ଖେଳ

ଟସ୍‌ ଜିତି ବାଂଲାଦେଶର ବ୍ୟାଟିଂ ନିଷ୍ପତ୍ତି

କାଣ୍ଡି,୩୧।୮: ଏସିଆ କପ ୨୦୨୩ ଦ୍ୱିତୀୟ ଦିନରେ କାଣ୍ଡିର ପାଲେକେଲେ ଷ୍ଟାଡିୟମରେ ବାଂଲାଦେଶ ଏବଂ ଶ୍ରୀଲଙ୍କା ମଧ୍ୟରେ ଗ୍ରୁପ-ବିର ପ୍ରଥମ ମ୍ୟାଚ ଖେଳାଯାଉଛି। ଏହି ମ୍ୟାଚରେ ବାଂଲାଦେଶ ଦଳ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିବା ବେଳେ...

ମହିଳା କ୍ରିକେଟରଙ୍କୁ ସମାନ ମ୍ୟାଚ୍‌ ଫି

ଲଣ୍ଡନ,୩୧ା୮: ବିଶ୍ୱର ତୃତୀୟ କ୍ରିକେଟ ବୋର୍ଡ ଭାବେ ଇଂଲଣ୍ଡ ଓ ଓ୍ବେଲ୍ସ କ୍ରିକେଟ ବୋର୍ଡ(ଇସିବି) ନେଇଛି ଐତିହାସିକ ନିଷ୍ପତ୍ତି। ଏଣିକି ଇଂଲଣ୍ଡ ପକ୍ଷରୁ ଅନ୍ତର୍ଜାତୀୟ କ୍ରିକେଟ ଖେଳୁଥିବା ପୁରୁଷ ଓ ମହିଳା ଖେଳାଳିଙ୍କୁ ସମାନ ମ୍ୟାଚ୍‌ ଫି ପ୍ରଦାନ କରାଯିବ।...

କୋହଲିଙ୍କୁ ପଛରେ ପକାଇଲେ ବାବର ଆଜମ

ମୁଲତାନ,୩୧।୮: ଏସିଆ କପ୍‌ର ପ୍ରଥମ ମ୍ୟାଚ୍‌ରେ ନେପାଳକୁ ପରାସ୍ତ କରିଛି ପାକିସ୍ତାନି। ଏହି ମ୍ୟାଚରେ ପାକିସ୍ତାନ ଅଧିନାୟକ ବାବର ଆଜମ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ପାକିସ୍ତାନ ୫୦ ଓଭରରେ...

ନେପାଳ ବିପକ୍ଷରେ ପାକିସ୍ତାନର ବୃହତ୍‌ ବିଜୟ

ମୁଲତାନ,୩୧ା୮(ପି.ଟି.): ଏସିଆ କପ୍‌ର ଉଦ୍‌ଘାଟନୀ ମ୍ୟାଚ୍‌ରେ ନେପାଳକୁ ୨୩୮ରନରେ ପରାସ୍ତ କରି ବୃହତ ବିଜୟ ହାସଲ କରିଛି ପାକିସ୍ତାନ। ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ଅଧିନାୟକ ବାବର ଆଜମଙ୍କ ୧୫୧ ଓ ଇଫତିଖାର ଅହମଦଙ୍କ ୧୦୯ ରନ୍‌ ବଳରେ ୬...

ଡାଇମଣ୍ଡ ଲିଗ୍‌ ସିରିଜ: ସ୍ବର୍ଣ୍ଣ ବିଜୟ ଲକ୍ଷ୍ୟରେ ନୀରଜ

ଜୁରିଚ୍‌, ୩୧।୮: ସମ୍ମାନଜନକ ଡାଇମଣ୍ଡ ଲିଗ୍‌ ମିଟ୍‌ ଗୁରୁବାରଠାରୁ ଏଠାରେ ଆରମ୍ଭ ହେବ। ନୂଆ ବିଶ୍ୱ ଚାମ୍ପିୟନ ଭାରତର ନୀରଜ ଚୋପ୍ରା ଡାଇମଣ୍ଡ ଲିଗ୍‌ରେ ମଧ୍ୟ ଚମତ୍କାର ପ୍ରଦର୍ଶନ ଜାରିରଖି ସ୍ବର୍ଣ୍ଣ ପଦକ ବିଜୟ ଲକ୍ଷ୍ୟରେ ରହିଛନ୍ତି। ବୁଦାପେଷ୍ଟରେ ଅନୁଷ୍ଠିତ...

ଉପସଭାପତି ପଦ ପାଇଁ ଲଢ଼ିବେ ଉଷା

ଚେନ୍ନାଇ, ୩୧।୮: ଭାରତୀୟ ଅଲିମ୍ପିକ୍‌ ଆସୋସିଏଶନ (ଆଇଓଏ) ସଭାପତି ପି.ଟି. ଉଷା ନିଜ ପ୍ରଶାସକ କ୍ୟାରିୟର ଦିଗରେ ଆଉଏକ ପାଦ ଆଗକୁ ବଢ଼ିବାକୁ ଯାଉଛନ୍ତି। ସେ ଆସନ୍ତା ରାଜ୍ୟଗୋଷ୍ଠୀ ଗେମ୍ସ ଫେଡେରେଶନ (ସିଜିଏଫ୍‌) ନିର୍ବାଚନରେ ଉପ-ସଭାପତି ପଦପାଇଁ ଲଢ଼ିବେ। ଆସନ୍ତା...

ପାକିସ୍ତାନରେ ସବୁ ମ୍ୟାଚ୍‌ ଖେଳା ଯାଇଥିଲେ ଭଲ ହୋଇଥାନ୍ତା: ବାବର ଆଜମ

କଲମ୍ବୋ,୩୦।୮: ଏସିଆ କପ୍‌ର ସମସ୍ତ ମ୍ୟାଚ୍‌ ପାକିସ୍ତାନରେ ଆୟୋଜନ ହୋଇଥିଲେ ଭଲ ହୋଇଥାନ୍ତା। ନେପାଳ ସହ ଉଦ୍‌ଘାଟନ ମ୍ୟାଚ୍‌ ପୂର୍ବରୁ କିଛି ଏଭଳି କହିଛନ୍ତି ପାକିସ୍ତାନ ଅଧିନାୟକ ବାବର ଆଜମ। ପାକିସ୍ତାନ କ୍ରିକେଟ ବୋର୍ଡ ପାଖରେ ଏସିଆ କପ୍‌ ଆୟୋଜନର...

ଏସିଆ କପ୍‌ ଆରମ୍ଭ: ପ୍ରଥମ ମ୍ୟାଚ୍‌ରେ ଟସ୍‌ ଜିତିଲା ପାକିସ୍ତାନ

ମୁଲତାନ,୩୦।୮: ଏସିଆ କପ ଆଜିଠାରୁ ଆରମ୍ଭ ହୋଇଛି। ଏହି ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ ପାକିସ୍ତାନର ମୁଲତାନରେ ପାକିସ୍ତାନ ଏବଂ ନେପାଳ ମଧ୍ୟରେ ଖେଳାଯାଉଛି। ଏହି ମ୍ୟାଚ୍‌ରେ ପାକିସ୍ତାନ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି। ଏହି ଟୁର୍ନାମେଣ୍ଟର ମ୍ୟାଚ...

ପ୍ରଜ୍ଞାନନ୍ଦଙ୍କୁ ସ୍ବାଗତ ପାଇଁ ପ୍ରବଳ ଭିଡ଼

ଚେନ୍ନାଇ,୩୦।୮: ଦେଶର ସର୍ବକନିଷ୍ଠ ଗ୍ରାଣ୍ଡମାଷ୍ଟର ତଥା ବର୍ତ୍ତମାନର ଶ୍ରେଷ୍ଠ ଚେସ ଖେଳାଳି ରମେଶବାବୁ ପ୍ରଜ୍ଞାନନ୍ଦ ଚେସ ବିଶ୍ୱକପରେ ସର୍ବକନିଷ୍ଠ ରନର୍‌ ଅପ ହେବା ପରେ ଘରକୁ ଫେରିଛନ୍ତି। ଚଳିତ ବର୍ଷ ଆରମ୍ଭରେ ଚେସ ବିଶ୍ୱକପରେ ବିଶ୍ୱର ଅନେକ ଶ୍ରେଷ୍ଠ ଖେଳାଳିଙ୍କୁ...

‘ଧୋନୀ ଭାଇଙ୍କ ଭଳି ଆଉ କେହି ନାହାନ୍ତି’

ନୂଆଦିଲ୍ଲୀ,୩୦।୮: ଭାରତୀୟ କ୍ରିକେଟ ଇତିହାସରେ ବିରାଟ କୋହଲି ହେଉଛନ୍ତି ଭାରତର ଅନ୍ୟତମ ସର୍ବଶ୍ରେଷ୍ଠ ଟେଷ୍ଟ ଅଧିନାୟକ। ସେ ଭାରତ ପାଇଁ ସର୍ବାଧିକ ଟେଷ୍ଟ ବିଜେତା ଅଧିନାୟକ। କୋହଲିଙ୍କ ଅଧିନାୟକତ୍ୱରେ ୬୮ଟି ମ୍ୟାଚରେ ଭାରତ ୪୦ଟି ଟେଷ୍ଟ ମ୍ୟାଚ ଜିତିଥିଲା। ଭାରତୀୟ...

ମ୍ୟାଚ ପୂର୍ବରୁ ବାଂଲାଦେଶକୁ ଝଟକା, ପୂରା ଟୁର୍ନାମେଣ୍ଟରୁ ବାଦ୍‌ ପଡିଲେ ଏହି ଖେଳାଳି

ଢାକା,୩୦।୮: ଆଜିଠାରୁ ଏସିଆ କପ ୨୦୨୩ ଆରମ୍ଭ ହେଉଛି। ଓପନିଂ ମ୍ୟାଚ ନେପାଳ ଏବଂ ପାକିସ୍ତାନ ମଧ୍ୟରେ ମୁଲତାନ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଖେଳାଯିବ। ଏହି ସମୟରେ ବାଂଲାଦେଶ ଦଳ ଏକ ବଡ଼ ସମସ୍ୟାର ସମ୍ମୁଖୀନ ହୋଇଛି। ଦଳର ଷ୍ଟାର...

ଏସିଆ କପରେ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିପାରନ୍ତି କୋହଲି

ନୂଆଦିଲ୍ଲୀ,୩୦।୮: ବୁଧବାରଠୁ ଏସିଆ କପ ୨୦୨୩ ଆରମ୍ଭ ହେଉଛି। ଏହି ଟୁର୍ଣ୍ଣାମେଣ୍ଟରେ ଟିମ ଇଣ୍ଡିଆ ୨ ସେପ୍ଟେମ୍ବରରେ ପାକିସ୍ତାନ ବିପକ୍ଷରେ ଖେଳିବ। ଏସିଆ କପରେ ଭାରତୀୟ ବ୍ୟାଟ୍ସମ୍ୟାନ ବିରାଟ କୋହଲି ପୂର୍ବତନ ଭେଟେରାନ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକରଙ୍କ ବିଶ୍ୱ ରେକର୍ଡ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri