ଖେଳ

ନୀରଜଙ୍କ ଟୁଇଟ୍‌ ପରେ ଆଶା ବଢ଼ିଲା

ନୂଆଦିଲ୍ଲୀ,୧୮ା୮(ପି.ଟି.):ଓଡ଼ିଆ ଜାଭେଲିନ୍‌ ଥ୍ରୋୟର କିଶୋର ଜେନାଙ୍କ ଭିଜା ବାତିଲ ପ୍ରସଙ୍ଗରେ ଟୁଇଟ୍‌ କରିଛନ୍ତି ଅଲିମ୍ପିକ୍ସ ସ୍ବର୍ଣ୍ଣ ପଦକ ବିଜେତା ନୀରଜ ଚୋପ୍ରା। ନୀରଜଙ୍କ ଟୁଇଟ ପରେ କିଶୋରଙ୍କୁ ଶୁକ୍ରବାର ସକାଳ ୯.୦୦ ସମୟରେ ଭିଜା ଆପଏଣ୍ଟମେଣ୍ଟ ପାଇଁ ସମୟ ପ୍ରଦାନ...

ଧୀନିଧି, ଇଶାନଙ୍କ ଜାତୀୟ ରେକର୍ଡ

ଭୁବନେଶ୍ୱର,୧୮ା୮(ସରୋଜ ଜେନା):କଳିଙ୍ଗ ଷ୍ଟାଡିୟମର ନବନିର୍ମିତ ଇନ୍‌ଡୋର ଆକ୍ୱାଟିକ୍‌ ସେଣ୍ଟରରେ ବୁଧବାର ୩୯ତମ ସବ୍‌ଜୁନିୟର ଓ ୪୯ତମ ଜୁନିୟର ଜାତୀୟ ଆକ୍ୱାଟିକ୍‌ ଚାମ୍ପିୟନଶିପ୍‌ର ଦ୍ୱିତୀୟ ଦିବସରେ କର୍ନାଟକର ଧୀନିଧି ଦେଶିଙ୍ଘୁ ଓ ଇଶାନ ମେହେରା ୧୦୦ ମିଟର ଫ୍ରିଷ୍ଟାଇଲରେ ଜାତୀୟ ରେକର୍ଡ...

ଅନ୍ତର୍ଜାତୀୟ ଟି-୨୦ ଇତିହାସରେ ପ୍ରଥମଥର ଘଟିଲା ଏମିତି

ୟୁଏଇ,୧୮।୮: ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ୩ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ୧୭ ଅଗଷ୍ଟରୁ ଆରମ୍ଭ ହୋଇଛି। ପ୍ରଥମ ମ୍ୟାଚ ଅତ୍ୟନ୍ତ ରୋମାଞ୍ଚକର ଥିଲା। କିୱି ଦଳ ଶେଷରେ ୧୯ ରନ୍‌ରେ ମ୍ୟାଚ ଜିତି...

ଡି ଭିଲିୟର୍ସଙ୍କ ଭବିଷ୍ୟବାଣୀ: ଏହି ୪ ଟିମ୍‌ ଖେଳିବେ ବିଶ୍ୱକପ୍‌ ସେମିଫାଇନାଲ

ନୂଆଦିଲ୍ଲୀ,୧୮।୮: ବିଶ୍ୱକପ ୨୦୨୩ ୫ ଅକ୍ଟୋବରରୁ ଆରମ୍ଭ ହେବ। ଏହାର ପ୍ରଥମ ମ୍ୟାଚ ଅହମ୍ମଦାବାଦରେ ନ୍ୟୁଜିଲାଣ୍ଡ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯିବ। ଏହି ଟୁର୍ନାମେଣ୍ଟରେ ଭାରତର ପ୍ରଥମ ମ୍ୟାଚ ଅଷ୍ଟ୍ରେଲିଆକୁ ଭେଟିବ। ଏହି ମ୍ୟାଚ ଚେନ୍ନାଇରେ ଅନୁଷ୍ଠିତ ହେବ। ଏଥର...

ଦୁଇ ମ୍ୟାଚ୍‌ର ଟିକେଟ ଶେଷ

ଡବ୍‌ଲିନ୍‌,୧୭ା୮: ଆୟର୍ଲାଣ୍ଡ ବିପକ୍ଷ ୩ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ୍‌ର ପ୍ରଥମ ଦୁଇଟି ମ୍ୟାଚ୍‌ର ଟିକେଟ ବିକ୍ରି ଶେଷ ହୋଇଯାଇଛି। ଡବଲିନ୍‌ର ଦ ଭିଲେଜ୍‌ସ୍ଥିତ ମାଲହିଡେ କ୍ରିକେଟ ଗ୍ରାଉଣ୍ଡରେ ଭାରତ-ଆୟର୍ଲାଣ୍ଡ ମ୍ୟାଚ୍‌ ଖେଳାଯିବ। ପ୍ରଥମ ଦୁଇ ମ୍ୟାଚର ଟିକେଟ ବିକ୍ରି...

ଭାରତ ବିପକ୍ଷ ସିରିଜ ଆରମ୍ଭ ହେବା ପୂର୍ବରୁ ମାଲାମାଲ ହେଲା ହେଲା କ୍ରିକେଟ ଆୟର୍ଲାଣ୍ଡ

ଡବଲିନ,୧୭।୮: ୱେଷ୍ଟଇଣ୍ଡିଜ ଗସ୍ତ ହେବା ପରେ ଭାରତୀୟ ଦଳ ବର୍ତ୍ତମାନ ଆୟର୍ଲାଣ୍ଡରେ ପହଞ୍ଚିଛି। ଏଠାରେ ଦଳକୁ ୧୮ ଅଗଷ୍ଟରୁ ଆୟୋଜକ ବିପକ୍ଷରେ ୩ ମ୍ୟାଚ ବିଶିଷ୍ଟ ଟି -୨୦ସିରିଜ ଖେଳିବ। ଏହି ସିରିଜ ଆରମ୍ଭ ପୂର୍ବରୁ ମଧ୍ୟ କ୍ରିକେଟ ଆୟର୍ଲାଣ୍ଡ...

ପ୍ରଥମ ଆଇପିଏଲ ଟିମ୍ ଭାବେ ସୋସିଆଲ ମିଡିଆରେ ନୂଆ କୀର୍ତ୍ତିମାନ ରଚିଲା ସିଏସକେ

ନୂଆଦିଲ୍ଲୀ, ୧୭। ୮: ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗ୍ସର ପ୍ରଶଂସକ କାହିଁରେ କେତେ। ୨୦୨୩ରେ ପଞ୍ଚମ ଥର ଲାଗି ଟାଇଟଲ ହାସଲ କରିଥିଲା ଦଳ। ଏବେ ଏହା ଆଉ ଏକ କୀର୍ତ୍ତିମାନ ରଚିଛି। ପ୍ରଥମ ଆଇପିଏଲ ଟିମ୍ ଭାବେ ସୋସିଆଲ...

ହାର୍ଦ୍ଦିକ ଟେଷ୍ଟ କ୍ରିକେଟ ଖେଳି ପାରିବେ ନାହିଁ: କପିଲ ଦେବ

ନୂଆଦିଲ୍ଲୀ, ୧୬। ୮: ୧୯୮୩ର ବିଶ୍ବକପ ବିଜେତା ଅଧିନାୟକ କପିଲ ଦେବ ଟିମ୍ ଇଣ୍ଡିଆ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନେଇ ବଡ ବୟାନ ଦେଇଛନ୍ତି। ହାର୍ଦ୍ଦିକଙ୍କ ଫିଟନେସକୁ ନେଇ ତାଙ୍କର ଟେଷ୍ଟ କ୍ରିକେଟ ଖେଳିବା ଉପରେ ସେ ନିଜର ରାୟ...

ଏହି ଦିନ ହୋଇପାରେ ଏସିଆ କପ୍‌ ପାଇଁ ଭାରତୀୟ ଦଳ ଘୋଷଣା

ନୂଆଦିଲ୍ଲୀ,୧୭।୮: ଏସିଆ କପ ୩୦ ଅଗଷ୍ଟରୁ ଖେଳାଯିବ। ତେବେ ଏହି ଟୁର୍ନାମେଣ୍ଟ ପାଇଁ ଭାରତୀୟ କ୍ରିକେଟ ବୋର୍ଡ ଏପର୍ଯ୍ୟନ୍ତ ନିଜ ଦଳ ଘୋଷଣା କରିନାହିଁ। ଏସିଆ କପ ପାଇଁ ଟିମ ଇଣ୍ଡିଆର ଘୋଷଣାକୁ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି।...

ଆୟର୍ଲାଣ୍ଡ ବିପକ୍ଷରେ ସର୍ବାଧିକ ରନ୍‌ କରିଥିବା ବ୍ୟାଟ୍ସମ୍ୟାନ୍‌ଙ୍କୁ ସୁଯୋଗ ଦେଲାନି ଟିମ ଇଣ୍ଡିଆ

ନୂଆଦିଲ୍ଲୀ,୧୭।୮: ଭାରତୀୟ ଦଳ ୧୮ ଅଗଷ୍ଟରୁ ଆୟର୍ଲାଣ୍ଡ ଗସ୍ତରେ ତିନି ମ୍ୟାଚ ବିଶିଷ୍ଟ ଟି -୨୦ ସିରିଜ ଖେଳିବ। ଏହି ଗସ୍ତ ସମୟରେ ଦ୍ରୁତ ବୋଲର ଜସପ୍ରିତ ବୁମ୍‌ରା ଭାରତର ଅଧିନାୟକ ଭାବେ ନଜର ଆସିବେ। ଆହତରୁ ସୁସ୍ଥ ହେବା...

ଭାରତୀୟ ଦଳକୁ ଚେତାବନୀ ଦେଲେ ରବି ଶାସ୍ତ୍ରୀ

ନୂଆଦିଲ୍ଲୀ,୧୭।୮: ପୂର୍ବତନ ଭାରତୀୟ କୋଚ ରବି ଶାସ୍ତ୍ରୀ ଏସିଆ କପ ୨୦୨୩ ପୂର୍ବରୁ ଉଇକେଟ କିପର ବ୍ୟାଟ୍ସମ୍ୟାନ କେ.ଏଲ ରାହୁଲଙ୍କ ବିଷୟରେ ଭାରତୀୟ ଦଳକୁ ଚେତାବନୀ ଦେଇଛନ୍ତି। ଏସିଆ କପ ମାଧ୍ୟମରେ କେ.ଏଲ ରାହୁଲଙ୍କ ପ୍ରତ୍ୟାବର୍ତ୍ତନ ଆଶା କରାଯାଉଛି। ଆଜିକାଲି...

ପୁରୁଣା ଅନ୍ଦାଜ୍‌ରେ ନଜର ଆସିଲେ ରିଷଭ ପନ୍ତ

ନୂଆଦିଲ୍ଲୀ,୧୭।୮: ଡିସେମ୍ବର ୨୦୨୨ରେ କାର ଦୁର୍ଘଟଣା ପରେ ଭାରତୀୟ ଉଇକେଟ କିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ପ୍ରଥମ ଥର ପାଇଁ ଏକ ମ୍ୟାଚ୍‌ରେ ବ୍ୟାଟିଂ କରିବାକୁ ବାହାରିଥିଲେ। କାର ଦୁର୍ଘଟଣା ପରେ ପନ୍ତଙ୍କୁ ଆଣ୍ଠୁ ଅସ୍ତ୍ରୋପଚାର କରିବାକୁ ପଡିଥିଲା। ପନ୍ତ...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri