ଖେଳ

ପ୍ରଥମ ବଲ୍‌ରେ ଉଇକେଟ୍‌ ନେଲେ ମହମ୍ମଦ ଶାମି, କୁମ୍ବଲେଙ୍କୁ ପଛରେ ପକାଇଲେ

ଧର୍ମଶାଳା,୨୨।୧୦: ବିଶ୍ୱକପ୍‌ର ଏକ ମ୍ୟାଚରେ ଭାରତ ଏବଂ ନ୍ୟୁଜିଲାଣ୍ଡର ଦଳ ମୁହାଁମୁହିଁ ହୋଇଛନ୍ତି। ଟିମ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ଟସ ଜିତି ଧର୍ମଶାଳାର ହିମାଚଳ ପ୍ରଦେଶ କ୍ରିକେଟ ଆସୋସିଏସନ ଷ୍ଟାଡିୟମରେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଭାରତୀୟ ଦଳ...

୩୧ ବର୍ଷ ପରେ ବିଶ୍ୱକପ କ୍ରିକେଟରେ ନୂଆ ରେକର୍ଡ, ୧୦ ଟିମ ରଚିଲେ ଇତିହାସ…

ନୂଆଦିଲ୍ଲୀ,୨୨।୧୦ : କ୍ରିକେଟ ବିଶ୍ୱକପ ୨୦୨୩ ଭାରତରେ ଚାଲିଛି। ଏହି ବିଶ୍ୱକପରେ ମୋଟ ୧୦ ଟି ଦଳ ଅଂଶଗ୍ରହଣ କରିଛନ୍ତି। ଚଳିତ ବିଶ୍ୱକପରେ କିଛି ଘଟିଛି ଯାହା ୩୧ ବର୍ଷ ପୂର୍ବରୁ କେବେ ହୋଇ ନ ଥିଲା। ଶେଷ ଥର...

‘ଇଣ୍ଡିଆ’ ମେଣ୍ଟର ସତ୍ୟାନାଶ କରିଦେଲେ କମଲନାଥ

ଭୋପାଳ,୨୨।୧୦: ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ କମଲ ନାଥଙ୍କୁ ଟାର୍ଗେଟ କରିଛନ୍ତି। ସେ କମଲ ନାଥଙ୍କ ବିରୋଧରେ ଅନେକ ଅଭିଯୋଗ ଆଣିଛନ୍ତି। ଶିବରାଜ କହିଛନ୍ତି, ଆମେ କେବଳ ପ୍ରତିଶ୍ରୁତି ଦେଉ ନାହୁଁ, ଆମେ କାର୍ଯ୍ୟ କରୁଛୁ। କଂଗ୍ରେସ ମିଛର...

ଆଜି ଧର୍ମଶାଳାରେ ବଡ଼ ଲଢ଼େଇ: ୨ ପରିବର୍ତ୍ତନ ସହ ଓହ୍ଲାଇପାରେ ଟିମ୍‌ ଇଣ୍ଡିଆ, ଓ୍ବିଲିୟମସନଙ୍କ ବିନା ଖେଳିବ ନ୍ୟୁଜିଲାଣ୍ଡ… 

ଧର୍ମଶାଳା,୨୨।୧୦: ବିଶ୍ୱକପ୍‌ ୨୦୨୩ର ୨୧ତମ ମୁକାବିଲାରେ ରବିବାର ମୁହାଁମୁହିଁ ହେବେ ଭାରତ ଏବଂ ନ୍ୟୁଜିଲାଣ୍ଡ। ଉଭୟ ଟିମ୍‌ର ଟୁର୍ନାମେଣ୍ଟରେ ଏହା ୫ମ ମ୍ୟାଚ୍‌। ପୂର୍ବରୁ ଖେଳିଥିବା ୪ ମ୍ୟାଚ୍‌କୁ ଭାରତ-ନ୍ୟୁଜିଲାଣ୍ଡ ଜିତିବାରେ ସଫଳ ହୋଇଥିବାରୁ ଏହି ମ୍ୟାଚ୍‌ର ଗୁରୁତ୍ୱ ଅଧିକ...

ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ସୂର୍ଯ୍ୟକୁମାର ଆହତ ପରେ ଇଶାନ କିଶନ ମଧ୍ୟ ପଡ଼ିଲେ ସମସ୍ୟାରେ! କିପରି ଭାରତ ଅଟକାଇବ ନ୍ୟୁଜିଲ୍ୟାଣ୍ଡର ବିଜୟ ରଥ ?

ଧର୍ମଶାଳା, ୨୨/୧୦: ରବିବାର (୨୨ ଅକ୍ଟୋବର) ଭାରତୀୟ ଦଳ ଦିନିକିଆ ବିଶ୍ୱକପରେ ଏହାର ପଞ୍ଚମ ମ୍ୟାଚ୍ ଖେଳିବ। ଏହି ମ୍ୟାଚ୍ ଧର୍ମଶାଳାର ହିମାଚଳ ପ୍ରଦେଶ କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଖେଳାଯିବ। ବର୍ତ୍ତମାନ ପର୍ଯ୍ୟନ୍ତ ଉଭୟ ଭାରତ ଏବଂ...

ଦକ୍ଷିଣ ଆଫ୍ରିକା ବୋଲିଂ ସମ୍ମୁଖରେ ଇଂଲଣ୍ଡ ଧରାଶାୟୀ, ୨୨୯ ରନରେ ଜିତିଲା ଦକ୍ଷିଣ ଆଫ୍ରିକା…

ମୁମ୍ବାଇ,୨୧।୧୦ : ମୁମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିୟମରେ ବିଶ୍ୱକପ କ୍ରିକେଟର ୨୦ ତମ ମ୍ୟାଚରେ ଇଂଲଣ୍ଡକୁ ଦକ୍ଷିଣ ଆଫ୍ରିକା ୨୨୯ ରନରେ ପରାଜିତ କରିଛି। ଦକ୍ଷିଣ ଆଫ୍ରିକା ବୋଲିଂ ସମ୍ମୁଖରେ ଇଂଲଣ୍ଡ ଧରାଶାୟୀ ହୋଇଛି। ମ୍ୟାଚରେ ଟସ ଜିତି ଇଂଲଣ୍ଡ ଅଧିନାୟକ...

ଜାତୀୟ କ୍ରୀଡ଼ା ବିଜେତାଙ୍କ ପାଇଁ ପ୍ରୋତ୍ସାହନ ରାଶି ଘୋଷଣା କଲେ ରାଜ୍ୟ ସରକାର, ଜାଣନ୍ତୁ କେଉଁ ପଦକ ପାଇଁ କେତେ…

ଭୁବନେଶ୍ୱର,୨୧ା୧୦: ଜାତୀୟ କ୍ରୀଡ଼ା ଆରମ୍ଭ ହେବା ପୂର୍ବରୁ ରାଜ୍ୟ ସରକାର ଆଥ୍‌ଲେଟଙ୍କ ପାଇଁ ପୁରସ୍କାର ରାଶି ଘୋଷଣା କରିଛନ୍ତି। ଅକ୍ଟୋବର ୨୬ରୁ ଗୋଆରେ ୩୭ତମ ଜାତୀୟ କ୍ରୀଡ଼ା ଆରମ୍ଭ ହେବ। ଏହି କ୍ରୀଡ଼ାର ୩୧ ବିଭାଗରେ ଓଡ଼ିଶାରୁ ୩୦୦ରୁ ଅଧିକ...

ଶ୍ରୀଲଙ୍କାର ସହଜ ବିଜୟ, ୫ ଓ୍ବିକେଟରେ ଜିତିଲା…

ଲକ୍ଷ୍ନୌ,୨୧।୧୦ : ବିଶ୍ୱକପ କ୍ରିକେଟର ୧୯ ତମ ମ୍ୟାଚ ଲକ୍ଷ୍ନୌର ଅଟଳ ବିହାରୀ ଷ୍ଟାଡିୟମରେ ଶ୍ରୀଲଙ୍କା ଏବଂ ନେଦରଲାଣ୍ଡ ମଧ୍ୟରେ ଖେଳାଯାଇଥିଲା। ମ୍ୟାଚରେ ଟସ ଜିତି ନେଦରଲାଣ୍ଡ ଅଧିନାୟକ ସ୍କଟ ଏଡଓ୍ବର୍ଡ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଶ୍ରୀଲଙ୍କା ଦଳ...

ଇଂଲଣ୍ଡ ପାଇଁ ବିଜୟ ଲକ୍ଷ୍ୟ ୪୦୦ରନ…

ମୁମ୍ବାଇ,୨୧।୧୦ : ବିଶ୍ୱକପ କ୍ରିକେଟର ୨୦ ତମ ମ୍ୟାଚ ମୁମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିୟମରେ ଇଂଲଣ୍ଡ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଛି। ମ୍ୟାଚରେ ଟସ ଜିତି ଇଂଲଣ୍ଡ ଅଧିନାୟକ ଜୋସ ବଟଲର ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଦକ୍ଷିଣ ଆଫ୍ରିକା...

ଶ୍ରୀଲଙ୍କା ଆଗରେ ୨୬୩ ରନ୍‌ର ବିଜୟ ଟାର୍ଗେଟ୍‌

ଲକ୍ଷ୍ନୌ,୨୧।୧୦: ଲକ୍ଷ୍ନୌସ୍ଥିତ ଏକାନା କ୍ରିକେଟ୍‌ ଷ୍ଟାଡିୟମ୍‌ରେ ଶନିବାର ଖେଳାଯାଇଥିବା ବିଶ୍ୱକପ୍‌ର ୧୯ତମ ମ୍ୟାଚ୍‌ରେ ନେଦରଲାଣ୍ଡ୍ସ ଟସ୍‌ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଫଳରେ ନେଦରଲାଣ୍ଡ ନିର୍ଦ୍ଧାରିତ ୪୯.୪ ବଲ୍‌ରେ ସମସ୍ତ ଉଇକେଟ୍‌ ହରାଇ ୨୬୨ ରନ୍‌ କରିଛି। ଫଳରେ...

ବିଶ୍ୱକପ୍‌ ଟିମ୍‌ରେ ମିଳି ନ ଥିଲା ସୁଯୋଗ, ଏବେ ପିସିବି ତରଫରୁ ସରଫରାଜଙ୍କୁ ମିଳିଲା ଖୁସିଖବର 

ଲାହୋର,୨୧।୧୦: ପାକିସ୍ତାନ କ୍ରିକେଟ ବୋର୍ଡ(ପିସିବି) ବିଶ୍ୱକପ୍‌ ପୂର୍ବରୁ ଘୋଷଣା କରାଯାଇଥିବା ଖେଳାଳିଙ୍କ କେନ୍ଦ୍ରୀୟ ଚୁକ୍ତିନାମାର ସମୀକ୍ଷା କରିବା ପରେ ପୂର୍ବତନ ଅଧିନାୟକ ସରଫରାଜ ଅହମ୍ମଦଙ୍କୁ ପଦୋନ୍ନତି ଦେଇଛି। ସେ ଏବେ ‘ଗ୍ରୁପ୍‌ ଡି’ରୁ ‘ ଗ୍ରୁପ୍‌ ବି’ରେ ସାମିଲ ହୋଇଛନ୍ତି।...

ଏସିଆ ପାରା କ୍ରୀଡ଼ା: ଚମ୍ପିୟାନ ହେବା ଲକ୍ଷ୍ୟରେ ଭି. ରମେଶ

ଛତ୍ରପୁର,୨୧ା୧୦(ଦିଲୀପ ସାମଲ): ଚୀନର ହାଙ୍ଗୋଝୋରୀ ଠାରେ ଆସନ୍ତା ୨୨ତାରିଖରୁ ଏସିଆ ପାରା କ୍ରୀଡା ଆରମ୍ଭ ହେବ। ଏଥିରେ ଓଡ଼ିଶାରୁ ୭ଜଣ ଆଥଲେଟ ଭାଗ ନେବାକୁ ଥିବାବେଳେ ସେମାନଙ୍କ ମଧ୍ୟରେ ଗଞ୍ଜାମ ଜିଲାରୁ କେବଳ ଜଣେ ଛତ୍ରପୁର ସହର ଗିଲଟିପେଟା ସାହିର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri