ଖେଳ

ନର୍ଭସ ଅଛନ୍ତି କୋହଲି

ନୂଆଦିଲ୍ଲୀ,୧୧।୧୦: ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ମ୍ୟାଚ ଆଜି ଦିଲ୍ଲୀରେ ଖେଳାଯିବ। ଦିଲ୍ଲୀର ଅରୁଣ ଜେଟଲୀ କ୍ରିକେଟ ଷ୍ଟାଡିୟମରେ ଅପରାହ୍ନ ୨ଟାରେ ଉଭୟ ଦଳ ମୁହାଁମୁହିଁ ହେବେ। ବିରାଟ କୋହଲିଙ୍କ ପାଇଁ ଏହା ଏକ ସ୍ବତନ୍ତ୍ର ମ୍ୟାଚ ହେବ। କାରଣ...

ପାକିସ୍ତାନ ବିପକ୍ଷ ମ୍ୟାଚ ଖେଳିପାରନ୍ତି ଗିଲ୍‌

ନୂଆଦିଲ୍ଲୀ,୧୧।୧୦: ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ମ୍ୟାଚ ପୂର୍ବରୁ ଟିମ ଇଣ୍ଡିଆ ପାଇଁ ଏକ ଖୁସି ଖବର ଆସୁଛି। ଭାରତର ତାରକା ଓପନର୍‌ ଶୁଭମନ ଗିଲ୍‌ ଆଜି ଚେନ୍ନାଇରୁ ଅହମ୍ମଦାବାଦ ଯିବେ। ବିସିସିଆଇ ମେଡିକାଲ ଟିମ୍‌ର ତତ୍ତ୍ୱାବଧାନରେ ତାଙ୍କର ପୁନରୁଦ୍ଧାର...

ଶେରାଓ୍ବତ ସବୁଠାରୁ ଦାମୀ ଖେଳାଳି

ମୁମ୍ବାଇ, ୧୧ା୧୦(ପି.ଟି.): ଭାରତର ପଓ୍ବନ ଶେରାଓ୍ବତ କ୍ରମାଗତ ଦ୍ୱିତୀୟ ବର୍ଷ ପାଇଁ ପ୍ରୋ-କବାଡ଼ି ଲିଗ୍‌ର ସବୁଠାରୁ ଦାମୀ ଖେଳାଳି ବିବେଚିତ ହୋଇଛନ୍ତି। ତେଲୁଗୁ ଟାଇଟାନ୍ସ ତାଙ୍କୁ ୨.୬୦ କୋଟି ଟଙ୍କାରେ କ୍ରୟ କରିଛି। ଚଳିତବର୍ଷର ନିଲାମିରେ ମୋଟ ୬୦୧ ଖେଳାଳି...

ଅମିତଙ୍କୁ ଭେଟି ଅଭିନନ୍ଦନ ଜଣାଇଲେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର,୧୧ା୧୦(ଅନିଲ ଦାସ): କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଙ୍ଗଳବାର ନୂଆଦିଲ୍ଲୀସ୍ଥିତ ନିଜ ବାସଭବନରେ ଏସୀୟ କ୍ରୀଡ଼ାରେ ସ୍ବର୍ଣ୍ଣ ପଦକ ହାସଲ କରି ଭାରତକୁ ଗୌରବାନ୍ବିତ କରିଥିବା ଭାରତୀୟ ପୁରୁଷ ହକି ଦଳର ଓଡ଼ିଆ...

ମଲାନଙ୍କ ଶତକ: ଇଂଲଣ୍ଡର ବୃହତ୍‌ ବିଜୟ

ଧର୍ମଶାଳା, ୧୧।୧୦: ଚଳିତ ଆଇସିସି ଦିନିକିଆ କ୍ରିକେଟ ବିଶ୍ୱକପରେ ନିଜର ପ୍ରଥମ ମ୍ୟାଚରେ ପରାଜୟ ପରେ ଗତଥରର ଚାମ୍ପିୟନ ଇଂଲଣ୍ଡ ସଫଳ ପ୍ରତ୍ୟାବର୍ତ୍ତନ କରିଛି। ଦାଓ୍ବିଦ ମଲାନଙ୍କ ଶତକ ଏବଂ ବୋଲରଙ୍କ ପ୍ରଭାବୀ ପ୍ରଦର୍ଶନ ବଳରେ ଏହି ଦଳ ମଙ୍ଗଳବାର...

ପ୍ରଥମ: ଗୋଟିଏ ମ୍ୟାଚ୍‌ରେ ୪ ଶତକ

ହାଇଦ୍ରାବାଦ,୧୧ା୧୦: ମଙ୍ଗଳବାର ଦିନିକିଆ କ୍ରିକେଟ ବିଶ୍ୱକପରେ ଶ୍ରୀଲଙ୍କା ବିପକ୍ଷରେ ୬ ଉଇକେଟରେ ବିଜୟ ହାସଲ କରିଛି ପାକିସ୍ତାନ। ବିଶ୍ୱକପରେ ପ୍ରଥମ ଥର ଏକ ମ୍ୟାଚ୍‌ରେ ୪ ଶତକ ଦେଖିବାକୁ ମିଳିଥିଲା। ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା କୁଶଲ ମେଣ୍ଡିସ୍‌ ଓ...

ଭିନ୍ନ ଏକ ଚ୍ୟାଲେଞ୍ଜ

ଗୌତମ ଗମ୍ଭୀର ନିକଟରେ ତାଲିବାନ ଶାସନାଧୀନ ଆଫଗାନିସ୍ତାନରେ ଭୂମିକମ୍ପରେ ୨,୪୪୫ ଲୋକ ନିହତ ହୋଇଥିବା ବେଳେ ୯,୨୪୦ ଆହତ ହୋଇଛନ୍ତି। ଏହି ଦୁଃଖଦ ପରିସ୍ଥିିତିରେ ଆଫଗାନିସ୍ତାନ କ୍ରିକେଟ ଦଳ ଭାରତରେ ଦିନିକିଆ କ୍ରିକେଟ ବିଶ୍ୱକପ୍‌ ଖେଳୁଛି। ୨୦୦୮ରେ ହୋଇଥିବା ୨୬/୧୧...

ଭାରତ ଆଜି ଆଫଗାନିସ୍ତାନକୁ ଭେଟିବ

ନୂଆଦିଲ୍ଲୀ,୧୧ା୧୦(ପି.ଟି.): ଦିନିକିଆ କ୍ରିକେଟ ବିଶ୍ୱକପ୍‌ର ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ମ୍ୟାଚ୍‌ରେ ସଂଘର୍ଷପୂର୍ଣ୍ଣ ବିଜୟ ପରେ ବୁଧବାର ନୂଆଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଆଫଗାନିସ୍ତାନ ବିପକ୍ଷରେ ଖେଳିବ ଭାରତ। ଚେନ୍ନାଇର ସ୍ପିନିଂ ଟ୍ରାକ୍‌ରୁ ଖେଳି ଫେରିଥିବା ଭାରତ ଏକ ନୂତନ ଭେନ୍ୟୁରେ...

୬ ଓ୍ବିକେଟରେ ପାକିସ୍ତାନର ସଂଘର୍ଷମୟ ବିଜୟ…

ହାଇଦ୍ରାବାଦ,୧୦।୧୦ : ବିଶ୍ୱକପ କ୍ରିକେଟ ୨୦୨୩ର ହାଇଦ୍ରାବାଦର ରାଜୀବଗାନ୍ଧୀ ଇଣ୍ଟରନ୍ୟାଶନାଲ ଷ୍ଟାଡିୟମରେ ଖେଳାଯାଉଥିବା ଅଷ୍ଟମ ମ୍ୟାଚରେ ପାକିସ୍ତାନ ସଂଘର୍ଷମୟ ବିଜୟ ହାସଲ କରିଛି। ଧାର୍ଯ୍ୟ ରନର ପିଛା କରି ପାକିସ୍ତାନ ୪୮.୨ଓଭରରେ ୪ ଓ୍ବିକଟରେ ୨୪୮ରନ କରିଛି। ପାକିସ୍ତାନ ପକ୍ଷରୁ...

ପ୍ରଶ୍ନ ଘେରରେ ବାବରଙ୍କ ଟିମ୍‌, ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ…

ନୂଆଦିଲ୍ଲୀ,୧୦।୧୦: ପ୍ରଶ୍ନ ଘେରରେ ପାକିସ୍ତାନ ଟିମ୍‌। ବିଶ୍ୱକପ୍‌ ୨୦୨୩ରେ ବାବର ଆଜମ ନେତୃତ୍ୱାଧୀନ ପାକିସ୍ତାନ ଟିମ୍‌ ନିଜର ପ୍ରଦର୍ଶନ ସହ ଭିନ୍ନ କାରଣକୁ ନେଇ ଚର୍ଚ୍ଚାରେ। ଏବେ ଦଳ ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ଫିଲ୍ଡିଂରେ ଚିଟିଂ କରିଥିବା ଅଭିଯୋଗ ହେଉଛି।...

ବାଂଲାଦେଶକୁ ୧୩୭ ରନରେ ପରାଜିତ କଲା ଇଂଲଣ୍ଡ…

ଧରମଶାଲା,୧୦।୧୦ : ବିଶ୍ୱକପ କ୍ରିକେଟ ୨୦୨୩ର ସପ୍ତମ ମ୍ୟାଚ ଧରମଶାଲାର ହିମଚଳ ପ୍ରଦେଶ କ୍ରିକେଟ ଆସୋସିଏଶନ ଷ୍ଟାଡିୟମରେ ଖେଳାଯାଇଥିଲା। ଇଂଲଣ୍ଡ ବାଂଲାଦେଶକୁ ୧୩୭ ରନରେ ପରାଜିତ କରିଛି। ମ୍ୟାଚରେ ବାଂଲାଦେଶ ଅଧିନାୟକ ଶାକିବ ଅଲ ହାସ ଟସ ଜିତି ପ୍ରଥମେ...

ପାକିସ୍ତାନ ପାଇଁ ବିଜୟ ଲକ୍ଷ୍ୟ ୩୪୫ ରନ…

ହାଇଦ୍ରାବାଦ,୧୦।୧୦ : ବିଶ୍ୱକପ କ୍ରିକେଟ ୨୦୨୩ର ଅଷ୍ଟମ ମ୍ୟାଚ ହାଇଦ୍ରାବାଦର ରାଜୀବଗାନ୍ଧୀ ଇଣ୍ଟରନ୍ୟାଶନାଲ ଷ୍ଟାଡିୟମରେ ଖେଳାଯାଉଛି। ମ୍ୟାଚରେ ଶ୍ରୀଲଙ୍କା ଅଧିନାୟକ ଦାଶୁନ ଶାନାକ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ପାକିସ୍ତାନ ଦଳ ଅଧିନାୟକ ବାବର ଆଜମଙ୍କ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri