ଖେଳ

ଅଂଶୁମାନଙ୍କ ପାଇଁ ଅର୍ଥ ବାଧକ

ସମ୍ବଲପୁର,୯ା୭(ବି.ଶଙ୍କର): ସଫ୍ଟ ଟେନିସରେ ଜାତୀୟ ସ୍ତରର ସଫଳତା ହାସଲ କରିଛନ୍ତି ସମ୍ବଲପୁରର ଅଂଶୁମାନ ବାବୁ। ଚଳିତ ମାସ ୨୬ରୁ ୩୦ ତାରିଖ ପର୍ଯ୍ୟନ୍ତ ଥାଇଲାଣ୍ଡର ପଟ୍ଟାୟାଠାରେ ଅନ୍ତର୍ଜାତୀୟ ସଫ୍ଟ ଟେନିସ ଚାମ୍ପିୟନଶିପ -୨୦୨୩ ଅନୁଷ୍ଠିତ ହେବ। ଏଥିରେ ୧୮ବର୍ଷରୁ କମ...

ଦେବାଶିଷଙ୍କୁ ତୃତୀୟ ସ୍ଥାନ

ଭୁବନେଶ୍ୱର,୯ା୭(ସରୋଜ ଜେନା): ଯୁବ ଟେନିସ୍‌ ଖେଳାଳି ଦେବାଶିଷ ସାହୁ ଇରାନରେ ଅନୁଷ୍ଠିତ ଆଇଟିଏଫ୍‌ ଜେ ୧୦୦ ଅନ୍ତର୍ଜାତୀୟ ଟେନିସ ଟୁର୍ନାମେଣ୍ଟରେ ତୃତୀୟ ସ୍ଥାନ ହାସଲ କରିଛନ୍ତି। ସମଗ୍ର ବିଶ୍ୱରୁ ୩୨ ଜଣ ଖେଳାଳି ଅଂଶଗ୍ରହଣ କରିଥିବା ବେଳେ ୩ ଜୁଲାଇରୁ...

ଶଟ୍‌ପୁଟର କରନବୀର ଡୋପ୍‌ ଟେଷ୍ଟରେ ବିଫଳ

ନୂଆଦିଲ୍ଲୀ,୯ା୭ (ପି.ଟି.): ଶଟ ପୁଟର କରନବୀର ସିଂ ନିକଟରେ ପ୍ରତିଯୋଗିତା ବାହାରେ ହୋଇଥିବା ଡୋପ୍‌ ଟେଷ୍ଟରେ ବିଫଳ ହୋଇଛନ୍ତି। ଫଳରେ ଆସନ୍ତା ସପ୍ତାହରେ ବ୍ୟାଙ୍କକ୍‌ଠାରେ ହେବାକୁଥିବା ଏସିଆନ ଆଥଲେଟିକ୍ସ ଚାମ୍ପିୟନଶିପ୍‌ ପାଇଁ ତାଙ୍କୁ ଭାରତୀୟ ଦଳରୁ ଓହରିଯିବାକୁ ହେବ। ପଟିଆଲାସ୍ଥିତ...

ଜୁଲାଇ ୨୨ ଯାଏ ଆଇଓଏକୁ ମହଲତ

ନୂଆଦିଲ୍ଲୀ,୯ା୭(ପି.ଟି.): ଏସିଆନ ଗେମ୍ସ ଓ ବିଶ୍ୱ କୁସ୍ତି ଚାମ୍ପିୟନଶିପ୍‌ର ଟ୍ରାଏଲ୍ସକୁ ନେଇ ଭାରତୀୟ ଅଲିମ୍ପିକ୍ସ ଆସୋସିଏଶନ (ଆଇଓଏ) ଦ୍ୱାରା ନିଯୁକ୍ତ ଆଡ୍‌ହକ ପ୍ୟାନେଲକୁ ଏକ ସପ୍ତାହର ମହଲତ ଦେଇଛି ଅଲିମ୍ପିକ୍‌ କାଉନ୍‌ସିଲ୍‌ ଅଫ୍‌ ଏସିଆ(ଓସିଏ)। ପୂର୍ବରୁ ଜୁଲାଇ ୧୫ ତାରିଖ...

ଭାରତ ବିପକ୍ଷ ପ୍ରଥମ ଟେଷ୍ଟ ପାଇଁ ଦଳ ଘୋଷଣା କଲା ୱେଷ୍ଟଇଣ୍ଡିଜ

ନୂଆଦିଲ୍ଲୀ,୮।୭: ୧୨ଜୁଲାଇରୁ ଭାରତ ବିପକ୍ଷ ୨ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ପାଇଁ କ୍ରିକେଟ ୱେଷ୍ଟଇଣ୍ଡିଜ ପ୍ରଥମ ଟେଷ୍ଟ ପାଇଁ ୧୩ ଜଣିଆ ଦଳ ଘୋଷଣା କରିଛ। ଡୋମିନିକା ଗ୍ରାଉଣ୍ଡରେ ଅନୁଷ୍ଠିତ ହେବାକୁ ଥିବା ଏହି ଟେଷ୍ଟ ମ୍ୟାଚ ରେ,...

ଭାରତୀୟ ଦଳରେ ଅମିତ, ନିଲମ

ନୂଆଦିଲ୍ଲୀ, ୮।୭: ସ୍ପାନିଶ୍‌ ହକି ଫେଡେରେଶନର ଶତବାର୍ଷିକୀ ଉପଲକ୍ଷେ ଏକ ଅନ୍ତର୍ଜାତୀୟ ଟୁର୍ନାମେଣ୍ଟ ସ୍ପେନ୍‌ର ଟେରାସାଠାରେ ଚଳିତ ମାସ ୨୫ରୁ ୩୦ ପର୍ଯ୍ୟନ୍ତ ହେବାକୁ ଯାଉଛି। ଏଥିରେ ଆୟୋଜକ ସ୍ପେନ୍‌ ସମେତ ଭାରତ, ଇଂଲଣ୍ଡ ଓ ନେଦରଲାଣ୍ଡ୍ସ ଅଂଶଗ୍ରହଣ କରିବେ।...

ଓଡ଼ିଶା ଦଳକୁ ୩ ରୌପ୍ୟ, ୧ ବ୍ରୋଞ୍ଜ

ଭୁବନେଶ୍ୱର, ୮ା୭,(ବିଜୟ ରଣା): ଦ୍ୱାଦଶ ଜାତୀୟ ଭୋବିନାମ ମାର୍ଶାଲ ଆଟର୍‌ସ ଚାମ୍ପିୟନଶିପ୍‌ ତେଲେଙ୍ଗାନାର ହାଇଦ୍ରାବାଦସ୍ଥିତ ଶାଲିମାର ହଲ୍‌ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଦେଶର ୧୬ଟି ରାଜ୍ୟରୁ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ଏଥିରେ ଓଡ଼ିଶା ଭୋବିନାମ ଆସୋସିଏଶନ ମୁଖ୍ୟ ତଥା...

ବିସିସିଆଇ ଆପେକ୍ସ କାଉନ୍‌ସିଲ ବୈଠକ

ମୁମ୍ବାଇ, ୮।୭(ପି.ଟି.): ଗତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ବହୁଚର୍ଚ୍ଚିତ ‘ଇମ୍ପାକ୍ଟ ପ୍ଲେୟର’ ନିୟମକୁ ଆସନ୍ତା ଅକ୍ଟୋବର ୧୬ରୁ ଆରମ୍ଭ ହେବାକୁଥିବା ସୟଦ ମୁସ୍ତାକ ଅଲି ଟି୨୦ ଟ୍ରଫିରେ ଲାଗୁ କରାଯିବ। ଶୁକ୍ରବାର ଏଠାରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ...

ପେସ୍‌ ବୋଲର ପ୍ରତିଭା ଅନ୍ବେଷଣ ଶିବିର ଉଦ୍‌ଯାପିତ

କଟକ,୮ା୭, (ସୁପ୍ରିୟା ପ୍ରିୟଦର୍ଶିନୀ): ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ଆନୁକୂଲ୍ୟରେ ବାରବାଟୀ ଷ୍ଟାଡିୟମ ଏବଂ ସଚିନ ତେନ୍ଦୁଲକର ଇନଡୋର ହଲ ପରିସରରେ ପେସ ବୋଲର ପ୍ରତିଭା ଅନ୍ବେଷଣ ଶିବିର ଶୁକ୍ରବାର ଉଦ୍‌ଯାପିତ ହୋଇଛି। ୩ଦିନିଆ ଉକ୍ତ ଶିବିରରେ ମୋଟ ୫୮୮...

ଚତୁର୍ଥ ରାଉଣ୍ଡରେ ଆଜାରେଙ୍କା

ଲଣ୍ଡନ, ୮।୭: ଚଳିତ ଓ୍ବିମ୍ବେଲଡନ ଗ୍ରାଣ୍ଡସ୍ଲାମ ମହିଳା ସିଙ୍ଗଲ୍ସର ଚତୁର୍ଥ ରାଉଣ୍ଡରେ ପ୍ରବେଶ କରିଛନ୍ତି ଭିକ୍ଟୋରିଆ ଆଜାରେଙ୍କା। ଶୁକ୍ରବାର ଅନୁଷ୍ଠିତ ତୃତୀୟ ରାଉଣ୍ଡରେ ୧୯ତମ ସିଡ୍‌ ଆଜାରେଙ୍କା ୧୧ତମ ସିଡ୍‌ ଡାରିଆ କାସାଟକିନାଙ୍କୁ ୬-୨, ୬-୪ ସେଟ୍‌ରେ ପରାସ୍ତ କରିଛନ୍ତି।...

୪୨ବର୍ଷରେ ପଦାର୍ପଣ କଲେ ଧୋନୀ

ନୂଆଦିଲ୍ଲୀ, ୮ା୭ (ପି.ଟି.): ଭାରତର ପୂର୍ବତନ କ୍ରିକେଟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଶୁକ୍ରବାର ୪୨ ବର୍ଷରେ ପଦାର୍ପଣ କରିଛନ୍ତି। ଏଥିପାଇଁ ସଚିନ ତେନ୍ଦୁଲକର, ହରଭଜନ ସିଂ ଓ ବୀରେନ୍ଦ୍ର ସେହ୍ବାଗ ଭଳି ଭାରତୀୟ କିମ୍ବଦନ୍ତୀଙ୍କ ସମେତ ସମଗ୍ର ବିଶ୍ୱର...

ସିନ୍ଧୁ, ସେନ୍‌ କ୍ୱାର୍ଟର ଫାଇନାଲରେ

କାଲଗାରି, ୮ା୭ (ପି.ଟି.): ଭାରତର ଦୁଇ ଷ୍ଟାର ବ୍ୟାଡ୍‌ମିଣ୍ଟନ ଖେଳାଳି ପି.ଭି. ସିନ୍ଧୁ ଓ ଲକ୍ଷ୍ୟ ସେନ୍‌ ଏଠାରେ ଚାଲିଥିବା କାନାଡା ଓପନ ସୁପର ୫୦୦ ଟୁର୍ନାମେଣ୍ଟର ଯଥାକ୍ରମେ ମହିଳା ଓ ପୁରୁଷ କ୍ୱାର୍ଟରଫାଇନାଲରେ ପ୍ରବେଶ କରିଛନ୍ତି। ସିନ୍ଧୁ ବିପକ୍ଷ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri