ଖେଳ

ସେ ମୋ’ ପାଖକୁ ଆସିଲେ, ଆଉ କହିଲେ…

ମୁମ୍ବାଇ,୧୫ା୧୧: ଦିନିକିଆ କ୍ରିକେଟ ବିଶ୍ୱକପ୍‌ର ସେମିଫାଇନାଲରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତୀୟ ଦଳ ସର୍ବାଧିକ ସ୍କୋର କରିଛନ୍ତି। ବିରାଟ କୋହଲି ପୁଣି ଥରେ ଏକ ଶତକ ହାସଲ କରି ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିଛନ୍ତି। ଭାରତ ଟସ୍‌ ଜିତି ନ୍ୟୁଜିଲାଣ୍ଡ...

ବିରାଟଙ୍କ ଶତକ ପରେ ଭାଇରାଲ ହେଉଛି ସଚିନଙ୍କ ପ୍ରତିକ୍ରିୟା

ମୁମ୍ବାଇ,୧୫ା୧୧: ଦିନିକିଆ କ୍ରିକେଟ ବିଶ୍ୱକପ୍‌ର ପ୍ରଥମ ସେମିଫାଇନାଲରେ ବିରାଟ କୋହଲି ସଚିନ ତେନ୍ଦୁଲକରଙ୍କ ଶତକ ରେକର୍ଡ ଭାଙ୍ଗି ଏକ ନୂତନ ଇତିହାସ ଲେଖିଛନ୍ତି। କୋହଲି ନ୍ୟୁଜିଲାଣ୍ଡ ବିପକ୍ଷରେ୧୧୭ ରନ୍‌ ସ୍କୋର କରି ସେ  ଏହି ରେକର୍ଡ ହାସଲ କରିଛନ୍ତି। ଏନେଇ...

୬୭ ବଲ୍‌ରେ ଶତକ ମାରି ସ୍ପେଶାଲ କ୍ଲବରେ ଏଣ୍ଟ୍ରି କଲେ ଶ୍ରେୟାସ

ମୁମ୍ବାଇ,୧୫।୧୧: ବିଶ୍ୱକପ୍‌ ୨୦୨୩ର ପ୍ରଥମ ସେମିଫାଇନାଲ ମୁକାବିଲାରେ ଯୁବ ବ୍ୟାଟ୍ସମ୍ୟାନ୍‌ ଶ୍ରେୟାସ ଆୟର ଚମକିଛନ୍ତି। ଫର୍ମକୁ ଫେରିବା ପରେ ନେଦରଲାଣ୍ଡ ବିପକ୍ଷରେ ସେ ୧୨୮ ରନ୍‌ର ଶତକୀୟ ଇନିଂସ ଖେଳିଥିଲେ। ପୁଣିଥରେ ସେ ନ୍ୟୁଜିଲାଣ୍ଡ ବିପକ୍ଷ ସେମିଫାଇନାଲରେ ୬୭ ବଲ୍‌ରେ...

ଐଶ୍ୱର୍ଯ୍ୟାଙ୍କ ନାମ ନେଇ ଅଡୁଆରେ ପଡ଼ିଲେ ଏହି କ୍ରିକେଟର, ଶେଷରେ ମାଗିଲେ କ୍ଷମା

ମୁମ୍ବାଇ: ପାକିସ୍ତାନର ପୂର୍ବତନ କ୍ରିକେଟର ଅବଦୁଲ ରଜାକ ମଙ୍ଗଳବାର ପାକିସ୍ତାନ କ୍ରିକେଟ ବୋର୍ଡର ନିୟମକୁ ନେଇ ପ୍ରଶ୍ନ ଉଠାଇଥିଲେ। ଏହି ସମୟରେ ସେ ନୀଳନୟନା ତଥା ବଲିଉଡ୍‌ ଅଭିନେତ୍ରୀ ଐଶ୍ବର୍ଯ୍ୟା ରାୟ ବଚ୍ଚନଙ୍କ ନାଁ ନେଇ ଏକ ବିବାଦୀୟ ବୟାନ...

ପଡ଼ିଆରେ ବିରୁଷ୍କାଙ୍କ ଚୁମ୍ବନ ସିନ୍‌: ଭିଡ଼ିଓ ଭାଇରାଲ

ମୁମ୍ବାଇ,୧୫।୧୧: ବିଶ୍ୱକପ୍‌ ୨୦୨୩ର ପ୍ରଥମ ସେମିଫାଇନାଲରେ ବିରାଟ କୋହଲି ଜବରଦସ୍ତ ୫୦ତମ ଶତକ ହାସଲ କରି ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିଛନ୍ତି। କୋହଲିଙ୍କ ଶତକ ଦେଖି ଷ୍ଟାଡିୟମରେ ଉପସ୍ଥିତ ଥିବା ସ୍ତ୍ରୀ ଅନୁଷ୍କା ଶର୍ମା ଖୁସିରେ ଝୁମି ଉଠିଛନ୍ତି। ସେ...

ନ୍ୟୁଜିଲାଣ୍ଡକୁ ୩୯୮ ଟାର୍ଗେଟ ଦେଲା ଭାରତ

ମୁମ୍ବାଇ,୧୫।୧୧: ଦିନିକିଆ ବିଶ୍ୱକପ ସେମିଫାଇନାଲ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ୩୯୮ ଟାର୍ଗେଟ ଦେଲା ଭାରତ। ୫୦ ଓଭରରେ ୪ଓ୍ବିକେଟ ହରାଇ ୩୯୭ରନ କରିଛି ଭାରତ। ମ୍ୟାଚରେ ବିରାଟ କୋହଲି ଓ ଶ୍ରୟସ ଆୟର ଜବରଦସ୍ତ ଶତକ ହାସଲ କରିଛନ୍ତି।

ଇତିହାସ ରଚିଲେ ବିରାଟ କୋହଲି: ସଚିନଙ୍କ ସାମ୍ନାରେ ୫୦ତମ ଶତକ ହାସଲ ପରେ କଲେ ସଲାମ

ମୁମ୍ବାଇ,୧୫।୧୧: ଶେଷରେ ପ୍ରତୀକ୍ଷାରେ ଅବସାନ ଘଟିଛି। ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ମହାରେକର୍ଡ ଭାଙ୍ଗିଛନ୍ତି ବିରାଟ କୋହଲି। ମୁମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିୟମରେ ଖେଳାଯାଉଥିବା ବିଶ୍ୱକପ୍‌ ସେମିଫାଇନାଲରେ କୋହଲି ୫୦ତମ ଶତକ ହାସଲ କରିଛନ୍ତି। ଏହି ସମୟରେ ସଚିନ ତେନ୍ଦୁଲକର ଷ୍ଟାଡିୟମରେ ଉପସ୍ଥିତ...

ମାଷ୍ଟରବ୍ଲାଷ୍ଟରଙ୍କ ବଡ଼ ରେକର୍ଡ ଭାଙ୍ଗିଲେ କୋହଲି

ମୁମ୍ବାଇ,୧୫।୧୧: ନ୍ୟୁଜିଲାଣ୍ଡ ବିପକ୍ଷ ସେମିଫାଇନାଲ୍‌ରେ ବିରାଟ କୋହଲି ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିଛନ୍ତି। ସଚିନ ତେନ୍ଦୁଲକର ବିଶ୍ୱକପ ୨୦୦୩ରେ ୬୭୩ ରନ ସଂଗ୍ରହ କରିଥିଲେ। ଏଥି ସହିତ ନ୍ୟୁଜିଲାଣ୍ଡ ବିପକ୍ଷରେ ବିରାଟ କୋହଲି ୮୧ତମ ରନ ସ୍କୋର କରିବା...

ସେମିଫାଇନାଲ୍‌ ମ୍ୟାଚ୍‌ରେ ଭାରତକୁ ବଡ଼ ଝଟ୍‌କା: ରିଟାର୍ଡ ହର୍ଟ ହୋଇ ପାଭିଲିୟନ ଫେରିଲେ ଗିଲ

ମୁମ୍ବାଇ,୧୫।୧୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ବିଶ୍ୱକପ୍‌ ସେମିଫାଇନାଲ ମ୍ୟାଚ୍‌ ଖେଳାଯାଉଛି। ଭାରତୀୟ ଅଧିନାୟକ ରୋହିତ ଶର୍ମା ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଭାରତ ଆରମ୍ଭରୁ ଧୂଆଁଧାର ବ୍ୟାଟିଂ ଆରମ୍ଭ କରିଥିଲା। କିନ୍ତୁ ମ୍ୟାଚ୍‌ ବେଳେ...

ପୁଣି ଏକ ନୂଆ କୀର୍ତ୍ତିମାନ ହାସଲ କଲେ କୋହଲି

ମୁମ୍ବାଇ,୧୫।୧୧: ଭାରତ ପାଇଁ ନମ୍ବର-୩ରେ ବ୍ୟାଟ୍ସମ୍ୟାନ ବ୍ୟାଟ୍ସମ୍ୟାନ ବିରାଟ କୋହଲି ଏବଂ ନ୍ୟୁଜିଲାଣ୍ଡ ପାଇଁ ନମ୍ବର-୩ରେ ବ୍ୟାଟିଂ କରୁଥିବା କେନ ୱିଲିୟମସନ ଚତୁର୍ଥ ଥର ପାଇଁ ଦିନିକିଆ ବିଶ୍ୱକପ୍‌ର ସେମିଫାଇନାଲ ମ୍ୟାଚ ଖେଳୁଛନ୍ତି। ଏହି ଦୁଇ ଖେଳାଳିଙ୍କ ଦଳ ଗତ...

ନିଜ ନାଁରେ ଆଉ ଏକ ରେକର୍ଡ ଯୋଡ଼ିଲେ ରୋହିତ ଶର୍ମା, ଦିନିକିଆ ବିଶ୍ୱକପରେ ମାରିଲେ ସର୍ବାଧିକ ଛକା

ମୁମ୍ବାଇ,୧୫।୧୧: ଦିନିକିଆ ବିଶ୍ୱକପ ସେମିଫାଇନାଲ ମ୍ୟାଚରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ୟୁନିଭର୍ସ ବସ୍ କ୍ରିସ୍ ଗେଲଙ୍କ ଏକାଧିକ ରେକର୍ଡ ଭାଙ୍ଗିଛନ୍ତି। ମେଗା ଇଭେଣ୍ଟ ଇତିହାସରେ ୩୬ ବର୍ଷୀୟ ରୋହିତ ୫୦ ଟି ଛକା ମାରିଥିବା ପ୍ରଥମ ବ୍ୟାଟ୍ସମ୍ୟାନ୍ ହୋଇ...

IND vs NZ Semi-Final: ଟସ୍ ଜିତି ଭାରତର ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି

ମୁମ୍ବାଇ,୧୫।୧୧: ଭାରତ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ଭାରତର ଖେଳାଳି ଏକାଦଶରେ ଇଲେଭେନରେ କୌଣସି ପରିବର୍ତ୍ତନ ନାହିଁ। ନ୍ୟୁଜିଲ୍ୟାଣ୍ଡ ମଧ୍ୟ ଖେଳାଳି ଏକାଦଶରେ କୌଣସି ପରିବର୍ତ୍ତନ ହୋଇନାହିଁ। ୨୦୧୯ ଦିନିକିଆ ବିଶ୍ଵକପରେ ଭାରତ ନ୍ୟୁଜିଲାଣ୍ଡ ନିକଟରୁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri