଇନାଲରେ ପହଞ୍ଚି ସାରିଥିବା ଭାରତ ସହ...

କିଙ୍ଗ କୋହଲିଙ୍କୁ ହରକ୍ୟୁଲେସ ସହ ତୁଳନା କଲେ ସିଦ୍ଧୁ

ନୂଆଦିଲ୍ଲୀ,୧୬।୧୨: ବିରାଟ କୋହଲି ବିଶ୍ୱକପ ୨୦୨୩ର ସେମିଫାଇନାଲରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଏକ ଦିବସୀୟ କ୍ୟାରିୟରର ୫୦ ତମ ଶତକ ହାସଲ କରିଥିଲେ। ଏହି ଶତକ ସହିତ କୋହଲି ପୂର୍ବତନ ଭାରତୀୟ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକରଙ୍କୁ ଅତିକ୍ରମ କରି ଏକ ଦିବସୀୟ...

ବିଶ୍ୱକପ ଫାଇନାଲ ଖେଳିବାକୁ ଅହମ୍ମଦାବାଦରେ ପହଞ୍ଚିଲା ଟିମ ଇଣ୍ଡିଆ, ହୋଟେଲ ବାହାରେ ପ୍ରଶଂସକଙ୍କ ଜମିଛି ଭିଡ

ଅହମ୍ମଦାବାଦ,୧୬।୧୧: ଦିନିକିଆ ବିଶ୍ୱକପ ୨୦୨୩ର ଫାଇନାଲ ମ୍ୟାଚ ନଭେମ୍ବର ୧୯ ରବିବାର ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ। ଟୁର୍ନାମେଣ୍ଟର ପ୍ରଥମ ଫାଇନାଲିଷ୍ଟ ତଥା ଆୟୋଜକ ଦଳ ଏହି ମ୍ୟାଚ ପାଇଁ ଅହମ୍ମଦାବାଦରେ ପହଞ୍ଚିଛନ୍ତି। ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତୀୟ...

ଓ୍ବାଙ୍ଖଡେର ମାହୋଲ ଲୋମଟାଙ୍କୁରା ମୂହୂର୍ତ୍ତ ଥିଲା: ଡେଭିଡ୍‌ ବେକ୍‌ହାମ

ମୁମ୍ବାଇ,୧୬ା୧୧: ଇଂଲଣ୍ଡ ଫୁଟବଲ ତାରକା ଡେଭିଡ୍‌ ବେକ୍‌ହାମ ପ୍ରଥମ ଥର ଭାରତ ଗସ୍ତରେ ରହିଥିବା ବେଳେ ୨୦୨୩ ଦିନିକିଆ କ୍ରିକେଟ୍‌ ବିଶ୍ୱକପର ପ୍ରଥମ ସେମି ଫାଇନାଲ ଦେଖିଥିଲେ। ଏହାର ଗୋଟିଏ ଦିନ ପରେ ବିସିସିଆଇ ପକ୍ଷରୁ ବେକ୍‌ହାମଙ୍କ ଏକ ଭିଡିଓ...

୨୦ ବର୍ଷ ପରେ ପତ୍ନୀ ସାକ୍ଷୀଙ୍କ ସହ ପୈତୃକ ଗାଁରେ ପହଞ୍ଚି ବଡ଼ ମାନଙ୍କଠାରୁ ଆଶୀର୍ବାଦ ନେଲେ ମହେନ୍ଦ୍ର ସିଂ ଧୋନି

ନୂଆଦିଲ୍ଲୀ,୧୬।୧୧: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି ପ୍ରାୟ ୨୦ ବର୍ଷ ପରେ ବୁଧବାର ନିଜ ଗାଁ ଲୱାଲିରେ ପହଞ୍ଚିଛନ୍ତି। ସେ ତାଙ୍କ ପତ୍ନୀ ସାକ୍ଷୀଙ୍କ ସହ ଗାଁ ମନ୍ଦିରରେ ଭଗବାନଙ୍କୁ ପୂଜା କରିଥିଲେ ଏବଂ...

ବିଶ୍ୱକପ ଫାଇନାଲକୁ ଭବ୍ୟ କରିବାକୁ ପ୍ରସ୍ତୁତି, ଷ୍ଟାଡିୟମରେ ମ୍ୟାଚ ଦେଖିପାରନ୍ତି ପ୍ରଧାନମନ୍ତ୍ରୀ, ମ୍ୟାଚ ପୂର୍ବରୁ ହେବ ଏୟାର ଶୋ

ନୂଆଦିଲ୍ଲୀ,୧୬।୧୧: ଭାରତୀୟ ଦଳ ବିଶ୍ୱକପ ଫାଇନାଲରେ ପ୍ରବେଶ କରିଛି। ଏହି ମ୍ୟାଚ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ। ଅଷ୍ଟ୍ରେଲିଆ କିମ୍ବା ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚରେ ଟିମ ଇଣ୍ଡିଆ ଫାଇନାଲ ଖେଳିବ। ପ୍ରବେଶ କରିବ। ଏହି ମ୍ୟାଚକୁ ଗ୍ରାଣ୍ଡ...

ପଞ୍ଜାବରେ ବିଳାସପୂର୍ଣ୍ଣ ଘର, ଆଇପିଏଲ, ବିସିସିଆଇ ଚୁକ୍ତିନାମା ମାଧ୍ୟମରେ କୋଟି କୋଟି ଟଙ୍କା ରୋଜଗାର, ଜାଣନ୍ତୁ କେତେ କୋଟିର ମାଲିକ ଗିଲ୍‌

ନୂଆଦିଲ୍ଲୀ,୧୬।୧୧: ଭାରତୀୟ କ୍ରିକେଟର ଭବିଷ୍ୟତ ଭାବରେ ଶୁବମାନ ଗିଲ୍‌ଙ୍କୁ ଦେଖାଯାଉଛି। ୨୪ ବର୍ଷ ବୟସରେ ସେ ଯେଉଁ ପ୍ରକାରର ପ୍ରଦର୍ଶନ କରୁଛନ୍ତି, ତାହା ଅବିଶ୍ୱସନୀୟ। ଏହା ପରେ ବିଶ୍ୱାସ କରାଯାଏ ଯେ ସେ ସଚିନ ଏବଂ ବିରାଟଙ୍କ ପରେ ବିଶ୍ୱ...

ବିଶ୍ୱକପ୍‌ ଫାଇନାଲରେ ପହଞ୍ଚିବାକୁ ଅଷ୍ଟ୍ରେଲିଆ ଆଗରେ ୨୧୩ ରନ୍‌ର ବିଜୟ ଟାର୍ଗେଟ୍‌

କୋଲକାତା,୧୬।୧୧: କୋଲକାତାର ଇଡେନ୍‌ ଗାର୍ଡେନ୍ସରେ ଗୁରୁବାର ଖେଳାଯାଉଥିବା ୨୦୨୩ ଦିନିକିଆ ବିଶ୍ୱକପର ଦ୍ୱିତୀୟ ସେମିଫାଇନାଲ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ଟସ୍‌ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଡେଭିଡ ମିଲରଙ୍କ ଦମ୍‌ଦାର ଶତକୀୟ ଇନିଂସ୍‌ ସତ୍ତ୍ୱେ ଦକ୍ଷିଣ ଆଫ୍ରିକା ନିର୍ଦ୍ଧାରିତ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri