ଖେଳ

ଫାଇନାଲରେ ଭାରତ

ସାଲାଲା(ଓମାନ),୨୮ା୮: ଏସିଆନ ୫ଏସ୍‌ ମହିଳା ହକି ଟୁର୍ନାମେଣ୍ଟରେ ଭାରତର ଅଧିନାୟିକା ନବଜୋତ କୌରଙ୍କ ହ୍ୟାଟ୍ରିକ୍‌ ସହାୟତାରେ ୯-୫ ଗୋଲ୍‌ରେ ମାଲେସିଆକୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି। ଏଥିସହିତ ଭାରତ ଆସନ୍ତା ବର୍ଷ ହେବାକୁଥିବା ବିଶ୍ୱକପ୍‌ ପାଇଁ ଯୋଗ୍ୟତା ଅର୍ଜନ...

ପାଟନରଶିପ୍‌ ତାଏକୋଣ୍ଡୋରେ ଯୋଗଦେବେ ଏହେସାସ

ଅମରପାଲି,୨୮ା୮(ପୀତାମ୍ବର ସାହୁ): ପ୍ରଥମ ଓଡ଼ିଆ ଭାବେ ଦକ୍ଷିଣ କୋରିଆରେ ହେବାକୁ ଥିବା ପାଟନରଶିପ୍‌ ତାଏକୋଣ୍ଡୋ ପ୍ରୋଗ୍ରାମରେ ଅଂଶଗ୍ରହଣ କରିବେ ଓଡ଼ିଶା ବୀରମହାରାଜପୁର ମାଟିର ପୁଅ ଏହେସାସ ହୋତା । ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅଧୀନ ଅମୁଲ୍ୟମଣୀ ରାଣୀପୁର ଗ୍ରାମର...

ବିଶ୍ୱକପ ପାଇଁ ପାକିସ୍ତାନର ନୂଆ ଜର୍ସି ଉନ୍ମୋଚିତ

ହାଇଦ୍ରାବାଦ,୨୮।୮: ବିଶ୍ୱକପ ପାଇଁ ସୋମବାର ପାକିସ୍ତାନ କ୍ରିକେଟ ଦଳର ନୂଆ ଜର୍ସି ଉନ୍ମୋଚିତ ହୋଇଛି। ବିଶ୍ୱକପ ସମୟରେ ବାବର ଆଜାମଙ୍କ ନେତୃତ୍ୱରେ ପାକିସ୍ତାନୀ ଦଳ ନୂଆ ଜର୍ସିରେ ନଜର ଆସିବେ। ଲାହୋରର ଗଦାଫି ଷ୍ଟାଡିୟମରେ ପାକିସ୍ତାନ କ୍ରିକେଟ ଦଳର ନୂଆ...

ସ୍ବର୍ଣ୍ଣ ଜିତିବା ପରେ ଏମିତି କାମ କରି ସମସ୍ତଙ୍କ ହୃଦୟ ଜିତିଲେ ନୀରଜ ଚ୍ରୋପା

ବୁଦାପେଷ୍ଟ,୨୮।୮: ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନଶିପ୍‌ରେ ସ୍ବର୍ଣ୍ଣ ପଦକ ଜିତିବା ପରେ ନୀରଜ ଚୋପ୍ରା ତ୍ରିରଙ୍ଗାକୁ ସମ୍ମାନ ଦେଇ ସମସ୍ତଙ୍କ ହୃଦୟ ଜିତିଛନ୍ତି। ବୁଦାପେଷ୍ଟରେ ଆୟୋଜିତ ଇଭେଣ୍ଟରେ ନୀରଜ ଚୋପ୍ରା ୮୮.୧୭ ମିଟର ଶ୍ରେଷ୍ଠ ଥ୍ରୋ ସହିତ ସ୍ବର୍ଣ୍ଣ ପଦକ ଜିତିଥିଲେ।...

ଶୃଙ୍ଖଳାଗତ କମିଟିରେ ହାଜର ହେବେ ଅଙ୍କେତ

ନୂଆଦିଲ୍ଲୀ,୨୮ା୮: ପିସ୍ତଲ ଶୁଟର ଅଙ୍କେତ ତୋମରଙ୍କୁ ବାକୁରେ ଅନୁଷ୍ଠିତ ବିଶ୍ୱକପ ଦଳରୁ ଶୁଟିଂ ବାଦ ଦିଆଯାଇଛି। ସାଥୀ ଖେଳାଳିଙ୍କ ସହ ଝଗଡ଼ା କାରଣରୁ ଜାତୀୟ ରାଇଫଲ୍‌ ମହାସଂଘ(ଏନ୍‌ଆର୍‌ଏଆଇ) ବାଦ୍‌ ଦେବାକୁ ନିଷ୍ପତ୍ତି ନେଇଥିଲା। ସୋମବାର ଅଙ୍କେତ ଏନ୍‌ଆର୍‌ଏଆଇର ଶୃଙ୍ଖଳାଗତ କମିଟି...

ନୂଆ ଲୁକ୍‌ରେ ନଜର ଆସିଲେ କୋହଲି

ନୂଆଦିଲ୍ଲୀ,୨୮।୮: ପୂର୍ବତନ ଭାରତୀୟ ଅଧିନାୟକ ବିରାଟ କୋହଲି ଏସିଆ କପ ୨୦୨୩ ପୂର୍ବରୁ ଏକ ନୂଆ ଲୁକ୍‌ରେ ନଜର ଆସିଛନ୍ତି। ଏସିଆ କପ ୩୦ ଅଗଷ୍ଟରୁ ଆରମ୍ଭ ହେବ। ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ ପାକିସ୍ତାନ ଏବଂ ନେପାଳ ମଧ୍ୟରେ ଖେଳାଯିବ।...

ଭାରତୀୟ ଦଳକୁ ଚେତାବନୀ ଦେଲେ କପିଳ ଦେବ

ନୂଆଦିଲ୍ଲୀ,୨୮।୮: ଅଗଷ୍ଟ ୩୦ରୁ ଏସିଆ କପ ଆରମ୍ଭ ହେବାକୁ ଯାଉଛି। ଭାରତୀୟ ଦଳ ସେପ୍ଟେମ୍ବର ୨ରେ ପାକିସ୍ତାନ ବିପକ୍ଷରେ ଅଭିଯାନ ଆରମ୍ଭ କରିବ। ଆହତରୁ ସୁସ୍ଥ ଥିବା ଶ୍ରେୟସ ଆୟର ଏବଂ କେ.ଏଲ ରାହୁଲଙ୍କୁ ଟିମ ଇଣ୍ଡିଆ ଦଳରେ ସ୍ଥାନ...

ପାକିସ୍ତାନ ନମ୍ବର ୧

ନୂଆଦିଲ୍ଲୀ,୨୮।୮:ଏସିଆ କପ ପୂର୍ବରୁ ପାକିସ୍ତାନ ଦଳ ଆଇସିସି ଦିନିକିଆ ର଼୍ୟାଙ୍କିଙ୍ଗର ଶୀର୍ଷରେ ପହଞ୍ଚିଛି। ଦୁଇଟି ବଡ ଟୁର୍ନାମେଣ୍ଟ ପୂର୍ବରୁ ପାକିସ୍ତାନର ଏହି ସଫଳତା ଖେଳାଳିଙ୍କୁ ଉତ୍ସାହିତ କରିବାକୁ ଯାଉଛି। ଆଫଗାନିସ୍ତାନ ବିପକ୍ଷରେ ଦିନିକିଆ ସିରିଜକୁ ୩-୦ରେ ଜିତିବା ପରେ ପାକିସ୍ତାନ...

ବିଶ୍ୱକପ୍‌ ପୂର୍ବରୁ ବଢିଲା ଅଷ୍ଟ୍ରେଲିଆର ଟେନ୍‌ସନ୍‌

ସିଡନୀ,୨୮।୮: ବିଶ୍ୱକପ ୨୦୨୩ ଅକ୍ଟୋବର ୫ରୁ ଆରମ୍ଭ ହେବ। ଏହା ପୂର୍ବରୁ ଅଷ୍ଟ୍ରେଲିଆର ଟେନସନ ବୃଦ୍ଧି ପାଇଛି। ଆହତ କାରଣରୁ ଦଳର ଭେଟେରାନ ଗ୍ଲେନ ମ୍ୟାକ୍ସୱେଲଙ୍କୁ ଦଳରୁ ବାଦ ଦିଆଯାଇଛି। ୩୦ ଅଗଷ୍ଟରୁ ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ନୀରଜ ଚୋପ୍ରାଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨୮।୮: ବୁଦାପେଷ୍ଟରେ ଚାଲିଥିବା ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନସିପରେ ଜାଭେଲିନ ଥ୍ରୋରେ ସ୍ବର୍ଣ୍ଣ ପଦକ ଜିତି ନୀରଜ ଚୋପ୍ରା ଇତିହାସ ସୃଷ୍ଟି କରିଛନ୍ତି। ସେ ଦ୍ୱିତୀୟ ରାଉଣ୍ଡରେ ୮୮.୧୭ ମିଟର ଥ୍ରୋରେ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ଏହା ସହ ସେ...

ଇତିହାସ ରଚିବା ପରେ ଦେଶ ପାଇଁ ଦେଲେ ସ୍ବତନ୍ତ୍ର ମେସେଜ୍‌ ଦେଲେ ନୀରଜ

ବୁଦାପେଷ୍ଟ,୨୮।୮: ଭାରତର ଗୋଲଡେନ୍‌ ବଏ ନୀରଜ ଚୋପ୍ରା ଇତିହାସ ସୃଷ୍ଟି କରିଛନ୍ତି। ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପ୍‌ରେ ସେ ସ୍ବର୍ଣ୍ଣ ଜିତିଥିବା ପ୍ରଥମ ଭାରତୀୟ ଆଥଲେଟ ହୋଇଛନ୍ତି। ହଙ୍ଗେରୀର ରାଜଧାନୀ ବୁଦାପେଷ୍ଟର ଜାତୀୟ ଆଥଲେଟିକ୍ସ ସେଣ୍ଟରରେ ଜାଭେଲିନ ଥ୍ରୋ ଇଭେଣ୍ଟରେ ନୀରଜ...

ଝାରସୁଗୁଡ଼ା ଚାମ୍ପିୟନ, ଖୋର୍ଦ୍ଧା ରନରଅପ୍‌

ବାଲୁଗଁା,୨୮ା୮(ସଂଗ୍ରାମ ପାଇକରାୟ): ବାଲୁଗଁ। ଅଶୋକନଗର ସ୍ଥିତ ବଣିକ ସଂଘ ଗୃହ ପରିସରରେ ଖୋର୍ଦ୍ଧା ଜିଲା ପେନ୍‌ଚାକ୍‌ ସିଲାଟ୍‌ ଆସୋସିଏଶନ ପକ୍ଷରୁ ଅନୁଷ୍ଠିତ ଦୁଇ ଦିନିଆ ଷଷ୍ଠ ଇଣ୍ଡୋନେସିଆନ୍‌ ମାର୍ଶଲ ଆର୍ଟ ଚାମ୍ପିୟନଶିପ୍‌ ପ୍ରତିଯୋଗିତା ରବିବାର ଉଦ୍‌ଯାପିତ ହୋଇଛି। ରବିବାର ଅନୁଷ୍ଠିତ...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri