ଖେଳ

ଭାରତୀୟ ଦଳର ଲଜ୍ଜାଜନକ ପରାଜୟ

ଢାକା,୧୬।୭: ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍‌ରେ ବାଂଲାଦେଶ ମହିଳା ଦଳ ୪୦ ରନ୍‌ରେ ଭାରତକୁ ପରାସ୍ତ କରିଛି। ଦିନିକିଆ କ୍ରିକେଟ ଇତିହାସରେ ପ୍ରଥମ ଥର ପାଇଁ ଟିମ ଇଣ୍ଡିଆ ବାଂଲାଦେଶଠାରୁ ଏକ ମ୍ୟାଚ ହାରିଛି। ଭାରତ ଟସ ଜିତି ପ୍ରଥମେ...

ଭୋର ୪ଟାରେ ବାପାଙ୍କୁ ଫୋନ୍‌ କରି ଏମିତି କହିଲେ ଯଶସ୍ବୀ ଜୟସ୍ବାଲ

ଡୋମିନିକା,୧୬।୭: ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଟେଷ୍ଟରେ ବାମହାତୀ ତାରକା ଭାରତୀୟ ବ୍ୟାଟ୍ସମ୍ୟାନ ଯଶସ୍ବୀ ଜୟସ୍ବାଲ ଅନ୍ତର୍ଜାତୀୟ ପଦାର୍ପଣ କରିଛନ୍ତି। ଜୟସ୍ବାଲଙ୍କ ଡେବ୍ୟୁ ମ୍ୟାଚ୍‌ରେ ଶତକ ହାସଲ କରିଥିଲେ। ତାଙ୍କ ଅନ୍ତର୍ଜାତୀୟ କ୍ୟାରିୟରର ପ୍ରଥମ ମ୍ୟାଚରେ ସେ ୧୬ ଚୌକା ଓ...

ଐତିହାସିକ ହେବାକୁ ଯାଉଛି ଭାରତ – ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯିବାକୁ ଥିବା ୨ୟ ଟେଷ୍ଟ, କାହିଁକି ଜାଣନ୍ତୁ…

ପୋର୍ଟ ଅଫ୍ ସ୍ପେନ୍, ୧୬। ୭: ଭାରତ ଏବଂ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମୁକାବିଲା ଶେଷ ହୋଇଥିବା ବେଳେ ଆସନ୍ତା ୨୦ରେ ଦ୍ବିତୀୟ ଟେଷ୍ଟ ଖେଳାଯିବ। ସିରିଜର ପ୍ରଥମ ମ୍ୟାଚକୁ ଜିତି ନେଇ...

ଜାତୀୟ ଦଳରେ ଚୟନ ପରେ ଧୋନୀଙ୍କୁ ମନେ ପକାଇଲେ ରିଙ୍କୁ ସିଂ, କହିଲେ…

ନୂଆଦିଲ୍ଲୀ, ୧୬। ୭: ଆଇପିଏଲ୍ ୨୦୨୩ରେ କୋଲକାତା ନାଇଟ୍ ରାଇଡର୍ସ ପକ୍ଷରୁ ଖେଳି ଜବରଦସ୍ତ ବ୍ୟାଟିଂ କରିଥିଲେ ବ୍ୟାଟ୍ସମ୍ୟାନ ରିଙ୍କୁ ସିଂ। ଏବେ ତାଙ୍କୁ ତାର ଫଳସ୍ବରୂପ ଟିମ୍ ଇଣ୍ଡିଆରେ ସ୍ଥାନ ମିଳିଛି। ଏସିଆନ୍ ଗେମ୍ସ ୨୦୨୩ ଲାଗି ଘୋଷଣା...

୨୦୨୪ ଆଇପିଏଲ ପାଇଁ ଧୋନୀ-ରୋହିତଙ୍କ ପ୍ରସ୍ତୁତି ଆରମ୍ଭ…

କୋଲକାତା,୧୬।୭ : ଆଇପିଏଲ ୨୦୨୩  ନିକଟରେ ସମାପ୍ତ ହୋଇଛି । ତେବେ ପରବର୍ତ୍ତୀ ସିଜିନ ପାଇଁ ପ୍ରସ୍ତୁତି ଆରମ୍ଭ ହେଲାଣି। ଆଇପିଏଲ ୨୦୨୪ ପାଇଁ ବିସିସିଆଇ ମଧ୍ୟ ପ୍ରସ୍ତୁତି ଆରମ୍ଭ କରିଛି। ଯଦିଓ ସେଥିପାଇଁ ୧ ବର୍ଷର ସମୟ ଅଛି,...

ଦକ୍ଷିଣାଞ୍ଚଳ ଦୁଲିପ ଟ୍ରଫି ଚାମ୍ପିଅନ୍‌

ବେଙ୍ଗାଲୁରୁ,୧୬।୭: ଦକ୍ଷିଣାଞ୍ଚଳ ଚଳିତବର୍ଷ ଦୁଲିପ ଟ୍ରଫି ଚାମ୍ପିଅନ୍‌ ହୋଇଛି। ଫାଇନାଲରେ ପଶ୍ଚିମାଞ୍ଚଳକୁ ୭୫ ରନ୍‌ରେ ପରାସ୍ତ କରି ଦଳ ଟାଇଟେଲ ଜିତିଛି। ହନୁମା ବିହାରୀଙ୍କ ନେତୃତ୍ୱଧୀନ ଦକ୍ଷିଣାଞ୍ଚଳ ପ୍ରଥମ ଇନିଂସରେ ୨୧୩ ରନ ଏବଂ ଦ୍ୱିତୀୟ ଇନିଂସରେ ୨୩୦ରନ ସଂଗ୍ରହ...

ଦେଶ ପାଇଁ ବ୍ରୋଞ୍ଜ ପଦକ ଜିତିଲେ ସଂଗୀତା ଫୋଗଟ

ନୂଆଦିଲ୍ଲୀ,୧୬।୭: ଦିଲ୍ଲୀର ଜନ୍ତରମନ୍ତରରେ ବିକ୍ଷୋଭ କରିଥିବା ମହିଳା ରେସଲର ସଂଗୀତା ଫୋଗଟ ହଙ୍ଗେରୀରେ ତ୍ରିରଙ୍ଗା ଉଡାଇଛନ୍ତି। ବୁଦାପେଷ୍ଟରେ ର଼୍ୟାଙ୍କିଙ୍ଗ ସିରିଜ ରେସଲିଂ ଚାମ୍ପିଅନସିପରେ ତୃତୀୟ-ଚତୁର୍ଥ ସ୍ଥାନ ମ୍ୟାଚରେ ସଂଗୀତା ହଙ୍ଗେରୀର ଭିକ୍ଟୋରିଆ ବୋରୋସଙ୍କୁ ପରାସ୍ତ କରିଛି। ଏହି ବିଜୟ ସହିତ...

ବଡ଼ ରେକର୍ଡ ହାସଲ କଲେ ରୋହିତ ଶର୍ମା

ଡୋମିନିକା,୧୬ା୭: ୱେଷ୍ଟଇଣ୍ଡିଜ ବିପକ୍ଷ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ଭଲ ଫର୍ମରେ ଥିଲେ। ସେ ୧୦ ଚୌକା ଓ ୨ ଛକା ସହାୟତାରେ ୧୦୩ ରନର ଏକ ଶତକୀୟ ଇନିଂସ ଖେଳିଥିଲେ୧ ଟେଷ୍ଟ କ୍ରିକେଟରେ...

ଟେଷ୍ଟ କ୍ୟାରିୟରର ୫୦୦ତମ ମ୍ୟାଚ୍‌ ଖେଳିବାକୁ ଓହ୍ଲାଇବେ କିଙ୍ଗ କୋହଲି

ନୂଆଦିଲ୍ଲୀ,୧୬।୭: ଭାରତୀୟ ବ୍ୟାଟ୍ସମ୍ୟାନ ବିରାଟ କୋହଲି ଏପର୍ଯ୍ୟନ୍ତ ତାଙ୍କ ଅନ୍ତର୍ଜାତୀୟ କ୍ୟାରିୟରରେ ୪୯୯ ମ୍ୟାଚ ଖେଳିଛନ୍ତି। ୱେଷ୍ଟଇଣ୍ଡିଜ ବିପକ୍ଷରେ ଖେଳାଯିବାକୁ ଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ ତାଙ୍କର ୫୦୦ ତମ ଅନ୍ତର୍ଜାତୀୟ ମ୍ୟାଚ ହେବ। ଏହି ଉପଲବ୍ଧି ହାସଲ କରିବାରେ...

ଦ୍ୱିତୀୟ ଟେଷ୍ଟରେ ଭାରତର ଟିମ୍‌ ଇଲେଭେନ୍‌ରେ ହୋଇପାରେ ବଡ଼ ପରିବର୍ତ୍ତନ

ଡୋମିନିକା,୧୫।୭: ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯାଇଥିବା ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ଡୋମିନିକାରେ ଖେଳାଯାଇଛି। ଯେଉଁଥିରେ ଟିମ ଇଣ୍ଡିଆ ଏକ ଇନିଂସ ଏବଂ ୧୪୧ରନ କରି ବିଜୟ ହୋଇଛି। ଏହି ଟେଷ୍ଟ ମାଧ୍ୟମରେ ଯଶସ୍ବୀ...

ଏସିଆନ ଗେମ୍ସ ୨୦୨୩: ତିଳକ ବର୍ମାଙ୍କୁ ଟିମ୍‌ ଇଣ୍ଡିଆରେ ମିଳିଲା ସ୍ଥାନ

ନୂଆଦିଲ୍ଲୀ,୧୫।୭: ଏସିଆନ ଗେମ୍ସ ୨୦୨୩ ପାଇଁ ଭାରତ ଦଳ ଘୋଷଣା କରିଛି। ଋତୁରାଜ ଗାୟକୱାଡଙ୍କୁ ଅଧିନାୟକତ୍ୱ ଦିଆଯାଇଛି। ଏହି ଟୁର୍ନାମେଣ୍ଟ ପାଇଁ ଟିମ ଇଣ୍ଡିଆ ଅନେକ ନୂତନ ଖେଳାଳିଙ୍କୁ ସୁଯୋଗ ଦେଇଛି। ମୁମ୍ବାଇ ଇଣ୍ଡିଆନ୍ସ ଖେଳାଳି ତିଳକ ବର୍ମା ମଧ୍ୟ...

ଭାରତ-ୱେଷ୍ଟଇଣ୍ଡିଜ ଟେଷ୍ଟ ମ୍ୟାଚ: ଏହି ଖେଳାଳି ନେଇଛନ୍ତି ସର୍ବାଧିକ ଉଇକେଟ୍‌

ଡୋମିନିକା,୧୫।୭: ଡୋମିନିକା ଟେଷ୍ଟରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ରବି ଅଶ୍ୱିନଙ୍କ ଚମତ୍କାର ବୋଲିଂ ଦେଖିବାକୁ ମିଳିଛି। ରବି ଅଶ୍ୱିନ ପ୍ରଥମ ଇନିଂସରେ ୱେଷ୍ଟଇଣ୍ଡିଜର ୫ ଖେଳାଳିଙ୍କୁ ଆଉଟ୍‌ କରିଥିବା ବେଳେ ଦ୍ୱିତୀୟ ଇନିଂସରେ ୭ଜଣ କାରିବିଆନ ବ୍ୟାଟ୍ସମ୍ୟାନଙ୍କୁ ଆଉଟ୍‌ କରିଥିଲେ। ଏହି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri