ଖେଳ

ମାଉଣ୍ଟ ଏଲବ୍ରୁସରେ ସିଦ୍ଧାର୍ଥ

ଭୁବନେଶ୍ୱର,୬ା୫(ସ୍ପୋଟର୍‌ସ ବ୍ୟୁରୋ): ଓଡ଼ିଶାର ପର୍ବତାରୋହଣକାରୀ ସିଦ୍ଧାର୍ଥ ରାଉତରାୟ ୟୁରୋପର ସର୍ବୋଚ୍ଚ ଗିରି ଶୃଙ୍ଗ ମାଉଣ୍ଟ ଏଲବ୍ରୁସ ଆରୋହଣ କରିଛନ୍ତି। ମେ ୩ ତାରିଖରେ ସିଦ୍ଧାର୍ଥ ଏହି ପର୍ବତ ଚଢିଥିଲେ। ଶୁକ୍ରବାର ସେ ଓଡ଼ିଶା ପ୍ରତ୍ୟାବର୍ତ୍ତନ କରିଥିବା ବିଜୁ ପଟ୍ଟନାୟକ ବିମାନ...

ଇଣ୍ଡିଆନ୍‌ ଓମେନ୍ସ ଲିଗ୍‌: ଓଏଫ୍‌ସିର ବୃହତ୍‌ ବିଜୟ

ଭୁବନେଶ୍ୱର,୬ା୫(ସ୍ପୋଟର୍‌ସ ବ୍ୟୁରୋ): ଗୁଜରାଟରେ ଅନୁଷ୍ଠିତ ଇଣ୍ଡିଆନ ଓମେନ୍ସ ଲିଗ୍‌ରେ ଓଡ଼ିଶା ଏଫ୍‌ସି (ଓଏଫ୍‌ସି)ର ବୃହତ୍‌ ବିଜୟ ହୋଇଛି। ଶୁକ୍ରବାର ଶାହିବାଗରେ ଚର୍ଚ୍ଚିଲ ବ୍ରଦର୍ସ ବିପକ୍ଷ ମ୍ୟାଚ୍‌କୁ ଓଡ଼ିଶା ୧୦-୦ ବୃହତ୍‌ ବ୍ୟବଧାନରେ ଜିତି ନେଇଥିଲା। ଓଏଫ୍‌ସି ପକ୍ଷରୁ ଅଧିନାୟିକା ନାନ୍‌ଗୋମ୍‌...

ଚୁଲିରେ ରୋଷେଇ କଲେ ସଚିନ୍‌ ତେନ୍ଦୁଲକର

ମୁମ୍ବାଇ,୬ା୫: କ୍ରିକେଟର ଭଗବାନ ତଥା ଭାରତୀୟ କ୍ରିକେଟର କିମ୍ବଦନ୍ତୀ ସଚିନ୍‌ ତେନ୍ଦୁଲକର ଚୁଲିରେ ରୋଷେଇ କରିଛନ୍ତି। ନିକଟରେ ସେ ନିଜର ୫୦ ତମ ଜନ୍ମ ଦିବସ ପାଳନ କରିଥିଲେ। ଏହି ଅବସରରେ ନିଜ ଗ୍ରାମରେ ସେ ଏକ କାଠ ଚୁଲିରେ...

ଦୋହା ଡାଇମଣ୍ଡ ଲିଗ୍‌ ମିଟ୍‌ ଜିତିଲେ ନୀରଜ

ଦୋହା, ୬ା୫ (ପି.ଟି.): ଅଲିମ୍ପିକ ଚାମ୍ପିୟନ ଜାଭେଲିନ ଥ୍ରୋୟର ନୀରଜ ଚୋପ୍ରା ଶୁକ୍ରବାର ଏଠାରେ ଅନୁଷ୍ଠିତ ଡାଇମଣ୍ଡ ଲିଗ୍‌ ଜିତିିଛନ୍ତି। ନୀରଜ ତାଙ୍କ ସିଜନ ଆରମ୍ଭ ପ୍ରତିଯୋଗିତାରେ ୮୮.୬୭ ମିଟର ଜାଭେଲିନ୍‌ ଥ୍ରୋ କରି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି।...

ଓଡ଼ିଶା କ୍ରିକେଟର ବିକାଶ ପାଇଁ ଭେଙ୍କଟରାମ୍‌ଙ୍କ ଯୋଜନା

ଭୁବନେଶ୍ୱର, ୬ା୫(ସ୍ପୋଟର୍‌ସ ବ୍ୟୁରୋ): (ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ଦ୍ୱାରା ନବ ନିଯୁକ୍ତ ବୈଷୟିକ ନିର୍ଦ୍ଦେଶକ ଭି. ଭେଙ୍କଟରାମ ରାଜ୍ୟ କ୍ରିକେଟର ବିକାଶ ପାଇଁ ପ୍ରସ୍ତୁତ କରିଥିବା ତାଙ୍କ ଯୋଜନା ସମ୍ପର୍କରେ ସୂଚନା ଦେଇଛନ୍ତି। ଶୁକ୍ରବାର ଓସିଏ କନଫରେନ୍ସ ହଲ୍‌ରେ...

ଭାରତୀୟ କମ୍ପାଉଣ୍ଡ ତୀରନ୍ଦାଜଙ୍କ କ୍ଲିନ୍‌ ସୁଇପ୍‌

ତାଶକେଣ୍ଟ, ୬ା୫(ପି.ଟି.): ଏଠାରେ ଚାଲିଥିବା ଏସିଆ କପ୍‌ ଷ୍ଟେଜ୍‌-୨ ବିଶ୍ୱ ର଼୍ୟାଙ୍କିଙ୍ଗ ଟୁର୍ନାମେଣ୍ଟରେ ପ୍ରାଧାନ୍ୟ ବିସ୍ତାର କରି ଭାରତର କମ୍ପାଉଣ୍ଡ ତୀରନ୍ଦାଜମାନେ କ୍ଲିନ୍‌ ସୁଇପ୍‌ କରିଛନ୍ତି। ୭ ସ୍ବର୍ଣ୍ଣ, ୫ ରୌପ୍ୟ ଓ ୨ ବ୍ରୋଞ୍ଜ ପଦକ ସହ ଭାରତ...

ଦୋହା ଡାଇମଣ୍ଡ ଲିଗ୍‌ ଜିତିଲେ ନୀରଜ

ଦୋହା,୬ା୫: ଅଲିମ୍ପିକ ଚାମ୍ପିୟନ ଜାଭେଲିନ ଥ୍ରୋୟର ନୀରଜ ଚୋପ୍ରା ଡାଇମଣ୍ଡ ଲିଗ୍‌ ଜିତିି ୨୦୨୩ ପାଇଁ ବିଜୟ ଯାତ୍ରା ଆରମ୍ଭ କରିଛନ୍ତି। ନୀରଜ ପ୍ରତିଯୋଗିତାରେ ୮୮.୬୭ ମିଟର ଜାଭେଲିନ୍‌ ଥ୍ରୋ କରି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ପ୍ରତିଯୋଗିତାରେ ବିଶ୍ୱର...

ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ଲୋଗୋ ଉନ୍ମୋଚିତ

ଲକ୍ଷ୍ନୌ, ୬ା୫: ଉତ୍ତର ପ୍ରଦେଶ ଲକ୍ଷ୍ନୌଠାରେ ଶୁକ୍ରବାର କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ସିଂ ଠାକୁର ‘ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ଉତ୍ତରପ୍ରଦେଶ ୨୦୨୨’ର ଅଫିସିଆଲ ଲୋଗୋ ଉନ୍ମୋଚନ କରିଛନ୍ତି। ଏହି ଅବସରରେ ୟୁପି ମୁଖ୍ୟମନ୍ତ୍ରୀ...

୧୩ ଓଭର ୫ ବଲ୍‌ରେ ଗୁଜରାଟ ଟାଇଟନ୍ସ ବିଜୟୀ

ଜୟପୁର,୫।୫: ଆଇପିଏଲର ୪୮ ତମ ମ୍ୟାଚ ଶୁକ୍ରବାର ରାଜସ୍ଥାନ ରୟାଲ୍ସ (ଆରଆର) ଏବଂ ଗୁଜରାଟ ଟାଇଟନ୍ସ(ଜିଟି) ମଧ୍ୟରେ ଖେଳାଯାଇଛି। ଜୟପୁରର ସଓ୍ବାଇ ମାନସିଂହ ଷ୍ଟାଡିୟମରେ ଚାଲିଥିବା ମ୍ୟାଚ୍‌ରେ ୧୩ ଓଭର ୫ଟା ବଲ୍‌ରେ ଗୁଜରାଟ ଟାଇଟନ୍ସ(ଜିଟି) ବିଜୟ ହାସଲ କରିଛି।...

ଜିଟିକୁ ୧୧୯ ରନ୍‌ ଟାର୍ଗେଟ ଦେଲା ଆର୍‌ଆର୍‌

ଜୟପୁର,୫।୫: ଆଇପିଏଲର ୪୮ ତମ ମ୍ୟାଚ ଶୁକ୍ରବାର ରାଜସ୍ଥାନ ରୟାଲ୍ସ (ଆରଆର) ଏବଂ ଗୁଜରାଟ ଟାଇଟନ୍ସ(ଜିଟି) ମଧ୍ୟରେ ଜାରି ରହିଛି। ରାଜସ୍ଥାନ ରୟାଲ ଗୁଜରାଟ ଟାଇଟନ୍ସ ଆଗରେ ୧୧୯ ରନ୍‌ ବିଜୟ ଲକ୍ଷ୍ୟ ରଖିଛି। ଜୟପୁରର ସଓ୍ବାଇ ମାନସିଂହ ଷ୍ଟାଡିୟମରେ...

ଟସ ଜିତି ବ୍ୟାଟିଂ ନିଷ୍ପତ୍ତି ନେଲା ରାଜସ୍ଥାନ ରୟାଲ୍ସ

ଟସ ଜିତି ବ୍ୟାଟିଂ ନିଷ୍ପତ୍ତି ନେଲା ରାଜସ୍ଥାନ ରୟାଲ୍ସ ଜୟପୁର,୫।୫: ଆଇପିଏଲର ୪୮ ତମ ମ୍ୟାଚରେ ଶୁକ୍ରବାର ରାଜସ୍ଥାନ ରୟାଲ୍ସ (ଆରଆର) ଏବଂ ଗୁଜରାଟ ଟାଇଟନ୍ସ(ଜିଟି) ମୁହାଁମୁହିଁ ହୋଇଛନ୍ତି। ଚଳିତ ଆଇପିଏଲ୍‌ରେ ଆଜି ହେବିଓ୍ବେଟଙ୍କ ଫାଇଟ ଦେଖିବାକୁ ମିଳିବ। ଜୟପୁରର...

ଲକ୍ଷ୍ନୌ ସୁପର ଜ୍ୟାଣ୍ଟସକୁ ବଡ ଝଟକା, କେଏଲ ରାହୁଲ ବାକି ସମସ୍ତ ମ୍ୟାଚରୁ ଆଉଟ

ନୂଆଦିଲ୍ଲୀ,୫।୫: ଇଣ୍ଡିଆନ ପ୍ରିମିୟର ଲିଗ ଫ୍ରାଞ୍ଚାଇଜ ଲକ୍ଷ୍ନୌ ସୁପର ଜ୍ୟାଣ୍ଟସକୁ ବଡ ଝଟକା ଲାଗିଛି। ପଏଣ୍ଟ ଟେବୁଲରେ ୧୧ ଅଙ୍କ ସହ ଦ୍ୱିତୀୟ ନମ୍ବରରେ ଥିବା ଲକ୍ଷ୍ନୌ ସୁପର ଜ୍ୟାଣ୍ଟସର କ୍ୟାପଟେନ କେ ଏଲ ରାହୁଲ ଆହତ କାରଣରୁ ସମସ୍ତ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri