ଖେଳ

ଭାରତୀୟ କୁସ୍ତି ସଂଘର ସଦସ୍ୟତା ରଦ୍ଦ

ନୂଆଦିଲ୍ଲୀ,୨୪।୮: ବିଶ୍ୱ କୁସ୍ତି ସଂଘ (ୟୁନାଇଟେଡ ୱାଲର୍‌ଡ ରେସଲିଂ) ଭାରତୀୟ କୁସ୍ତି ସଂଘର ସଦସ୍ୟତାକୁ ରଦ୍ଦ କରିଦେଇଛି। ଭାରତୀୟ କୁସ୍ତି ସଂଘରେ ନିବର୍ରଚନ ନ ହେବା କାରଣରୁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। କୁସ୍ତି ସଂଘର ସଦସ୍ୟତା ରଦ୍ଦ ହେତୁ...

ଏସିଆ କପ ବାହାନାରେ ବିଶ୍ୱକପର ପ୍ରସ୍ତୁତି, ଟିମ ଇଣ୍ଡିଆର ଖେଳାଳିଙ୍କ ପାଇଁ ‘ଅଗ୍ନି ପରୀକ୍ଷା’

ନୂଆଦିଲ୍ଲୀ,୨୪।୮: ଟିମ ଇଣ୍ଡିଆ ଏସିଆ କପ ୨୦୨୩ ପାଇଁ ପ୍ରସ୍ତୁତ ହେଉଛି। ଏଥିପାଇଁ ଭାରତରେ ବିସିସିଆଇ ଖୁବ୍‌ଶୀଘ୍ର ଏକ କ୍ୟାମ୍ପ୍‌ ଆୟୋଜନ କରିବ। ଏସିଆ କପ ପୂର୍ବରୁ ଟିମ ଇଣ୍ଡିଆକୁ ବହୁତ ଝାଳ ବୁହାଇବାକୁ ପଡିବ। ଭାରତ ଏସିଆ କପ...

ଏସିଆ କପ ପୂର୍ବରୁ ୟୋ-ୟୋ ଟେଷ୍ଟ ପାସ କଲେ ବିରାଟ, କଲେ ୧୭.୨ ସ୍କୋର …

କୋଲକାତା,୨୪।୮ : ବିରାଟ କୋହଲି ଅନେକ ଥର ପ୍ରମାଣ କରିଛନ୍ତି ତାଙ୍କୁ ବିଶ୍ୱର ସବୁଠାରୁ ଭଲ କ୍ରିକେଟ ଖେଳାଳିଙ୍କ ମଧ୍ୟରେ କାହିଁକି ଗଣାଯାଏ? ଭାରତୀୟ ଦଳର ଅଧିନାୟକ ଥିବାବେଳେ କୋହଲି ଫିଟନେସ ଉପରେ ସର୍ବାଧିକ ଗୁରୁତ୍ୱ ଦେଉଥିଲେ ଏବଂ ଦଳରେ...

ବିଶ୍ୱକପ ପାଇଁ ଅଭ୍ୟାସ ମ୍ୟାଚ ସୂଚୀ ଜାରି

ନୂଆଦିଲ୍ଲୀ,୨୪।୮: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଆସନ୍ତା ଦିନିକିଆ ବିଶ୍ୱକପ ପାଇଁ ଅଭ୍ୟାସ ମ୍ୟାଚ ସୂଚୀ ପ୍ରସ୍ତୁତ କରିଛି। ଆଇସିସି କହିଛି ଯେ, ବିଶ୍ୱକପ୍‌ ମୁଖ୍ୟ ମ୍ୟାଚ ପୂର୍ବରୁ ୧୦ଟି ଅଭ୍ୟାସ ଅପ ମ୍ୟାଚ ଖେଳାଯିବ। ଭାରତୀୟ ଦଳ ଇଂଲଣ୍ଡ...

ଯେବେ ବି ସୁଯୋଗ ମିଳିବ ଅଧିନାୟକ ହେବାକୁ ପ୍ରସ୍ତୁତ: ବୁମ୍‌ରା

ନୂଆଦିଲ୍ଲୀ,୨୪।୮: ଭାରତ-ଆୟର୍ଲାଣ୍ଡ ମଧ୍ୟରେ ଖେଳାଯାଇଥିବା ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜରେ ପ୍ରଥମ ଥର ଲାଗି ଅଧିନାୟକ ଦାୟିତ୍ୱ ତୁଲାଇଥିଲେ ଜସପ୍ରିତ ବୁମ୍‌ରା। ବୁଧବାର ଏହାର ୩ୟ ମୁକାବିଲା ରଦ୍ଦ ହେବା ପରେ ଭାରତ ୨-୦ରେ ସିରିଜ ଉପରେ କବ୍ଜା...

ପାଓ୍ବାର ପ୍ଲେ ସମୟରେ ଖେଳିବାକୁ ସ୍ବାଧୀନତା ଦେଇଥାନ୍ତି ରୋହିତ: ଶୁଭମନ

ନୂଆଦିଲ୍ଲୀ,୨୪।୮: ଏସିଆ କପ୍‌ ଲାଗି ଭାରତୀୟ ଟିମ୍‌ରେ ଓପନର୍‌ ଶୁଭମନ ଗିଲଙ୍କୁ ସୁଯୋଗ ମିଳିଛି। ସେ ଅଧିନାୟକ ରୋହିତ ଶର୍ମାଙ୍କ ସହ ଓପନିଂ କରିବେ। ଟୁର୍ନାମେଣ୍ଟ ଆରମ୍ଭ ହେବାକୁ କିଛି ଦିନ ଥିବା ବେଳେ ଶୁଭମନ ରୋହିତଙ୍କ ପ୍ରଶଂସାରେ ଶତମୁଖ...

ଏସିଆ କପ୍‌ ପୂର୍ବରୁ ହେବ ଫିଟ୍‌ନେସ୍‌ ଟେଷ୍ଟ

ନୂଆଦିଲ୍ଲୀ,୨୪।୮:ଭାରତୀୟ ଦଳ ଏସିଆ କପ ୨୦୨୩ ମାଧ୍ୟମରେ ଗ୍ରାଉଣ୍ଡକୁ ଫେରିବାକୁ ପ୍ରସ୍ତୁତ। ଟୁର୍ନାମେଣ୍ଟ ପୂର୍ବରୁ ବେଙ୍ଗାଲୁରୁ ନିକଟ ଆଲୁରରେ ଟିମ ଇଣ୍ଡିଆ ୬ ଦିନିଆ କ୍ୟାମ୍ପ ଆରମ୍ଭ କରିବ। ଭାରତୀୟ ଦଳ ଏସିଆ କପ ୨୦୨୩ ମାଧ୍ୟମରେ ଗ୍ରାଉଣ୍ଡକୁ ଫେରିବାକୁ...

ସ୍ବର୍ଣ୍ଣିମ ଯାତ୍ରା ସଂଘର୍ଷପୂର୍ଣ୍ଣ ଥିଲା: ଚିନ୍ମୟୀ

ଭୁବନେଶ୍ୱର, ୨୪।୮ (ତପନ ସ୍ବାଇଁ): କାନାଡ଼ାରେ ଅନୁଷ୍ଠିତ ବିଶ୍ୱ ପୋଲିସ ଆଣ୍ଡ ଫାୟାର ଗେମ୍‌ରେ ୨ଟି ସ୍ବର୍ଣ୍ଣ ପଦକ ଜିତି ଓଡ଼ିଶା ପ୍ରତ୍ୟାବର୍ତ୍ତନ କରିଥିବା ଚିନ୍ମୟୀ ଭୂୟାଁଙ୍କୁ ବୁଧବାର ରାଜ୍ୟ କରାଟେ ଆସୋସିଏଶନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି। ଚିନ୍ମୟୀ ୬୦...

ଚନ୍ଦ୍ରୟାନ-୩ର ଲ୍ୟାଣ୍ଡିଂ ଦେଖିଲା ଭାରତୀୟ ଦଳ

ନୂଆଦିଲ୍ଲୀ, ୨୪ା୮ (ପି.ଟି.): ଭାରତୀୟଙ୍କ ପାଇଁ ଐତିହାସିକ ମୂହୁର୍ତ୍ତ ଭାବରେ ବିଶ୍ୱର ଚତୁର୍ଥ ଦେଶ ଭାବରେ ଚନ୍ଦ୍ରପୃଷ୍ଠରେ ଓ ପ୍ରଥମ ଦେଶ ଭାବେ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିଛି ଭାରତ। ଭାରତର ମୁନ୍‌ ମିଶନ୍‌ ଚନ୍ଦ୍ରୟାନ-୩ ସଫଳତାର ସହିତ...

ବିଶ୍ୱରଞ୍ଜନ ଷଡ଼ଙ୍ଗୀ ଟେକ୍ନିକାଲ ଅଫିସିଆଲ

ଭୁବନେଶ୍ୱର, ୨୪।୮ (ତପନ ସ୍ବାଇଁ): ଓମାନର ସାଲାହଠାରେ ମହିଳା ଓ ପୁରୁଷ ଏସିଆନ ହକି ୫ଏସ୍‌ ବିଶ୍ୱକପ କ୍ୱାଲିଫାୟର ଚଳିତ ମାସ ୨୫ରୁ ସେପ୍ଟେମ୍ବର ୨ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏଥିରେ ଓଡ଼ିଶାର ବିଶ୍ୱରଞ୍ଜନ ଷଡ଼ଙ୍ଗୀଙ୍କୁ ଟେକ୍ନିକାଲ ଅଫିସିଆଲ ଭାବେ...

ମୁଖ୍ୟ କୋଚ୍‌ଙ୍କ ଭିଡିଓ ଭାଇରାଲ

ମାଡ୍ରିଡ୍‌,୨୪ା୮(ପି.ଟି.): ଫିଫା ମହିଳା ବିଶ୍ୱକପ୍‌ରେ ପ୍ରଥମ ଥର ଚାମ୍ପିୟନ ଆଖ୍ୟା ଅର୍ଜନ କରିଥିବା ସ୍ପେନ୍‌ ଫୁଟବଲ ଦଳର ପିଛା ଛାଡୁନି ବିବାଦ। ଷ୍ଟ୍ରାଇକର ଜେନ୍ନି ହର୍ମୋସୋ ଓ ଫୁଟବଲ ମହାସଂଘ ସଭାପତି ଲୁଇସ୍‌ ରୁବେଲଙ୍କ ଚୁମ୍ବନକୁ ନେଇ ବିବାଦ ଥମି...

ଇଣ୍ଡିପେଣ୍ଡେଣ୍ଟ କ୍ଲବ ଚାମ୍ପିୟନ

ଭୁବନେଶ୍ୱର, ୨୪।୮ (ତପନ ସ୍ବାଇଁ): କଟକର ବାରବାଟୀ ଷ୍ଟାଡିୟମରେ ଫାଓ ଲିଗ୍‌ ସିଲଭର ଗ୍ରୁପ୍‌ର ଫାଇନାଲ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଇଣ୍ଡିପେଣ୍ଡେଣ୍ଟ କ୍ଲବ ୪-୦ ଗୋଲରେ ସନ୍‌ସାଇନ୍‌ କ୍ଲବକୁ ହରାଇ ଚାମ୍ପିୟନ ହୋଇଛି। ବିଜୟୀ ଦଳ ପକ୍ଷରୁ ପ୍ରକାଶ...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri