ଖେଳ

ଆଇପିଏଲ୍‌ ଫାଇନାଲ: ଅହମଦାବାଦରେ ବର୍ଷା

ଅହମଦାବାଦ,୨୮।୫: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଫାଇନାଲ ବର୍ଷା ଯୋଗୁ ବାଧାପ୍ରାପ୍ତ ହୋଇଛି। କ୍ରମାଗତ ବର୍ଷା ଲାଗି ରହିବା ଦ୍ୱାରା ଠିକ୍‌ ସମୟରେ ଟସ୍‌ ପଡ଼ି ପାରିନାହିଁ। ଫଳରେ ପିଚ୍‌କୁ କଭର କରି ରଖା ଯାଇଛି। କିଛି ସମୟ ବର୍ଷା...

ସାକ୍ଷୀଙ୍କ ଭିଡିଓ ଶେୟାର ପରେ ପ୍ରତିକ୍ରିୟା ରଖିଲେ ନୀରଜ

ନୂଆଦିଲ୍ଲୀ,୨୮ା୫: ନୂତନ ସଂସଦ ଭବନ ଉଦ୍‌ଘାଟନ ଅବସରରେ ଦେଶର ପ୍ରମୁଖ ରେସ୍‌ଲରଙ୍କୁ ଦିଲ୍ଲୀ ପୋଲସର ଦୁର୍ବ୍ୟବହାରକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଅଲିମ୍ପିକ୍ସ ଚାମ୍ପିୟନ ନୀରଜ ଚୋପ୍ରା ଓ ପୂର୍ବତନ କ୍ରିକେଟର ମନୋଜ ତିଓ୍ବାରୀ। ମହିଳା ମହାପଞ୍ଚାୟତ ସହିତ ଖେଳାଳିମାନେ ନୂତନ...

ଜନ୍ତର ମନ୍ତରରେ ଉତ୍ତେଜନା, କେତେଜଣ କୁସ୍ତିଯୋଦ୍ଧା ଅଟକ, ବଜରଙ୍ଗ ପୁନିଆ କହିଲେ ଆମକୁ ଗୁଳି କର

ନୂଆଦିଲ୍ଲୀ,୨୮।୫: ଦିଲ୍ଲୀର ଜନ୍ତର ମନ୍ତରରେ ନୂଆ ସଂସଦ ଭବନ ସାମ୍ନାରେ ରେସଲରମାନେ ମହାପଞ୍ଚାୟତ କରିବାକୁ ଯାଉଥିବା ସମୟରେ ପୋଲିସ ସେମାନଙ୍କୁ ଅଟକାଇ ଦେଇଛି। ଏହାପରେ ସେଠାରେ ଉତ୍ତେଜନା ପରିସ୍ଥିତି ଉପୁଜିଛି। କୁସ୍ତିଯୋଦ୍ଧାମାନେ ପୋଲିସ ବାରିକେଡକୁ ପାର ହୋଇ ଯିବାକୁ ଚେଷ୍ଟା...

ଆଇପିଏଲ ଟିମ ବିଜେତା ହେବେ ମାଲାମାଲ, ବାଜି ଲଗାଯାଇଛି କୋଟି କୋଟି ଟଙ୍କା

ନୂଆଦିଲ୍ଲୀ,୨୮।୫: ଗୁଜୁରାଟ ଟାଇଟାନ୍ସ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ରବିବାର ଆଇପିଏଲ ୨୦୨୩ର ଫାଇନାଲରେ ମୁକାବିଲା କରିବାକୁ ଯାଉଛନ୍ତି। ଏହି ସିଜନ ମାଧ୍ୟମରେ ଚେନ୍ନାଇ ଦଶମ ଥର ପାଇଁ ଆଇପିଏଲର ଫାଇନାଲରେ ପହଞ୍ଚି ଥିବାବେଳେ ଗୁଜରାଟ ଏହାର ଦୁଇ ସିଜନରେ...

ପ୍ରଥମ ମ୍ୟାଚ ଭଳି ଶେଷ ମ୍ୟାଚରେ ଜିଟି-ସିଏସକେ ଲଢ଼େଇ…

ଅହମଦାବାଦ,୨୮।୫ : ଆଇପିଏଲ ୨୦୨୩ର ୧୬ ତମ ସିଜନର ପ୍ରଥମ ମ୍ୟାଚ ଅହମଦାବାଦରେ  ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଗୁଜରାଟ ଟାଇଟାନ୍ସ(ଜିଟି) ଏବଂ ଚେନ୍ନାଇ ସୁପର କିଙ୍ଗ୍ସ(ସିଏସକେ)ର ମ୍ୟାଚରୁ ଆରମ୍ଭ ହୋଇଥିଲା। ସେହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଚେନ୍ନାଇ ୨୦...

ଚାମ୍ପିୟନ ଦୌଡ଼ରେ ଜିଟି, ସିଏସକେ: କାହାକୁ ସୁହାଇବ ଅହମଦାବାଦ ଷ୍ଟାଡିୟମ ?…

ଅହମଦାବାଦ,୨୭।୫ : ଆଇପିଏଲ ୨୦୨୩ର ଫାଇନାଲ ମ୍ୟାଚ ରବିବାର ସନ୍ଧ୍ୟା ସାଢ଼େ ୭ଟାରେ ଗୁଜରାଟର ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଗୁଜରାଟ ଟାଇଟାନ୍ସ(ଜିଟି) ଏବଂ ଚେନ୍ନାଇ ସୁପର କିଙ୍ଗ୍ସ(ସିଏସକେ) ମଧ୍ୟେ ଖେଳାଯିବ। ମ୍ୟାଚରେ ଗୁଜରାଟ ବ୍ୟାଟ୍ସମ୍ୟାନ ମାନେ ଆକ୍ରମଣାତ୍ମକ ହେବେ...

ଗୁଜରାଟ ଫାଇନାଲରେ ପହଞ୍ଚିବା ପଛରେ କାହାର ବଡ଼ ଭୂମିକା? ଜାଣନ୍ତୁ…

ନୂଆଦିଲ୍ଲୀ,୨୭।୫: ଇତିହାସ ସୃଷ୍ଟି କଲା ଗୁଜରାଟ ଟାଇଟାନ୍ସ(ଜିଟି)। ସେ ଆଇପିଏଲର କ୍ରମାଗତ ଦ୍ୱିତୀୟ ସିଜନର ଫାଇନାଲରେ ପ୍ରବେଶ କରିଛି। ଦ୍ୱିତୀୟ କ୍ୱାଲିଫାୟରରେ ମୁମ୍ବାଇ ଇଣ୍ଡିଆନ୍ସକୁ ୬୨ ରନରେ ହରାଇ ଗୁଜରାଟ ବିଜୟୀ ହୋଇଛି। ଦଳର ସାମଗ୍ରିକ ପ୍ରଦର୍ଶନ ଅନ୍ୟ ଦଳ...

ପ୍ରଥମଥର ପାଇଁ ଗର୍ଲଫ୍ରେଣ୍ଡଙ୍କ ସହ ନଜର ଆସିଲେ ପୃଥ୍ବୀ ଶ’

ନୂଆଦିଲ୍ଲୀ,୨୭।୫: ଆଇପିଏଲର ୧୬ତମ ସିଜନରେ ଯଦି କୌଣସି ଖେଳାଳିଙ୍କୁ ତାଙ୍କ ପ୍ରଦର୍ଶନ ଯୋଗୁ ସର୍ବାଧିକ ସମାଲୋଚନାର ସମ୍ମୁଖୀନ ହେବାକୁ ପଡୁଥିଲା, ତେବେ ସେ ଦିଲ୍ଲୀ କ୍ୟାପିଟାଲ (ଡିସି) ଖେଳାଳି ପୃଥ୍ବୀ ଶ’। ବର୍ତ୍ତମାନ ଲିଗ ପର୍ଯ୍ୟାୟ ସହିତ ଦଳର ଯାତ୍ରା...

ଆଇପିଏଲ୍‌ ୨୦୨୩ର ଟପ୍‌ ୫ ବ୍ୟାଟ୍ସମ୍ୟାନଙ୍କ ତାଲିକା ପ୍ରକାଶ କଲେ ସେହଓ୍ବାଗ୍‌: କୋହଲି, ଗିଲ୍‌ ପଡିଲେ ବାଦ୍‌

ନୂଆଦିଲ୍ଲୀ,୨୭।୫: ଆଇପିଏଲ୍‌ ୨୦୨୩ର ପ୍ଲେ ଅଫ୍‌ ମ୍ୟାଚ ଗତକାଲି ଅର୍ଥାତ୍‌ ଶୁକ୍ରବାର ଶେଷ ହୋଇଛି। ରବିବାର ଗୁଜୁରାଟ ଟାଇଟାନ୍ସ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ଫାଇନାଲ ମ୍ୟାଚ ଖେଳାଯିବ। ପ୍ରାୟ ଦୁଇମାସ ଧରି ୧୦ଟି ଦଳ ଆଇପିଏଲ୍‌ ଟ୍ରଫି...

ଶୁବମନ୍‌ ଗିଲ୍‌ଙ୍କ ଦ୍ରୁତ ଶତକ

ଅହମଦାବାଦ, ୨୭।୫: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ଶୁକ୍ରବାର ଅନୁଷ୍ଠିତ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ କ୍ୱାଲିଫାୟର-୨ରେ ଦ୍ରୁତ ଶତକ ହାସଲ କରିଛନ୍ତି ଗୁଜରାଟ ଟାଇଟନ୍ସର ଶୁବମନ ଗିଲ୍‌। ଫଳରେ ଗୁଜରାଟ ଟାଇଟନ୍ସ ୨୦ ଓଭରରେ ୩ ଉଇକେଟ ହରାଇ ୨୩୩ ରନ...

ଫାଇନାଲରେ ଭାରତ

ଭୁବନେଶ୍ୱର, ୨୭।୫, (କ୍ରୀଡ଼ା ପ୍ରତିନିଧି): ନେପାଳର କାଠମାଣ୍ଡୁରେ ଚାଲିଥିବା ଏନ୍‌ଏସ୍‌ସି କାଭା (ସେଣ୍ଟ୍ରାଲ ଏସିଆନ ଭଲିବଲ ଆସୋସିଏଶନ) ମହିଳା ଭଲିବଲ ଚ୍ୟାଲେଞ୍ଜ୍‌ କପ୍‌ର ଫାଇନାଲରେ ଭାରତ ପ୍ରବେଶ କରିଛି। ଶୁକ୍ରବାର ଅନୁଷ୍ଠିତ ସେମିଫାଇନାଲରେ ଭାରତ ୩-୦ (୨୫-୧୭, ୨୫-୨୦, ୨୫-୧୫)...

ପ୍ରୋ-ଲିଗ୍‌: ବେଲଜିୟମଠାରୁ ହାରିଲା ଭାରତ

ଲଣ୍ଡନ, ୨୭ା୫ (ପି.ଟି.): ଏଫ୍‌ଆଇଏ୍‌ ପ୍ରୋ-ଲିଗ୍‌ ହକିର ଏକ ତୀବ୍ର ପ୍ରତିଦ୍ୱନ୍ଦ୍ୱିତାମୂଳକ ମ୍ୟାଚରେ ବେଲଜିୟମ ୨-୧ ଗୋଲ୍‌ରେ ଭାରତକୁ ହରାଇ ଦେଇଛି। ଶୁକ୍ରବାର ଖେଳାଯାଇଥିବା ମ୍ୟାଚର ସମସ୍ତ ଗୋଲ୍‌ ପେନାଲ୍‌ଟି କର୍ନର ଜରିଆରେ ସ୍କୋର ହୋଇଥିଲା। ବିଶ୍ୱର ଦୁଇ ନମ୍ବର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri