ଖେଳ

ସୁପର-୪ରେ ଶ୍ରୀଲଙ୍କାର ଦମ୍‌ଦାର ଏଣ୍ଟ୍ରି

ପାଲେକେଲ,୬।୯: ଏସିଆ କପ୍‌ର ସୁପର-୪ ଲାଗି ଯୋଗ୍ୟତା ଅର୍ଜନ କରିଛି ଶ୍ରୀଲଙ୍କା। ମଙ୍ଗଳବାର ଖେଳାଯାଇଥିବା ଅନ୍ତିମ ଗ୍ରୁପ ମ୍ୟାଚ୍‌ରେ ଦଳ ଆଫଗାନିସ୍ତାନକୁ ପରାଜିତ କରିଥିଲା। ଫଳରେ ଦଳ ୪ ପଏଣ୍ଟ ସହ ସୁପର-୪ରେ ଦମ୍‌ଦାର ଏଣ୍ଟ୍ରି କରିଛି। ସୂଚନାଯୋଗ୍ୟ, କୁଶାଲ...

ଏମିତି ପ୍ରଶ୍ନ ଶୁଣି ରାଗିଗଲେ ରୋହିତ ଶର୍ମା

ନୂଆଦିଲ୍ଲୀ,୬।୯: ଦିନିକିଆ ବିଶ୍ୱକପ ପାଇଁ ଭାରତର ୧୫ ସଦସ୍ୟ ବିଶିଷ୍ଟ ଦଳ ଘୋଷଣା ହୋଇଛି। ଏହାପରେ ଭାରତୀୟ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ଅଧିନାୟକ ରୋହିତ ଶର୍ମାଙ୍କ ସହ ଏକ ସାମ୍ବାଦିକ ଡକାଇଥିଲେ। ଦୁହେଁ ଏକାଠି ଗଣମାଧ୍ୟମର...

ପାକିସ୍ତାନ ବିପକ୍ଷ ମ୍ୟାଚ ପୂର୍ବରୁ ବାଂଲାଦେଶକୁ ବଡ ଝଟକା

ଢାକା,୬।୯: ସୁପର ଫୋର୍‌ ପର୍ଯ୍ୟାୟ ମ୍ୟାଚରେ ବୁଧବାର ପ୍ରଥମେ ବାଂଲାଦେଶ ଏବଂ ପାକିସ୍ତାନ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେବ। ତେବେ ପାକିସ୍ତାନ ବିପକ୍ଷ ମ୍ୟାଚ ପୂର୍ବରୁ ବାଂଲାଦେଶକୁ ଏକ ବଡ ଝଟକା ଲାଗିଛି। ଦଳର ଷ୍ଟାର ବ୍ୟାଟ୍ସମ୍ୟାନ ଆହତ କାରଣରୁ ୨୦୨୩...

“ଇଣ୍ଡିଆ ବନାମ ଭାରତ”କୁ ନେଇ କହିଲେ ଭାରତୀୟ ପୁରୁଷ ହକି ଗୋଲକିପର ପି.ଆର ଶ୍ରୀଜେଶ, ଆମେ ସବୁବେଳେ ଭାରତ ମାତା କି ଜୟ…

ନୂଆଦିଲ୍ଲୀ,୬।୯: ଦେଶରେ ଇଣ୍ଡିଆ ବନାମ ଭାରତକୁ ନେଇ ବିବାଦ ତେଜିବାରେ ଲାଗିଛି। ଏପ୍ରସଙ୍ଗରେ କ୍ରୀଡା ଜଗତରୁ ମଧ୍ୟ ପ୍ରତିକ୍ରିୟା ଆସୁଛି। ଭାରତୀୟ ପୁରୁଷ ହକି ଗୋଲକିପର ପି.ଆର ଶ୍ରୀଜେଶ କହିଛନ୍ତି, ଇଣ୍ଡିଆରୁ ଭାରତକୁ ପରିବର୍ତ୍ତନ ଚ୍ୟାଲେଞ୍ଜପୂର୍ଣ୍ଣ ରହିବ। ପୂର୍ବରୁ ଭାରତ...

ସୁପର ଫୋର୍‌ ପାଇଁ ପ୍ଲେ-୧୧ ଘୋଷଣା କଲା ପାକିସ୍ତାନ

ଇସଲାମାବଦ,୬।୯: ଆଜିଠାରୁ ଏସିଆ କପରେ ସୁପର ଫୋର୍‌ ପର୍ଯ୍ୟାୟ ମ୍ୟାଚ ଖେଳାଯିବ। ଭାରତ, ପାକିସ୍ଥାନ, ଶ୍ରୀଲଙ୍କା ଏବଂ ବାଂଲାଦେଶ ସୁପର ଫୋର୍‌ରେ ସ୍ଥାନ ପାଇଛନ୍ତି। ଆଜି ଲାହୋରରେ ପାକିସ୍ତାନ ଏବଂ ବାଂଲାଦେଶ ମଧ୍ୟରେ ସୁପର -୪ ର ପ୍ରଥମ ମ୍ୟାଚ...

ବିଶ୍ୱକପ୍‌ ପାଇଁ ଦଳ ଘୋଷଣା କଲା ଅଷ୍ଟ୍ରେଲିଆ

ସିଡ଼ନୀ,୬।୯: ବର୍ତ୍ତମାନ ଭାରତରେ ହେବାକୁ ଥିବା ଦିନିକିଆ ବିଶ୍ୱକପ୍‌କୁ ଏକ ମାସରୁ କମ ସମୟ ବାକି ଅଛି। ଏହି ସମୟରେ କ୍ରିକେଟ ଅଷ୍ଟ୍ରେଲିଆ ମେଗା ଇଭେଣ୍ଟ ପାଇଁ ଏହାର ୧୫ ଖେଳାଳିଙ୍କ ନାମ ଘୋଷଣା କରିଛି। ଅଷ୍ଟ୍ରେଲିଆ ପାଖରେ ୨୭ସେପ୍ଟେମ୍ବର...

ହିମା ଦାସ ସାମୟିକ ସସ୍‌ପେଣ୍ଡ

ନୂଆଦିଲ୍ଲୀ, ୬ା୯(ପି.ଟି.): ନ୍ୟାଶନାଲ ଆଣ୍ଟି ଡୋପିଙ୍ଗ ଏଜେନ୍ସି (ନାଡା) ଭାରତର ଷ୍ଟାର ସ୍ପ୍ରିଣ୍ଟର ହିମା ଦାସଙ୍କୁ ଅସ୍ଥାୟୀ ଭାବେ ସସ୍‌ପେଣ୍ଡ କରିଛି। ୧୨ ମାସରେ ୩ ଥର ତାଙ୍କ ଠିକଣା ଜଣାଇବା (ହୋୟାର ଏବାଉଟ)ରେ ସେ ବିଫଳ ହୋଇଛନ୍ତି। ବର୍ତ୍ତମାନ...

ଚାନୁଙ୍କ ବିଶ୍ୱ ରେକର୍ଡ ଭାଙ୍ଗିଲେ ଜିଆଙ୍ଗ୍‌

ରିୟାଦ, ୬ା୯ (ପି.ଟି.): ଚାଇନା ଲିଫ୍ଟର ଜିଆଙ୍ଗ ହୁଇହୁଆ ଏଠାରେ ଚାଲିଥିବା ବିଶ୍ୱ ଚାମ୍ପିୟନଶିପ୍‌ରେ କ୍ଲିନ ଆଣ୍ଡ ଜର୍କରେ ୧୨୦ କେଜି ଉତ୍ତୋଳନ କରି ଟୋକିଓ ଅଲିମ୍ପିକ ରୌପ୍ୟ ବିଜେତା ମୀରାବାଇ ଚାନୁଙ୍କ ନାମରେ ରହିଥିବା ବିଶ୍ୱରେକର୍ଡକୁ ଭାଙ୍ଗି ଦେଇଛନ୍ତି।...

ଏସିଆ କପ୍‌: ଶ୍ରୀଲଙ୍କାର ରୋମାଞ୍ଚକ ବିଜୟ

ପାଲେକେଲ୍‌, ୬ା୯ (ପି.ଟି.): ଏସିଆ କପ୍‌ କ୍ରିକେଟ୍‌ ୨୦୨୩ରେ ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍‌କୁ ୩ ରନ୍‌ରେ ଜିତି ନେଇଛି ଶ୍ରୀଲଙ୍କା। ମଙ୍ଗଳବାର ଶ୍ରୀଲଙ୍କାର ରୋମାଞ୍ଚକ ବିଜୟ ସହିତ ଗ୍ରୁପ୍‌ ପର୍ଯ୍ୟାୟ ଶେଷ ହୋଇଛି। କୁଶାଲ ମେଣ୍ଡିସ୍‌ଙ୍କ ୯୨ ରନ୍‌ ବଳରେ...

କଟକ, ଖୋର୍ଦ୍ଧା, ଓଡ଼ିଶା ସେକ୍ରେଟାରିଏଟ ବିଜୟୀ

ଭୁବନେଶ୍ୱର, ୬।୯ (ତପନ ସ୍ବାଇଁ): ହକି ଆସୋସିଏଶନ ଅଫ୍‌ ଓଡ଼ିଶା ଏବଂ କ୍ରୀଡ଼ା ଓ ଯୁବସେବା ବିଭାଗର ମିଳିତ ଆନୁକୂଲ୍ୟରେ ଚାଲିଥିବା ରାଜ୍ୟ ସିନିୟର ହକି ଚାମ୍ପିୟନଶିପ୍‌ରେ ମଙ୍ଗଳବାର ୭ଟି ମ୍ୟାଚ ଅନୁଷ୍ଠିତ ହୋଇଛି। ସୁନ୍ଦରଗଡ଼ ୭-୦ ଗୋଲରେ କେନ୍ଦ୍ରାପଡ଼ାକୁ...

ଲୁକାସ ହକି କୋଚ୍‌ ଓ ଭିଡିଓ ଆନାଲିଷ୍ଟ

ନୂଆଦିଲ୍ଲୀ, ୬ା୯ (ପି.ଟି.): ହକି ଇଣ୍ଡିଆ ମଙ୍ଗଳବାର ବେଲଜିୟମର ଆର୍ଟର ଲୁକାସଙ୍କୁ କୋଚ୍‌ ଓ ଭିଡିଓ ଆନାଲିଷ୍ଟ ଭାବେ ନିଯୁକ୍ତି ଦେଇଛି। ଲୁକାସଙ୍କ ସହିତ ହୋଇଥିବା ଚୁକ୍ତି ଅନୁସାରେ ସେ ବେଙ୍ଗାଲୁରୁସ୍ଥିତ ସିନିୟର ପୁରୁଷ ଓ ମହିଳା ଏବଂ ଜୁନିୟର...

ସୁପର ଫୋର୍‌ ଓ ଫାଇନାଲ କଲମ୍ବୋରେ ହିଁ ଖେଳଯିବ

କଲମ୍ବୋ, ୬ା୯ (ପି.ଟି.): କଲମ୍ବୋ ପାଣିପାଗରେ ଉନ୍ନତି ପରିଲକ୍ଷିତ ହୋଇଛି। ତେଣୁ ଚଳିତ ଏସିଆ କପ୍‌ ଦିନିକିଆ କ୍ରିକେଟ ଟୁର୍ନାମେଣ୍ଟର ସୁପର ଫୋର ପର୍ଯ୍ୟାୟ ଏବଂ ଫାଇନାଲ ମ୍ୟାଚ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ସେଠାରେ ଖେଳାଯିବ ବୋଲି ଏସିଆ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri