ଖେଳ

ଭାରତ ପଦକ ସଂଖ୍ୟା ୫୦ ଟପିଲା

ହାଙ୍ଗଝୋ,୨ା୧୦(ପି.ଟି.): ରବିବାର ଏସିଆନ୍‌ ଗେମ୍ସରେ ଭାରତୀୟ ଆଥଲେଟ ମାନେ ୩ ସ୍ବର୍ଣ୍ଣ ସହିତ ୧୫ ପଦକ ବିଜୟୀ ହୋଇଥିବା ବେଳେ ଓଡ଼ିଶା ଆଥଲେଟିକ୍ସ ହାଇ ପର୍ଫମାନ୍ସ ସେଣ୍ଟରରେ ଅଭ୍ୟାସ କରୁଥିବା ଜ୍ୟୋତି ୟାରାଜୀ ୧୦୦ ମିଟର ବାଧାଦୌଡରେ ଏକ ରୌପ୍ୟ...

ଖେଳାଳି ଭାବେ ଗଢ଼ିବାରେ ମା’ ବାପାଙ୍କ ବଡ଼ ଭୂମିକା ରହିଛି: ସୁଖଜିତ

ନୂଆଦିଲ୍ଲୀ,୧ା୧୦: ଏସିଆନ ଗେମ୍ସରେ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ବିପକ୍ଷରେ ରେକର୍ଡ ବିଜୟ ପରେ ଭାରତୀୟ ହକି ଖେଳାଳି ସୁଖଜିତ ସିଂ ମା’ବାପାଙ୍କ ପ୍ରଶଂସା କରିଛନ୍ତି। ‘ହକି ତେ ଚର୍ଚ୍ଚା’ ଶୀର୍ଷକ ଏକ କାର୍ଯ୍ୟକ୍ରମରେ ଭାଗ ନେଇ ସୁଖଜିତ ତାଙ୍କୁ ଜଣେ ହକି...

ଇତିହାସ ରଚିଲେ ଅବିନାଶ

ହାଙ୍ଗଝୋ,୧।୧୦: ଭାରତର ତାରକା ଆଥଲେଟ ଅବିନାଶ ସାବ୍‌ଲେ ଇତିହାସ ସୃଷ୍ଟି କରିଛନ୍ତି। ସେ ହାଙ୍ଗଜୋ ଏସିଆନ ଗେମ୍ସରେ ୩୦୦୦ ମିଟର ଷ୍ଟିପଲ୍‌ଚେଜ୍‌ରେ ଭାରତ ପାଇଁ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ଏହି ଇଭେଣ୍ଟରେ ଏହା ହେଉଛି ପ୍ରଥମ ସ୍ବର୍ଣ୍ଣ। ୧୯୫୧ ମସିହାରେ...

ଟେନିସ କୋର୍ଟରେ ଧୋନୀ

ନୂଆଦିଲ୍ଲୀ,୧।୧୦: ଭାରତର ମହାନ ଅଧିନାୟକ ତଥା ଉଇକେଟ କିପର-ବ୍ୟାଟ୍ସମ୍ୟାନ ଏମଏସ ଧୋନୀ ଟେନିସ କୋର୍ଟରେ ନିଜର ଚମତ୍କାର ପ୍ରଦର୍ଶନ କରିଛନ୍ତି। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓରେ ଧୋନି ଟେନିସ ଖେଳୁଥିବା ଦେଖିବାକୁ ମିଳିଛି। ତାଙ୍କର ପ୍ରଶଂସକମାନେ ଏହି...

ଅଦିତି ଅଶୋକ ଏସୀୟ ଗେମ୍ସରେ ଇତିହାସ ସୃଷ୍ଟି କଲେ ଇତିହାସ: ପାଲଟିଲେ ଗଲ୍ଫରେ ପଦକ ଜିତିଥିବା ପ୍ରଥମ ଭାରତୀୟ ମହିଳା…

ହାଙ୍ଗଝୋ,୧।୧୦ : ଭାରତର ତାରକା ମହିଳା ଗଲ୍ଫର୍‌ ଅଦିତି ଅଶୋକ ଏସୀୟ ଗେମ୍ସରେ ଇତିହାସ ସୃଷ୍ଟି କରିଛନ୍ତି। ରବିବାର ସେ ଭାରତ ପାଇଁ ରୌପ୍ୟ ପଦକ ହାସଲ କରିଛନ୍ତି। ଅଦିତି ହେଉଛନ୍ତି ପ୍ରଥମ ଭାରତୀୟ ମହିଳା ଖେଳାଳି ଯିଏକି ଏସୀୟ...

ଦେଶ ପାଇଁ ବାପା ଜିତିଥିଲେ ସୁନା, ଏବେ ଝିଅ ବି ଆଣିଲେ ପଦକ

ହାଙ୍ଗଝୋ,୧।୧୦: ଏସିଆନ ଗେମ୍ସ ୨୦୨୩ରେ ଭାରତ ପାଇଁ ରବିବାର ଏକ ଭଲ ଦିନ ଥିଲା। ଟିମ ଇଣ୍ଡିଆ ଆଜି ଗୋଟିଏ ସ୍ବର୍ଣ୍ଣ ଏବଂ ଦୁଇଟି ରୌପ୍ୟ ପଦକ ଜିତିଛି। ଶୁଟିଂରେ ଭାରତ ସ୍ବର୍ଣ୍ଣ ଓ ରୌପ୍ୟ ଜିତିଛି। ମହିଳା ଦଳ...

ଭାରତ ହେବ ବିଶ୍ୱକପ୍‌ ଚାମ୍ପିୟନ୍‌: ଭବିଷ୍ୟବାଣୀ କଲେ ଏହି କ୍ରିକେଟର୍‌

ନୂଆଦିଲ୍ଲୀ,୧।୧୦: ଆଉ କିଛି ଦିନ ପରେ ଆରମ୍ଭ ହେବ କ୍ରିକେଟ ବିଶ୍ୱକପ। ଏହାପୂର୍ବରୁ ଭବିଷ୍ୟବାଣୀ କରିଛନ୍ତି ବିଶ୍ୱର ସର୍ବଶ୍ରେଷ୍ଠ ବୋଲର ମୁଥିୟା ମୁରଲୀଥନ। ସେ କହିଛନ୍ତି, ମୋ ମତରେ, ଘରୋଇ ପରିସ୍ଥିତିରେ ଭାରତ ବିଶ୍ୱ ଚାମ୍ପିୟନ ହୋଇପାରିବ। ଅଷ୍ଟ୍ରେଲିଆ ଏବଂ...

ଏସିଆନ ଗେମ୍ସ : ପୁରୁଷ ଶୁଟିଂରେ ଭାରତର ରେକର୍ଡ, ଜିତିଲା ସ୍ବର୍ଣ୍ଣ ପଦକ…

ହାଙ୍ଗଝୋ,୧।୧୦ : ଏସିଆନ ଗେମ୍ସରେ ଶୁଟିଂରେ ଭାରତର ଉତ୍କୃଷ୍ଟ ପ୍ରଦର୍ଶନ ଜାରି ରହିଛି। ଖେଳର ଅଷ୍ଟମ ଦିନରେ ଭାରତ ଗୋଟିଏ ସ୍ବର୍ଣ୍ଣ ଏବଂ ଗୋଟିଏ ରୌପ୍ୟ ଜିତିଛି। ରବିବାର ପୁରୁଷ ଦଳ ସ୍ବର୍ଣ୍ଣ ପଦକକୁ ଟାର୍ଗେଟ କରିଥିଲେ। ଯେଉଁଠାରେ ମହିଳା...

ଓ୍ବାର୍ମଅପ୍‌ ମ୍ୟାଚରେ ଆଜି ଇଂଲଣ୍ଡକୁ ଭେଟିବ ବାଂଲାଦେଶ

ଗୁଆହାଟୀ ,୧।୧୦: ଆଇସିସି ଦିନିକିଆ କ୍ରିକେଟ ବିଶ୍ୱକପ ପାଇଁ ବିଭିନ୍ନ ଦଳର ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। ଅଂଶଗ୍ରହଣକାରୀ ଦଳ ଗୁଡ଼ିକ ଭାରତରେ ପହଞ୍ଚି ଓ୍ବାର୍ମଅପ୍‌ ମ୍ୟାଚରେ ନିଜ ଦକ୍ଷତା ପରଖୁଛନ୍ତି। ଆଜି ବିଶ୍ୱକପ୍‌ ୨୦୨୩ର ୱାର୍ମ ଅପ୍‌ ମ୍ୟାଚରେ...

ଐତିହାସିକ ପଦକ ପକ୍କାକଲେ ସୁତୀର୍ଥା, ଆହିକା

ହାଙ୍ଗଝୋ,୧।୧୦: ବିଶ୍ୱ ଚାମ୍ପିୟନ ଚାଇନା ଖେଳାଳି ଚେନ୍‌ ମାଙ୍ଗ ଓ ୟିଦି ୟାଙ୍ଗଙ୍କୁ ପରାସ୍ତ କରି ଏସିଆନ୍‌ ଗେମ୍ସ ଟେବୁଲ ଟେନିସ ସେମି ଫାଇନାଲରେ ପ୍ରବେଶ କରିଛନ୍ତି ଭାରତର ମହିଳା ଡବଲ୍ସ ଖେଳାଳି ସୁତୀର୍ଥା ମୁଖାର୍ଜୀ ଓ ଆହିକା ମୁଖାର୍ଜୀ।...

ଆଜିଠାରୁ ଇରାନୀ ଟ୍ରଫି; ନଜରରେ ପୂଜାରା, ଉନାଡକଟ୍‌, ବିହାରୀ

ରାଜକୋଟ୍‌, ୧।୧୦: ରଣଜୀ ଟ୍ରଫି ଚାମ୍ପିୟନ ସୌରାଷ୍ଟ୍ର ଓ ଭାରତ ମଧ୍ୟରେ ଇରାନୀ ଟ୍ରଫି ମ୍ୟାଚ ରବିବାରଠାରୁ ଆରମ୍ଭ ହେବ। ଏଥିରେ ଭେଟେରାନ ଚେତେଶ୍ୱର ପୂଜାରା ଓ ହନୁମା ବିହାରୀଙ୍କ ଭଳି ଷ୍ଟାର ଖେଳାଳି ପ୍ରଭାବୀ ପ୍ରଦର୍ଶନ କରି ଚୟନକର୍ତ୍ତାଙ୍କ...

ଲ୍ୟୁକ୍‌ ଓ୍ବିଲିୟମ୍ସ ଆର୍‌ସିବି ମୁଖ୍ୟ କୋଚ୍‌

ବେଙ୍ଗାଲୁରୁ, ୧।୧୦: ଓମେନ୍ସ ପ୍ରିମିୟର ଲିଗ୍‌ (ଡବ୍ଲ୍ୟୁପିଏଲ୍‌)ର ଦ୍ୱିତୀୟ ସଂସ୍କରଣ ପାଇଁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) ଅଷ୍ଟ୍ରେଲିଆର ଲ୍ୟୁକ୍‌ ଓ୍ବିଲିୟମ୍ସଙ୍କୁ ଦଳର ମୁଖ୍ୟ କୋଚ ଭାବେ ନିଯୁକ୍ତି ଦେଇଛି। ଗତ ମାର୍ଚ୍ଚ ମାସରେ ୫ଟି ଦଳକୁ ନେଇ ପ୍ରତିଯାଗିତାର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri