ଖେଳ

ଟସ ଜିତିଲା କେକେଆର, ପ୍ରଥମେ ବୋଲିଂ…

କୋଲକାତା,୨୦।୫ : ଆଇପିଏଲ ୨୦୨୩ର ୬୮ତମ ମ୍ୟାଚ କୋଲକାତା ନାଇଟ ରାଇଡର୍ସ(କେକେଆର) ଏବଂ ଲକ୍ଷ୍ନୌ ସୁପର ଜ୍ୟାଣ୍ଟ୍‌ସ(ଏଲଏସଜି)ମଧ୍ୟରେ ଖେଳାଯାଉଛି। କୋଲକାତାର ଇଡେନ ଗାର୍ଡେନ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚରେ କେକେଆର ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି।...

ଡିସି ପାଇଁ ବିଜୟ ଲକ୍ଷ୍ୟ ୨୨୪ ରନ…

ନୂଆଦିଲ୍ଲୀ,୨୦।୫ : ଆଇପିଏଲ ୨୦୨୩ର ୬୭ତମ ମ୍ୟାଚ ଦିଲ୍ଲୀ କ୍ୟାପିଟାଲ୍ସ(ଡିସି ) ଏବଂ ଚେନ୍ନାଇ ସୁପର କିଙ୍ଗ୍ଦ(ସିଏସକେ)ମଧ୍ୟରେ ଖେଳାଯାଉଛି। ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚରେ ସିଏସକେ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା।...

ଟସ ଜିତିଲା ସିଏସକେ, ପ୍ରଥମେ ବ୍ୟାଟିଂ…

ନୂଆଦିଲ୍ଲୀ,୨୦।୫ : ଆଇପିଏଲ ୨୦୨୩ର ୬୭ତମ ମ୍ୟାଚ ଦିଲ୍ଲୀ କ୍ୟାପିଟାଲ୍ସ(ଡିସି ) ଏବଂ ଚେନ୍ନାଇ ସୁପର କିଙ୍ଗ୍ଦ(ସିଏସକେ)ମଧ୍ୟରେ ଖେଳାଯାଉଛି। ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚରେ ସିଏସକେ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି।...

ଆଇପିଏଲର ୬୮ ମ୍ୟାଚ: କୋଲକାତା ବନାମ ଲକ୍ଷ୍ନୌ

ନୂଆଦିଲ୍ଲୀ,୨୦।୫: ଆଇପିଏଲ ୨୦୨୩ର ୬୮ ମ୍ୟାଚରେ କୋଲକାତା ନାଇଟ ରାଇଡର୍ସ(କେକେଆର)କୁ ଭେଟିବ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ(ଏଲଏସଜି)। ଶନିବାର ସନ୍ଧ୍ୟା ୭.୩୦ରେ କୋଲକାତାର ଇଡେନଗାର୍ଡେନ୍ସଠାରେ ଖେଳାଯିବ। କୋଲକାତା ୧୦ ପଏଣ୍ଟ ସହିତ ପଏଣ୍ଟ ଟେବୁଲର ସପ୍ତମ ସ୍ଥାନରେ ରହିଛି। ସେହପରି ଲକ୍ଷ୍ନୌ...

ପଞ୍ଜାବ ବିଦା, ରାଜସ୍ଥାନ ବିଜୟୀ

ଧର୍ମଶାଳା, ୨୦।୫: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଶୁକ୍ରବାର ଅନୁଷ୍ଠିତ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ୪ ଉଇକେଟରେ ପଞ୍ଜାବ କିଙ୍ଗ୍ସକୁ ପରାସ୍ତ କରିଛି। ଫଳରେ ପଞ୍ଜାବ ଲିଗ୍‌ ପର୍ଯ୍ୟାୟରୁ ବିଦାୟ ନେଇଥିବାବେଳେ ରାଜସ୍ଥାନ ପ୍ଲେ-ଅଫ୍‌ ଆଶା ପାଇଁ ଅନ୍ୟ ଦଳ...

ସିଏସ୍‌କେର ଲକ୍ଷ୍ୟ ପ୍ଲେ-ଅଫ୍‌

ନୂଆଦିଲ୍ଲୀ, ୨୦ା୫ (ପି.ଟି.): ଆଇପିଏଲ୍‌ର ଶନିବାର ଦୁଇଟି ମ୍ୟାଚ ଖେଳାଯିବ। ଦିଲ୍ଲୀରେ ପ୍ରଥମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯିବାକୁ ଥିବାବେଳେ କୋଲକାତା ନାଇଟ ରାଇଡର୍ସ(କେକେଆର) ବନାମ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ମ୍ୟାଚ କୋଲକାତାର...

ପ୍ଲେ ଅଫ୍‌ ଦୌଡରେ ୬ ଟିମ୍‌

ନୂଆଦିଲ୍ଲୀ,୨୦।୫: ଆଇପିଏଲର ୨୦୨୩ର ୬୬ ତମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ (ଆରଆର) ଶେଷ ଲିଗ ମ୍ୟାଚରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌)କୁ ୪ ଉଇକେଟ୍‌ରେ ପରାସ୍ତ କରିଛି। ଏହି ବିଜୟ ସହିତ ସେ ନିଜକୁ ପ୍ଲେ ଅଫ୍‌ ଦୌଡରେ ସାମିଲ କରିଛି।...

ଆଜିଠୁ ଫିଫା ଯୁବ ବିଶ୍ୱକପ୍‌

ଫିଫା ଯୁବ ବିଶ୍ୱକପ୍‌(୨୦ ବର୍ଷରୁ କମ୍‌)ର ୨୩ତମ ସଂସ୍କରଣ ଶନିବାରଠାରୁ ଆର୍ଜେଣ୍ଟିନାରେ ଆରମ୍ଭ ହେବାକୁ ଯାଉଛି। ଫିଫା ସହ ଅନୁବନ୍ଧିତ ବିଶ୍ୱର ୨୪ଟି ଯୁବ ଦଳ ଏଥିରେ ଅଂଶଗ୍ରହଣ କରିବେ। ୧୯୭୭ରେ ଏହା ଆରମ୍ଭ ହୋଇଥିଲା ା ସେବେଠାରୁ ଏହା...

ଦିଲ୍ଲୀ, ଚଣ୍ଡିଗଡ଼, ଅରୁଣାଚଳ ବିଜୟୀ

ରାଉରକେଲା ଅଫିସ,୨୦।୫: ରାଉରକେଲାସ୍ଥିତ ବିର୍ସା ମୁଣ୍ଡା ହକି ୨ଷ୍ଟାଡିୟମରେ ଚାଲିଥିବା ୧୩ତମ ହକି ଇଣ୍ଡିଆ ପୁରୁଷ ସବ୍‌ଜୁନିୟର ଜାତୀୟ ଚାମ୍ପିୟନଶିପ୍‌ ୨୦୨୩ରେ ଦିଲ୍ଲୀ ହକି, ହକି ଚଣ୍ଡିଗଡ଼ ଓ ହକି ଅରୁଣାଚଳ ସେମାନଙ୍କ ମ୍ୟାଚରେ ବିଜୟ ଲାଭ କରିଛନ୍ତି। ଶୁକ୍ରବାର...

ପ୍ରି-କ୍ୱାର୍ଟର ଫାଇନାଲରେ ପ୍ରମୋଦ, ଦିଲେଶ୍ୱର

ଭୁବନେଶ୍ୱର, ୨୦।୫ (କ୍ରୀଡ଼ା ପ୍ରତିନିଧି): ବାହାରିନ୍‌ର ମାନାମାଠାରେ ଚାଲିଥିବା ଅନ୍ତର୍ଜାତୀୟ ପାରା ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟର ସିଙ୍ଗଲ୍ସ ପ୍ରି-କ୍ୱାର୍ଟର ଫାଇନାଲରେ ଓଡ଼ିଶାର ପ୍ରମୋଦ ଭଗତ ଓ ଦିଲେଶ୍ୱର ରାଓ ପ୍ରବେଶ କରିଛନ୍ତି। ଶୁକ୍ରବାର ଅନୁଷ୍ଠିତ ସିଙ୍ଗଲ୍ସ ମ୍ୟାଚରେ ପ୍ରମୋଦ ବାହାରିନ୍‌ର ହୁସେନ...

ତୀରନ୍ଦାଜୀ ବିଶ୍ୱକପ୍‌ ଷ୍ଟେଜ୍‌-୨: ପଦକ ପକ୍କା କଲେ ଓଜାସ ଓ ଜ୍ୟୋତି

ଶାଙ୍ଘାଇ,୨୦ା୫(ପି.ଟି.): ଚଳିତ ତୀରନ୍ଦାଜୀ ବିଶ୍ୱକପ୍‌ ଷ୍ଟେଜ୍‌-୨ରେ ଭାରତର କମ୍ପାଉଣ୍ଡ ତୀରନ୍ଦାଜୀ ଦଳ ପଦକ ପକ୍କା କରିଥିବା ବେଳେ ରିକର୍ଭ ଦଳର ପ୍ରଦର୍ଶନ ନୈରାଶ୍ୟଜନ ରହିଛି। ନୂଆ ଯୋଡ଼ି ଓଜାସ ଜ୍ୟୋତି ଓ ଜ୍ୟୋତି ଭେନମ ପ୍ରତିଦ୍ୱନ୍ଦ୍ୱୀ ଇଟାଲୀ ଟିମ୍‌କୁ ୧୫୭-୧୫୭(୧୯*-୧୯)ରେ...

ଭାରତୀୟ ମହିଳା ଭଲିବଲ୍‌ ଦଳ ଘୋଷିତ

ଭୁବନେଶ୍ୱର, ୨୦।୫: (କ୍ରୀଡ଼ା ପ୍ରତିନିଧି): ସେଣ୍ଟ୍ରାଲ ଏସିଆନ ଭଲିବଲ ଆସୋସିଏଶନ(କାଭା) ଚ୍ୟାଲେଞ୍ଜ୍‌ କପ୍‌ ମହିଳା ଭଲିବଲ ଚାମ୍ପିୟନଶିପ୍‌ ନେପାଳର କାଠମାଣ୍ଡୁରେ ଚଳିତ ମାସ ୨୨ରୁ ୨୮ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏଥିପାଇଁ ଶୁକ୍ରବାର ଭାରତୀୟ ମହିଳା ଭଲିବଲ ଦଳ ଘୋଷଣା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri