ଖେଳ

ଇତିହାସ ରଚିଲା ଭାରତୀୟ ରିଲେ ଟିମ୍‌

ବୁଦାପେଷ୍ଟ,୨୭।୮: ଭାରତର ପୁରୁଷ ୪x୪୦୦ ରିଲେ ଦଳ ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପ୍‌ର ଫାଇନାଲରେ ଯୋଗ୍ୟତା ଅର୍ଜନ କରି ଇତିହାସ ସୃଷ୍ଟି କରିଛି। ଭାରତୀୟ ଦଳ ପ୍ରଥମ ଥର ପାଇଁ ଫାଇନାଲରେ ପ୍ରବେଶ କରିବାରେ ସଫଳ ହୋଇଥିଲା। ଭାରତୀୟ ଦଳ ଏହି...

ନଂ-୪ ଲାଗି କୋହଲି ପରଫେକ୍ଟ

ନୂଆଦିଲ୍ଲୀ,୨୬।୮: ଏସିଆ କପ୍‌ ପରେ ବିଶ୍ୱକପ୍‌ ଖେଳିବ ଟିମ୍‌ ଇଣ୍ଡିଆ। ଏହାପୂର୍ବରୁ ନଂ-୪ ରେ କେଉଁ ଖେଳାଳିଙ୍କୁ ବ୍ୟାଟିଂ କରିବାକୁ ଦିଆଯିବ ତାହା ଦଳର ବଡ଼ ସମସ୍ୟା ପାଲଟିଛି। ଏସିଆ କପ୍‌ ସ୍କ୍ବାର୍ଡରେ ଶ୍ରେୟାସ ଆୟର ଅଛନ୍ତି। ହେଲେ ସେ...

କାଳେ ଖେଳ ସମୟରେ ହୋଇଯିବ ହାର୍ଟ ଆଟାକ: ପାକିସ୍ତାନୀ ଖେଳାଳିଙ୍କୁ ମୃତ୍ୟୁ ଭୟ !…

ଇସଲାମାବାଦ,୨୬।୮ : ପାକିସ୍ତାନ କ୍ରିକେଟ ଦଳର ଜଣେ ଯୁବ ଖେଳାଳିଙ୍କୁ ନେଇ ଏବେ ସବୁଆଡେ ଆଲୋଚନା କରାଯାଉଛି। ଭାରତ ବିପକ୍ଷ ଏସିଆ କପରେ ତାଙ୍କ ଡେବ୍ୟୁକୁ କ୍ରିକେଟ ପ୍ରଶଂସକମାନେ ଅପେକ୍ଷା କରିଛନ୍ତି। ନିକଟରେ ଆଫଗାନିସ୍ତାନ ବିପକ୍ଷ କଡ଼ାମୁକାବିଲା ରୋମାଞ୍ଜକର ମ୍ୟାଚରେ,...

୬ ବର୍ଷ ପରେ ଶୀର୍ଷ ସ୍ଥାନ ହରାଇଲା ଆମେରିକା

ଜୁରିଚ୍‌,୨୬ା୮: ଫିଫା (ଫେଡେରେଶନ ଅପ୍‌ ଇଣ୍ଟରନ୍ୟାଶନାଲ ଫୁଟ୍‌ବଲ ଆସୋସିଏଶନ୍ସ) ମହିଳା ର଼୍ୟାଙ୍କିଙ୍ଗରେ ବିଶ୍ୱକପ୍‌ ବିଜେତା ସ୍ପେନ୍‌ ୨ନମ୍ବର ସ୍ଥାନକୁ ଉନ୍ନୀତ ହୋଇଛି। ଅନ୍ୟପକ୍ଷେ ୬ ବର୍ଷ ପରେ ଯୁକ୍ତରାଷ୍ଟ୍ର ଆମେରିକା (ୟୁଏସ୍‌ଏ) ପ୍ରଥମ ଥର ଶୀର୍ଷ ସ୍ଥାନ ହରାଇଛି। ସେମିଫାଇନାଲରେ...

ପାକିସ୍ତାନ ବିପକ୍ଷ ମହାମୁକାବିଲା ପୂର୍ବରୁ ଭାରତୀୟ ଟିମ୍‌କୁ ଚେତାବନୀ ଦେଲେ ଗାଙ୍ଗୁଲି

ନୂଆଦିଲ୍ଲୀ,୨୬।୮: ସେପ୍ଟେମ୍ବର ୨ରେ ଏସିଆ କପ ୨୦୨୩ରେ ଭାରତ ଏବଂ ପାକିସ୍ଥାନ ମଧ୍ୟରେ ଏକ ବଡ଼ ମ୍ୟାଚ ଦେଖିବାକୁ ମିଳିବ। ଏହି ମ୍ୟାଚ ପୂର୍ବରୁ ପୂର୍ବତନ ଭାରତୀୟ ଅଧିନାୟକ ସୌରଭ ଗାଙ୍ଗୁଲି ମ୍ୟାଚ ଉପରେ ମନ୍ତବ୍ୟ ଦେଇଛନ୍ତି। ଗାଙ୍ଗୁଲି କହିଛନ୍ତି...

କୋହଲିଙ୍କ ଉପରେ ବିସିସିଆଇ ଖପ୍ପା

ମୁମ୍ବାଇ, ୨୬ା୮: ଷ୍ଟାର ବ୍ୟାଟର ବିରାଟ କୋହଲିଙ୍କ ଇନ୍‌ଷ୍ଟାଗ୍ରାମ୍‌ ଷ୍ଟୋରିକୁ ନେଇ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)କ୍ଷୁବ୍ଧ ହୋଇଛିି। ଘଟଣା ପରେ ଭାରତୀୟ କ୍ରିକେଟରମାନଙ୍କୁ ବାଚନିକ ଚେତାବନୀ ଦିଆଯାଇଥିବା ଏକ ରିପୋର୍ଟରେ ପ୍ରକାଶ ପାଇଛି। ଗୁରୁବାର କୋହଲି ତାଙ୍କ...

ମାଲେସିଆକୁ ହରାଇଲା ଭାରତ

ନୂଆଦିଲ୍ଲୀ, ୨୬ା୮ (ପି.ଟି.): ଓମାନଠାରେ ଚାଲିଥିବା ଏସିଆନ ଓମେନ୍ସ ୫ ଏ-ସାଇଡ୍‌ ହକି ପ୍ରତିଯୋଗିତାରେ ଭାରତ ଶୁକ୍ରବାର ମାଲେସିଆକୁ ୭-୨ ଗୋଲ୍‌ରେ ପରାସ୍ତ କରି ଏହାର ଅଭିଯାନ ଆରମ୍ଭ କରିଛି। ଭାରତ ତରଫରୁ ନବଜୋତ କୌର (୩ୟ, ୨୮ତମ ମିନିଟ୍‌),...

ଏଭରେଷ୍ଟ ଆରୋହୀ ବଚେନ୍ଦ୍ରୀଙ୍କ ଉପରେ ପ୍ରାମାଣିକ ଚଳଚ୍ଚିତ୍ର

ଭୁବନେଶ୍ୱର, ୨୬।୮(ତପନ ସ୍ବାଇଁ): କିମ୍ବଦନ୍ତୀ ପର୍ବତାରୋହୀ ତଥା ଭାରତର ପ୍ରଥମ ଏଭରେଷ୍ଟ ବିଜୟିନୀ ବଚେନ୍ଦ୍ରୀ ପାଲ୍‌ଙ୍କ ଜୀବନୀ ଉପରେ ଆଧାରିତ ଏକ ପ୍ରାମାଣିକ ଚଳଚ୍ଚିତ୍ର ନିର୍ମାଣ କରାଯାଇଛି। ଏହାର ନାମ ରଖାଯାଇଛି ‘ବଚେନ୍ଦ୍ରୀ ପାଲ୍‌-ଆନ୍‌ ଆଞ୍ଜେଲ ଅଫ୍‌ ହିମାଳୟ’। ଗତ...

ଭାରତରୁ ପ୍ରତିନିଧିତ୍ୱ କରିବ ସାଇ ଇଣ୍ଟରନ୍ୟାଶନାଲ

ଭୁବନେଶ୍ୱର, ୨୬।୮(ଅସମାପିକା ସାହୁ): ସାଇ ଇଣ୍ଟରନ୍ୟାଶନାଲ ସ୍କୁଲ ଏବଂ ସାଇ ଇଣ୍ଟରନ୍ୟାଶନାଲ ରେସିଡେନ୍ସିଆଲ୍‌ ସ୍କୁଲର ଏକାଦଶ ଏବଂ ଦ୍ୱାଦଶ ଶ୍ରେଣୀର ୧୨ ଜଣ ଛାତ୍ର ବାଂଲାଦେଶରେ ହେବାକୁଥିବା ରାଉଣ୍ଡ ସ୍କୋୟାର ଅନ୍ତର୍ଜାତୀୟ କ୍ରିକେଟ ଟୁର୍ନାମେଣ୍ଟରେ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିବେ।...

ମହିଳା ଦଳକୁ ୫୦ ମିଟର ପିସ୍ତଲରେ ସ୍ବର୍ଣ୍ଣ

ବାକୁ (ଆଜରବୈଜାନ), ୨୬ା୮: ତିୟାନା, ସାକ୍ଷୀ ସୂର୍ଯ୍ୟବଂଶୀ ଓ କିରଶଦୀପ କୌରଙ୍କ ନେଇ ଭାରତୀୟ ଦଳ ଏଠାରେ ଚାଲିଥିବା ଆଇଏସ୍‌ଏସ୍‌ଏଫ୍‌ ୨୦୨୩ ବିଶ୍ୱ ଚାମ୍ପିୟନଶିପ୍‌ ମହିଳା ୫୦ ମିଟର ପିସ୍ତଲ ପ୍ରତିଯୋଗିତାରେ ସ୍ବର୍ଣ୍ଣ ପଦକ ହାସଲ କରିଛି। ଏହି ଟିମ୍‌...

ପ୍ରଥମଥର ଫାଇନାଲରେ ୩ ଭାରତୀୟ

ବୁଦାପେଷ୍ଟ, ୨୬।୮(ପି.ଟି.): ଓଡ଼ିଶାର କିଶୋର ଜେନା ଏଠାରେ ଚାଲିଥିବା ବିଶ୍ୱ ଆଥ୍‌ଲେଟିକ୍ସ ଚାମ୍ପିୟନଶିପ୍‌ ଜାଭେଲିନ ଥ୍ରୋ ଇଭେଣ୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ତାଙ୍କ ସହ ଟୋକିଓ ଅଲିମ୍ପିକ୍ସ ଗୋଲ୍ଡ ମେଡାଲିଷ୍ଟ ନୀରଜ ଚୋପ୍ରା ଓ ଡି.ପି. ମନୁ ମଧ୍ୟ ଫାଇନାଲରେ...

କଳିଙ୍ଗରୁ ଓଡ଼ିଶା ଏଫ୍‌ସିର ଅଭିଯାନ

ଭୁବନେଶ୍ୱର, ୨୬।୮(ତପନ ସ୍ବାଇଁ): ପ୍ରଥମଥରପାଇଁ ଏଏଫ୍‌ସି କପ୍‌ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଥିବା ଓଡ଼ିଶା ଏଫ୍‌ସି ସେପ୍ଟେମ୍ବର ୧୯ରେ କଳିଙ୍ଗ ଷ୍ଟାଡିୟମରୁ ଅଭିଯାନ ଆରମ୍ଭ କରିବ। ଏହାର ପ୍ରଥମ ପ୍ରତିଦ୍ୱନ୍ଦ୍ୱୀ ହେଉଛି ମୋହନ ବାଗାନ ସୁପର ଜାଏଣ୍ଟ। ୨୦୨୨-୨୩ ସୁପର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri