ଖେଳ

ରବି ଶାସ୍ତ୍ରୀଙ୍କ ଭବିଷ୍ୟବାଣୀ: ୧୦ ଟିମ ମଧ୍ୟରୁ ଏହି ଟିମ ହେବ ୨୦୨୩ ଆଇପିଏଲର ଚାମ୍ପିୟନ

ନୂଆଦିଲ୍ଲୀ,୫।୫: ଆଇପିଏଲର ଡିଫେଣ୍ଡିଂ ଚାମ୍ପିୟନ ଗୁଜରାଟ ଟାଇଟଂସର ଜଲଓ୍ବା ଏହି ସିଜନରେ ବି ରହିଛି। ଏପଟେ ସଂଞ୍ଜୁ ସ୍ୟାମସନର ଅନୁଗାମୀ ରାଜସ୍ଥାନ ଟିମ ବି ଭଲ ପରଫରମାନ୍ସ କରୁଛି। ଏହି ସିଜନର ପ୍ଲେ ଅଫ ରେସରେ ଉଭୟ ଟିମ ଖୁବ...

ବର୍ଷକ ଭିତରେ ଭାରତୀୟ ଦଳ ପାଇଁ ଖେଳିବେ ଏହି କ୍ରିକେଟର କହିଲେ ସେହ୍ବାଗ

ନୂଆଦିଲ୍ଲୀ,୫ା୫: ଭାରତୀୟ ଦଳର ପୂର୍ବତନ ବିସ୍ଫୋରକ ଓପନର୍‌ ବୀରେନ୍ଦ୍ର ସେହ୍ବାଗ ପଞ୍ଜାବ କିଙ୍ଗ୍ସର ଯୁବ ଓ୍ବିକେଟ କିପର ତଥା ବ୍ୟାଟ୍ସମ୍ୟାନ ଜିତେଶ ଶର୍ମାଙ୍କ ପ୍ରଦର୍ଶନକୁ ନେଇ ଅତ୍ୟନ୍ତ ପ୍ରଭାବିତ ହୋଇଛନ୍ତି। ସେହ୍ବାଗ କହିଛନ୍ତି, ଜିତେଶ ଶର୍ମା ଟି-୨୦ ବ୍ୟାଟିଂର ମୌଳିକ...

ଆଜି ରାଜସ୍ଥାନ-ଗୁଜରାଟ ମୁହାଁମୁହିଁ

ଜୟପୁର,୫।୫: ଆଇପିଏଲର ୪୮ ତମ ମ୍ୟାଚରେ ଶୁକ୍ରବାର ରାଜସ୍ଥାନ ରୟାଲ୍ସ (ଆରଆର) ଏବଂ ଗୁଜରାଟ ଟାଇଟନ୍ସ(ଜିଟି) ମୁହାଁମୁହିଁ ହେବେ। ସନ୍ଧ୍ୟା ୭ଟା୩୦ରେ ଜୟପୁରର ସଓ୍ବାଇ ମାନସିଂହ ଷ୍ଟାଡିୟମରେ ଖେଳାଯିବ। ଏହି ଦୁଇଟି ଟିମ୍‌ ଏପର୍ଯ୍ୟନ୍ତ ଆଇପିଏଲରେ ୪ ଥର ମୁହାଁମୁହିଁ...

ଦିନିକିଆ କ୍ରିକେଟ ବିଶ୍ୱକପ: ଅହମ୍ମଦାବାଦରେ ଖେଳାଯିବ ଭାରତ-ପାକିସ୍ତାନ ମ୍ୟାଚ!

ନୂଆଦିଲ୍ଲୀ,୫।୫: ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ବିଶ୍ୱକପ ୨୦୨୩ ବିଶ୍ୱକପ ଭାରତରେ ଖେଳାଯିବ। ତେବେ ଏହା ଚଳିତ ବର୍ଷ ଅକ୍ଟୋବରରେ ଆରମ୍ଭ ହେବା ନେଇ କୁହାଯାଉଛି। ଏହି ସମୟରେ ବିଶ୍ୱକପ ବିଷୟରେ ବଡ ଖବର ସାମ୍ନାକୁ ଆସିଛି। ଭାରତ ଏବଂ ପାକିସ୍ତାନ...

ଶ୍ରଦ୍ଧାଞ୍ଜଳି ଜାତୀୟ ଫୁଟ୍‌ବଲ ଚୟନକର୍ତ୍ତା

ଭୁବନେଶ୍ୱର, ୫ା୫ (ସ୍ପୋଟର୍‌ସ ବ୍ୟୁରୋ): ଭାରତୀୟ ଦଳର ପୂର୍ବତନ ଅଧିନାୟିକା ଓ କୋଚ୍‌ କିମ୍ବଦନ୍ତୀ ଫୁଟବଲର ଶ୍ରଦ୍ଧାଞ୍ଜଳି ସାମନ୍ତରାୟଙ୍କ ଉପରେ ସର୍ବଭାରତୀୟ ଫୁଟ୍‌ବଲ ମହାସଂଘ (ଏଆଇଏଫ୍‌ଏଫ୍‌) ପୁଣି ଆସ୍ଥା ପ୍ରକଟ କରିଛି। ତାଙ୍କୁ ମହିଳା ଜାତୀୟ ଫୁଟ୍‌ବଲ ଦଳର ଚୟନକର୍ତ୍ତା...

ଓସିଏ ସ୍ପିନର ଟ୍ୟାଲେଣ୍ଟ ହଣ୍ଟ କ୍ୟାମ୍ପ୍‌

ସମ୍ବଲପୁର, ୫ା୫ (ବ୍ୟୁରୋ): ଅନୁଗୋଳ, ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ରାଉରକେଲା ଓ ଦେବଗଡ଼ ଜିଲାକୁ ନେଇ ଜୋନାଲ ଭେନ୍ୟୁ ସମ୍ବଲପୁରରେ ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ)ର ଟ୍ୟାଲେଣ୍ଟ ହଣ୍ଟ୍‌ କ୍ୟାମ୍ପ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ୭୨ଜଣ ସ୍ପିନର ଭାଗ...

କନ୍ଧମାଳ, ଢେଙ୍କାନାଳ, ଖୋର୍ଦ୍ଧା, କଳାହାଣ୍ଡି ବିଜୟୀ

ଭୁବନେଶ୍ୱର, ୫ା୫(ସ୍ପୋଟର୍‌ସ ବ୍ୟୁରୋ): ୬୨ତମ ପୁରୁଷ ସିନିୟର ଆନ୍ତଃଜିଲା ଫୁଟ୍‌ବଲ ଚାମ୍ପିୟନଶିପ୍‌ ସାହାଣୀ କପ୍‌ରେ ଗୁରୁବାର ଖେଳାଯାଇଥିବା ମ୍ୟାଚଗୁଡ଼ିକରେ କନ୍ଧମାଳ, ଢେଙ୍କାନାଳ, ଖୋର୍ଦ୍ଧା ଓ କଳାହାଣ୍ଡି ସେମାନଙ୍କ ମ୍ୟାଚଗୁଡ଼ିକରେ ବିଜୟ ଲାଭ କରିଛନ୍ତି। କଟକସ୍ଥିତ ବିଡ଼ାନାସୀ ଗ୍ରାଉଣ୍ଡରେ କନ୍ଧମାଳ ୨-୧...

ଭାରତୀୟ ଦଳର ନେତୃତ୍ୱ ନେବେ ଉତ୍ତମ

ବେଙ୍ଗାଲୁରୁ, ୫ା୫ (ପି.ଟି.): ଓମାନର ସାଲାଲାଠାରେ ମେ ୨୩ରୁ ଜୁନ୍‌ ୧ ପର୍ଯ୍ୟନ୍ତ ହେବାକୁଥିବା ଜୁନିୟର ଏସିଆ କପ୍‌ ହକି ଟୁର୍ନାମେଣ୍ଟ ପାଇଁ ଯୁବ ଫରଓ୍ବାର୍ଡ ଉତ୍ତମ ସିଂଙ୍କୁ ଭାରତୀୟ ଦଳର ଅଧିନାୟକ ମନୋନୀତ କରାଯାଇଛି। ଗତବର୍ଷ ତାଙ୍କର ଉଚ୍ଚକୋଟୀର...

କୋଲକାତାର ଚତୁର୍ଥ ବିଜୟ

ହାଇଦ୍ରାବାଦ,୫ା୫: ଶେଷ ଓଭରରେ ବରୁନ ଚକ୍ରବର୍ତ୍ତୀଙ୍କ ଘାତକ ବୋଲିଂ ବଳରେ କୋଲକାତା ନାଇଟ ରାଇଡର୍ସ (କେକେଆର୍‌) ଏହାର ୪ର୍ଥ ବିଜୟ ହାସଲ କରିଛି। ରାଜୀବ ଗାନ୍ଧୀ ଇଣ୍ଟରନ୍ୟାଶନାଲ ଷ୍ଟାଡିୟମରେ ଅନୁଷ୍ଠିତ ଆଇପିଏଲର ୪୭ ତମ ମ୍ୟାଚରେ କେକେଆର ୫ ରନ୍‌ରେ...

ଚର୍ଚ୍ଚାରେ ଭେଟେରାନ୍‌ ପ୍ଲେୟର

ଅଭିଜ୍ଞତାର କିଛି ବିକଳ୍ପ ନ ଥାଏ। ଚଳିତ ଇଣ୍ଡିଆନ୍‌ ପ୍ରିମିୟର୍‌ ଲିଗ୍‌ ଅଧାଅଧି ଶେଷ ହେବାକୁ ବସିଥିବା ବେଳେ କିଛି ଅଭିଜ୍ଞ ଖେଳାଳିଙ୍କ ପ୍ରଦର୍ଶନ ଏହାକୁ ଠିକ୍‌ ପ୍ରମାଣିତ କରିଛି। ଏହି ଲିଗ୍‌ରେ ସାଧାରଣତଃ ଯୁବ ଖେଳାଳିଙ୍କଠାରୁ ପ୍ରଭାବୀ ପ୍ରଦର୍ଶନ...

ଘରୋଇ କ୍ରିକେଟ ସିଜନ

ଏପ୍ରିଲ ୧୧ତାରିଖରେ ବିସିସିଆଇ ଘରୋଇ କ୍ରିକେଟ କାର୍ଯ୍ୟସୂଚୀ ପ୍ରକାଶ କରିଛି। ୨୦୨୩-୨୪ ସିଜନ୍‌ରେ ୯ ମାସରେ ମୋଟ ୧୮୪୬ଟି ମ୍ୟାଚ ଖେଳାଯିବ। ଯାହାକି ବିଶ୍ୱ ଘରୋଇ କ୍ରିକେଟ୍‌ ଇତିହାସରେ ଏକ ରେକର୍ଡ। ୨୦୨୩ ଜୁନ୍‌ ଶେଷ ସପ୍ତାହରୁ ମାର୍ଚ୍ଚ ୨୦୨୪...

ଏସ୍‌ଆର୍‌ଏଚ୍‌ ପାଇଁ ୧୭୨ ରନ୍‌ର ବିଜୟ ଲକ୍ଷ୍ୟ ରଖିଲା କେକେଆର୍‌

ହାଇଦ୍ରାବାଦ,୪ା୫: ରାଜୀବ ଗାନ୍ଧୀ ଇଣ୍ଟରନ୍ୟାଶନାଲ ଷ୍ଟାଡିୟମରେ ଗୁରୁବାର ଖେଳାଯାଉଥିବା ଆଇପିଏଲ ୨୦୨୩ର ୪୭ତମ ମ୍ୟାଚ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ ସନ୍‌ରାଇଜର୍ସ ହାଇଦ୍ରାବାଦ ଆଗରେ୧୭୨ ରନ୍‌ର ବିଜୟ ଲକ୍ଷ୍ୟ ରଖିଛି। ଏହି ମ୍ୟାଚରେ କୋଲକାତା ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri