ଖେଳ

ଏସିଆ କପ୍‌ ପୂର୍ବରୁ ମଇଦାନକୁ ଫେରିବେ ବୁମ୍‌ରା!

ନୂଆଦିଲ୍ଲୀ,୧୮।୭: ଭାରତୀୟ ଦଳକୁ ଆସନ୍ତା ୩ମାସ ମଧ୍ୟରେ ୨ଟି ବଡ ଟୁର୍ନାମେଣ୍ଟରେ ଭାଗ ନେବାକୁ ପଡିବ। ଏଭଳି ପରିସ୍ଥିତିରେ ଦଳର ସମସ୍ତ ଗୁରୁତ୍ୱପୂର୍ଣ୍ଣ ଖେଳାଳିଙ୍କ ପାଇଁ ସମ୍ପୂର୍ଣ୍ଣ ଫିଟ୍‌ ହେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଦୀର୍ଘ ଦିନ ଧରି ଦ୍ରୁତ ବୋଲର...

ଦ୍ୱିତୀୟ ଟେଷ୍ଟ ପାଇଁ କଠିନ ପରିଶ୍ରମ କରୁଛନ୍ତି କୋହଲି

ପୋର୍ଟ ଅଫ ସ୍ପେନ୍‌,୧୮।୭: ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଚାଲିଥିବା ୨ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ ଜୁଲାଇ ୨୦ରୁ ଖେଳାଯିବ। ଦ୍ୱିତୀୟ ଟେଷ୍ଟ ପାଇଁ ପୋର୍ଟ ଅଫ ସ୍ପେନ୍‌ରେ ଭାରତ-ୱେଷ୍ଟଇଣ୍ଡିଜ ଦଳ ମୁହାଁମୁହିଁ ହେବେ। ଏହି ମ୍ୟାଚ ପୂର୍ବରୁ...

ଓ୍ବିମ୍ବେଲଡନରେ ନୂଆ

ବର୍ଷର ୪ଟି ଗ୍ରାଣ୍ଡସ୍ଲାମ ମଧ୍ୟରୁ ସବୁଠାରୁ ସମ୍ମାନଜନକ ବିବେଚିତ ହେଉଥିବା ଓ୍ବିମ୍ବେଲଡନ ଟେନିସ ଟୁର୍ନାମେଣ୍ଟ ରବିବାର ଶେଷ ହୋଇଛି। ଏହାର ମହିଳା ବିଭାଗ ଫାଇନାଲରେ ବିସ୍ମୟ ସୃଷ୍ଟି କରି ଅଣସିଡେଡ୍‌ ଚେକ୍‌ ରିପବ୍ଲିକର ମାର୍କେଟା ଭୋନ୍ଦ୍ରୋସୋଭା ୬ଷ୍ଠ ସିଡ୍‌ ଟ୍ୟୁନିସିଆର...

ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ଷ୍ଟିମାକ୍‌

ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ଷ୍ଟିମାକ୍‌ ନୂଆଦିଲ୍ଲୀ, ୧୮ା୭: ଆଗାମୀ ଏସିଆନ ଗେମ୍ସରେ ଭାରତୀୟ ଫୁଟ୍‌ବଲ ଦଳର ଅଂଶଗ୍ରହଣ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହସ୍ତକ୍ଷେପ ଲୋଡିଛନ୍ତି ଭାରତ ମୁଖ୍ୟ କୋଚ୍‌ ଇଗୋର ଷ୍ଟିମାକ୍‌। ଚାଇନାର ହାଙ୍ଗ୍‌ଝୋଠାରେ ଏସିଆନ ଗେମ୍ସ ସେପ୍ଟେମ୍ବର...

ଭାରତୀୟ କୁସ୍ତି ମହାସଂଘ ନିର୍ବାଚନ ପୁଣି ଘୁଞ୍ଚିଲା

ଗୁଆହାଟୀ, ୧୮ା୭: ଗୁଆହାଟୀ ହାଇକୋର୍ଟ ଆସାମ ରେସ୍‌ଲିଂ ଆସୋସିଏଶନ (ଏଡବ୍ଲ୍ୟୁଏ) ଦ୍ୱାରା ଦାଖଲ ପିଟିଶନର ପରବର୍ତ୍ତୀ ଶୁଣାଣି ପାଇଁ ଜୁଲାଇ ୨୮ ତାରିଖ ଧାର୍ଯ୍ୟ କରିଛନ୍ତି। ଫଳରେ ଭାରତୀୟ କୁସ୍ତି ମହାସଂଘ (ଡବ୍ଲ୍ୟୁଏଫ୍‌ଆଇ) ନିର୍ବାଚନରେ ପୁଣି ବିଳମ୍ବ ଘଟିଛି। ଡବ୍ଲ୍ୟୁଏଫ୍‌ଆଇ...

ଶ୍ରୀଲଙ୍କାରେ ଯାଜପୁରର ଅୟେସଙ୍କ କମାଲ

ଯାଜପୁର,୧୮।୭(ହର୍ଷବର୍ଦ୍ଧନ ବେହେରା)ଭାରତୀୟ କ୍ରିକେଟ ଦଳର ଅଧିନାୟକ ରୋହିତ ଶର୍ମାଙ୍କ ଦ୍ୱାରା ପରିଚାଳିତ କ୍ରିକେଟ ଏକାଡେମୀ ‘କ୍ରିକ୍‌ କିଙ୍ଗ୍‌ଡ଼ମ’ ପକ୍ଷରୁ ୧୭ବର୍ଷରୁ କମ୍‌ ଚମ୍ପିୟନ ଟ୍ରଫି ଖେଳିବା ପାଇଁ ଯାଜପୁରର ଅୟେସ ପତି ଶ୍ରୀଲଙ୍କା ଗସ୍ତରେ ଯାଇଛନ୍ତି। ସେଠାରେ ସୋମବାର କଲମ୍ବୋଠାରେ...

ଏଟିପି ର଼୍ୟାଙ୍କିଙ୍ଗ୍‌ରେ ନମ୍ବର ଓ୍ବାନ ରହିଲେ ଅଲ୍‌କାରାଜ

ଓ୍ବିମ୍ବେଲଡନ,୧୭ା୭: ଓ୍ବିମ୍ବେଲଡନ ଫାଇନାଲରେ ନମ୍ବର ୨ ଖେଳାଳି ନୋଭାକ୍‌ ଜୋକୋଭିଚ୍‌ଙ୍କୁ ହରାଇବା ଦ୍ୱାରା କାର୍ଲୋସ ଅଲ୍‌କାରାଜ ଏଟିପି ର଼୍ୟାଙ୍କିଙ୍ଗ୍‌ରେ ନମ୍ବର ଓ୍ବାନ ସ୍ଥାନ ବଜାୟ ରଖିଛନ୍ତି। ଅନ୍ୟପକ୍ଷେ ମହିଳା ସିଙ୍ଗଲ୍ସରେ ମାର୍କେଟା ଭୋନ୍ଦ୍ରୋସୋଭା ତାଙ୍କର ପ୍ରଥମ ଗ୍ରାଣ୍ଡସ୍ଲାମ ଟାଇଟଲ ହାସଲ...

ଭାରତ-ପାକିସ୍ତାନ ମ୍ୟାଚକୁ ନେଇ ବଢୁଛି ଉତ୍ସାହ: ବିମାନ ଭଡା ୩୦୦% ବୃଦ୍ଧି, ୩ ହଜାର ଟିକେଟ୍‌ର ମୂଲ୍ୟ ହେଲା ୨୫ ହଜାର

ନୂଆଦିଲ୍ଲୀ,୧୭।୭: କ୍ରିକେଟ ବିଶ୍ୱକପ ୨୦୨୩ର କାର୍ଯ୍ୟସୂଚୀ ଘୋଷଣା କରାଯାଇଛି। ଅକ୍ଟୋବର ୧୫ରେ ଭାରତ ଏବଂ ପାକିସ୍ତାନର ଦଳ ମୁହାଁମୁହିଁ ହେବେ। ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଭାରତ-ପାକିସ୍ତାନ ମ୍ୟାଚ ଖେଳାଯିବ। ଏହି ମ୍ୟାଚ ପାଇଁ କ୍ରିକେଟ ପ୍ରଶଂସକଙ୍କ ମଧ୍ୟରେ ଆଶ୍ଚର୍ଯ୍ୟଜନକ...

୪ର୍ଥ ଟେଷ୍ଟ ମ୍ୟାଚ ପାଇଁ ପ୍ଲେ-୧୧ ଘୋଷଣା କଲା ଇଂଲଣ୍ଡ, ୬୮୮ ଉଇକେଟ୍‌ ନେଇଥିବା ବୋଲରଙ୍କ ପ୍ରତ୍ୟାବର୍ତ୍ତନ

ଲଣ୍ଡନ,୧୭।୭: ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଐତିହାସିକ ଟେଷ୍ଟ ସିରିଜ ଖେଳାଯାଉଛି। ପ୍ରଥମ ଦୁଇଟି ଟେଷ୍ଟରେ ହାରିଯିବା ପରେ ଇଂଲଣ୍ଡ ଦଳ ତୃତୀୟ ଟେଷ୍ଟରେ ଦୃଢ ପ୍ରତ୍ୟାବର୍ତ୍ତନ କରି ସିରିଜ ପରାଜୟର ସଙ୍କଟକୁ ଏଡାଇ ଦେଇଥିଲା। ବର୍ତ୍ତମାନ ଚତୁର୍ଥ ଟେଷ୍ଟ...

ହାରିବା ପରେ ପୁଅକୁ ଦେଖି କାନ୍ଦି ପକାଇଲେ ଜୋକୋଭିଚ୍‌

ଲଣ୍ଡନ, ୧୭।୭: ବିଶ୍ୱର ନମ୍ବରଓ୍ବାନ ଟେନିସ ଖେଳାଳି ସ୍ପେନର ୨୦ ବର୍ଷୀୟ କାର୍ଲୋସ ଅଲ୍‌କାରାଜ ଗାର୍ଫିଆ ଚଳିତ ବର୍ଷର ଓ୍ବିମ୍ବେଲଡନ ଗ୍ରାଣ୍ଡସ୍ଲାମ ପୁରୁଷ ସିଙ୍ଗଲ୍ସ ଚାମ୍ପିୟନ ହୋଇଛନ୍ତି। ରବିବାର ଅନୁଷ୍ଠିତ ଏକ ତୀବ୍ର ସଂଘର୍ଷପୂର୍ଣ୍ଣ ଫାଇନାଲରେ ସେ ଦ୍ୱିତୀୟ ସିଡ୍‌...

ଏସିଆ କପରେ ୨ ଥର ସାମ୍ନାସାମ୍ନି ହେବେ ଭାରତ-ପାକିସ୍ତାନ

ନୂଆଦିଲ୍ଲୀ,୧୭।୭: ଏସିଆ କପ ୨୦୨୩ର ସରକାରୀ କାର୍ଯ୍ୟସୂଚୀ ଘୋଷଣା ହେବା ପରେ କ୍ରିକେଟ ପ୍ରେମୀମାନେ ଉତ୍ସାହ ଥିବା ଜଣାପଡିଛି। ଏଥର ହାଇବ୍ରିଡ ମଡେଲରେ ଖେଳାଯିବାକୁ ଥିବା ଏସିଆ କପର ପ୍ରଥମ ୪ ମ୍ୟାଚ ପାକିସ୍ତାନରେ ଏବଂ ବାକି ୯ଟି ମ୍ୟାଚ...

ଦ୍ୱିତୀୟ ଟେଷ୍ଟରେ ‘ବିରାଟ’ ରେକର୍ଡ ଭାଙ୍ଗିପାରନ୍ତି କୋହଲି

ଡୋମିନିକା,୧୭।୭: ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଥିବା ଟିମ ଇଣ୍ଡିଆ ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ ଜିତି ସିରିଜରେ ୧-୦ ଅଗ୍ରଣୀ ହାସଲ କରିଛି। ୱେଷ୍ଟଇଣ୍ଡିଜ ଏବଂ ଭାରତ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ ୨୦ ଜୁଲାଇଠାରୁ ତ୍ରିନିଦାଦରେ ଖେଳାଯିବ।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri