ଖେଳ

ଅନୁଷ୍କାଙ୍କ ପୂର୍ବରୁ ଏସବୁ ସୁନ୍ଦରୀଙ୍କ ପ୍ରେମରେ ପଡ଼ିଥିଲେ ବିରାଟ କୋହଲି, ତାଲିକା ବେଶ ଲମ୍ବା…

ଏକାଧିକ ସୁନ୍ଦରୀଙ୍କୁ ଡେଟ୍‌ କରିବା ପରେ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କୁ ଜୀବନସାଥୀ ଭାବେ ବାଛିଥିଲେ ବିରାଟ କୋହଲି। ଏବେ ଦୁହେଁ ସୁଖୀ ଦାମ୍ପତ୍ୟ ଜୀବନ ଅତିବାହିତ କରୁଛନ୍ତି। କୋହଲି କନ୍ୟା ସନ୍ତାନର ପିତା ଥିବା ବେଳେ ଏବେ ଅନୁଷ୍କା ଦ୍ୱିତୀୟ...

ଟସ ଜିତିଲା ଭାରତ ପ୍ରଥମେ ବ୍ୟାଟିଂ…

କୋଲକାତା,୫।୧୧: ପଶ୍ଚିମବଙ୍ଗର କୋଲକାତାର ଇଡେନ ଗାର୍ଡେନ ଷ୍ଟାଡିୟମରେ ଖେଳାଯାଇଥିବା ବିଶ୍ୱକପ ୨୦୨୩ର ୩୭ତମ ମ୍ୟାଚ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଛି। ଭାରତ ଅଧିନାୟକ ରୋହିତ ଶର୍ମା ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଅଧିନାୟକ...

ବିରାଟଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ମମତା

କୋଲକାତା,୫ା୧୧: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଭାରତୀୟ କ୍ରିକେଟର ବିରାଟ କୋହଲିଙ୍କୁ ତାଙ୍କର ୩୫ତମ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ଏହି କିମ୍ବଦନ୍ତୀ ଭାରତୀୟ ବ୍ୟାଟ୍ସମ୍ୟାନ କୋଲକାତାରେ ଖେଳିବେ। ମମତା ତାଙ୍କ ସୋସିଆଲ ମିଡିଆ ‘X’ ରେ ଲେଖିଛନ୍ତି, ‘ଖୁସି ଯେ...

୩୫ ବର୍ଷରେ ପାଦ ଥାପିଲେ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌

ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ବିରାଟ କୋହଲିଙ୍କ ଆଜି ଅର୍ଥାତ୍‌ ନଭେମ୍ବର ୫ରେ ହେଉଛି ଜନ୍ମଦିନ। ଆଜି ସେ ୩୫ ବର୍ଷରେ ପଦାର୍ପଣ କରିଛନ୍ତି। କ୍ରିକେଟ୍‌ ଦୁନିଆରେ ସେ ଗୋଟିଏ ପରେ ଗୋଟିଏ ରେକର୍ଡ କରି ଚାଲିଛନ୍ତି। ବର୍ତ୍ତମାନ ବିଶ୍ବକପ୍‌ ଖେଳୁଥିବା ବିରାଟ...

ଆମେ ଭଲ ସାଙ୍ଗ ନୁହଁ,ଧୋନିଙ୍କୁ ନେଇ ଯୁବରାଜଙ୍କ ମନ୍ତବ୍ୟ ଭାଇରାଲ…

ନୂଆଦିଲ୍ଲୀ,୫।୧୧ : ବିଶ୍ୱକପ ୨୦୨୩ର ଉତ୍ସାହ ମଧ୍ୟରେ ପୂର୍ବତନ ଟିମ ଇଣ୍ଡିଆ ଖେଳାଳି ଯୁବରାଜ ସିଂ ମନ୍ତବ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏକ ଶୋ’ରେ ସେ ତାଙ୍କ ସହ ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ଏମଏସ...

ସିକନ୍ଦର ରାଜା ଜିମ୍ବାୱେର ନୂଆ ଟି-୨୦ ଅଧିନାୟକ ନିଯୁକ୍ତ

ନୂଆଦିଲ୍ଲୀ,୪/୧୧: ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି କ୍ରମେ ତାରକା ଅଲରାଉଣ୍ଡର ସିକନ୍ଦର ରାଜାଙ୍କୁ ଜିମ୍ବାୱେର ଟି-୨୦ ଅଧିନାୟକ ନିଯୁକ୍ତ କରାଯାଇଛି। ରାଜା ଏବେ ପୂର୍ବତନ ଅଧିନାୟକ କ୍ରେଗ୍ ଏରବୀନଙ୍କ ବଦଳରେ ଦାୟତ୍ୱ ସମ୍ଭାଳିବେ। ନିକଟରେ ଏରବୀନ ଅବସର ଘୋଷଣା କରିଥିଲେ। ଏକ...

ପ୍ରଥମ ସମଲିଙ୍ଗୀ କ୍ରୀଡା ଆରମ୍ଭ…

ହଂକଂ,୪।୧୧ : ସମସ୍ତ ବିରୋଧ ସତ୍ତ୍ୱେ ହଂକଂରେ ଏସିଆର ପ୍ରଥମ ସମଲିଙ୍ଗୀ ଖେଳ ଆରମ୍ଭ ହୋଇଛି। ଏଲଜିବିଟିକ୍ୟୁ ବିରୋଧୀ ସାଂସଦ ତଥା ମାନବାଧିକାର କର୍ମୀମାନେ ଏହାକୁ ବିରୋଧ କରିଥିଲେ। ଏହା ସତ୍ତ୍ୱେ ଏସିଆରେ ପ୍ରଥମ ଥର ପାଇଁ ଗେ ଗେମ୍ସ...

୩୩ ରନରେ ଜିତିଲା ଅଷ୍ଟ୍ରେଲିଆ, ବିଶ୍ୱକପରୁ ଇଂଲଣ୍ଡ ବାହାର…

ଅହମଦାବାଦ,୪।୧୧: ଗୁଜରାଟର ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇଥିବା ବିଶ୍ୱକପ ୨୦୨୩ର ୩୬ତମ ମ୍ୟାଚ ଇଂଲଣ୍ଡ ଅଷ୍ଟ୍ରେଲିଆଠାରୁ ୩୩ ରନରେ ପରାଜିତ ହୋଇଛି। ଇଂଲଣ୍ଡ ଦଳ ୪୮.୧ ଓଭରରେ ୧୦ ଓ୍ବିକେଟ ହରାଇ ୨୫୩ ରନ ସଂଗ୍ରହ କରିଥିଲା। ଏହା...

ପାକିସ୍ତାନ ବିଜୟ ପରେ ରୋଚକ ମୋଡ଼ରେ ସେମିଫାଇନାଲ ରେସ୍; ଆଶାରେ ୭ ଟିମ୍, ଜାଣନ୍ତୁ ପାକିସ୍ତାନର ସ୍ଥିତି

ନୂଆଦିଲ୍ଲୀ,୪/୧୧: ବାବର ଆଜାମଙ୍କ ନେତୃତ୍ୱରେ ପାକିସ୍ତାନ ଆଇସିସି ଦିନିକିଆ ବିଶ୍ୱକପ ୨୦୨୩ ର ୩୫ ତମ ମ୍ୟାଚରେ ଡକୱର୍ଥ ଲୁଇସ ନିୟମରେ ନ୍ୟୁଜିଲ୍ୟାଣ୍ଡକୁ ୨୧ ରନରେ ପରାସ୍ତ କରି ସେମିଫାଇନାଲ ଆଶାକୁ ଜୀବିତ ରଖିଛି। ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଏହି ବିଜୟ...

ବିଶ୍ୱ କପ-୨୦୨୩ ସେମିଫାଇନାଲ: ୨ ଟିମର ଟିକେଟ ନିଶ୍ଚିତ, ପାକିସ୍ତାନ ଶ୍ରେଷ୍ଠ ୪ର ନିକଟତମ…

ନୂଆଦିଲ୍ଲୀ,୪।୧୧ : ଶନିବାର ନ୍ୟୁଜିଲାଣ୍ଡ ବିପକ୍ଷରେ ପାକିସ୍ତାନର ବିଜୟ ପରେ ସେମିଫାଇନାଲ ସମୀକରଣରେ ଏକ ବଡ଼ ମୋଡ଼ ଆସିଛି। ଟିମ ଇଣ୍ଡିଆ ସହିତ ପ୍ରତିଦ୍ୱନ୍ଦ୍ୱିତା କରିବାକୁ କୁହାଯାଉଥିବା ନ୍ୟୁଜିଲାଣ୍ଡ ଦଳ ବର୍ତ୍ତମାନ କ୍ରମାଗତ ଚାରିଟି ମ୍ୟାଚ ହାରିଛି। ଏଥି ସହିତ...

ଡିଏଲଏସ ନିୟମରେ ୨୧ ରନରେ ଜିତିଲା ପାକିସ୍ତାନ, ନ୍ୟୁଜିଲାଣ୍ଡ ପରାଜିତ…

ବେଙ୍ଗାଲୁରୁ,୪।୧୧: ତାମିଲନାଡୁର ଚେନ୍ନାଇର ଏମ.ଚିନାସ୍ବାମୀ ଷ୍ଟାଡିୟମରେ ଖେଳାଯାଇଥିବା ବିଶ୍ୱକପ ୨୦୨୩ର ୩୫ତମ ମ୍ୟାଚରେ ପାକିସ୍ତାନ ଡିଏଲଏସରେ ୨୧ ରନରେ ଜିତିଛି। ନ୍ୟୁଜିଲାଣ୍ଡ ପରାଜିତ ହୋଇଛି। ନ୍ୟୁଜିଲାଣ୍ଡ ୫୦ ଓଭରରେ ୬ ଓ୍ବିକେଟ ହରାଇ ୪୦୧ ରନ କରିଥିଲା। ଫଳାରେ ପାକିସ୍ତାନ...

ଇଂଲଣ୍ଡ ପାଇଁ ବିଜୟ ଲକ୍ଷ୍ୟ ୨୮୭ ରନ…

ଅହମଦାବାଦ,୪।୧୧: ଗୁଜରାଟର ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇଥିବା ବିଶ୍ୱକପ ୨୦୨୩ର ୩୬ତମ ମ୍ୟାଚ ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଛି। ଇଂଲଣ୍ଡ ଅଧିନାୟକ ଜୋସ ବଟଲର ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଅଧିନାୟକ ପ୍ୟାଟ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri