ଖେଳ

ଅବଶିଷ୍ଟ ଆଶେସରୁ ବାଦ୍‌ ପଡ଼ିଲେ ଲିଅନ

ଲଣ୍ଡନ,୪ା୭ (ପି.ଟି.): ଡାହାଣ ପେଣ୍ଡାରେ ଆଘାତ ଯୋଗୁ ଅଷ୍ଟ୍ରେଲିଆର ପ୍ରମୁଖ ସ୍ପିନର ନାଥାନ ଲିଅନ୍‌ ଇଂଲଣ୍ଡ ବିପକ୍ଷ ଅବଶିଷ୍ଟ ଆଶେସ ସିରିଜରୁ ବାଦ୍‌ ପଡ଼ିଛନ୍ତି। ରବିବାର ଶେଷ ହୋଇଥିବା ଦ୍ୱିତୀୟ ଆଶେସ ଟେଷ୍ଟର ଦ୍ୱିତୀୟ ଦିବସରେ ଫିଲ୍ଡିଂ କରୁଥିବା ଏହି...

ରାଉରକେଲା, ଭଦ୍ରକ ବିଜୟୀ

ଭୁବନେଶ୍ୱର, ୪।୭, (ସରୋଜ ଜେନା): ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ଆନୁକୂଲ୍ୟରେ ଅନୁଷ୍ଠିତ ଆନ୍ତଃଜିଲ୍ଲା ମହିଳା କ୍ରିକେଟ ଟୁର୍ନାମେଣ୍ଟର ଦ୍ୱିତୀୟ ପର୍ଯ୍ୟାୟରେ ସୋମବାର ବିଜୟୀ ହୋଇଛନ୍ତି ରାଉରକେଲା ଓ ଭଦ୍ରକ। ରେଭେନ୍ସା ଗ୍ରାଉଣ୍ଡ-୧ରେ ଅନଷ୍ଠେିତ ପ୍ରଥମ ମ୍ୟାଚରେ ରାଉରକେଲା ୧୦...

କ୍ୱାର୍ଟରରେ ଓଡ଼ିଶା

ଭୁବନେଶ୍ୱର, ୪ା୭,(ସରୋଜ ଜେନା): ରାଉରକେଲାର ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଅନୁଷ୍ଠିତ ଜାତୀୟ ଜୁନିୟର ମହିଳା ହକି ଚାମ୍ପିୟନଶିପ୍‌ର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି ଓଡ଼ିଶା। ସୋମବାର ତାମିଲନାଡୁକୁ ୪-୦ରେ ହରାଇ ଦଳ କ୍ୱାର୍ଟରlରେ ସ୍ଥାନ ସୁରକ୍ଷିତ କରିଛି। ଘରୋଇ...

ଭାରତୀୟ ଦଳରେ ଓଡ଼ିଶାର ମହମ୍ମଦ ରାଜା

ଭୁବନେଶ୍ୱର, ୪।୭,(ତପନ ସ୍ବାଇଁ): ବାହାରିନର ମାନାମାଠାରେ ଏଫ୍‌ଆଇଭିବି (ଅନ୍ତର୍ଜାତୀୟ ଭଲିବଲ ଫେଡେରେଶନ) ୨୧ ବର୍ଷରୁ କମ୍‌ ପୁରୁଷ ଭଲିବଲ ବିଶ୍ୱ ଚାମ୍ପିୟନଶିପ୍‌ ଚଳିତ ମାସ ୮ରୁ ୧୬ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏଥିପାଇଁ ସୋମବାର ଭାରତୀୟ ଭଲିବଲ ଦଳ ମନୋନୟନ...

ସ୍ବିଟେକ୍‌, ପେଗୁଲା, ଜୋକୋଭିଚ୍‌ଙ୍କ ବିଜୟ

ଓ୍ବିମ୍ବେଲଡନ୍‌, ୪ା୭: ଟେନିସ୍‌ର ସର୍ବପୁରାତନ ଗ୍ରାଣ୍ଡସ୍ଲାମ ଇଭେଣ୍ଟ ସୋମବାର ଆରମ୍ଭ ହୋଇଛି। ଏହି ଗ୍ରାସକୋର୍ଟ ଟୁର୍ନାମେଣ୍ଟର ପ୍ରଥମ ଦିନରେ ମହିଳା ଖେଳାଳିଙ୍କ ମଧ୍ୟରେ ଇଗା ସ୍ବିଟେକ୍‌, ଭିକ୍ଟୋରିଆ ଆଜାରେଙ୍କା ଓ ଜେସିକା ପେଗୁଲା ବିଜୟରୁ ଅଭିଯାନ ଆରମ୍ଭ କରିଛନ୍ତି। ସେହିପରି...

ଏମ୍‌ସିସିର ୩ ସଦସ୍ୟ ସସ୍‌ପେଣ୍ଡ

ନୂଆଦିଲ୍ଲୀ, ୪ା୭(ପି.ଟି.): ଜନି ବେୟାରଷ୍ଟୋଙ୍କ ବିବାଦୀୟ ରନ୍‌ ଆଉଟ ମାମଲାରେ କ୍ରିକେଟର ନିୟମ ପ୍ରଣେତା ମେରିଲବୋନ୍‌ କ୍ରିକେଟ କ୍ଲବ୍‌(ଏମ୍‌ସିସି) ପକ୍ଷରୁ ଏହାର ୩ ଜଣ ସଦସ୍ୟଙ୍କୁ ସସ୍‌ପେଣ୍ଡ କରାଯାଇଛି। ଲଡର୍‌ସରେ ଅନୁଷ୍ଠିତ ଆଶେସ୍‌ ସିରିଜ୍‌ର ଦ୍ୱିତୀୟ ଟେଷ୍ଟ ମ୍ୟାଚର ଚତୁର୍ଥ...

ବେଙ୍ଗାଲୁରୁ ପାଇଁ ଆଉ ଏକ ବର୍ଷ ଖେଳିବେ ଛେତ୍ରୀ

ବେଙ୍ଗାଲୁରୁ, ୪ା୭ (ପି.ଟି.): ଭାରତୀୟ ଫୁଟ୍‌ବଲ ଆଇକନ ସୁନୀଲ ଛେତ୍ରୀ ସୋମବାର ବେଙ୍ଗାଲୁରୁ ଏଫ୍‌ସି ସହ ଅତିରିକ୍ତ ବର୍ଷର ବିକଳ୍ପ ସହିତ ଏକ ନୂଆ ବର୍ର୍ଷିକିଆ ଚୁକ୍ତି କରିଛନ୍ତି। ବର୍ତ୍ତମାନର ସକ୍ରିୟ ଖେଳାଳିଙ୍କ ମଧ୍ୟରେ ଛେତ୍ରୀ ବିଶ୍ୱର ତୃତୀୟ ସର୍ବାଧିକ...

ଓ୍ବିମ୍ବେଲଡନରୁ ଓହରିଲେ କିର୍‌ଗିଓସ

ଓ୍ବିମ୍ବଲଡନ, ୪ା୭ (ଏପି): କଚଟିରେ ଆଘାତପ୍ରାପ୍ତ ଯୋଗୁ ଗତଥରର ରନରଅପ୍‌ ନିକ୍‌ କିର୍‌ଗିଓସ ଓ୍ବିମ୍ବେଲଡନ ଗ୍ରାଣ୍ଡସ୍ଲାମ ଟେନିସ ପ୍ରତିଯୋଗିତାରୁ ଓହରିଯାଇଛନ୍ତି। ଅଲ ଇଂଲଣ୍ଡ କ୍ଲବଠାରେ ଗତବର୍ଷ ସେ ପ୍ରଥମଥର ଏକ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟର ଫାଇନାଲରେ ପହଞ୍ଚତ୍ଥିଲେ। ଏଥର ପୁରୁଷ ବିଭାଗରେ...

ଭାରତ-କୁଏଟ୍‌ ଟକ୍କର

ବେଙ୍ଗାଲୁରୁର ଶ୍ରୀ କାନ୍ତିରଭା ଷ୍ଟାଡିୟମରେ ମଙ୍ଗଳବାର ଚଳିତ ସାଫ୍‌ ଫୁଟବଲ ଚାମ୍ପିୟନଶିପ୍‌ର ଫାଇନାଲ ଭାରତ ଓ କୁଏଟ୍‌ ମଧ୍ୟରେ ଅନୁଷ୍ଠିତ ହେବ। ଦୁଇଟି ଯାକ ଦଳ ଫର୍ମରେ ଥିବାରୁ ମୁକାବିଲା ସଂଘର୍ଷପୂର୍ଣ୍ଣ ହେବା ଆଶା ରହିଛି। ଭାରତ ଟୁର୍ନାମେଣ୍ଟର ସବୁଠାରୁ...

ଦିନିକିଆ ବିଶ୍ୱକପରେ ଏ ପର୍ଯ୍ୟନ୍ତ ସର୍ବାଧିକ ରନ କରିଛନ୍ତି ସଚିନ, ଜାଣନ୍ତୁ କେତେ ନମ୍ବରରେ ବିରାଟ

ନୂଆଦିଲ୍ଲୀ,୩।୭: ଦିନିକିଆ ବିଶ୍ୱକପ ୨୦୨୩ର କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ଏଥର ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ ଅକ୍ଟୋବର ୫ରେ ଅହମ୍ମଦାବାଦରେ ଖେଳାଯିବ। ଅକ୍ଟୋବର ୮ରେ ଚେନ୍ନାଇରେ ଅଷ୍ଟ୍ରେଲିଆ ବିପକ୍ଷରେ ଟିମ ଇଣ୍ଡିଆ ପ୍ରଥମ ମ୍ୟାଚ ଖେଳିବ। ଯଦି ଆପଣ ଭାରତୀୟ ଦଳର...

ମହାକାଳଙ୍କ ଦର୍ଶନ ପାଇଁ ସ୍ତ୍ରୀଙ୍କ ସହ ଉଜୈନରେ ପହଞ୍ଚିଲେ ଉମେଶ ଯାଦବ

ଭୋପାଳ,୩।୭: ଭାରତୀୟ କ୍ରିକେଟ ଦଳର ଖେଳାଳି ଉମେଶ ଯାଦବ ତାଙ୍କ ସ୍ତ୍ରୀ ତାନ୍ୟା ବାଧବାଙ୍କ ସହ ଉଜୈନରେ ପହଞ୍ଚି ମହାକାଳଙ୍କୁ ଦର୍ଶନ କରିଛନ୍ତି। ମହାକାଳଙ୍କ ଦର୍ଶନ ପରେ ସେ ସୋସିଆଲ ମିଡିଆରେ ଫଟୋ ଶେୟାର କରିଛନ୍ତି। ତେବେ ଉମେଶ ଶ୍ରାବଣ...

ଶେଷ ଅଭ୍ୟାସ ମ୍ୟାଚ୍‌ ଖେଳିବା ପୂର୍ବରୁ ଓହରିଗଲେ ସମସ୍ତ ଖେଳାଳି

କେପ୍‌ଟାଉନ୍‌, ୩ା୭: ମହିଳା ବିଶ୍ୱକପ ପାଇଁ ଦକ୍ଷିଣ ଆଫ୍ରିକା ଫୁଟବଲ ଦଳ ଏହାର ଶେଷ ଅଭ୍ୟାସ ମ୍ୟାଚ୍‌ ଖେଳିବା ପୂର୍ବରୁ ସମସ୍ତ ଖେଳାଳି ଓହରି ଯାଇଥିଲେ। ବେତନ ମିଳୁ ନ ଥିବା କାରଣରୁ ବୋଷ୍ଟଓ୍ବାନା ବିପକ୍ଷ ମ୍ୟାଚ୍‌ ପୂର୍ବରୁ ଏହି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri