ଖେଳ

ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ ପୂର୍ବରୁ ନ୍ୟୁଜିଲାଣ୍ଡକୁ ବଡ଼ ଝଟକା: ପ୍ରମୁଖ ପେସ୍‌ ବୋଲର ମ୍ୟାଟ୍‌ ହେନ୍‌ରୀ ବିଶ୍ୱକପ୍‌ରୁ ବାହାର

ନୂଆଦିଲ୍ଲୀ,୩ା୧୧: ନ୍ୟୁଜିଲାଣ୍ଡର ଦୁଇ ପେସ୍‌ ବୋଲରଙ୍କ ସମେତ ୫ ଖେଳାଳି ଆଘାତଜନିତ ସମସ୍ୟାରେ ରହିଛନ୍ତି। ଏଭଳି ସ୍ଥିତିରେ ଡାହାଣ ପାର୍ଶ୍ୱ ହାମଷ୍ଟ୍ରିଙ୍ଗ୍‌ ଇଞ୍ଜୁରୀ ଯୋଗୁ ନ୍ୟୁଜିଲାଣ୍ଡର ପ୍ରମୁଖ ପେସ୍‌ ବୋଲର ମ୍ୟାଟ୍‌ ହେନ୍‌ରୀ ବିଶ୍ୱକପ୍‌ର ଅବଶିଷ୍ଟାଂଶରୁ ବାଦ୍‌ ପଡ଼ିଛନ୍ତି। ତାଙ୍କ...

୯ ବର୍ଷ ପରେ ଟି୨୦ ବିଶ୍ୱକପ୍‌ ଲାଗି ଯୋଗ୍ୟତା ଅର୍ଜନ କଲା ନେପାଳ

ନୂଆଦିଲ୍ଲୀ,୩।୧୧: ନେପାଳ କ୍ରିକେଟ ଟିମ୍‌ ଟି୨୦ ବିଶ୍ୱକପ୍‌ ଲାଗି ପୁଣିଥରେ ଯୋଗ୍ୟତା ହାସଲ କରିଛି। ଟିମ୍‌ ଦୀର୍ଘ ୯ ବର୍ଷ ପରେ ବିଶ୍ୱକପ୍‌ରେ ଖେଳୁଥିବା ନଜର ଆସିବ। ଏହାପୂର୍ବରୁ ନେପାଳ ଟିମ୍‌ ୨୦୧୪ରେ ବିଶ୍ୱକପ୍‌ ଲାଗି କ୍ୱାଲିଫାଏ କରିଥିଲା। ହେଲେ...

ସେମିଫାଇନାଲରେ ଭାରତକୁ ହରାଇବ ପାକିସ୍ତାନ

ନୂଆଦିଲ୍ଲୀ,୩।୧୧: ବିଶ୍ୱକପ ୨୦୨୩ରେ ଏପର୍ଯ୍ୟନ୍ତ ପାକିସ୍ତାନ ଦଳର ପ୍ରଦର୍ଶନ ହାରାହାରି ହୋଇଛି । ଦଳ ୭ ଟି ମ୍ୟାଚ ମଧ୍ୟରୁ ୪ଟିରେ ହାରିଛି। କିନ୍ତୁ ନ୍ୟୁଜିଲ୍ୟାଣ୍ଡର କ୍ରମାଗତ ୩ପରାଜୟ ପରେ ବାବର ଆଜାମ ଏବଂ ସେମିଫାଇନାଲରେ ପ୍ରବେଶ କରିବାର ଆଶା...

ଏଥର ଶ୍ରେଷ୍ଠ ଫିଲ୍ଡିଂ ପାଇଁ ଏହି ଖେଲାଳିଙ୍କୁ ମିଳିଲା ମେଡାଲ୍‌

ମୁମ୍ବାଇ,୩।୧୧: ମୁମ୍ବାଇରେ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ଶ୍ରେୟସ ଆୟର ଚମତ୍କାର ପ୍ରଦର୍ଶନ କରିଥିଲେ। ୮୨ ରନ୍‌ର ବିସ୍ଫୋରକ ଇନିଂସ ସହିତ ସେ ଫିଲ୍ଡିଂରେ ମଧ୍ୟ ଭଲ ପ୍ରଦର୍ଶନ କରିଥିଲେ। ଆୟର ମଧ୍ୟ ଦୁଇଟି ଉଇକେଟ ନେଇଥିଲେ।...

ଓଡ଼ିଶା ଏଫ୍‌ସି ସପକ୍ଷରେ ରେକର୍ଡ

ଭୁବନେଶ୍ୱର,୩ା୧୧(ସରୋଜ ଜେନା):ଐତିହାସିକ କଳିଙ୍ଗ ଷ୍ଟାଡିୟମରେ ନର୍ଥଇଷ୍ଟ ୟୁନାଇଟେଡ୍‌ ଏଫ୍‌ସି ବିପକ୍ଷରେ ଶୁକ୍ରବାର ମ୍ୟାଚ୍‌ ଖେଳିବ ଓଡ଼ିଶା ଏଫ୍‌ସି। ବେଙ୍ଗାଲୁରୁ ଏଫ୍‌ସି ବିପକ୍ଷ ମ୍ୟାଚ୍‌ରେ ଚମତ୍କାର ବିଜୟ ହାସଲ ପରେ ଏହି ମ୍ୟାଚ୍‌ ପାଇଁ ଦଳ ସମ୍ପୂର୍ଣ୍ଣ ଆତ୍ମବିଶ୍ୱାସରେ ରହିଛି। ନର୍ଥଇଷ୍ଟ...

ଶାମିଙ୍କ ନୂଆ ରେକର୍ଡ

ମୁମ୍ବାଇ,୩ା୧୧:ଭାରତୀୟ ଦ୍ରୁତ ବୋଲର ମହମ୍ମଦ ଶାମି ଏକ ନୂଆ ରେକର୍ଡ ନିଜ ନାମରେ କରିଛନ୍ତି। ଗୁରୁବାର ଶ୍ରୀଲଙ୍କା ବିପକ୍ଷରେ ୫ ଉଇକେଟ ନେବା ସହିତ ସେ ଭାରତୀୟ ବୋଲରଙ୍କ ମଧ୍ୟରେ ବିଶ୍ୱକପରେ ସର୍ବାଧିକ ଉଇକେଟ ନେବାର ରେକର୍ଡ କରିଛନ୍ତି। ଜାଭାଗଲ...

କୋହଲିଙ୍କଠାରେ ଏମିତି ଡିମାଣ୍ଡ୍‌ କଲେ ପ୍ରଶଂସକ

ମୁମ୍ବାଇ,୩।୧୧: ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ ଭାରତ ଚମତ୍କାର ବିଜୟ ହାସଲ କରିଛି। ଟିମ ଇଣ୍ଡିଆ ଶ୍ରୀଲଙ୍କାକୁ ୩୦୨ ରନ୍‌ରେ ପରାସ୍ତ କରିଛି। ଭାରତର ବିଜୟରେ ମହମ୍ମଦ ଶାମି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଶାମି ପାଞ୍ଚଟି...

୩୭ ତମ ଜାତୀୟ କ୍ରୀଡା: ଶ୍ରାବଣୀଙ୍କୁ ସ୍ବର୍ଣ୍ଣ, ଅନିମେଶଙ୍କୁ ବ୍ରୋଞ୍ଜ

ଭୁବନେଶ୍ୱର,୨ା୧୧ (ସରୋଜ ଜେନା): ଗୋଆରେ ଅନୁଷ୍ଠିତ ୩୭ ତମ ଜାତୀୟ କ୍ରୀଡାରେ ଗୁରୁବାର ଓଡ଼ିଶାକୁ ଆଉ ଏକ ସ୍ବର୍ଣ୍ଣିମ ସଫଳତା। ଗୁରୁବାର ଆଥଲେଟିକ୍ସରୁ ଓଡ଼ିଶା ଗୋଟିଏ ଲେଖାଏ ସ୍ବର୍ଣ୍ଣ ଓ ବ୍ରୋଞ୍ଜ ପଦକ ହାସଲ କରିଛି। ୨୦୦ ମିଟର ମହିଳା...

ସଫଳତାର ରାଜ୍‌ ବଖାଣିଲେ ଶୁଭମନ ଗିଲ: ଡେଙ୍ଗୁ ଯୋଗୁ ୪ କିଲୋ ଓଜନ କମିଗଲା କିନ୍ତୁ…

ମୁମ୍ବାଇ,୩।୧୧: ବିଶ୍ୱକପ ୨୦୨୩ର ୩୩ତମ ମ୍ୟାଚରେ ଭାରତ ଶ୍ରୀଲଙ୍କାକୁ ଶୋଚନୀୟ ଭାବେ ପରାସ୍ତ କରିଛି। ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଟିମ ଇଣ୍ଡିଆ ୩୦୨ ରନ ଜିତିଥିଲା। ଭାରତର ବ୍ୟାଟ୍ସମ୍ୟାନଙ୍କ ସହ ବୋଲରମାନେ ମଧ୍ୟ ଚମତ୍କାର ପ୍ରଦର୍ଶନ କରିଥିଲେ। ଟିମ ଇଣ୍ଡିଆ...

ଓ୍ବାଙ୍ଖଡେରେ ଲେଖାହେଲା ଇତିହାସ

ମୁମ୍ବାଇ,୨।୧୧: ଓଡିଆଇ ବିଶ୍ୱକପ ୨୦୨୩ରେ ସପ୍ତମ ମ୍ୟାଚରେ ଭାରତୀୟ ଦଳ ଶ୍ରୀଲଙ୍କାକୁ ପରାସ୍ତ କରିଛି। ରୋହିତଙ୍କ ନେତୃତ୍ୱାଧୀନ ଟିମ ଇଣ୍ଡିଆ ୱାଙ୍ଖଡେ ଗ୍ରାଉଣ୍ଡରେ ୩୦୨ରନ ବ୍ୟବଧାନରେ ୧୯୯୬ ଓଡିଆଇ ବିଶ୍ୱକପ ବିଜେତା ଶ୍ରୀଲଙ୍କାକୁ ପରାସ୍ତ କରିଛି। ଓଡିଆଇ ବିଶ୍ୱକପର ୪୮ବର୍ଷର...

 ଅଙ୍କଲ ପର୍ସିଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ଶ୍ରୀଲଙ୍କା ଖେଳାଳି

ମୁମ୍ବାଇ,୨ା୧୧: ଗୁରୁବାର ଭାରତ ବିପକ୍ଷ ମ୍ୟାଚରେ ଶ୍ରୀଲଙ୍କା ଖେଳାଳିମାନେ ‘କିମ୍ବଦନ୍ତୀ ଚିୟର ଲିଡର ତଥା ‘ସୁପରମ୍ୟାନ’ ପର୍ସି ଆବେସେକରାଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ସ୍ବରୂପ କଳା ପଟି ବାନ୍ଧି ଖେଳିଥିଲେ। ଆବେସେକରା ଦୀର୍ଘ ଦିନ ଧରି ଅସୁସ୍ଥ ରହିବା ପରେ ନିକଟରେ...

୨୦୨୩ କ୍ରିକେଟ ବିଶ୍ୱକପ୍‌: ସେମିଫାଇନାଲରେ ପ୍ରଥମ ଦଳ ଭାବେ ସ୍ଥାନ ପକ୍କା କଲା ଭାରତ

ମୁମ୍ବାଇ,୨।୧୧: ମୁମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିୟମରେ ଗୁରୁବାର ଖେଳାଯାଇଥିବା ୨୦୨୩ କ୍ରିକେଟ ବିଶ୍ୱକପ୍‌ର ୩୩ତମ ମ୍ୟାଚ୍‌ରେ ଭାରତ ଉଭୟ ବ୍ୟାଟିଂ ଏବଂ ବୋଲିଂରେ ଚମତ୍କାର ପ୍ରଦର୍ଶନ କରି ୩୦୨ ରନ୍‌ର ଐତିହାସିକ ବିଜୟ ହାସଲ କରିଛି। ଫଳରେ ଟିମ୍‌ ଇଣ୍ଡିଆ ପ୍ରଥମ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri