ଖେଳ

ଆଜି ଭାରତ-ଓ୍ବେଷ୍ଟଇଣ୍ଡିଜ୍‌ ପ୍ରଥମ ଟି-୨୦: ଜାଣନ୍ତୁ କେତେବେଳେ, କେଉଁଠି ଦେଖିପାରିବେ ମ୍ୟାଚ୍‌

ତ୍ରିନିଦାଦ,୩।୮: ୱେଷ୍ଟଇଣ୍ଡିଜ ବିପକ୍ଷ ୩ଟି ଦିନିକିଆ ସିରିଜକୁ ଭାରତ ୨-୧ରେ ଜିତିଛି। ଏଥିସହିତ ବର୍ତ୍ତମାନ ଟି-୨୦ ସିରିଜରେ ଉଭୟ ଦଳ ମୁହାଁମୁହିଁ ହେବେ। ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ୨ ଟି ଟି-୨୦ ମ୍ୟାଚ ଖେଳାଯିବ। ଏହି ସିରିଜର ପ୍ରଥମ...

ଶ୍ରେୟସ ଆୟର-କେ.ଏଲ ରାହୁଲ ଏସିଆ କପ ଖେଳିବା ନେଇ ଆଶଙ୍କା…

କୋଲକାତା,୩।୮ : ଏସିଆ କପ ୨୦୨୩ ପୂର୍ବରୁ ଭାରତୀୟ ଦଳ ପାଇଁ ଖରାପ ଖବର ସାମ୍ନାକୁ ଆସିଛି। ଆଇସିସି ବିଶ୍ୱକପ ପୂର୍ବରୁ ଏହି ଟୁର୍ନାମେଣ୍ଟ ଖେଳାଳିଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଉଛି। ସେପ୍ଟେମ୍ବର ୩୦ରୁ ଏସିଆ କପ ଆରମ୍ଭ ହେବ...

ଭାରତୀୟ ଯୁବ ଖେଳାଳିଙ୍କ ପାଇଁ ଉପଯୁକ୍ତ ପ୍ଲାଟଫର୍ମ

ଟରୌବା (ତ୍ରିନିଦାଦ), ୩ା୮ (ପି.ଟି.): ମଙ୍ଗଳବାର ସମାପିତ ଓ୍ବେଷ୍ଟଇଣ୍ଡିଜ୍‌ ବିପକ୍ଷ ଦିନିକିଆ ସିରିଜ୍‌କୁ ୨-୧ରେ ଜିତିବା ପରେ ୫ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ ଖେଳିବାକୁ ଯାଉଛି ଭାରତ। ମଙ୍ଗଳବାର ତ୍ରିନିଦାଦର ବ୍ରାଏନ୍‌ ଲାରା ଷ୍ଟାଡିୟମରେ ଅନୁଷ୍ଠିତ ଅନ୍ତିମ ମ୍ୟାଚ୍‌ରେ...

ରାଜ୍ୟସ୍ତରୀୟ ପ୍ରତିଭା ଅନ୍ବେଷଣ ଆରମ୍ଭ

ଭୁବନେଶ୍ୱର, ୩।୮ (ତପନ ସ୍ବାଇଁ): ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ବୁଧବାରଠାରୁ ରାଜ୍ୟସ୍ତରୀୟ ପ୍ରତିଭା ଅନ୍ବେଷଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। କ୍ରୀଡ଼ା କ୍ଷେତ୍ରରେ ବିଶେଷ ଦକ୍ଷତା ଥିବା ପ୍ରତିଭାଙ୍କୁ ଖୋଜି ବାହାର କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ। ପ୍ରଥମ ଦିବସରେ...

ଆଥଲେଟିକ୍ସରେ ବ୍ରୋଞ୍ଜ୍‌ରୁ ଭାରତର ଅଭିଯାନ

ଚେଙ୍ଗଡୁ, ୩।୮: ଏଠାରେ ଚାଲିଥିବା ଓ୍ବାଲର୍‌ଡ ୟୁନିଭର୍ସିଟି ଗେମ୍ସର ଆଥଲେଟିକ୍ସ ଇଭେଣ୍ଟରେ ବୁଧବାର ଭାରତର ଅଭିଯାନ ଆରମ୍ଭ ହୋଇଛି। ପ୍ରଥମ ଦିବସରେ ଭବାନୀ ଯାଦବ ଭଗବତୀ ମହିଳା ଲଙ୍ଗଜମ୍ପ ଇଭେଣ୍ଟରେ ବ୍ରୋଞ୍ଜ ପଦକ ପାଇଛନ୍ତି। ସେ ୬.୩୨ ମିଟର ଜମ୍ପକରି...

ଜିଆନ୍‌ଲୁଗି ବଫନଙ୍କ ଅବସର

ପାର୍ମା,୩ା୮(ପି.ଟି.): ଇଟାଲୀ ଦଳର ବିଶ୍ୱ ବିଜୟୀ ଗୋଲକିପର ତଥା ଜୁଭେଣ୍ଟସ ପକ୍ଷରୁ ଦୀର୍ଘ ବର୍ଷ ଧରି ଖେଳିଥିବା ଜିଆନ୍‌ଲୁଗି ବଫନ ୪୫ ବର୍ଷ ବୟସରେ କ୍ଲବ୍‌ ଫୁଟବଲରୁ ଅବସର ଗ୍ରହଣ କରିଛନ୍ତି। ବିଶ୍ୱର ଶ୍ରେଷ୍ଠ ଗୋଲକିପର ଭାବରେ ପରିଗଣିତ ହେଉଥିବା...

୪ରୁ ଆରମ୍ଭ, ଭାଗନେବେ ୧୯ ଦଳ

ଭୁବନେଶ୍ୱର, ୩।୮ (ତପନ ସ୍ବାଇଁ): ଭୁବନେଶ୍ୱର ଆଥଲେଟିକ୍‌ ଆସୋସିଏଶନ ଆନୁକୂଲ୍ୟରେ ଗତିକୃଷ୍ଣ ମେମୋରିଆଲ ଭୁବନେଶ୍ୱର ‘ବି’ ଡିଭିଜନ ଫୁଟବଲ ଲିଗ୍‌ ଚଳିତ ମାସ ୪ ତାରିଖରୁ ଆରମ୍ଭ ହେବ। ମ୍ୟାଚଗୁଡ଼ିକ ୟୁନିଟ-୧ ହାଇସ୍କୁଲ ସଂଲଗ୍ନ ଖେଳପଡ଼ିଆରେ ଅନୁଷ୍ଠିତ ହେବ। ପ୍ରତିଯୋଗିତାରେ...

ଭାରତ ଫେଭରାଇଟ

ଏସିଆନ୍‌ ଚାମ୍ପିୟନ୍ସ ଟ୍ରଫି ହକିର ୭ମ ସଂସ୍କରଣ ଗୁରୁବାରଠାରୁ ଚେନ୍ନାଇରେ ଆରମ୍ଭ ହେବାକୁ ଯାଉଛି। ପ୍ରତିଯୋଗିତାରେ ଏସିଆର ୬ଟି ଶ୍ରେଷ୍ଠ ଦଳ ଅଂଶଗ୍ରହଣ କରିବେ। ବିଶ୍ୱ ର଼୍ୟାଙ୍କିଙ୍ଗ୍‌ର ୪ ନମ୍ବରରେ ଥିବା ଭାରତ ଏଥର ଟାଇଟଲ ଫେଭରାଇଟ ବିବେଚିତ ହେଉଛି।...

ଓଡ଼ିଶାରୁ ୪ ଖେଳାଳି

ଭୁବନେଶ୍ୱର,୩ା୮ (ସରୋଜ ଜେନା): ଇଂଲଣ୍ଡର ଶେଫିଲ୍ଡରେ ଅନୁଷ୍ଠିତ ଚତୁଃରାଷ୍ଟ୍ରୀୟ ଟୁର୍ନାମେଣ୍ଟ ବୁଧବାର ଠାରୁ ଆରମ୍ଭ ହୋଇଛି। ଏଥିରେ ଓଡ଼ିଶାରୁ ୪ ଜଣ ଖେଳାଳି ଅଂଶଗ୍ରହଣ କରୁଛନ୍ତି। ଅଗଷ୍ଟ୨ରୁ ୬ ତାରିଖ ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ଏହି ଟୁର୍ନାମେଣ୍ଟରେ ଅଲିମ୍ପିକ୍‌ ସ୍ବର୍ଣ୍ଣ...

ବିଶ୍ୱ ଚାମ୍ପିୟନଶିପ୍‌ରେ ଅଂଶଗ୍ରହଣ କରିବେ କିଶୋର

ନୂଆଦିଲ୍ଳୀ,୩ା୮(ପି.ଟି.): ହଙ୍ଗେରୀର ବୁଦାପେଷ୍ଟରେ ହେବାକୁ ଥିବା ବିଶ୍ୱ ଚାମ୍ପିୟନଶିପ୍‌ ପାଇଁ ୪ ଜଣ ଜାଭେଲିନ୍‌ ଥ୍ରୋୟର ଯୋଗ୍ୟତା ଅର୍ଜନ କରିଥିବା ବେଳେ ଏହା ମଧ୍ୟରେ ସାମିଲ ଅଛନ୍ତି ଓଡ଼ିଶାର କିଶୋର ଜେନା। ଭାରତରୁ ୪ ଜଣ ଜାଭେଲିନ୍‌ ଥ୍ରୋୟର ଯୋଗ୍ୟତା...

ବ୍ରାଜିଲ, ଇଟାଲୀର ବିଦାୟ

ହାମିଲଟନ୍‌,୩ା୮(ପି.ଟି.): ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡରେ ଅନୁଷ୍ଠିତ ମହିଳା ଫୁଟବଲ ବିଶ୍ୱକପରେ ବୁଧବାର କିଛି ବଡ଼ ବିପର୍ଯ୍ୟୟ ଦେଖିବାକୁ ମିଳିଛି। ବ୍ରାଜିଲ ଓ ଇଟାଲୀ ପରି ଶକ୍ତିଶାଳୀ ଦଳ ଟୁର୍ନାମେଣ୍ଟରୁ ବାଦ ପଡିଥିବା ବେଳେ ପ୍ରଥମ ଥର ପାଇଁ ନକ୍‌ଆଉଟରେ ପ୍ରବେଶ...

୨୦୨୪ ଆଇପିଏଲ: ଭାରତ ବଦଳରେ ହୋଇପାରେ ୟୁଏଇରେ !…

କୋଲକାତା,୨।୮ : କ୍ରିକେଟ କରିଡରରେ ଆଲୋଚନା ଚାଲିଛି ଆଇପିଏଲ ୨୦୨୪ ଭାରତରେ ଖେଳାଯିବ ନାହିଁ। ଯଦିଓ ଟୁର୍ନାମେଣ୍ଟରେ ବହୁତ ସମୟ ଅଛି, କିନ୍ତୁ ୨୦୨୪ ମସିହାରେ ହେବାକୁ ଥିବା ଲୋକସଭା ନିର୍ବାଚନ ଯୋଗୁ ବିସିସିଆଇକୁ ଆଗାମୀ ଆଇପିଏଲ ସିଜିନକୁ ବିଦେଶକୁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri