ଖେଳ

ରାଇଜିଂ ଷ୍ଟାର-ବିଡ଼ାନାସୀ କ୍ଲବ ଫାଇନାଲ

ଭୁବନେଶ୍ୱର, ୧।୭, (ତପନ ସ୍ବାଇଁ): ଫୁଟବଲ ଆସୋସିଏଶନ ଅଫ୍‌ ଓଡ଼ିଶା (ଫାଓ) ଆନୁକୂଲ୍ୟରେ ସୁପର କପ୍‌ ଫୁଟବଲ ଟୁର୍ନାମେଣ୍ଟର ୨ଟି ସେମିଫାଇନାଲ ଶୁକ୍ରବାର କଟକର ବାରବାଟୀ ଷ୍ଟାଡିୟମରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଜୟୀ ହୋଇ ରାଇଜିଂ ଷ୍ଟାର କ୍ଲବ ଓ...

ଲଡର୍‌ସ ଟେଷ୍ଟ: ଦୃଢ଼ ସ୍ଥିତିରେ ଅଷ୍ଟ୍ରେଲିଆ

ଲଣ୍ଡନ, ୧।୭: ଲଡର୍‌ସ ଠାରେ ଚାଲିଥିବା ଦ୍ୱିତୀୟ ଆଶେସ ଟେଷ୍ଟରେ ଇଂଲଣ୍ଡ ବିପକ୍ଷରେ ଅଷ୍ଟ୍ରେଲିଆ ନିଜର ସ୍ଥିତି ମଜଭୁତ କରିଛି। ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୪୧୬ ରନ କରିଥିବାବେଳେ ଇଂଲଣ୍ଡ ପ୍ରଥମ ଇନିଂସରେ ୩୨୫ ରନକରି ଅଲ୍‌ଆଉଟ ହୋଇ ଯାଇଥିଲା।...

‘ଗ୍ଲୋବାଲ ଇଣ୍ଡିଆନ ଆଇକନ ଅଫ ଦି ଇୟର’ ଆୱାର୍ଡରେ ସମ୍ମାନିତ ହେଲେ ମେରି କମ

ଲଣ୍ଡନ,୩୦।୬:‘ଗ୍ଲୋବାଲ ଇଣ୍ଡିଆନ ଆଇକନ ଅଫ ଦି ଇୟର’ ଆୱାର୍ଡରେ ସମ୍ମାନିତ ହେଲେ ବକ୍ସର ମେରି କମ। ଦକ୍ଷିଣ-ପୂର୍ବ ଇଂଲଣ୍ଡର ୱିଣ୍ଡସରରେ ବାର୍ଷିକ ୟୁକେ-ଇଣ୍ଡିଆ ଆଓ୍ବାର୍ଡ ସମାରୋହରେ ସମ୍ମାନିତ ହୋଇଛନ୍ତି ଭାରତର ଅଲିମ୍ପିକ ପଦକ ବିଜେତା ମହିଳା ବକ୍ସର ମେରି କମ।...

ୱେଷ୍ଟଇଣ୍ଡିଜରେ ପହଞ୍ଚିଲେ ଭାରତୀୟ ଦଳର ଖେଳାଳି, ସାଙ୍ଗରେ ନାହାନ୍ତି ରୋହିତ

ନୂଆଦିଲ୍ଲୀ,୩୦।୬: ୧୨ ଜୁଲାଇରୁ ୱେଷ୍ଟଇଣ୍ଡିଜ ଗସ୍ତରେ ଭାରତୀୟ ଦଳକୁ ଟେଷ୍ଟ, ଦିନିକିଆ ଏବଂ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ ଖେଳିବାକୁ ପଡିବ। ଖବର ଅନୁଯାୟୀ ଏହି ଯାତ୍ରା ପାଇଁ ଭାରତୀୟ ଦଳର କିଛି ଖେଳାଳି ୱେଷ୍ଟଇଣ୍ଡିଜରେ ପହଞ୍ଚିସାରିଛନ୍ତି। କୌତୁହଳର ବିଷୟ, ଟିମ...

ଅଗରକର ହୋଇପାରନ୍ତି ମୁଖ୍ୟ ଚୟନକର୍ତ୍ତା

ନୂଆଦିଲ୍ଳୀ, ୩୦ା୬: ପୂର୍ବତନ ଭାରତୀୟ କ୍ରିକେଟର ତଥା ଅଲରାଉଣ୍ଡର ଅଜିତ୍‌ ଅଗରକର ଭାରତୀୟ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା ଦାୟିତ୍ୱ ଗ୍ରହଣ କରିପାରନ୍ତି। ପୂର୍ବରୁ ସେ ଆଇପିଏଲ ଫ୍ରାଞ୍ଚାଇଜି ଦିଲ୍ଲୀ କ୍ୟାପିଟାଲ୍ସ(ଡିସି)ର ସହକାରୀ କୋଚ୍‌ ରହିଥିବା ବେଳେ ଗୁରୁବାର ଇସ୍ତଫା...

ଭାରତୀୟ ହକି ଦଳ ପାଇଁ କାର୍ଯ୍ୟ କରିବେ ଅପ୍‌ଟନ

ନୂଆଦିଲ୍ଲୀ, ୩୦ା୬ ଭାରତୀୟ କ୍ରିକେଟ ଟିମ୍‌ ପାଇଁ ମେଣ୍ଟାଲ କଣ୍ଡିଶନିଂ ଏକ୍ସପର୍ଟ ଭାବେ କାର୍ଯ୍ୟକରୁଥିବା ପ୍ୟାଡି ଅପ୍‌ଟନଙ୍କୁ ହକି ଇଣ୍ଡିଆ ଅନୁବନ୍ଧିତ କରିଛି। ଆଗାମ ଏସିଆନ ଚାମ୍ପିୟନ୍ସ ଟ୍ରଫି ଓ ଏସିଆ ଗେମ୍ସ ଲାଗି ସେ ଜାତୀୟ ପୁରୁଷ ହକି...

ବଟଲରଙ୍କୁ ଲୋଭନୀୟ ଅଫର ଦେଇପାରେ ରାଜସ୍ଥାନ

ଲଣ୍ଡନ, ୨୯ା୬ ଇଂଲଣ୍ଡର ସୀମିତ ଓଭର ଅଧିନାୟକ ଜୋସ୍‌ ବଟଲରଙ୍କୁ ଲୋଭନୀୟ ଅଫର ସହ ବହୁବର୍ଷ ପାଇଁ ତାଙ୍କ ସହିତ ଚୁକ୍ତି କରିବା ଲାଗି ବିଚାର କରୁଛି ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଫ୍ରାଞ୍ଚାଇଜ୍‌ ରାଜସ୍ଥାନ ରୟାଲ୍ସ। ଅଧିକାଂଶ ଆଇପିଏଲ୍‌...

୩୨ ଶତକ ସହ ଷ୍ଟିଭ୍‌ ଓ୍ବଙ୍କ ସମକକ୍ଷ ହେଲେ ସ୍ମିଥ୍‌

ଲଣ୍ଡନ,୩୦ା୬: ଲଡର୍‌ସରେ ଅନୁଷ୍ଠିତ ଦ୍ୱିତୀୟ ଆଶେସ୍‌ ଟେଷ୍ଟରେ ଶତକ ହାସଲ କରିଛନ୍ତି ଷ୍ଟିଭ୍‌ ସ୍ମିଥ୍‌। ୩୨ ତମ ଶତକ ସହିତ ଷ୍ଟିଭ୍‌ ଓ୍ବଙ୍କ ସମକକ୍ଷ ହୋଇଥିବା ସ୍ମିଥ୍‌ଙ୍କ ୧୧୦ ରନ୍‌ ବଳରେ ଅଷ୍ଟ୍ରେଲିଆ ୪୧୬ ରନ୍‌ କରିଛି। ପ୍ରଥମ ଦିନର...

ବିଶ୍ୱକପ ପୂର୍ବରୁ ନବୀକରଣ ହେବ ୭ ଷ୍ଟାଡିୟମ, ବିସିସିଆଇ ଦେବ ୫୦-୫୦ କୋଟି

ନୂଆଦିଲ୍ଲୀ, ୩୦।୬: ୨୦୨୩ ଦିନିକିଆ କ୍ରିକେଟ ବିଶ୍ୱକପ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏଥର ଭାରତରେ ବିଶ୍ୱକପ ଅନୁଷ୍ଠିତ ହେବାକୁ ଯାଉଛି। ତେବେ ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ ଅକ୍ଟୋବର ୫ରେ ଅହମ୍ମଦାବାଦରେ ଖେଳାଯିବ। ତେଣୁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ...

ରାଜନୀତିରେ ପାଦ ରଖିଲେ କ୍ରିକେଟର ଅମ୍ବାତି ରାୟୁଡୁ

ଅମରାବତୀ,୩୦।୬: ପୂର୍ବତନ ଭାରତୀୟ କ୍ରିକେଟର ଅମ୍ବାତି ରାୟୁଡୁ ତାଙ୍କ ଜୀବନର ନୂଆ ଇନିଂସ ଘୋଷଣା କରିଛନ୍ତି। ସେ ଖୁବ୍‌ଶୀଘ୍ର ଆନ୍ଧ୍ରପ୍ରଦେଶ ରାଜନୀତିରେ ପାଦ ରଖିବେ ବୋଲି ରାୟୁଡୁ କହିଛନ୍ତି। ରାୟୁଡୁ ଆଇପିଏଲ ୨୦୨୩ର ଫାଇନାଲରେ ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ...

ବିଦେଶରେ ଟ୍ରେନିଂ ନେବେ ଭିନେଶ, ବଜରଙ୍ଗ

ନୂଆଦିଲ୍ଲୀ, ୩୦ା୬ : ଏସିଆନ ଗେମ୍ସ ଓ ବିଶ୍ୱ ଚାମ୍ପିୟନଶିପ୍‌ ଟ୍ରାଏଲ୍ସ ପାଇଁ ପ୍ରସ୍ତୁତି ସକାଶେ ଅଗଷ୍ଟ ୧୦ ପର୍ଯ୍ୟନ୍ତ ସମୟ ମାଗିଥିବା କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ ଓ ଭିନେଶ ଫୋଗଟ ଟ୍ରେନିଂ ଲାଗି ଯଥାକ୍ରମେ କିର୍‌ଗିଜ୍‌ସ୍ତାନ ଓ ହଙ୍ଗେରୀ...

ଅବସରରୁ ଫେରିଲେ ଓଜ୍‌ନିଆକି

ନ୍ୟୁୟର୍କ, ୩୦ା୬ (ଏପି): ପୂର୍ବତନ ନମ୍ବର ଓ୍ବାନ ର଼୍ୟାଙ୍କିଙ୍ଗ ଖେଳାଳି ତଥା ୨୦୧୮ ଅଷ୍ଟ୍ରେଲିଆନ ଓପନ ଚାମ୍ପିୟନ ଡେନମାର୍କର କାରୋଲିନ୍‌ ଓଜ୍‌ନିଆକି ଅବସର ନେବାର ୩ ବର୍ଷ ପରେ ପୁଣି ପ୍ରତିଯୋଗିତାମୂଳକ ଟେନିସକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଗୁରୁବାର ସେ ତାଙ୍କର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri