ଖେଳ

ପ୍ରମୋଦଙ୍କୁ ଏସିଆନ ପାରା ଗେମ୍ସ ଯୋଗ୍ୟତା

ଭୁବନେଶ୍ୱର, ୨୭।୭ (ତପନ ସ୍ବାଇଁ): ଓଡ଼ିଶା କ୍ରୀଡ଼ା ପାଇଁ ଆସିଛି ଏକ ଭଲ ଖବର। ଚାଇନାର ହାଙ୍ଗଝୋଉରେ ଅକ୍ଟୋବର ୨୨ରୁ ୨୮ ପର୍ଯ୍ୟନ୍ତ ହେବାକୁଥିବା ୪ର୍ଥ ଏସିଆନ ପାରା ଗେମ୍ସ ପାଇଁ ରାଜ୍ୟର ତାରକା ପାରା ବ୍ୟାଡ୍‌ମିଣ୍ଟନ ଖେଳାଳି ପ୍ରମୋଦ...

ବ୍ୟାଡ୍‌ମିଣ୍ଟନ, ଆଥଲେଟିକ୍ସ ଦଳ ଚାଇନା ଗଲା

ଭୁବନେଶ୍ୱର, ୨୭।୭(ତପନ ସ୍ବାଇଁ): ଓ୍ବାଲର୍‌ଡ ୟୁନୁଭର୍ସିଟି ଗେମ୍ସରେ ଅଂଶଗ୍ରହଣ କରିବାପାଇଁ ଓଡ଼ିଶାର ବ୍ୟାଡ୍‌ମିଣ୍ଟନ ଖେଳାଳି ଓ ଆଥଲେଟିକ୍ସ ହାଇପରଫର୍ମାନ୍ସ ସେଣ୍ଟରର ଆଥଲେଟ୍‌ମାନେ ବୁଧବାର ଚାଇନାର ଚେଙ୍ଗଡୁ ଯାତ୍ରା କରିଛନ୍ତି। ଓଡ଼ିଶା ବ୍ୟାଡ୍‌ମିଣ୍ଟନର ଦୁଇ ଚର୍ଚ୍ଚିତ ଭଗୀନି ଋତପର୍ଣ୍ଣା ଓ ଶ୍ୱେତପର୍ଣ୍ଣା...

ଭାରତର ୪ ଦଳକୁ ମିଳିଲାନି କ୍ଲିୟରାନ୍ସ

ନୂଆଦିଲ୍ଳୀ, ୨୭ା୭ (ପି.ଟି): ଆସନ୍ତା ଏସିଆନ୍‌ ଗେମ୍ସ ୨୦୨୩ରୁ ୪ଟି ଦଳଗତ ଟିମ୍‌କୁ ବାଦ ଦେଇଛି କ୍ରୀଡା ମନ୍ତ୍ରଣାଳୟ। ଭାରତୀୟ ମହିଳା ସଫ୍ଟବଲ୍‌ ଦଳ, ପୁରୁଷ ଓ୍ବାଟର ପୋଲୋ ଦଳ, ପୁରୁଷ ହ୍ୟାଣ୍ଡବଲ ଦଳ ଓ ପୁରୁଷ ଫାଇଭ୍‌ ଏ...

ନକ୍‌ଆଉଟ୍‌ରେ ସ୍ପେନ୍‌, ଜାପାନ

ଡୁନେଡିନ୍‌/ଅକଲାଣ୍ଡ, ୨୭ା୭(ପି.ଟି.): ଫିଫା ମହିଳା ଫୁଟବଲ୍‌ ବିଶ୍ୱକପ୍‌ରେ ବୁଧବାର ସ୍ପେନ୍‌, ଜାପାନ ଓ କାନାଡା ବିଜୟ ହାସଲ କରିଛି। ଅନ୍ୟପକ୍ଷରେ ପ୍ରଥମ ଦଳ ଭାବରେ ନକ୍‌ଆଉଟରେ ପ୍ରବେଶ କରିଛନ୍ତି ସ୍ପେନ୍‌ ଓ ଜାପାନ। ନକ୍‌ଆଉଟରେ ସ୍ପେନ୍‌ ଓ ଜାପାନ: ଫିଫା...

ଉପରକୁ ଉଠିଲେ ଜୟସ୍ବାଲ

ନୂଆଦିଲ୍ଲୀ,୨୬।୭: ୱେଷ୍ଟଇଣ୍ଡିଜ ବିପକ୍ଷ ଟେଷ୍ଟ ସିରିଜକୁ ଭାରତୀୟ ଦଳ ୧-୦ରେ ଜିତି ନେଇଛି। ୱେଷ୍ଟଇଣ୍ଡିଜ ବିପକ୍ଷ ଟେଷ୍ଟ ସିରିଜରେ ଯଶସ୍ବୀ ଜୟସ୍ବାଲ ଡେବୁ କରିଥିଲେ। ଯଶସ୍ବୀ ଜୟସ୍ବାଲ ତାଙ୍କର ପ୍ରଥମ ଟେଷ୍ଟରେ ଏକ ଚମତ୍କାର ଶତକ ହାସଲ କରିଥିଲେ। ଏହା...

ସିକନ୍ଦର ରଜାଙ୍କ ରୋମାଞ୍ଚକର ଇନିଂସ: ୬ ଛକା-୫ ଚୌକା…

ହରାରେ,୨୬।୭ : ଜିମ୍ବାୱେ ଆଫ୍ରୋ ଟି ୧୦ ଲିଗ ହରାରେ ଖେଳାଯାଉଛି। ଲିଗର ଦ୍ୱାଦଶ ମ୍ୟାଚ ବୁଲାୱାୟୋ ବ୍ରାଭସ ଏବଂ ହରାରେ ହରିକାନ୍ସ ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚରେ ବୁଲାୱାୟୋ ଏକ ଚମତ୍କାର ବିଜୟ ପଞ୍ଜିକରଣ କରିଥିଲା। ଜିମ୍ବାୱେର ଶ୍ରେଷ୍ଠ...

୧୪୬ ବର୍ଷ ଟେଷ୍ଟ କ୍ରିକେଟ୍‌ ଇତିହାସରେ ପ୍ରଥମଥର ଘଟିଲା ଏମିତି: ଶକିଲ କଲେ ବଡ଼ କାରନାମା

କଲମ୍ବୋ,୨୬।୭: ଶ୍ରୀଲଙ୍କା ଏବଂ ପାକିସ୍ତାନ ମଧ୍ୟରେ କଲମ୍ବୋରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟରେ ସାଉଦ ଶକିଲ ଅର୍ଦ୍ଧଶତକ ହାସଲ କରି ଇତିହାସ ସୃଷ୍ଟି କରିଛନ୍ତି। ଟେଷ୍ଟ କ୍ରିକେଟ ଇତିହାସରେ ପ୍ରଥମ ୭ଟି ଟେଷ୍ଟରେ ଅର୍ଦ୍ଧଶତକ ହାସଲ କରିଥିବା ଶକିଲ ବର୍ତ୍ତମାନ ପ୍ରଥମ...

ମାଲିଙ୍ଗାଙ୍କ ଭୟ: ବୋଲିଂ ଇଞ୍ଚେ ଏପଟ ସେପଟ ହେଲେ ଧୋନୀ ମାରିଦେବେ ଛକା…

ନୂଆଦିଲ୍ଲୀ,୨୬।୭ : ମହେନ୍ଦ୍ର ସିଂ ଧୋନୀ ଏପରି ଏକ ନାମ ଯାହାଙ୍କୁ ସମଗ୍ର ଭାରତର କ୍ରିକେଟ ପ୍ରେମୀ ଭଲ ପଆନ୍ତି। ଧୋନୀ ଟିମ ଇଣ୍ଡିଆର ସବୁଠାରୁ ସଫଳ ଅଧିନାୟକ ତାଲିକାରେ ଅନ୍ତର୍ଭୁକ୍ତ। ବଡ ବୋଲରମାନେ ଧୋନୀଙ୍କ ନାମ ନେଇ ଭୟଭୀତ...

ହରମନପ୍ରୀତଙ୍କ ଉପରେ ରାଗିଗଲେ ପାକିସ୍ତାନ କ୍ରିକେଟର୍‌

ଇସଲାମାବାଦ,୨୬।୭:ଭାରତୀୟ ମହିଳା କ୍ରିକେଟ ଦଳର ଅଧିନାୟିକା ହରମନ୍‌ପ୍ରୀତ କୌରଙ୍କୁ ପରବର୍ତ୍ତୀ ଦୁଇ ଅନ୍ତର୍ଜାତୀୟ ମ୍ୟାଚରୁ ସସ୍‌ପେଣ୍ଡ କରାଯାଇଛି। ଶନିବାର ଢାକାଠାରେ ବାଂଲାଦେଶ ବିପକ୍ଷ ଆଇସିସି ମହିଳା ଚାମ୍ପିୟନଶିପ୍‌ ତୃତୀୟ ମ୍ୟାଚ ବେଳେ ଦୁଇଟି ପୃଥକ୍‌ ପୃଥକ ଘଟଣାରେ ସେ ଅନ୍ତର୍ଜାତୀୟ...

ମାତ୍ର ୧୮ ବର୍ଷ ବୟସରେ କ୍ରିକେଟରୁ ଅବସର ନେଲେ ଏହି କ୍ରିକେଟର୍‌

ଇସଲାମାବାଦ୍‌,୨୬।୭: ସାଧାରଣତଃ ବୟସ ବୃଦ୍ଧି ଯୋଗୁ ଖେଳାଳି ଅବସର ନେଇଥାନ୍ତି। କିନ୍ତୁ କ୍ୟାରିୟର୍‌ ଆରମ୍ଭରୁ ଯଦି କିଏ ଅବସର ନିଷ୍ପତ୍ତି ନିଏ ତେବେ ଏହା ନିଶ୍ଚିନ୍ତ ଆଶ୍ଚର୍ଯ୍ୟର ବିଷୟ। ପାକିସ୍ତାନର ଜଣେ ମହିଳା କ୍ରିକେଟର୍‌ ଏମିତି ନିଷ୍ପତ୍ତି ନେଇଛନ୍ତି। ବ୍ୟକ୍ତିଗତ...

ବିଶ୍ୱକପ୍‌ ଜିତିବା ପରେ ବି ଧୋନୀଙ୍କ ଦରମା ଥିଲା ମାତ୍ର ଏତିକି

ନୂଆଦିଲ୍ଲୀ,୨୬।୭: ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ତିନି ବର୍ଷ ପୂର୍ବେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିଲେ ମଧ୍ୟ ସେ ବିଶ୍ୱର ସବୁଠାରୁ ଧନୀ କ୍ରିକେଟର ତାଲିକାରେ ସ୍ଥାନ ପାଇଛନ୍ତି। ଭାରତ ପାଇଁ ତିନୋଟି ଆଇସିସି ଟ୍ରଫି ଜିତିଥିବା...

ବିଶ୍ୱକପ ପୂର୍ବରୁ ଅଷ୍ଟ୍ରେଲିଆ ବିପକ୍ଷରେ ଦିନିକିଆ ସିରିଜ୍‌ ଖେଳିବ ଟିମ ଇଣ୍ଡିଆ

ନୂଆଦିଲ୍ଲୀ,୨୬।୭: ବିସିସିଆଇ ୨୦୨୩-୨୪ ସିଜିନ ପାଇଁ ଭାରତୀୟ କ୍ରିକେଟ ଦଳର କାର୍ଯ୍ୟସୂଚୀ ପ୍ରକାଶ କରିଛି। ଅକ୍ଟୋବର-ନଭେମ୍ବରରୁ ଆରମ୍ଭ ହେବାକୁ ଥିବା ୨୦୨୩ ଦିନିକିଆ ବିଶ୍ୱକପ ପୂର୍ବରୁ ରୋହିତ ବ୍ରିଗେଡ ଅଷ୍ଟ୍ରେଲିଆ ବିପକ୍ଷରେ ଏକ ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ୍‌...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri