ଖେଳ

ଯେଉଁମାନଙ୍କୁ ଚୟନ ଦଳ ପସନ୍ଦ ନୁହେଁ ସେମାନେ ମ୍ୟାଚ ଦେଖନ୍ତୁ ନାହିଁ: ସୁନୀଲ ଗାଭାସ୍କର…

ନୂଆଦିଲ୍ଲୀ,୨୨।୮ : ଏସିଆ କପ ୨୦୨୩ ପାଇଁ ୧୭ ଜଣିଆ ଭାରତୀୟ ଦଳ ଚୟନ କରାଯାଇଛି। ସମ୍ମାନଜନକ ଟୁର୍ନାମେଣ୍ଟର ୧୬ ତମ ସିଜନରେ ରୋହିତ ଶର୍ମା ଭାରତୀୟ ଦଳର ନେତୃତ୍ୱ ନେବେ। ଏଥି ସହିତ ଉପ-ଅଧିନାୟକଙ୍କ ଦାୟିତ୍ୱ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ...

୯୦ ଟେଷ୍ଟ ଖେଳିବା ପରେ ବି ସକ୍ଷମ ବୋଲି ପ୍ରମାଣ ଦେବାକୁ ପଡ଼ୁଛି: ପୂଜାରା

ନୂଆଦିଲ୍ଲୀ,୨୨।୮: ଭାରତୀୟ ଟେଷ୍ଟ ଟିମ୍‌ରୁ ବାଦ୍‌ ପଡ଼ିବା ନିରାଶାଜନକ ଥିଲା। ଏହାଫଳରେ ନିଜ ଦକ୍ଷତା ଉପରେ ସନ୍ଦେହ ସହ ମନରେ ଆଘାତ ଲାଗିଥିଲା ବୋଲି କହିଛନ୍ତି ଅନୁଭବୀ ବ୍ୟାଟ୍ସମ୍ୟାନ୍‌ ଚେତେଶ୍ୱର ପୂଜାରା। ଭାରତ ଲାଗି ସେ ୧୦୩ ଟେଷ୍ଟ ମ୍ୟାଚ୍‌...

ସ୍ପଷ୍ଟ କଲା ବିସିସିଆଇ: ବଦଳିବ ନାହିଁ ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ 

ନୂଆଦିଲ୍ଲୀ,୨୨।୮: ଆଇସିସି ପୁରୁଷ ଦିନିକିଆ ବିଶ୍ୱକପ୍‌ ୨୦୨୩ର କାର୍ଯ୍ୟସୂଚୀରେ କୌଣସି ପରିବର୍ତ୍ତନ ହେବ ନାହିଁ। ବିସିସିଆଇ  ହାଇଦ୍ରାବାଦ କ୍ରିକେଟ ଆସୋସିଏଶନ(ଏଚ୍‌ସିଏ)ର ଅନୁରୋଧକୁ ଆଧିକାରିକ ଭାବେ ଖାରଜ କରିବା ପରେ ଏନେଇ ସ୍ପଷ୍ଟ କରିଛି। ତେବେ ଏଚ୍‌ସିଏ ଅକ୍ଟୋବର ୫ରୁ ଆରମ୍ଭ...

ଟିମ ଇଣ୍ଡିଆରେ ଚହଲଙ୍କୁ ସ୍ଥାନ ନ ମିଳିବା ଉପରେ ପ୍ରଶ୍ନ କଲେ ସ୍ତ୍ରୀ ଧନଶ୍ରୀ

ନୂଆଦିଲ୍ଲୀ,୨୨।୮: ଏସିଆ କପ ପାଇଁ ଘୋଷିତ ୧୭ ଜଣିଆ ଭାରତୀୟ ଦଳରେ ଲିଗ ସ୍ପିନର ୟୁଜବେନ୍ଦ୍ର ଚହଲଙ୍କୁ ସାମିଲ କରାଯାଇନାହିଁ। ଦଳରେ ସ୍ଥାନ ନ ପାଇବା ପରେ ଚହଲ ସୋସିଆଲ ମିଡିଆରେ ଏକ ଇମୋଜି ମାଧ୍ୟମରେ ନିଜର ନିରାଶା ପ୍ରକାଶ...

‘କଳ୍ପନା କରି ନ ଥିଲି ଏମିତି ସୁଯୋଗ ପାଇବି’

ନୂଆଦିଲ୍ଲୀ,୨୨।୮:ଏସିଆ କପ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ହାଇଦ୍ରାବାଦ ପାଇଁ ଘରୋଇ କ୍ରିକେଟ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଆଇପିଏଲ ଖେଳିଥିବା ତିଳକ ବର୍ମା ୧୭ ଜଣିଆ ଦଳର ଏକମାତ୍ର ନୂଆ ଚେହେରା। ନିକଟରେ ତିଲକ ଅନ୍ତର୍ଜାତୀୟ ଟି-୨୦ରେ...

ଏସିଆ କପ ପୂର୍ବରୁ ବାବର ଆଜମଙ୍କ ଚେତାବନୀ, କହିଲେ ପାକିସ୍ତାନୀ ଟିମ…

ଇସଲାମାବାଦ,୨୨।୮: ସମସ୍ତ କ୍ରିକେଟ ପ୍ରେମୀ ଏସିଆ କପ ୨୦୨୩ର ଆରମ୍ଭକୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଅଗଷ୍ଟ ୩୦ରେ ପାକିସ୍ତାନ ଏବଂ ନେପାଳ ମଧ୍ୟରେ ଏକ ମ୍ୟାଚ ସହିତ ଏହି ଟୁର୍ନାମେଣ୍ଟ ଆରମ୍ଭ ହେବ। ପାକିସ୍ତାନ ଦଳ ଏଥର ଏହି...

କୋହଲି-ପାଣ୍ଡ୍ୟାଙ୍କ କ୍ଲବରେ ବୁମ୍‌ରା

ନୂଆଦିଲ୍ଲୀ,୨୨।୮: ଭାରତୀୟ ଦଳ ବର୍ତ୍ତମାନ ଆୟର୍ଲାଣ୍ଡ ଗସ୍ତରେ ଅଛି। ଏଠାରେ ୩ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳୁଛି ଭାରତ। ଏହି ସିରିଜର ପ୍ରଥମ ୨ ମ୍ୟାଚରେ ଟିମ ଇଣ୍ଡିଆ ସହଜରେ ୨-୦ ଅଗ୍ରଣୀ ହାସଲ କରିଛି। ବର୍ତ୍ତମାନ ଦଳ...

ଓଡ଼ିଶାକୁ ୧୧ ସ୍ବର୍ଣ୍ଣ ସହ ୧୩ ପଦକ

ଭୁବନେଶ୍ୱର, ୨୨।୮ (ତପନ ସ୍ବାଇଁ): ଓ୍ବାକୋ ଇଣ୍ଡିଆ ଜାତୀୟ କିକ୍‌ବକ୍ସିଂ ଚାମ୍ପିୟନଶିପ୍‌ କୋଲକାତାର ଖୁଦିରାମ ଅନୁଶୀଳନ କେନ୍ଦ୍ର ଇନ୍‌ଡୋର ଷ୍ଟାଡିୟମରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଓଡ଼ିଶା ୧୧ ସ୍ବର୍ଣ୍ଣ, ୨ ବ୍ରୋଞ୍ଜ ସହ ମୋଟ ୧୩ଟି ପଦକ ହାସଲ କରିଛି।...

ଇଂଲଣ୍ଡକୁ ୪-୦ରେ ହରାଇଲା ଭାରତ

ଡସେଲଡର୍ଫ, ୨୨ା୮ଭାରତର ଜୁନିୟର ହକି ଦଳ ଏଠାରେ ଚାଲିଥିବା ଚତୁଃରାଷ୍ଟ୍ରୀୟ ଜୁନିୟର ହକି ଟୁର୍ନାମେଣ୍ଟରେ ଇଂଲଣ୍ଡକୁ ୪-୦ ଗୋଲ୍‌ରେ ହରାଇ ଦେଇଛି। ଭାରତ ତରଫରୁ ରାଜିନ୍ଦର ସିଂ (୧୩ତମ), ଅମିର ଅଲି (୩୩ତମ), ଅମନଦୀପ ଲାକ୍ରା (୪୧ତମ) ଓ ଅରିଜିତ୍‌...

ପ୍ରଣୟ, ସେନ୍‌ ଦ୍ୱିତୀୟ ରାଉଣ୍ଡରେ

କୋପେନ୍‌ହାଗେନ,୨୨ା୮: ଭାରତର ଷ୍ଟାର ବ୍ୟାଡ୍‌ମିଣ୍ଟନ ଖେଳାଳି ଏଚ୍‌.ଏସ୍‌. ପ୍ରଣୟ ଓ ଲକ୍ଷ୍ୟ ସେନ୍‌ ଏଠାରେ ଚାଲିଥିବା ବିଶ୍ୱ ଚାମ୍ପିୟନଶିପ୍‌ ପୁରୁଷ ସିଙ୍ଗଲ୍ସର ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ପ୍ରଣୟ ସୋମବାର ସେ ଫିନ୍‌ଲାଣ୍ଡର କାଲେ କୋଲ୍‌ଜୋନେନ୍‌ଙ୍କ ବିପକ୍ଷରେ ଏକ ସିଧାସଳଖ...

‘ଆଇରନମ୍ୟାନ୍‌ଙ୍କ ସାହସ ଯୁବ କ୍ରୀଡ଼ାବିତ୍‌ଙ୍କ ପାଇଁ ପ୍ରେରଣା’

ଭୁବନେଶ୍ୱର, ୨୨।୮(ତପନ ସ୍ବାଇଁ):କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା ସୋମବାର ଓଡ଼ିଶାର ୩ ଆଇରନମ୍ୟାନ୍‌ଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ଦୁଃସାହସିକ ପ୍ରଦର୍ଶନ କରି ଟ୍ରାଇଥଲନ ଚ୍ୟାଲେଞ୍ଜ୍‌ର ସମ୍ମୁଖୀନ ହୋଇଥିବା ଏହି ୩ କ୍ରୀଡ଼ାବିତ୍‌ ହେଲେ ସୌଭାଗ୍ୟ ରଥ, ରଞ୍ଜନ କୁମାର ସାହୁ ଓ ବିଜୟ...

ରାଣୀ, ସର୍ଦ୍ଦାର ପ୍ରଶିକ୍ଷକ

ଭୁବନେଶ୍ୱର,୨୨ା୮(ସରୋଜ ଜେନା): ରାଉରକେଲା ସ୍ଥିତ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମରେ ସୋମବାର ଠାରୁ ଆରମ୍ଭ ହୋଇଛି ଜାତୀୟ ସବ୍‌ଜୁନିୟର ଜାତୀୟ ହକି କ୍ୟାମ୍ପ। ପୂର୍ବତନ ଭାରତୀୟ ଖେଳାଳି ସର୍ଦ୍ଦାର ସିଂ ଓ ରାଣୀ ରାମପାଲଙ୍କ ଅଧୀନରେ ୮୦ରୁ ଅଧିକ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri