ଖେଳ

ହାରିଲେ ଏଭଳି କୁହନ୍ତି ଲୋକେ: କପିଲ ଦେବଙ୍କୁ ଜାଡେଜାଙ୍କ ଜବାବ…

କୋଲକାତା,୧।୮ : ନିକଟରେ ଏକ ସାକ୍ଷାତକାରରେ ଭାରତର ପୂର୍ବତନ ଅଧିନାୟକ କପିଲ ଦେବ ଟିମ ଇଣ୍ଡିଆର କିଛି ଖେଳାଳିଙ୍କୁ ଅହଂକାରୀ ବୋଲି ଅଭିହିତ କରିଥିଲେ। ସେ କହିଥିଲେ ଟଙ୍କା ଆସିବା ପରେ କିଛି ଖେଳାଳି ଅହଂକାର କରିଛନ୍ତି। ଖେଳାଳିମାନେ ଭାବୁଛନ୍ତି...

ଏସିଆ କପ୍‌ ପାଇଁ ସ୍ଥିର ହୋଇସାରିଛି ଟିମ୍‌ ଇଣ୍ଡିଆର ପ୍ଲେ-୧୧! ଜାଡେଜା କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୧।୮: ୱେଷ୍ଟଇଣ୍ଡିଜ ବିପକ୍ଷରେ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଖେଳିବା ପରେ ଭାରତୀୟ ଦଳ ଏସିଆ କପ୍‌ରେ ପରବର୍ତ୍ତୀ ୫୦ ଓଭର ମ୍ୟାଚ ଖେଳିବ। ଆଗାମୀ ଦିନିକିଆ ବିଶ୍ୱକପକୁ ଧ୍ୟାନରେ ରଖି ଟିମ ଇଣ୍ଡିଆ ପାଇଁ ଏସିଆ କପ୍‌...

ନିର୍ଣ୍ଣାୟକ ମ୍ୟାଚ୍‌ରେ ସୂର୍ଯ୍ୟ, ସାମ୍‌ସନଙ୍କ ଉପରେ ନଜର

ଟରୌବା,୧।୮ ଭାରତ ଓ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ଚଳିତ ସିରିଜର ତୃତୀୟ ତଥା ଅନ୍ତିମ ଦିନିକିଆ କ୍ରିକେଟ ମ୍ୟାଚ ମଙ୍ଗଳବାର ସ୍ଥାନୀୟ ବ୍ରାଏନ ଲାରା ଷ୍ଟାଡିୟମରେ ଅନୁଷ୍ଠିତ ହେବ। ଓ୍ବେଷ୍ଟଇଣ୍ଡିଜ ମାଟିରେ ପ୍ରଥମ ୨ଟି ଦିନିକିଆରେ ଭାରତର ପରୀକ୍ଷା ନିରୀକ୍ଷା କାମ...

ଭାରତ ବିପକ୍ଷ ଟି-୨୦ ସିରିଜ୍‌ ପାଇଁ ଓ୍ବେଷ୍ଟଇଣ୍ଡିଜ୍‌ ଦଳ ଘୋଷଣା

ତ୍ରିନିଦାଦ,୧।୮: ଦିନିକିଆ ସିରିଜ ପରେ ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳାଯିବ। ୩ ଅଗଷ୍ଟରୁ ଏହି ସିରିଜ ପାଇଁ ଟିମ ଇଣ୍ଡିଆ ଘୋଷଣା ହୋଇସାରିଛି। ଏବେ ୱେଷ୍ଟଇଣ୍ଡିଜ ମଧ୍ୟ ଟି-୨୦ ସିରିଜ ପାଇଁ...

ଶୁବମନ ଗିଲଙ୍କ ସମର୍ଥନରେ ବାହାରିଲେ ଦ୍ରାବିଡ

ତ୍ରିନିଦାଦ,୧।୮: ୱେଷ୍ଟଇଣ୍ଡିଜ ଗସ୍ତରେ ଶୁବମନ ଗିଲ କ୍ରମାଗତ ଭାବରେ ଫ୍ଲପ୍‌ ସାବ୍ୟସ୍ତ ହୋଇଛନ୍ତି। ୱେଷ୍ଟଇଣ୍ଡିଜ ବିପକ୍ଷ ଟେଷ୍ଟ ସିରିଜ ସହ ପ୍ରଥମ ଦୁଇଟି ଦିନିକିଆରେ ଆଶା କରାଯାଉଥିବା ପରି ପ୍ରଦର୍ଶନ କରିପାରି ନ ଥିଲେ ଗିଲ। ତେବେ ତାଙ୍କ ଖରାପ...

ଶେଷ ଟେଷ୍ଟରେ ଇତିହାସ ରଚିଲେ ବ୍ରଡ

ଲଣ୍ଡନ,୧।୮: ବିଶ୍ୱର ଶ୍ରେଷ୍ଠ ଟେଷ୍ଟ ବୋଲରମାନଙ୍କ ମଧ୍ୟରୁ ଅନ୍ୟତମ ଷ୍ଟୁଆର୍ଟ ବ୍ରଡ ଅନ୍ତର୍ଜାତୀୟ କ୍ରିକେଟକୁ ବିଦାୟ ଦେଇଛନ୍ତି। ପୂର୍ବରୁ ଅନ୍ତର୍ଜାତୀୟ ଦିନିକିଆ ଏବଂ ଟି-୨୦ରୁ ଅବସର ନେଇଥିବା ବ୍ରଡ ମଧ୍ୟ ଟେଷ୍ଟ କ୍ରିକେଟକୁ ବିଦାୟ ଦେଇଛନ୍ତି। ତେବେ, ତାଙ୍କର ଶେଷ...

ଓଡ଼ିଶାକୁ ୧ ସ୍ବର୍ଣ୍ଣ, ୨ ବ୍ରୋଞ୍ଜ

ଭୁବନେଶ୍ୱର, ୧।୮(ତପନ ସ୍ବାଇଁ): ଚଳିତ ମାସ ୨୯ ଓ ୩୦ ତାରିଖ ଦୁଇଦିନଧରି କୋଲକାତାର ନେତାଜୀ ଇନ୍‌ଡୋର ଷ୍ଟାଡିୟମରେ ଅନୁଷ୍ଠିତ ୭ମ ‘ଇଣ୍ଡିଆନ୍ସ ଚ୍ୟାଲେଞ୍ଜ୍‌ କପ୍‌’ ଅନ୍ତର୍ଜାତୀୟ କରାଟେ ପ୍ରତିଯୋଗିତାରେ ଓଡ଼ିଶାକୁ ୧ ସ୍ବର୍ଣ୍ଣ ଓ ୨ ବ୍ରୋଞ୍ଜ ପଦକ...

ଭାରତର ସର୍ବଶ୍ରେଷ୍ଠ ପ୍ରଦର୍ଶନ

ଚେଙ୍ଗଡୁ (ଚାଇନା), ୧ା୮ଚଳିତ ୩୧ତମ ଓ୍ବାଲର୍‌ଡ ୟୁନିଭର୍ସିଟି ଗେମ୍ସର ଚତୁର୍ଥ ଦିବସରେ ଭାରତୀୟ ୟୁନିଭର୍ସିଟି ଦଳର ପ୍ରତିଯୋଗୀମାନେ ତୀରନ୍ଦାଜୀ ଓ ଶୁଟିଂରେ ୨ଟି ଲେଖାଏ ସ୍ବର୍ଣ୍ଣ ପଦକ ଲାଭ କରିଥିବା ବେଳେ ଶୁଟିଂରେ ଗୋଟିଏ ରୌପ୍ୟ ଏବଂ ତୀରନ୍ଦାଜୀରେ ଗୋଟିଏ...

ବ୍ରିଜ୍‌ ଭୂଷଣଙ୍କ ଘନିଷ୍ଠ ସଞ୍ଜୟ ସଭାପତି ପ୍ରାର୍ଥୀ

ନୂଆଦିଲ୍ଲୀ, ୧ା୮:ସ୍ଥାନୀୟ ଅଲିମ୍ପିକ ଭବନରେ ଭାରତୀୟ କୁସ୍ତି ମହାସଂଘ (ଡବ୍ଲ୍ୟୁଏଫ୍‌ଆଇ) ର ବିଭିନ୍ନ ପଦବୀ ପାଇଁ ସୋମବାର ପ୍ରାର୍ଥୀପତ୍ର ଦାଖଲର ଅନ୍ତିମ ଦିବସ ରହିଥିଲା। ସଭାପତି ପଦବୀ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଥିବା ୪ଜଣଙ୍କ ମଧ୍ୟରେ ବିଦାୟୀ ମୁଖ୍ୟ ବ୍ରିଜ...

ଓଭାଲ ଟେଷ୍ଟ ଜିତିଲା ଇଂଲଣ୍ଡ

ଲଣ୍ଡନ, ୧ା୮: କେନିଙ୍ଗଟନ୍‌ ଓଭାଲରେ ଅନୁଷ୍ଠିତ ପଞ୍ଚମ ଆଶେସ ଟେଷ୍ଟକୁ ଜିତି ନେଇଛି ଇଂଲଣ୍ଡ। କ୍ରିସ୍‌ ଓକ୍ସ ଓ ମୋଇନ୍‌ ଅଲୀଙ୍କ ଘାତକ ବୋଲିଂ ବଳରେ ଅଷ୍ଟ୍ରେଲିଆକୁ ୪୯ ରନ୍‌ରେ ପରାସ୍ତ କରିଛି ଇଂଲଣ୍ଡ। ଅନ୍ତିମ ଦିବସରେ ୨୪୯ ରନ୍‌...

ଏମ୍‌ଆଇ ନ୍ୟୁୟର୍କ ଚାମ୍ପିୟନ

ନୂଆଦିଲ୍ଳୀ, ୧ା୮:ମେଜର ଲିଗ୍‌ କ୍ରିକେଟ୍‌ର ପ୍ରଥମ ସଂସ୍କରଣରେ ଚାମ୍ପିୟନ ଆଖ୍ୟା ଅର୍ଜନ କରିଛି ଏମ୍‌ଆଇ ନ୍ୟୁୟର୍କ। ସୋମବାର ଅନୁଷ୍ଠିତ ଫାଇନାଲରେ ସିଅଟେଲ ଓକ୍ରାସକୁ ଦଳ ୬ ଉଇକେଟରେ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ସିଆଟେଲ ୯ ଉଇକେଟ ହରାଇ...

ବୁମ୍‌ରା ଅଧିନାୟକ

ନୂଆଦିଲ୍ଲୀ, ୧ା୮: ଡବ୍‌ଲିନଠାରେ ଆୟର୍ଲାଣ୍ଡ ବିପକ୍ଷରେ ଖେଳାଯିବାକୁଥିବା ୩ ମ୍ୟାଚ ବିଶିଷ୍ଟ ଅନ୍ତର୍ଜାତୀୟ ଟି୨୦ ସିରିଜ ପାଇଁ ଷ୍ଟାର ପେସ୍‌ ବୋଲର ଯଶପ୍ରୀତ ବୁମ୍‌ରା ଭାରତୀୟ ଦଳର ନେତୃତ୍ୱ ନେବେ। ବହୁ ଦିନ ଧରି ଆଘାତଜନିତ ସମସ୍ୟାରେ ରହିବା ପରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri