ଖେଳ

ଇତିହାସ ରଚିଲେ ଷ୍ଟୁଆର୍ଟ ବ୍ରଡ

ମାଞ୍ଚେଷ୍ଟର,୨୦।୭: ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯାଉଥିବା ଆଶେସ ସିରିଜର ଚତୁର୍ଥ ମ୍ୟାଚରେ ଇଂଲଣ୍ଡର ତାରକା ଦ୍ରୁତ ବୋଲର ଷ୍ଟୁଆର୍ଟ ବ୍ରଡ ଇତିହାସ ସୃଷ୍ଟି କରିଛନ୍ତି। ଚତୁର୍ଥ ଟେଷ୍ଟର ପ୍ରଥମ ଦିନରେ ହେଡଙ୍କୁ ଆଉଟ୍‌ କରି ବ୍ରଡ ଟେଷ୍ଟ କ୍ରିକେଟରେ ୬୦୦ ଉଇକେଟ...

କୋହଲିଙ୍କ ପ୍ରଶଂସାରେ ଶତମୁଖ ଦ୍ରାବିଡ

ତ୍ରିନିଦାଦ,୨୦।୭: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ଭାରତୀୟ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲି ତାଙ୍କ କ୍ୟାରିୟରରେ ଆଉ ଏକ ବିଶେଷ ମାଇଲଖୁଣ୍ଟ ହାସଲ କରିବେ। କୋହଲି ଓ୍ବେଷ୍ଟଇଣ୍ଡଜ୍‌ ବିପକ୍ଷ ଦ୍ୱିତୀୟ ଟେଷ୍ଟ କ୍ୟାରିୟରର ୫୦୦ତମ ଅନ୍ତର୍ଜାତୀୟ ମ୍ୟାଚ...

କ୍ଲିନ୍‌ସୁଇପ୍‌ ଲକ୍ଷ୍ୟରେ ଭାରତ: ଜାଣନ୍ତୁ କେତେବେଳେ, କେଉଁଠି ଦେଖିପାରିବେ ମ୍ୟାଚ୍‌

ତ୍ରିନିଦାଦ,୨୦।୭: ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଚାଲିଥିବା ଦୁଇ ଟେଷ୍ଟ ସିରିଜର ଦ୍ୱିତୀୟ ତଥା ଅନ୍ତିମ ମ୍ୟାଚ ଆଜିଠାରୁ ଖେଳାଯିବ। ତ୍ରିନିଦାଦରେ ଉଭୟ ଦଳ ମୁହାଁମୁହିଁ ହେବେ। ଡୋମିନିକାରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ ଭାରତ ଗୋଟିଏ ଇନିଂସ ଏବଂ ୧୪୧...

ଏସିଆ କପ୍‌ ପାଇଁ କାର୍ଯ୍ୟସୂଚୀ ଘୋଷଣା

ନୂଆଦିଲ୍ଲୀ,୧୯।୭: ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ଏବଂ ଏସୀୟ କ୍ରିକେଟ ପରିଷଦ (ଏସିସି) ଶେଷରେ ଆଗାମୀ ଏସିଆ କପ ପାଇଁ କାର୍ଯ୍ୟସୂଚୀ ପ୍ରକାଶ କରିଛନ୍ତି। ଏଥର ‘ହାଇବ୍ରିଡ ମଡେଲ’ରେ ଏହି ଟୁର୍ନାମେଣ୍ଟ ଆୟୋଜିତ ହେବ। ପାକିସ୍ତାନ ଏବଂ ଶ୍ରୀଲଙ୍କାରେ ଏସିଆ...

ପାକିସ୍ତାନ ୨୦୫ ରନ୍‌ରେ ଅଲଆଉଟ୍‌

କଲମ୍ବୋ,୧୯।୭: ଏମର୍ଜିଙ୍ଗ ଏସିଆ କପରେ ଭାରତୀୟ-ଏ ଦଳ ଏବଂ ପାକିସ୍ତାନ-ଏ ଦଳ ମଧ୍ୟରେ ମୁକାବିଲା ଚାଲିଛି। ଟସ ଜିତିବା ପରେ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିବା ପାକିସ୍ତାନ-ଏ ଦଳ ଏହି ମ୍ୟାଚରେ ୪୮ ଓଭରରେ ୨୦୫ ରନ ସ୍କୋର...

ଉପରକୁ ଉଠିଲେ ହିଟ୍‌ମ୍ୟାନ୍‌

ନୂଆଦିଲ୍ଲୀ,୧୯।୭: ଭାରତୀୟ ପ୍ରିମିୟର ଲିଗର ୧୬ତମ ସିଜନରେ ଖରାପ ପ୍ରଦର୍ଶନ ପରେ ରୋହିତ ଶର୍ମା ଫର୍ମକୁ ଫେରିଛନ୍ତି। ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଟେଷ୍ଟରେ ରୋହିତ ଚମତ୍କାର ଶତକ ହାସଲ କରିଥିଲେ। ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗରେ ରୋହିତ ଏହି ଶତକ ହାସଲ...

ଭାରତ ଏ ବନାମ ପାକିସ୍ତାନ ଏ: ଟସ ଜିତିଲା ପାକିସ୍ତାନ, ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି…

କଲମ୍ବୋ,୧୯।୭ : ବୁଧବାର ଭାରତୀୟ ଏ ଦଳ ଏମର୍ଜିଙ୍ଗ ଏସିଆ କପରେ ପାକିସ୍ତାନ ଏ ଦଳ ସହ ମୁହାଁମୁହିଁ ହୋଇଛି। ୟଶ ଧୁଲଙ୍କ ଅଧିନାୟକତ୍ୱରେ ଯୁବ ଇଣ୍ଡିଆ ଏ ଦଳ କ୍ରମାଗତ ପାଞ୍ଚଟି ମ୍ୟାଚ ଜିତି ଷଷ୍ଠ ସ୍ଥାନ ହାସଲ...

ଥମୁନି କୁସ୍ତି ବିବାଦ: ଏସିଆନ ଗେମ୍ସରେ ବିନେଶ-ବଜରଙ୍ଗଙ୍କ ସିଧାସଳଖ ପ୍ରବେଶକୁ ନେଇ ଉଠିଲା ପ୍ରଶ୍ନ

ନୂଆଦିଲ୍ଲୀ,୧୯।୭: ଏସିଆନ ଗେମ୍ସ ୨୦୨୩ ପାଇଁ ଭାରତୀୟ ଅଲିମ୍ପିକ ଆସୋସିଏସନର ନିଯୁକ୍ତ କମିଟି ୫୩ କିଲୋଗ୍ରାମ ଓଜନ ବର୍ଗରେ ଭାରତୀୟ ମହିଳା ରେସଲର ବିନେଶ ଫୋଗଟ ଏବଂ ୬୫ କିଲୋଗ୍ରାମ ଓଜନ ବର୍ଗରେ ପୁରୁଷ ରେସଲର ବଜରଙ୍ଗ ପୁନିଆଙ୍କୁ ସିଧାସଳଖ...

ଇଶାନ କିଶନଙ୍କୁ ଏମିତି ଉପହାର ମାଗିଲେ ରୋହିତ ଶର୍ମା

ପୋର୍ଟ ଅଫ୍‌ ସ୍ପେନ୍‌,୧୯ା୭: ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ ତ୍ରିନିଦାଦରେ ଖେଳାଯିବ। ଏହାପୂର୍ବରୁ ଟିମ ଇଣ୍ଡିଆର ଖେଳାଳିମାନେ କଡ଼ା ଅଭ୍ୟାସ କରିଛନ୍ତି। ଭାରତୀୟ ଦଳ ଅଭ୍ୟାସ ପରେ ଉଇକେଟ କିପର ବ୍ୟାଟ୍ସମ୍ୟାନ ଇଶାନ କିଶାନଙ୍କ...

ଦ୍ୱିତୀୟ ଟେଷ୍ଟରେ କ’ଣ ହେବ ପରିବର୍ତ୍ତନ: ରୋହିତ ଶର୍ମା ଦେଲେ ଜବାବ

ପୋର୍ଟ ଅଫ୍‌ ସ୍ପେନ୍‌,୧୯ା୭: ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ ଗୁରୁବାର ଠାରୁ ତ୍ରିନିଦାଦରେ ଖେଳାଯିବ। ସିରିଜର ପ୍ରଥମ ମ୍ୟାଚ୍‌ ଗୋଟିଏ ଇନିଂସ ଏବଂ ୧୪୧ ରନ୍‌ରେ ଭାରତ ଜିତିଥିଲା। ଦ୍ୱିତୀୟ ମ୍ୟାଚର ଖେଳୁଥିବା ଏକାଦଶରେ...

ଭାରତ-ପାକିସ୍ତାନ ମହାମୁକାବିଲା ଆଜି: ଜାଣନ୍ତୁ କେଉଁଠି ଆଉ କେତେବେଳେ ଦେଖିବେ ମ୍ୟାଚ୍‌…

କଲମ୍ବୋ,୧୯।୭: ପୁଣିଥରେ ଭାରତ-ପାକିସ୍ତାନ ମଧ୍ୟରେ ମହାମୁକାବିଲା ଦେଖିବାକୁ ପାଇବେ କ୍ରିକେଟ ପ୍ରଶଂସକ। ଏସିସି ମେନ୍ସ ଏମର୍ଜିଂ ଟିମ୍ସ ଏସିଆ କପ୍‌ ୨୦୨୩ ଟୁର୍ନାମେଣ୍ଟରେ ବୁଧବାର ଏହି ମ୍ୟାଚ୍‌ ଭାରତ ଏବଂ ପାକିସ୍ତାନ ‘ଏ’ ଟିମ୍‌ ମଧ୍ୟରେ ଖେଳାଯିବ। ଟୁର୍ନାମେଣ୍ଟରେ ଭାରତ...

ଏସିଆ କପ ୨୦୨୩: ୨ ସେପ୍ଟେମ୍ବରରେ ଭାରତ-ପାକିସ୍ତାନ ମଧ୍ୟରେ ମୁକାବିଲା

ନୂଆଦିଲ୍ଲୀ,୧୯।୭: ଏସିଆ କପ ୨୦୨୩ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ୨ ସେପ୍ଟେମ୍ବରକୁ ମ୍ୟାଚ ଖେଳାଯାଇପାରେ। ଏକ ରିପୋର୍ଟ ଅନୁଯାୟୀ, ଏହି ଦୁଇ ଦଳ ମଧ୍ୟରେ ଶ୍ରୀଲଙ୍କାର କେଣ୍ଡିରେ ମୁକାବିଲା ହେବ। ଏସିଆ କପ ୨୦୨୩ର କାର୍ଯ୍ୟସୂଚୀ ଏ ପର୍ଯ୍ୟନ୍ତ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri