ଖେଳ

ଭାରତର ସମସ୍ୟା ଦୂର କରିବେ ବିରାଟ କୋହଲି

ଲକ୍ଷ୍ନୌ,୨୭।୧୦: ଦିନିକିଆ ବିଶ୍ୱକପ ୨୦୨୩ରେ ଇଂଲଣ୍ଡ ସହିତ ଟିମ ଇଣ୍ଡିଆର ପରବର୍ତ୍ତୀ ମୁକାବିଲା ଅକ୍ଟୋବର ୨୯ରେ ଲକ୍ଷ୍ନୌର ଏକାନା କ୍ରିକେଟ ଷ୍ଟାଡିୟମରେ ହେବ। ମ୍ୟାଚ ପୂର୍ବରୁ ଭାରତୀୟ ତାରକା ବ୍ୟାଟ୍ସମ୍ୟାନ ବିରାଟ କୋହଲି ନେଟ୍ସରେ ବୋଲିଂ କରିବାକୁ ଚେଷ୍ଟା କରୁଥିବା...

କେବେ ପଡ଼ିଆକୁ ଫେରିବେ ପାଣ୍ଡ୍ୟା, ଫିଟ୍‌ନେସକୁ ନେଇ ଆସିଲା ଅପଡେଟ୍‌

ନୂଆଦିଲ୍ଲୀ,୨୬।୧୦: ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ବାସ୍ଥ୍ୟକୁ ନେଇ ଏକ ନୂଆ ଅପଡେଟ୍‌ ସାମ୍ନାକୁ ଆସିଛି। ଅପଡେଟ୍‌ ଅନୁଯାୟୀ ହାର୍ଦ୍ଦିକ ଖୁବ୍‌ଶୀଘ୍ର ଟ୍ରେନିଂ ଆରମ୍ଭ କରିବାକୁ ଯାଉଛନ୍ତି। ସେ ଏହି ସପ୍ତାହରୁ ବେଙ୍ଗାଲୁରୁର ଜାତୀୟ କ୍ରିକେଟ ଏକାଡେମୀରେ ଅଭ୍ୟାସ ଆରମ୍ଭ କରିବେ। ତାଙ୍କୁ...

ଅଲିମ୍ପିକ୍ସ ଯୋଗ୍ୟତା: ଜାପାନଠାରୁ ହାରିଲା ଭାରତ

ତାଶକେଣ୍ଟ,୨୬ା୧୦: ତାଶକେଣ୍ଟର ଲୋକୋମୋଟିଭ ଷ୍ଟାଡିୟମରେ ଅନୁଷ୍ଠିତ ମହିଳା ଏଏଫ୍‌ସି ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟ ଫୁଟବଲ୍‌ ଟୁର୍ନାମେଣ୍ଟରେ ଜାପାନଠାରୁ ପରାସ୍ତ ହୋଇଛି ଭାରତ। ପ୍ରଥମ ମ୍ୟାଚ୍‌ରେ ଜାପାନ ଭାରତକୁ ୭-୦ ଗୋଲରେ ପରାସ୍ତ କରିଛି। ୧୭ ତମ ମିନିଟରେ ଜାପାନର ୟୋଶିନୋ...

ଆଇପିଏଲ୍‌ ୨୦୨୪ ସିଜନର ଖେଳାଳି ନିଲାମ: ଭେନ୍ୟୁ ଦୌଡ଼ ଆଗରେ ଏହି ସହର

ନୂଆଦିଲ୍ଲୀ,୨୬ା୧୦: ଖୁବ୍‌ ଶୀଘ୍ର ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ୨୦୨୪ ସିଜନର ଖେଳାଳି ନିଲାମ ହେବ। ଏନେଇ ଭେନ୍ୟୁ ଦୌଡ଼ ଆଗରେ ଦୁବାଇ ସହର ସବୁଠାରୁ ଆଗରେ ରହିଛି। ବେଙ୍ଗାଲୁରୁ ଓ ମୁମ୍ବାଇ ମଧ୍ୟ ଏହି ସହର ତାଲିକା ଦୌଡ଼ରେ ରହିଛି।...

ଇଂଲଣ୍ଡ ବିପକ୍ଷରେ ଶ୍ରୀଲଙ୍କାର ସହଜ ବିଜୟ, ସେମିଫାଇନାଲ ଦୌଡରୁ ବାଦ ପଡ଼ିଲା ଚମ୍ପିୟନ ଟିମ୍!

ବେଙ୍ଗାଲୁରୁ,୨୬/୧୦: ଶ୍ରୀଲଙ୍କା ଟିମ୍ ଆଇସିସି ବିଶ୍ୱକପରେ ଏହାର ଦ୍ୱିତୀୟ ବିଜୟ ହାସଲ କରିଛି। ଗୁରୁବାର ବେଙ୍ଗାଳୁରୁର ଏମ. ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯାଉଥିବା ମୁକାବିଲାରେ ଶ୍ରୀଲଙ୍କା ଟିମ୍ ଇଂଲଣ୍ଡକୁ ୮ ଉଇକେଟରେ ପରାସ୍ତ କରିଛି। ମ୍ୟାଚରେ ଶ୍ରୀଲଙ୍କାକୁ ବିଜୟ ପାଇଁ ଇଂଲଣ୍ଡ...

ଶ୍ରୀଲଙ୍କା ବୋଲରଙ୍କ ଆଗରେ ଚିତ୍‌ପଟାଙ୍ଗ୍‌ ବିଶ୍ୱ ଚାମ୍ପିଅନ୍‌ ଇଂଲଣ୍ଡ

ଚେନ୍ନାଇ,୨୬।୧୦:ବିଶ୍ୱକପର ୨୫ତମ ମ୍ୟାଚରେ ଶ୍ରୀଲଙ୍କା ଚମତ୍କାର ବୋଲିଂ କରି ଇଂଲଣ୍ଡକୁ ୧୫୬ରେ ଅଲଆଉଟ୍‌ ହୋଇଯାଇଛି। ବିଶ୍ୱକପ ଚାମ୍ପିଅନ ଇଂଲଣ୍ଡର କୌଣସି ବ୍ୟାଟ୍ସମ୍ୟାନ ଶ୍ରୀଲଙ୍କାର ବୋଲିଂ ବିପକ୍ଷରେ ଠିଆ ହୋଇପାରି ନ ଥିଲେ ଏବଂ ଇଂଲଣ୍ଡର ପୁରା ଇନିଂସ ମାତ୍ର ୩୩.୨...

ବିଶ୍ୱକପ୍‌ ଅଧାରୁ ଦଳକୁ ଛାଡ଼ି ଢାକା ଗଲେ ଶାକିବ ଅଲ ହାସନ, କିଛି ଏଭଳି ରହିଛି କାରଣ

ନୂଆଦିଲ୍ଲୀ,୨୬।୧୦: ବିଶ୍ୱକପ୍‌ ୨୦୨୩ରେ ବାଲାଂଦେଶ ଟିମ୍‌ର ପ୍ରଦର୍ଶନ ଆଶା ମୁତାବକ ରହିନାହିଁ। ଏଯାବତ ଦଳ ୫ ମ୍ୟାଚ୍‌ ଖେଳିଥିବା ବେଳେ ସେଥିରୁ ଗୋଟିଏରେ ବିଜେତା ହୋଇଛି। ଏଭଳି ସ୍ଥିତିରେ ଦଳର ଅଧିନାୟକ ଶାକିବ ଅଲ ହାସନ ଟିମ୍‌କୁ ଛାଡ଼ି ନିଜ...

ପଡ଼ିଆରେ ନିଃଶ୍ୱାସ ନେବାରେ ଅସୁବିଧା, ଇନହେଲର ବ୍ୟବହାର କଲେ ବେନ ଷ୍ଟୋକ୍ସ,ଦେଖନ୍ତୁ ଭାଇରାଲ ଭିଡିଓ…

ବେଙ୍ଗାଲୁରୁ,୨୬।୧୦ : ବିଶ୍ୱକପରେ ଇଂଲଣ୍ଡ ଦଳର ଅବସ୍ଥା ଖରାପ। ଦଳ ଚାରିଟି ମଧ୍ୟରୁ କେବଳ ଗୋଟିଏ ମ୍ୟାଚ ଜିତିବାରେ ସକ୍ଷମ ହୋଇଛି। ବର୍ତ୍ତମାନ ଇଂଲଣ୍ଡ ଦଳ ବେଙ୍ଗାଲୁରୁରେ ଶ୍ରୀଲଙ୍କା ବିପକ୍ଷରେ ପଞ୍ଚମ ମ୍ୟାଚ ଖେଳୁଛି। ଏହି ମ୍ୟାଚରେ ବେନ ଷ୍ଟୋକ୍ସ...

ବିଶ୍ୱକପ୍‌ରେ ହେଉଥିବା ଲାଇଟ୍‌ ଶୋ’କୁ ନେଇ ପ୍ରଶ୍ନ ଉଠାଇଲେ ମାକ୍ସଓ୍ବେଲ

ନୂଆଦିଲ୍ଲୀ,୨୬।୧୦: ଆଇସିସି ବିଶ୍ୱକପ୍‌ ସମୟରେ ଦର୍ଶକଙ୍କ ମନୋରଞ୍ଜନ ଲାଗି ଷ୍ଟାଡିୟମରେ ଡ୍ରିଙ୍କ ବ୍ରେକ୍‌ ସମୟରେ ଲାଇଟ୍‌ ଶୋ’ର ଆୟୋଜନ କରାଯାଉଛି। ହେଲେ ଅଷ୍ଟ୍ରେଲିଆର ଗ୍ଲେନ ମାକ୍ସଓ୍ବେଲ ଏହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଦର୍ଶକଙ୍କ ଲାଗି ଏହା ଭଲ ହେଲେ...

ଭବିଷ୍ୟବାଣୀ କଲେ ଗାଭାସ୍କର: ବିରାଟ କୋହଲି ନିଜ ଜନ୍ମଦିନରେ…

ନୂଆଦିଲ୍ଲୀ,୨୬।୧୦: ବିରାଟ କୋହଲି ନଭେମ୍ବର ୫ରେ ୩୫ତମ ଜନ୍ମଦିନ ପାଳନ କରିବାକୁ ଯାଉଛନ୍ତି। ଏହି ଦିନ କିଙ୍ଗ କୋହଲି ତାଙ୍କ ଜନ୍ମଦିନରେ କୋଲକାତାରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ମ୍ୟାଚ ଖେଳିବେ। କୋହଲିଙ୍କ ଜନ୍ମଦିନ ପୂର୍ବରୁ ପୂର୍ବତନ ଭେଟେରାନ ଭାରତୀୟ ବ୍ୟାଟ୍ସମ୍ୟାନ...

ଭାରତର ଟେନସନ୍‌ ବଢାଇଲେ ହାର୍ଦ୍ଦିକ ପାଣ୍ଡ୍ୟା

ନୂଆଦିଲ୍ଲୀ,୨୬।୧୦: ଭାରତୀୟ କ୍ରିକେଟ ଦଳ ବିଶ୍ୱକପ ୨୦୨୩ରେ ଏପର୍ଯ୍ୟନ୍ତ ଚମତ୍କାର ପ୍ରଦର୍ଶନ କରିଛି। ଟିମ ଇଣ୍ଡିଆ ପାଞ୍ଚଟି ମ୍ୟାଚ ଖେଳି ସେଥିରେ ଜିତିଛି। ଅଲରାଉଣ୍ଡର ଖେଳାଳି ହାର୍ଦ୍ଦିକ ପାଣ୍ଡ୍ୟା ଆହତ ହୋଇଛନ୍ତି। ପାଣ୍ଡ୍ୟାଙ୍କ ଆଘାତ ଟିମ ଇଣ୍ଡିଆର ଟେନସନକୁ ବଢାଇପାରେ।...

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଅନ୍ତର୍ଜାତୀୟ ଚେସ୍‌ ମହାସଂଘ ପରିଚାଳନା ବୋର୍ଡ ଉପାଧ୍ୟକ୍ଷ

ଭୁବନେଶ୍ୱର,୨୫ା୧୦: ଓଡ଼ିଶା ଗସ୍ତରେ ଆସିଥିବା ଅନ୍ତର୍ଜାତୀୟ ଚେସ୍‌ ମହାସଂଘ ପରିଚାଳନା ବୋର୍ଡର ଉପାଧ୍ୟକ୍ଷ ଡାନା ରିଜନିସ୍‌ ଓଜୋଲା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରିଜନିସ-ଓଜୋଲା ଚେସ୍‌କୁ ଏକ ବୌଦ୍ଧିକ କ୍ରୀଡ଼ା ଭାବରେ ଲୋକପ୍ରିୟ କରିବା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri