ଖେଳ

ପୁରୁଷ ଶୁଟିଂରେ ଭାରତକୁ ସ୍ବର୍ଣ୍ଣ ପଦକ…

ହାଙ୍ଗଝୋ,୨୮।୯ : ଏସିଆନ ଗେମ୍ସ ୨୦୨୩ ର ୫ ଦିନରେ ଭାରତ ଏକ ରୌପ୍ୟ ପଦକ ସହିତ ଆରମ୍ଭ କରିଛି। ମଣିପୁରର ରୋଶିବିନା ଦେବୀ ମାର୍ଶଲ ଆର୍ଟରେ ରୌପ୍ୟ ପଦକ ଜିତିଥିଲେ। ତାଙ୍କଠାରୁ ସ୍ବର୍ଣ୍ଣ ପଦକ ଆଶା କରାଯାଉଥିଲା, କିନ୍ତୁ...

ଆଗାମୀ ଦିନିକିଆ ବିଶ୍ୱକପ୍‌ରେ ଏହି ବିଶ୍ୱରେକର୍ଡ କରିପାରନ୍ତି ହିଟ୍‌ମ୍ୟାନ୍‌

ନୂଆଦିଲ୍ଲୀ,୨୮।୯: ଭାରତୀୟ ଅଧିନାୟକ ରୋହିତ ଶର୍ମା ରାଜକୋଟରେ ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଦିନିକିଆରେ ୮୧(୫୭)ରନ୍‌ର ଇନିଂସ ଖେଳିଛନ୍ତି। ତାଙ୍କ ଇନିଂସରେ ୫ ଚୌକା ସହ ୬ ଛକା ରହିଥିଲା। ଏହାପରେ ସେ ଅନ୍ତରାଷ୍ଟ୍ରୀୟ କ୍ରିକେଟରେ ମୋଟ ୫୫୦ ଛକା ମାରିଥିବାର...

୭ ବର୍ଷ ପରେ ଭାରତରେ ପାକିସ୍ତାନ କ୍ରିକେଟ ଦଳ

ହାଇଦ୍ରାବାଦ, ୨୮।୯ (ପି.ଟି.): ଆଇସିସି ଦିନିକିଆ କ୍ରିକେଟ ବିଶ୍ୱକପର ଉଷ୍ମତା ବଢ଼ିଛି। ଦୀର୍ଘ ୭ ବର୍ଷ ବ୍ୟବଧାନରେ ପାକିସ୍ତାନ କ୍ରିକେଟ ଦଳ ପ୍ରଥମଥରପାଇଁ ଭାରତରେ ଆସିଛି। ବାବର ଆଜମଙ୍କ ନେତୃତ୍ୱାଧୀନ ପାକିସ୍ତାନ ଦଳ ବୁଧବାର ଲାହୋରରୁ ଦୁବାଇ ବାଟଦେଇ ଏଠାକୁ...

ମୁମ୍ବାଇ ବିପକ୍ଷ ମ୍ୟାଚ୍‌ ସ୍ବତନ୍ତ୍ର: ଲୋବେରା

ଭୁବନେଶ୍ୱର,୨୮ା୯(ସରୋଜ ଜେନା): ଗୁରୁବାର ଇଣ୍ଡିଆନ୍‌ ସୁପର ଲିଗ୍‌ରେ ମୁମ୍ବାଇ ସିଟି ଏଫ୍‌ସି ବିପକ୍ଷରେ ଏହାର ଦ୍ୱିତୀୟ ମ୍ୟାଚ୍‌ ଖେଳିବ ଓଡ଼ିଶା ଏଫ୍‌ସି(ଓଏଫ୍‌ସି)। ଏହି ମ୍ୟାଚକୁ ନେଇ ସେ ଅତ୍ୟନ୍ତ ଉତ୍ସାହିତ ଅଛନ୍ତି ବୋଲି କହିଛନ୍ତି ମୁଖ୍ୟ କୋଚ୍‌ ସର୍ଗିଓ ଲୋବେରା।...

ମ୍ୟାକ୍‌ଗ୍ରା ସର୍ବାଧିକ ଉଇକେଟ ହାସଲକାରୀ

ଦିନିକିଆ କ୍ରିକେଟ ପୁରୁଷ ବିଶ୍ୱକପ୍‌ର ତ୍ରୟୋଦଶ ସଂସ୍କରଣକୁ ଆଉ ମାତ୍ର ୭ ଦିନ ବାକି ରହିଛି। ବିଶ୍ୱର ଶ୍ରେଷ୍ଠ ଦଳକୁ ନେଇ ଭାରତର ୧୦ଟି ଭେନ୍ୟୁରେ ଆରମ୍ଭ ହେବ ଏହି ମହାକୁମ୍ଭ। ବିଶ୍ୱକପ୍‌ର ୧୨ ସଂସ୍କରଣରେ ସର୍ବାଧିକ ଉଇକେଟ ନେଇଥିବା...

ସଙ୍ଗୀତାଙ୍କ ହ୍ୟାଟ୍ରିକ୍‌: ମହିଳା ହକି ଦଳ ବିଜୟୀ

ହାଙ୍ଗଝୋ,୨୮ା୯(ପି.ଟି.): ବୁଧବାର ଏସିଆନ୍‌ ଗେମ୍ସ ମହିଳା ହକି ମ୍ୟାଚ୍‌ରେ ଭାରତ ୧୩-୦ରେ ସିଙ୍ଗାପୁରକୁ ପରାସ୍ତ କରିଛି। ପୁଲ୍‌ ଏ’ରେ ଭାରତ ନିଜର ଅଭିଯାନ ଆରମ୍ଭ କରିଥିବା ବେଳେ ଯୁବ ଷ୍ଟ୍ରାଇକର ସଙ୍ଗୀତା କୁମାରୀ ହ୍ୟାଟ୍ରିକ୍‌ ଅର୍ଜନ କରିଛନ୍ତି। ପ୍ରଥମ ଦୁଇ...

ଚତୁର୍ଥ ଦିବସରେ ଶୁଟରଙ୍କ ଚମକ, ସେଲିଂରୁ ୧ ପଦକ

ହାଙ୍ଗଝୋ,୨୮ା୯(ପି.ଟି.):ଏସିଆନ ଗେମ୍ସର ଚତୁର୍ଥ ଦିବସରେ ଭାରତୀୟ ପ୍ରତିଯୋଗୀମାନେ ୨ ସ୍ବର୍ଣ୍ଣ ସହ ମୋଟ ୮ଟି ପଦକ ହାସଲ କରିଛନ୍ତି। ଫଳରେ ଭାରତର ପଦକ ସଂଖ୍ୟା ୫ ସ୍ବର୍ଣ୍ଣ, ୭ ରୌପ୍ୟ, ୧୦ ବ୍ରୋଞ୍ଜ ସହ ୨୨ରେ ପହଞ୍ଚତ୍ଛି। ବୁଧବାର ମହିଳା...

ଶେଷ ଦିନିକିଆରେ ଅଷ୍ଟ୍ରେଲିଆ ବିଜୟୀ

ରାଜକୋଟ,୨୭।୯: ରାଜକୋଟ ଦିନିକିଆରେ ଅଷ୍ଟ୍ରେଲିଆ ଭାରତକୁ ୬୬ ରନରେ ପରାସ୍ତ କରିଛି। ୩୫୩ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରି ଭାରତ ୪୯.୪ ଓଭରରେ ୨୮୬ ରନ୍ ରେ ଅଲଆଉଟ୍ ହୋଇଯାଇଥିଲା। ଏହାସହ ଭାରତ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ...

ରୋହିତ ଶର୍ମାଙ୍କ ବିସ୍ଫୋରକ ବ୍ୟାଟିଂ

ରାଜକୋଟ,୨୭।୯: ରାଜକୋଟରେ ଅଷ୍ଟ୍ରେଲିଆ ବିପକ୍ଷରେ ରୋହିତ ଶର୍ମା ଅର୍ଦ୍ଧଶତକ ହାସଲ କରିଛନ୍ତି। ସେ ୬ଟି ଛକା ଓ ୫ ଚୌକା ସହାୟତାରେ ୮୧ ରନର ଇନିଂସ ଖେଳିଥିଲେ। କିନ୍ତୁ ଏହା ପରେ ନିଜ ଉଇକେଟ ହରାଇଥିଲେ। ରୋହିତଙ୍କୁ ଗ୍ଲେନ ମ୍ୟାକ୍ସୱେଲ...

ଅଷ୍ଟ୍ରେଲିଆ ଖେଳାଳିଙ୍କ ଆଗରେ ନାଚିଲେ କୋହଲି

ରାଜକୋଟ,୨୭।୯: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ଶେଷ ମ୍ୟାଚ ଆଜି ରାଜକୋଟ ଷ୍ଟାଡିୟମରେ ଖେଳାଯାଉଛି। ଏହି ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ଟିମ ଇଣ୍ଡିଆକୁ ୩୫୩ ରନ୍‌ର ବିଶାଳ ଲକ୍ଷ୍ୟ...

ଭାରତକୁ ୩୫୩ ରନ୍‌ର ବିଜୟ ଲକ୍ଷ୍ୟ

ରାଜକୋଟ,୨୭।୯: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ଶେଷ ମ୍ୟାଚ ଆଜି ରାଜକୋଟ ଷ୍ଟାଡିୟମରେ ଖେଳାଯାଉଛି। ଏହି ମ୍ୟାଚରେ ଅଷ୍ଟ୍ରେଲିଆ ଦଳ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ୫୦...

ପୁଣି ଚମକିଲେ ଓଡ଼ିଆ ଝିଅ ମନସ୍ବିନୀ

ଗଞ୍ଜାମ,୨୭ା୯(ବିଦ୍ୟାଧର ସାହୁ): ମୁମ୍ବାଇର ଜାତୀୟ ୟାଚିଂ ସିନିୟର ସେଲିଂ ଚାମ୍ପିୟନଶିପ୍‌ରେ ଗଞ୍ଜାମର ଝିଅ ମନସ୍ବିନୀ ମହାରଣା ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ମନସ୍ବିନୀ ଆର୍‌ଏକ୍ସ ମହିଳା ବର୍ଗରେ ଓଡ଼ିଶା ୟାଚିଂ ଆସୋସିଏଶନ ପକ୍ଷରୁ ଅଂଶଗ୍ରହଣ କରିଥିଲେ। କୋଚ୍‌ ସବୀର ବକ୍ସଙ୍କଠାରୁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri