ଖେଳ

ଖାସ୍‌ ରେକର୍ଡ ହାସଲ କଲେ କୋହଲି

ନୂଆଦିଲ୍ଲୀ,୧୦।୭: ଭାରତୀୟ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲି ହୁଏତ ଗତ କିଛି ବର୍ଷ ମଧ୍ୟରେ ତାଙ୍କ ପ୍ରଦର୍ଶନ ପାଇଁ ସମାଲୋଚନାର ସାମ୍ନା କରିବାକୁ ପଡିଛି। କିନ୍ତୁ ତାଙ୍କ ଫ୍ୟାନ ଫଲୋଇଙ୍ଗ୍‌ରେ କୌଣସି ପ୍ରକାରର କମି ନଥିଲା। ସୋସିଆଲ ମିଡିଆରେ...

ପ୍ରଥମ ମହିଳା କ୍ରିକେଟର ଭାବେ ଏମିତି କୀର୍ତ୍ତିମାନ ହାସଲ କଲେ ସୁଜି

କଲମ୍ବୋ,୧୦।୭: ନ୍ୟୁଜିଲାଣ୍ଡର କ୍ରିକେଟର ସୁଜି ବେଟ୍ସ ଏକ ନିଆରା ରେକର୍ଡ ହାସଲ କରିଛନ୍ତି। ସେ ୧୦ଟି ଦେଶରେ ଟି-୨୦ ଅର୍ଦ୍ଧଶତକ ହାସଲ କରିଥିବା ପ୍ରଥମ ମହିଳା କ୍ରିକେଟର ହୋଇଛନ୍ତି। ନିକଟରେ ବେଟ୍ସ କଲମ୍ବୋରେ ଶ୍ରୀଲଙ୍କା ବିପକ୍ଷରେ ଏକ ଅର୍ଦ୍ଧଶତକ ହାସଲ...

ରୋହିତଙ୍କ ଅଧିନାୟକତ୍ୱ ନେଇ ଅସନ୍ତୁଷ୍ଟ ଗାଭାସ୍କର…

କୋଲକାତା,୧୦।୭ : ଭାରତୀୟ କ୍ରିକେଟ ଦଳର ଭେଟେରାନ ବ୍ୟାଟ୍ସମ୍ୟାନ ସୁନୀଲ ଗାଭାସ୍କର ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଖୁସି ନୁହଁନ୍ତି ଏବଂ ତାଙ୍କଠାରୁ ଅଧିକ ଆଶା କରୁଥିବା କହିଛନ୍ତି। ବିରାଟ କୋହଲିଙ୍କ ସ୍ଥାନରେ ରୋହିତଙ୍କୁ ଭାରତର ଅଧିନାୟକ କରାଯାଇଥିଲା। ତେବେ ରୋହିତ...

ମନର ବ୍ୟଥା ପ୍ରକାଶ କଲେ ଗାଭାସ୍କର

ନୂଆଦିଲ୍ଲୀ,୧୦।୭: ଗତ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ର ଫାଇନାଲରେ ଟିମ ଇଣ୍ଡିଆ ଅଷ୍ଟ୍ରେଲିଆଠାରୁ ପରାସ୍ତ ହୋଇଥିଲା। ପରାଜୟର ମୁଖ୍ୟ କାରଣ ବ୍ୟାଟିଂ ଥିଲା। ଦଳ ଉଭୟ ଇନିଂସରେ ୩୦୦ ସ୍କୋରରେ ପହଞ୍ଚି ପାରି ନ ଥିଲା। ବିଗତ କିଛି ବର୍ଷ ମଧ୍ୟରେ...

ଇତିହାସ ରଚିଲେ ଏହି କ୍ରିକେଟର୍‌

ଲଣ୍ଡନ,୧୦।୭: ଇଂଲଣ୍ଡ ଟେଷ୍ଟ ଦଳର ଅଧିନାୟକ ବେନ ଷ୍ଟୋକ୍ସ ମହେନ୍ଦ୍ର ସିଂ ଧୋନୀଙ୍କ ରେକର୍ଡ ଭାଙ୍ଗିଛନ୍ତି। ତୃତୀୟ ଟେଷ୍ଟରେ ଅଷ୍ଟ୍ରେଲିଆକୁ ପରାସ୍ତ କରି ଷ୍ଟୋକ୍ସ ଏହି ସଫଳତା ହାସଲ କରିଛନ୍ତି। ହେଡିଙ୍ଗଲିରେ ଖେଳାଯାଇଥିବା ଆଶେସ ସିରିଜର ତୃତୀୟ ଟେଷ୍ଟ ମ୍ୟାଚର...

ନୂଆ ଲୁକ୍‌ରେ ଧୋନୀ

ଚେନ୍ନାଇ,୧୦।୭: ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଚେନ୍ନାଇରେ ପହଞ୍ଚିଛନ୍ତି। ଧୋନୀ ନିଜ ପ୍ରଡକ୍ସନ ହାଉସର ପ୍ରଥମ ଚଳଚ୍ଚିତ୍ର ‘ଲେଟ୍‌ସ ଗେଟ୍‌ ମ୍ୟାରେଡ୍‌’ର ଅଡିଓ ଏବଂ ଟ୍ରେଲର ଲଞ୍ଚ ପାଇଁ ଏଠାକୁ ଆସିଛନ୍ତି। ଏହି ଅବସରରେ...

ଲିଟିଲ ମାଷ୍ଟରଙ୍କ ୭୪ ତମ ଜନ୍ମଦିନ…

ନୂଆଦିଲ୍ଲୀ,୧୦।୭ : ଟେଷ୍ଟ କ୍ରିକେଟର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ଲିଟିଲ ମାଷ୍ଟର ସୁନୀଲ ଗାଭାସ୍କରଙ୍କ ନାମ ଅନ୍ୟତମ। ବିଶେଷ କଥା ୧୦ ଜୁଲାଇରେ ସୁନୀଲ ତାଙ୍କ ୭୪ ତମ ଜନ୍ମଦିନ ପାଳନ କରୁଛନ୍ତି। ଏକଦା ଭାରତୀୟ ବ୍ୟାଟିଂର ମେରୁଦଣ୍ଡ ଥିବା ଗାଭାସ୍କର...

ହରମନ୍‌ପ୍ରୀତଙ୍କ ଅର୍ଦ୍ଧଶତକରେ ଜିତିଲା ଭାରତ

ମୀରପୁର, ୧୦ା୭(ପି.ଟି.): ବାଂଲାଦେଶ ବିପକ୍ଷ ପ୍ରଥମ ମହିଳା ଟି୨୦ ମ୍ୟାଚରେ ଭାରତକୁ ଜିତାଇଛନ୍ତି ଅଧିନାୟିକା ହରମନ୍‌ପ୍ରୀତ କୌର ଓ ସ୍ପିନର। ପ୍ରଥମେ ଭାରତୀୟ ସ୍ପିନର ବାଂଲାଦେଶକୁ ମାତ୍ର ୧୧୪ ରନ୍‌ରେ ସୀମିତ ରଖିବା ପରେ ହରମନ୍‌ପ୍ରୀତଙ୍କ ଅପରାଜିତ ୫୪ ରନ୍‌...

ଶ୍ରୀଲଙ୍କା ବିଶ୍ୱକପ୍‌ କ୍ୱାଲିଫାୟର ଚାମ୍ପିୟନ

ହରାରେ,୧୦ା୭: ନେଦରଲାଣ୍ଡ୍ସକୁ ପରାସ୍ତ କରି ବିଶ୍ୱକପ୍‌ କ୍ୱାଲିଫାୟରରେ ଚାମ୍ପିୟନ ଆଖ୍ୟା ଅର୍ଜନ କରିଛି ଶ୍ରୀଲଙ୍କା। ରବିବାର ହରାରେ ସ୍ପୋଟର୍‌ସ କ୍ଲବରେ ଖେଳାଯାଇଥିବା ମ୍ୟାଚ୍‌ରେ ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କରି ୨୩୩ ରନ୍‌ କରିଥିଲା। ଜବାବରେ ନେଦରଲାଣ୍ଡ୍ସ ୧୦୫ ରନ୍‌ରେ ସମସ୍ତ...

ବିଜୟ ସହ ଭାରତର ଅଭିଯାନ

ଭୁବନେଶ୍ୱର, ୧୦।୭ (ତପନ ସ୍ବାଇଁ): ତାଇପେରେ ଚାଲିଥିବା ଏସିଆନ ପୁରୁଷ ଭଲିବଲ ଚ୍ୟାଲେଞ୍ଜ୍‌ କପ୍‌ରେ ଭାରତୀୟ ସିନିୟର ଦଳ ବିଜୟ ସହ ଅଭିଯାନ ଆରମ୍ଭ କରିଛି। ରବିବାର ଅନୁଷ୍ଠିତ ମ୍ୟାଚରେ ଭାରତ ଶକ୍ତିଶାଳୀ ହଂକଂ, ଚାଇନାକୁ ୩:୦ (୨୫-୨୨, ୨୫-୧୮,...

ଆର୍‌ବି ଚେସ୍‌: ଆଦ୍ୟା ଅଦ୍ଭିତ ଚାମ୍ପିୟନ

ଭୁବନେଶ୍ୱର, ୧୦।୭ (ତପନ ସ୍ବାଇଁ): ପୋଖରୀପୁଟସ୍ଥିତ ଆର୍‌ବି ଚେସ୍‌ ସେଣ୍ଟର୍‌ ଆନୁକୁଲ୍ୟରେ ଅନୁଷ୍ଠିତ ପ୍ରଥମ ଚେସ୍‌ ଚାମ୍ପିଅନଶିପ୍‌ରେ ଆଦ୍ୟା ଅଦ୍ଭିତ ଦାସ ଚାମ୍ପିୟନ ହୋଇଛନ୍ତି। ସତ୍ୟ ସ୍ବରୂପ ତ୍ରିପାଠୀ ରନର୍ସଅପ୍‌ ଏବଂ ସାଇ ସ୍ବାଗତ ପରିଜା ତୃତୀୟ ସ୍ଥାନ ଅଧିକାର...

ଆନ୍ତଃ ଜିଲା ମହିଳା ଟି୨୦: ଯାଜପୁର ଚାମ୍ପିୟନ

କଟକ,୧୦ା୭(ସୁପ୍ରିୟା ପ୍ରିୟଦର୍ଶିନୀ): ରେଭେନଶା ବିଶ୍ୱବିଦ୍ୟାଳୟ ଗ୍ରାଉଣ୍ଡରେ ରବିବାର ଅନୁଷ୍ଠିତ ଆନ୍ତଃ ଜିଲା ମହିଳା ଟି୨୦ କ୍ରିକେଟ ଟୁର୍ନାମେଣ୍ଟର ଫାଇନାଲରେ ଭୁବନେଶ୍ୱରକୁ ହରାଇ ଯାଜପୁର ଚାମ୍ପିଅନ ହୋଇଛି। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଭୁବନେଶ୍ୱର ୨୦ ଓଭରରେ ୪ ଉଇକେଟ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri