ଖେଳ

ସାନିଆ-ଶୋଏବଙ୍କୁ ନେଇ ପୁଣି କଳ୍ପନାଜଳ୍ପନା

ମୁମ୍ବାଇ, ୫ା୮: ସେଲିବ୍ରିଟି ଦମ୍ପତି ଭାରତୀୟ ଟେନିସ ଷ୍ଟାର ସାନିଆ ମିର୍ଜା ଓ ପାକିସ୍ତାନୀ କ୍ରିକେଟର ଶୋଏବ ମଲିକଙ୍କୁ ନେଇ ପୁଣି କଳ୍ପନାଜଳ୍ପନା ପ୍ରକାଶ ପାଇଛି। ଉଭୟଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଯାହା ଦେଖିବାକୁ ମିଳୁଛି ସେମାନଙ୍କ ଦାମ୍ପତ୍ୟ ଜୀବନରେ...

ବାଂଲାଦେଶକୁ ବଡ଼ ଝଟ୍‌କା

ଢାକା,୪ା୮: ପିଠିରେ ଆଘାତ ଯୋଗୁ ବାମହାତି ବ୍ୟାଟର ତାମିମ ଇକ୍‌ବାଲ ବାଂଲାଦେଶ ଦିନିକିଆ ଦଳର ଅଧିନାୟକ ପଦବୀରୁ ଓହରିଯାଇଛନ୍ତି। ସେ ଆଗାମୀ ଏସିଆ କପ୍‌ରେ ଖେଳିପାରିବେ ନାହିଁ। ଏହି ଅନ୍ତର୍ଜାତୀୟ ଦିନିକିଆ ଟୁର୍ନାମେଣ୍ଟ ଅଗଷ୍ଟ ୩୦ରୁ ସେପ୍ଟେମ୍ବର ୧୭ ପର୍ଯ୍ୟନ୍ତ...

ଭାରତ, ଓ୍ବେଷ୍ଟଇଣ୍ଡିଜ୍‌କୁ ଜରିମାନା

ଦୁବାଇ,୪ା୮: ତ୍ରିନିଦାଦର ତାରୋବାଠାରେ ଅନୁଷ୍ଠିତ ପ୍ରଥମ ଟି୨୦ରେ ସ୍ଲୋ ଓଭର-ରେଟ୍‌ ପାଇଁ ଉଭୟ ଭାରତ ଓ ଓ୍ବେଷ୍ଟଇଣ୍ଡିଜ୍‌କୁ ଜରିମାନା କରାଯାଇଛି। ଗୁରୁବାର ରାତିରେ ଧାର୍ଯ୍ୟ ସମୟ ମଧ୍ୟରେ ଗୋଟିଏ ଓଭର ପଛୁଆ ରହିଥିବାରୁ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଭାରତକୁ...

ବ୍ୟାଟିଂ ପାଇଁ ମଇଦାନକୁ ଦୁଇଥର ଆସିଲେ ଚହଲ, ପୁରା ଘଟଣା ଜାଣିଲେ…

ତ୍ରିନିଦାଦ,୪।୮: ୨ ଟେଷ୍ଟ ଏବଂ ୩ ଦିନିକିଆ ମ୍ୟାଚ୍‌ର ସିରିଜ ଉପରେ କବ୍ଜା କରିବା ପରେ ଭାରତୀୟ ଟିମ୍‌ ଏବେ ୫ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ ଖେଳୁଛି। ଗୁରୁବାର ସିରିଜର ପ୍ରଥମ ମୁକାବିଲା ଖେଳାଯାଇଥିବା ବେଳେ ଏଥିରେ ମାତ୍ର...

ମ୍ୟାଚ୍‌ ଜିତି ବି ଜରିମାନା ଗଣିଲା ଓ୍ବେଷ୍ଟଇଣ୍ଡିଜ, ବର୍ତ୍ତିଲାନି ଟିମ୍‌ ଇଣ୍ଡିଆ

ନୂଆଦିଲ୍ଲୀ,୪।୮: ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଟି୨୦ ମୁକାବିଲାରେ ପରାଜୟର ସ୍ବାଦ ଚାଖିଛି ଟିମ୍‌ ଇଣ୍ଡିଆ। ତ୍ରିନିଦାଦରେ ଖେଳାଯାଇଥିବା ଏହି ମୁକାବିଲାରେ ଭାରତକୁ ବିଜୟ ଲାଗି ୧୫୦ ରନ୍‌ର ଟାର୍ଗେଟ ମିଳିଥିଲା। ହେଲେ ୨୦ ଓଭର ଖେଳିବା ସତ୍ତ୍ୱେ ଦଳ ଟାର୍ଗେଟ...

୨୦୨୩ ଏସିଆ କପ୍‌ ଖେଳିପାରନ୍ତି କେ.ଏଲ ରାହୁଲ

ନୂଆଦିଲ୍ଲୀ,୪।୮: ଭାରତୀୟ କ୍ରିକେଟ ଦଳର ଖେଳାଳି କେ.ଏଲ ରାହୁଲଙ୍କ ବିଷୟରେ ଏକ ଖୁସି ଖବର ଅଛି। ଏକ ରିପୋର୍ଟ ଅନୁଯାୟୀ, ରାହୁଲ ଏସିଆ କପ୍‌ ୨୦୨୩ ପାଇଁ ସମ୍ପୂର୍ଣ୍ଣ ଫିଟ ହୋଇଛନ୍ତି। ସେ ଶୀଘ୍ର ଟିମ ଇଣ୍ଡିଆକୁ ଫେରି ପାରନ୍ତି।...

ଆରସିବିର ନୂଆ କୋଚ୍‌ ଭାବେ ନିଯୁକ୍ତ ହେଲେ ଏହି ଭେଟେରାନ ଖେଳାଳି

ନୂଆଦିଲ୍ଲୀ,୪।୮: ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ସେମାନଙ୍କର ପ୍ରଥମ ଆଇପିଏଲ ଟାଇଟଲ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି। ଗତ ୧୬ ତମ ସିଜିନରେ ଦଳ ଥରେ ବି ଟ୍ରଫି ଜିତିନାହିଁ । ଗତ ସିଜିନରେ ଦଳ ପ୍ଲେ ଅଫ ପାଇଁ ଯୋଗ୍ୟତା...

ବାପା ମାରିଦେବାକୁ ଚାହିଁଥିଲେ, ହେଲେ ମା’ ଦୁନିଆକୁ ଆଣିଥିଲେ; ଅଧିନାୟକ ରୋଭମାନ୍‌ଙ୍କ ସଂଘର୍ଷ କାହାଣୀ କିଛି ଏଭଳି…/

ତ୍ରିନିଦାଦ,୪।୮: ଭାରତ ଏବଂ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ଦିନିକିଆ ପରେ ଟି୨୦ ସିରିଜ ଖେଳାଯାଉଛି। ଗୋଟିଏ ପଟେ ହାର୍ଦ୍ଦିକ ପାଣ୍ଡ୍ୟା ଭାରତୀୟ ଟିମ୍‌ର ନେତୃତ୍ୱ ନେଉଥିବା ବେଳେ ଓ୍ବେଷ୍ଟଇଣ୍ଡିଜ୍‌ ଟିମ୍‌ର ଅଧିନାୟକ ଅଛନ୍ତି ରୋଭମାନ୍‌ ପାଓ୍ବେଲ। ତେବେ ରୋଭମାନ୍‌ ଏଯାବତ ୩...

ଭାରତର ପରାଜୟକୁ ନେଇ ଏମିତି କହିଲେ ପାଣ୍ଡ୍ୟା

ତ୍ରିନିଦାଦ,୪।୮: ୱେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ ସିରିଜର ପ୍ରଥମ ମ୍ୟାଚ୍‌ରେ ଭାରତକୁ ୪ ରନ୍‌ରେ ପରାଜୟର ସମ୍ମୁଖୀନ ହେବାକୁ ପଡିଛି। ୱେଷ୍ଟଇଣ୍ଡିଜ ପ୍ରଥମେ ବ୍ୟାଟିଂ କରି ୧୫୦ ରନ ସଂଗ୍ରହ କରିଥିଲା। ଏହାର ଜବାବରେ ଭାରତ ମାତ୍ର ୧୪୫ ରନ ସ୍କୋର...

ଫୁଲ ସୋରେନ ଉପଅଧିନାୟିକା

ଭୁବନେଶ୍ୱର,୪।୮ (ତପନ ସ୍ବାଇଁ):ଇଣ୍ଟରନ୍ୟାଶନାଲ ବ୍ଲାଇଣ୍ଡ ସ୍ପୋଟର୍‌ସ ଫେଡେରେଶନ (ଆଇବିଏସ୍‌ଏ) ପକ୍ଷରୁ ଓ୍ବାଲର୍‌ଡ ଗେମ୍ସ ବର୍ମିଂହାମଠାରେ ଚଳିତ ମାସ ୧୮ରୁ ୨୭ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏଥିରେ ପ୍ରଥମଥରପାଇଁ ଦୃଷ୍ଟିବାଧିତ କ୍ରିକେଟ (ମହିଳା ଓ ପୁରୁଷ)କୁ ସାମିଲ କରାଯାଇଛି। ଏହି ପ୍ରତିଯୋଗିତାରେ...

ମିରାଣ୍ଡା ମୁଖ୍ୟ କୋଚ୍‌ ନିଯୁକ୍ତ

ମିରାଣ୍ଡା, ୪ା୮(ପି.ଟି.):ସର୍ବଭାରତୀୟ ଫୁଟ୍‌ବଲ ମହାସଂଘ (ଏଆଇଏଫ୍‌ଏଫ୍‌) ଗୁରୁବାର କ୍ଲିଫର୍ଡ ମିରାଣ୍ଡାଙ୍କୁ ଭାରତୀୟ ୨୩ ବର୍ଷରୁ କମ୍‌ ପୁରୁଷ ଫୁଟ୍‌ବଲ ଦଳର ମୁଖ୍ୟ କୋଚ୍‌ ଭାବେ ନିଯୁକ୍ତି ଦେଇଛି। ଏଆଇଏଫ୍‌ଏଫ୍‌ର ଟେକ୍‌ନିକାଲ କମିଟି ଅନ୍ୟ କେତୋଟି ଗୁରୁତ୍ୱପୂର୍ଣ୍ଣ ପଦବୀରେ ମଧ୍ୟ ନିଯୁକ୍ତି...

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଆଖିରେ ଲୁହ

ତ୍ରିନିଦାଦ,୪।୮:ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଏକ ୫ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳାଯାଉଛି। ଏହି ସିରିଜର ପ୍ରଥମ ମ୍ୟାଚରେ ଭାରତକୁ ୪ ରନ୍‌ରେ ପରାସ୍ତ କରିଛି ଓ୍ବେଷ୍ଟଇଣ୍ଡିଜ୍‌। ୱେଷ୍ଟଇଣ୍ଡିଜ ଅଧିନାୟକ ରୋଭମାନ ପାୱେଲ ଏହି ପ୍ରଥମ ମ୍ୟାଚରେ ଟସ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri