ଖେଳ

ସିରଜ୍‌ ଜିତିବା ସତ୍ତ୍ୱେ ଭାରତକୁ ଝଟ୍‌କା

ନୂଆଦିଲ୍ଲୀ,୨୫।୭: ୱେଷ୍ଟଇଣ୍ଡିଜ ବିପକ୍ଷ ୨ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜକୁ ଭାରତ ୧-୦ରେ ଜିତିନେଇଛି। ଦ୍ୱିତୀୟ ଟେଷ୍ଟର ଶେଷ ଦିନ ବର୍ଷା ହେତୁ ଡ୍ରରେ ଶେଷ ହୋଇଛି। ଏଥି ସହିତ ସିରିଜର ପ୍ରଥମ ଟେଷ୍ଟକୁ ଭାରତୀୟ ଦଳ ଗୋଟିଏ ଇନିଂସ...

ଭାରତ ବିପକ୍ଷ ଦିନିକିଆ ସିରିଜ୍‌ ପାଇଁ ଓ୍ବେଷ୍ଟଇଣ୍ଡିଜ୍‌ ଦଳ ଘୋଷଣା

ନୂଆଦିଲ୍ଲୀ,୨୫।୭:ଟେଷ୍ଟ ସିରିଜ ପରେ ବର୍ତ୍ତମାନ ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଖେଳାଯିବ। ଏହି ସିରିଜ୍‌ ପାଇଁ ଓ୍ବେଷ୍ଟଇଣ୍ଡିଜ୍‌ ୧୫ ଜଣିଆ ଦଳ ଘୋଷଣା କରିଛି। ଭାରତୀୟ କ୍ରିକେଟ ବୋର୍ଡ ଦିନିକିଆ ସିରିଜ ପାଇଁ...

ହୃଦୟ ଜିତିଲେ ଇଶାନ କିଶନ

ତ୍ରିନିଦାଦ,୨୫।୭: ପୋର୍ଟ ଅଫ ସ୍ପେନରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଖେଳାଯାଉଥିବା ଦ୍ୱିତୀୟ ତଥା ଅନ୍ତିମ ଟେଷ୍ଟ ମ୍ୟାଚ ଡ୍ର’ ରହିଛି। ଏହି ମ୍ୟାଚ୍‌ରେ ହୃଦୟ ଜିଣିଛନ୍ତି ଭାରତୀୟ ଉଇକେଟ କିପର ବ୍ୟାଟ୍ସମ୍ୟାନ ଇଶାନ କିଶନ। ଏହି ମ୍ୟାଚରେ କିଶାନ ମାତ୍ର ୩୩...

ସାଦ ଖାଇଲେ ଅଷ୍ଟ୍ରେଲିଆ କ୍ରିକେଟର୍‌ଙ୍କ ସ୍ତ୍ରୀ

ଅଷ୍ଟ୍ରେଲିଆ କ୍ରିକେଟ ଦଳର ତାରକା ଅଲରାଉଣ୍ଡର ଗ୍ଲେନ ମ୍ୟାକ୍ସୱେଲ ଏବଂ ତାଙ୍କ ସ୍ତ୍ରୀ ଭିନି ରମଣ ଖୁବ ଶୀଘ୍ର ମାତାପିତା ହେବାକୁ ଯାଉଛନ୍ତି। ମ୍ୟାକ୍ସୱେଲ ଏବଂ ଭିନି ୧୮ମାର୍ଚ୍ଚ ୨୦୨୨ ରେ ହିନ୍ଦୁ ଏବଂ ଖ୍ରୀଷ୍ଟିଆନ ରୀତିନୀତି ସହିତ ବିବାହ...

କୋହଲିଙ୍କ ପ୍ରଶଂସାରେ ଶତମୁଖ ରୋହିତ ଶର୍ମା

ତ୍ରିନିଦାଦ,୨୫।୭: ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯାଇଥିବା ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ ବର୍ଷା ଯୋଗୁ ଡ୍ର’ରେ ଶେଷ ହୋଇଥିଲା। ଦ୍ୱିତୀୟ ଟେଷ୍ଟରେ ବର୍ଷା ଯୋଗୁ ଶେଷ ଦିନର ଖେଳ ଆରମ୍ଭ ହୋଇପାରି ନ ଥିଲା। ଏହି ସିରିଜ ଭାରତ...

କର୍ମନ କୌର ଥାଣ୍ଡିଙ୍କୁ ଦ୍ୱିତୀୟ ଟାଇଟଲ

ନୂଆଦିଲ୍ଲୀ, ୨୫ା୭: ଭାରତର କର୍ମନ କୌର ଥାଣ୍ଡି ଯୁକ୍ତରାଷ୍ଟ୍ର ଆମେରିକାରେ ଇଭାନ୍ସଭିଲେ ଇଭେଣ୍ଟ ଜିତିଛନ୍ତି। କର୍ମନ ୬୦,୦୦୦ ଆମେରିକୀୟ ଡଲାର ପୁରସ୍କାର ବିଶିଷ୍ଟ ଆଇଟିଏଫ୍‌ ଓମେନ୍ସ ଓ୍ବାଲର୍‌ଡ ଟୁର୍‌ ଫାଇନାଲରେ ୟୁକ୍ରେନ୍‌ର ୟୁଲିଆ ସ୍ତାରୋଦବ୍‌ସେଭାଙ୍କୁ ୭-୫, ୪-୬, ୬-୧ ସେଟ୍‌ରେ...

ପାରା ବ୍ୟାଡ୍‌ମିଣ୍ଟନ ଟ୍ରାଏଲରେ ଓଡ଼ିଶାର ୪

ଭୁବନେଶ୍ୱର, ୨୫।୭(ତପନ ସ୍ବାଇଁ): ଉତ୍ତର ପ୍ରଦେଶର ଗ୍ରେଟର ନଏଡାଠାରେ ଏସିଆନ ପାରା ଗେମ୍ସର ବ୍ୟାଡ୍‌ମିଣ୍ଟନ ଇଭେଣ୍ଟ ପାଇଁ ଚୟନ ଟ୍ରାଏଲ୍‌ ସୋମବାରଠାରୁ ଆରମ୍ଭ ହୋଇଛି। ଏଥିରେ ଓଡ଼ିଶାର ୪ ଖେଳାଳି ଅଂଶଗ୍ରହଣ କରିଛନ୍ତି। ସେମାନଙ୍କ ମଧ୍ୟରୁ ପ୍ରମୋଦ ଭଗତ ସିଙ୍ଗଲ୍ସ,...

ମନୀଷା, ଜବାମଣି, ପ୍ୟାରୀ, ଜୁଲି ସାମିଲ

ନୂଆଦିଲ୍ଲୀ, ୨୫।୭: ସର୍ବଭାରତୀୟ ଫୁଟବଲ ଫେଡେରେଶନ (ଏଆଇଏଫଏଫ) ପକ୍ଷରୁ ଏଏଫ୍‌ସି ଅଲିମ୍ପିକ୍‌ କ୍ୱାଲିଫାୟର୍ସ ରାଉଣ୍ଡ-୨ ପାଇଁ ସୋମବାର ୩୪ ଜଣିଆ ଭାରତୀୟ ସିନିୟର ମହିଳା ଫୁଟବଲ ସମ୍ଭାବ୍ୟ ଦଳ ତାଲିକା ପ୍ରକାଶ କରାଯାଇଛି। ଏଥିରେ ଓଡ଼ିଶାର ମନୀଷା ପାନ୍ନା, ଜବାମଣି...

ପ୍ରଥମ ହ୍ୟାଟ୍ରିକ୍‌ ଅର୍ଜନ କଲେ ଆରି ବଗର୍‌ସ

ଅକଲାଣ୍ଡ/ମେଲବର୍ନ, ୨୫ା୭: ଫିଫା ମହିଳା ଫୁଟବଲ୍‌ ବିଶ୍ୱକପ୍‌ରେ ସୋମବାର ଜର୍ମାନୀ ଓ ବ୍ରାଜିଲ ବୃହତ ବିଜୟ ହାସଲ କରିଛନ୍ତି। ଇଟାଲୀ ୧-୦ରେ ଆର୍ଜେଣ୍ଟିନାକୁ ହରାଇ ପଏଣ୍ଟ ଖାତା ଖୋଲିଥିବା ବେଳେ ବ୍ରାଜିଲର ଆରି ବଗର୍‌ସ ଚଳିତ ବିଶ୍ୱକପର ପ୍ରଥମ ହ୍ୟାଟ୍ରିକ୍‌...

ବିଶ୍ୱକପ ପାଇଁ ଭାରତୀୟ ଦଳ ଚୟନ କଲେ ୱାସିମ, ବୁମ୍‌ରା ସମେତ ଏହି ଆହତ ଖେଳାଳିଙ୍କୁ କଲେ ସାମିଲ

ନୂଆଦିଲ୍ଲୀ,୨୪।୭: ୨୦୨୩ ବିଶ୍ୱକପ ୫ ଅକ୍ଟୋବରରୁ ଆରମ୍ଭ ହେବ। ଏଥର ପ୍ରଥମ ମ୍ୟାଚ ଅହମ୍ମଦାବାଦରେ ଇଂଲଣ୍ଡ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଖେଳାଯିବ। ଭାରତ ଏହି ଟୁର୍ନାମେଣ୍ଟ ଆୟୋଜନ କରିବ। ଏଥିପାଇଁ ଭାରତରେ ବିସିସିଆଇ ପ୍ରସ୍ତୁତି ଆରମ୍ଭ କରିଛି। ୱାସିମ ଜାଫର...

ଅନ୍ତିମ ଦିବସରେ ଭାରତକୁ ଆଉ ୨ ସ୍ବର୍ଣ୍ଣ

ନୂଆଦିଲ୍ଲୀ,୨୪ା୭: କୋରିଆର ଚାଙ୍ଗ୍‌ଓନ୍‌ଠାରେ ଚାଲିଥିବା ଇଣ୍ଟରନ୍ୟାଶନାଲ ଶୁଟିଂ ସ୍ପୋର୍ଟ ଫେଡେରେଶନ (ଆଇଏସ୍‌ଏସ୍‌ଏଫ୍‌)ର ଜୁନିୟର ବିଶ୍ୱ ଚାମ୍ପିୟନଶିପ୍‌ର ଅନ୍ତିମ ଦିବସରେ କମଲଜିତ୍‌ଙ୍କ ପ୍ରଭାବୀ ପ୍ରଦର୍ଶନ ଯୋଗୁ ଭାରତ ଆଉ ୨ ସ୍ବର୍ଣ୍ଣ ଜିତିପାରିଛି। ସୋମବାର ସେ ପୁରୁଷ ୫୦ ମିଟର ପିସ୍ତଲର...

ଏସିଆନ ଗେମ୍ସରେ ପ୍ରଥମଥର ପାଇଁ ସାମିଲ ହେଲା ମହିଳା ସଫ୍ଟବଲ

ନୂଆଦିଲ୍ଲୀ,୨୪।୭: ଆସନ୍ତା ସେପ୍ଟେମ୍ବର-ଅକ୍ଟୋବରରେ ଚାଇନାର ହାଙ୍ଗଝୋଉଠାରେ ହେବାକୁ ଥିବା ଏସିଆନ ଗେମ୍ସର ୧୯ତମ ସଂସ୍କରଣରେ ମହିଳା ସଫ୍ଟବଲ ସାମିଲ ହେବ। ଏଥିରେ ଭାରତୀୟ ମହିଳା ସଫ୍ଟବଲ ଦଳ ଅଂଶଗ୍ରହଣ କରିବ। ସଫ୍ଟବଲ ଆସୋସିଏଶନ ଅଫ୍‌ ଇଣ୍ଡିଆ (ଏସ୍‌ବିଏଆଇ) ପକ୍ଷରୁ ସୋମବାର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri