ଖେଳ

ଆଜି ୨ ମହାମୁକାକିଲା

ଧର୍ମଶାଳା,୭।୧୦: ବିଶ୍ୱକପ୍‌ ୨୦୨୩ରେ ଶନିବାର ଦୁଇଟି ମ୍ୟାଚ ଖେଳାଯିବ। ପ୍ରଥମ ମ୍ୟାଚରେ ଆଫଗାନିସ୍ତାନ ଦଳ ବାଂଲାଦେଶକୁ ଭେଟିବ। ଦ୍ୱିତୀୟ ମ୍ୟାଚରେ ଦକ୍ଷିଣ ଆଫ୍ରିକା ଏବଂ ଶ୍ରୀଲଙ୍କା ମଧ୍ୟରେ ଅଛି। ବାଂଲାଦେଶ-ଆଫଗାନିସ୍ତାନ ମ୍ୟାଚ ପୂର୍ବାହ୍ନ ୧୦.୩୦ରେ ଧର୍ମଶାଳାରେ ଆରମ୍ଭ ହେବ। ସେହିପରି...

ବିଶ୍ୱକପ୍‌ରେ ପିତା-ପୁତ୍ର

ରୋଜର ବିନ୍ନି-ଷ୍ଟୁଆର୍ଟ ବିନ୍ନି ଭାରତର ପ୍ରଥମ ବିଶ୍ୱକପ୍‌ ବିଜେତା ଦଳରେ ହାଇଏଷ୍ଟ ଉଇକେଟ ଟେକର ତଥା ବର୍ତ୍ତମାନ ଭାରତୀୟ କ୍ରିକେଟ ବୋର୍ଡର ସଭାପତି ରୋଜର ବିନ୍ନି ଓ ତାଙ୍କ ପୁଅ ଷ୍ଟୁଆର୍ଟ ବିନ୍ନି ଭାରତ ପାଇଁ ବିଶ୍ୱକପ୍‌ ଖେଳିଛନ୍ତି। ରୋଜର...

ଏସିଆନ ଗେମ୍ସ: ୧୦୦ ପଦକ ଜିତି ଇତିହାସ ରଚିଲା ଭାରତ

ହାଝଙ୍ଗୋ,୭।୧୦: ଏସିଆନ ଗେମ୍ସ ୨୦୨୩ରେ ଭାରତ ୧୦୦ ପଦକ ଜିତି ଇତିହାସ ସୃଷ୍ଟି କରିଛି। ଖବର ଲେଖିବା ପର୍ଯ୍ୟନ୍ତ, ଏଥିରେ ୨୫ ସ୍ବର୍ଣ୍ଣ ରହିଛି। ଫାଇନାଲରେ ଚାଇନାର ତାଇପେଇକୁ ପରାସ୍ତ କରି ଭାରତର ମହିଳା କବାଡି ଦଳ ସ୍ବର୍ଣ୍ଣ ଜିତି...

ଏସିଆଡ୍‌ ସ୍ବର୍ଣ୍ଣ ଜିତିବାରେ ଅମିତ୍‌ ୫ମ ଓଡ଼ିଆ

ଭୁବନେଶ୍ୱର, ୭।୧୦ (ତପନ ସ୍ବାଇଁ): ଚାଇନାର ହାଙ୍ଗଝୋରେ ଚାଲିଥିବା ଏସିଆନ ଗେମ୍ସର ପୁରୁଷ ହକିରେ ଭାରତ ସ୍ବର୍ଣ୍ଣ ପଦକ ହାସଲ କରିଛି। ଫଳରେ ଭାରତୀୟ ଦଳକୁ ପ୍ୟାରିସ ଅଲିମ୍ପିକ୍ସ ପାଇଁ ମଧ୍ୟ ଯୋଗ୍ୟତା ମିଳିଯାଇଛି। ଭାରତୀୟ ଦଳର ସଦସ୍ୟଭାବେ ଅମିତ...

ଭାରତ-ଆଫଗାନିସ୍ତାନ ଫାଇନାଲ

ହାଙ୍ଗ୍‌ଝୋ, ୭ା୧୦ (ପି.ଟି.): ବାଂଲାଦେଶକୁ ୯ ଉଇକେଟରେ ହରାଇ ଭାରତ ଏସିଆନ ଗେମ୍ସ କ୍ରିକେଟ ପ୍ରତିଯୋଗିତାର ଫାଇନାଲରେ ପ୍ରବେଶ କରିଛି। ଶନିବାର ଖେଳାଯିବାକୁଥିବା ସ୍ବର୍ଣ୍ଣ ପଦକ ମୁକାବିଲାରେ ଦଳ ଆଫଗାନିସ୍ତାନକୁ ଭେଟିବ। ଆଫଗାନିସ୍ତାନ ଅନ୍ୟ ସେମିଫାଇନାଲରେ ୪ଉଇକେଟରେ ପାକିସ୍ତାନକୁ ପରାସ୍ତ...

ବଜରଙ୍ଗ ପଦକ ଶୂନ୍ୟ

ହାଙ୍ଗ୍‌ଝୋ, ୭ା୧୦ (ପି.ଟି.): ସିଲେକ୍ସନ ଟ୍ରାଏଲ୍‌ ବିନା ଏସିଆନ ଗେମ୍ସରେ ଭାଗ ନେଇଥିବା କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆଙ୍କୁ ଏସିଆନ ଗେମ୍ସରୁ ବିନା ପଦକରେ ଲଜ୍ଜାଜନକ ବିଦାୟ ନେବାକୁ ପଡ଼ିଛି। ଅନ୍ୟପକ୍ଷରେ ପ୍ରତିଭାସମ୍ପନ୍ନ ଅମନ ଶେରାଓ୍ବତଙ୍କ ସମେତ ଅନ୍ୟ ୩ ଭାରତୀୟ...

ପ୍ରଥମ ଥର ୧୦୦ ପଦକ ଛୁଇଁବ ଭାରତ

ହାଙ୍ଗଝୋ, ୭।୧୦ (ପି.ଟି.): ଚଳିତ ଏସିଆନ ଗେମ୍ସରେ ଭାରତ ଐତିହାସିକ ସଫଳତା ହାସଲ କରିବାକୁ ଯାଉଛି। ପ୍ରଥମଥର ପାଇଁ ଭାରତ ପଦକ ସଂଖ୍ୟାରେ ଶତକ ସ୍ପର୍ଶ କରିବା ନିଶ୍ଚିତ ହୋଇଯାଇଛି। ଶୁକ୍ରବାର ଭାରତୀୟ ରେସଲରମାନେ ୩ ପଦକ ଜିତିଥିବାବେଳେ ସିପକ୍‌ଟାକ୍ରରୁ...

ଓଡ଼ିଶା ଦଳର ନେତୃତ୍ୱ ନେବେ ଆଶୀର୍ବାଦ

କଟକ,୭ା୧୦(ସୁପ୍ରିୟା ପ୍ରିୟଦର୍ଶିନୀ): ୧୯ବର୍ଷରୁ କମ୍‌ ବାଳକ ଏକଦିବସୀୟ କ୍ରିକେଟ ଟୁର୍ନାମେଣ୍ଟ ଭିନୁ ମଙ୍କଡ ଟ୍ରଫି ଆସନ୍ତା ୧୨ ତାରିଖରୁ ଆରମ୍ଭ ହେବ। ଏଥି ପାଇଁ ଓଡିଶା କ୍ରିକେଟ ଆଶୋସିଏଶନ ପକ୍ଷରୁ ରାଜ୍ୟ ଦଳ ଘୋଷଣା କରାଯାଇଛି। ଶୁକ୍ରବାର ଓସିଏ ସମ୍ମିଳନୀ...

ବାପାଙ୍କ ଆଶୀର୍ବାଦ ସର୍ବଦା ଅନୁଭବ କରେ: ଅମିତ

ସ୍ବର୍ଣ୍ଣ ବିଜୟ ନେଇ କେତେ ଆଶା ରହିଥିଲା, ପାଇବା ପରେ କିପରି ଅନୁଭବ ହେଉଛି ? ପ୍ରତିଯୋଗିତାକୁ ଉଚ୍ଚ ଆଶାନେଇ ଆସିଥିଲୁ। ସ୍ବର୍ଣ୍ଣ ପଦକ ଜିତିଲେ ଅଲିମ୍ପିକ୍ସ ପାଇଁ ସିଧାସଳଖ ଯୋଗ୍ୟତା ହାସଲ ହୋଇପାରିବ ବୋଲି ଜାଣିଥିଲୁ। ତେଣୁ ଏହା...

ପ୍ରତ୍ୟେକ ହକି ଖେଳାଳିଙ୍କୁ ମିଳିବ ୫ ଲକ୍ଷ

ଭୁବନେଶ୍ୱର,୭ା୧୦(ଅନିଲ ଦାସ): ଚାଇନାରେ ଅନୁଷ୍ଠିତ ୧୯ତମ ଏସିଆନ ଗେମ୍ସରେ ଭାରତୀୟ ପୁରୁଷ ହକି ଟିମ୍‌ ସ୍ବର୍ଣ୍ଣ ପଦକ ହାସଲ କରିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଖେଳାଳିମାନଙ୍କୁ ଅଭିନନ୍ଦନ ଜଣାଇବା ସହ ପ୍ରତ୍ୟେକ ଖେଳାଳି ଏବଂ ଦଳର ଅନ୍ୟ ସହଯୋଗୀଙ୍କ...

ସ୍ବର୍ଣ୍ଣ ସହ ଭାରତକୁ ଅଲିମ୍ପିକ୍ସ ଯୋଗ୍ୟତା

ହାଙ୍ଗଝୋ, ୭।୧୦: ଏସିଆନ ଗେମ୍ସର ହକି ଇଭେଣ୍ଟରୁ ଭାରତ ପାଇଁ ଆସିଛି ବଡ଼ ଖବର। ଶୁକ୍ରବାର ଅନୁଷ୍ଠିତ ପୁରୁଷ ହକି ଫାଇନାଲରେ ଭାରତ ୫-୧ ଗୋଲରେ ଗତଥରର ଚାମ୍ପିୟନ ଜାପାନକୁ ହରାଇ ସ୍ବର୍ଣ୍ଣ ପଦକ ଅର୍ଜନ କରିଛି। ଏଥିସହ ଭାରତୀୟ...

ଆଇସିସି ବିଶ୍ୱକପ ୨୦୨୩: ନେଦରଲାଣ୍ଡ୍ସକୁ ହରାଇଲା ପାକିସ୍ତାନ

ହାଇଦ୍ରାବାଦ, ୬।୧୦-ଆଇସିସି ଦିନିକିଆ କ୍ରିକେଟ ବିଶ୍ୱକପର ଶୁକ୍ରବାର ଅନୁଷ୍ଠିତ ମ୍ୟାଚରେ ପାକିସ୍ତାନ ୮୧ ରନରେ ନେଦରଲାଣ୍ଡ୍ସକୁ ହରାଇ ଅଭିଯାନ ଆରମ୍ଭ କରିଛି। ପାକିସ୍ତାନ ୪୯ ଓଭରରେ ୨୮୬ ରନକରି ଅଲ୍‌ଆଉଟ ହୋଇ ଯାଇଥିବାବେଳେ ନେଦରଲାଣ୍ଡ୍ସ ଇନିଂସ ୪୧ ଓଭରରେ ୨୦୫ରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri