ଖେଳ

କୋଲକାତାକୁ ହରାଇ ସନ୍‌ରାଇଜର୍ସର ଦ୍ୱିତୀୟ ବିଜୟ

କୋଲକାତା, ୧୪।୪: ହ୍ୟାରି ବ୍ରୁକ୍‌ଙ୍କ ଅପରାଜିତ ଶତକ ବଳରେ ସନ୍‌ରାଇଜର୍ସ ହାଇଦ୍ରାବାଦ ଶୁକ୍ରବାର ଅନୁଷ୍ଠିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ର ୧୯ ତମ ମ୍ୟାଚରେ କୋଲକାତା ନାଇଟ ରାଇଡର୍ସକୁ ୨୩ ରନ୍‌ରେ ପରାସ୍ତ କରିଛି। ସନ୍‌ରାଇଜର୍ସ ୨୦ ଓଭରରେ ୪ ଉଇକେଟ...

କୋଲ୍‌କାତା ଆଗରେ ୨୨୯ ରନ୍‌ର ବିଶାଳ ଟାର୍ଗେଟ

କୋଲ୍‌କାତା,୧୪।୪: କୋଲ୍‌କାତାର ଇଡେନ୍‌ ଗାର୍ଡେନ୍‌ରେ ଶୁକ୍ରବାର ଖେଳାଯାଇଥିବା ଆଇପିଏଲ୍‌ର ୧୯ତମ ମ୍ୟାଚ୍‌ରେ କୋଲ୍‌କାତା ନାଇଟ୍‌ ରାଇଡର୍ସ ଅଧିନାୟକ ନୀତିଶ ରାଣା ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲେ। ଫଳରେ ଏଡେନ ମାରକ୍ରମଙ୍କ ନେତୃତ୍ୱାଧୀନ ସନ୍‌ରାଇଜର୍ସ ହାଇଦ୍ରାବାଦ ପ୍ରଥମେ ବ୍ୟାଟିଂ କରିବାକୁ...

ହାର୍ଦ୍ଦିକଙ୍କୁ ଜରିମାନା

ମୋହଲି,୧୪ା୪: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ପଞ୍ଜାବ ବିପକ୍ଷ ମ୍ୟାଚରେ ସ୍ଲୋ ଓଭର ରେଟ୍‌ ପାଇଁ ଗୁଜରାଟ ଟାଇଟନ୍ସ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ୧୨ ଲକ୍ଷ ଟଙ୍କା ଜରିମାନା ହୋଇଛି। ଆଇପିଏଲ୍‌ ମ୍ୟାଚଗୁଡ଼ିକୁ ୩ ଘଣ୍ଟା ଓ ୨୦ ମିନିଟରେ ଶେଷ...

ଟସ୍‌ ଜିତିଲା କୋଲକାତା

କୋଲକାତା,୧୪।୪: କୋଲକାତା ଇଡେନ୍‌ ଗାଡେନ୍‌ରେ ଶୁକ୍ରବାର ଖେଳାଯାଉଥିବା ଆଇପିଲ୍‌ର ୧୯ତମ ମ୍ୟାଚ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ ଅଧିନାୟକ ନୀତିଶ ରାଣା ଟସ୍‌ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ ଏଦେନ ମାରକ୍ରମଙ୍କ ନେତୃତ୍ୱଧୀନ ସନ୍‌ରାଇଜର୍ସ ହାଇଦ୍ରାବାଦ ପ୍ରଥମେ ବ୍ୟାଟିଂ...

ଆଜି ଇଡେନ ଗାର୍ଡେନ୍ସରେ ମୁହଁମୁହିଁ ହେବେ ନାଇଟ୍‌ ରାଇଡର୍ସ-ସନ୍‌ରାଇଜର୍ସ

କୋଲକାତା,୧୪।୪: ଆଇପିଏଲ ସିରିଜ ୧୬ର ୧୯ତମ ମ୍ୟାଚରେ ଶୁକ୍ରବାର କୋଲକାତା ନାଇଟ୍‌ ରାଇଡର୍ସ (କେକେଆର୍‌) କୋଲକାତାର ଇଡେନ ଗାର୍ଡେନ୍ସରେ ସନ୍‌ରାଇଜର୍ସ ହାଇଦ୍ରାବାଦକୁ ଭେଟିବ। କେକେଆର୍‌: ଜେସନ ରୟ, ଏନ ଜଗଦିସନ, ଭେଙ୍କଟେଶ ଆୟର, ନୀତୀଶ ରାଣା, ଆନ୍ଦ୍ରେ ରସେଲ, ରିଙ୍କୁ...

ସୁନେଲିତାଙ୍କ ସ୍ବପ୍ନ

ବେଙ୍ଗାଲୁରୁସ୍ଥିତ ଭାରତୀୟ କ୍ରୀଡ଼ା ପ୍ରାଧିକରଣ(ସାଇ)ରେ ହେବାକୁଥିବା ଜାତୀୟ ସିନିୟର ମହିଳା ହକି କୋଚିଂ କ୍ୟାମ୍ପ୍‌ ପାଇଁ ମନୋନୀତ ହୋଇଛନ୍ତି ଓଡ଼ିଶାର ପ୍ରତିଭାସମ୍ପନ୍ନ ଖେଳାଳି ସୁନେଲିତା ଟପ୍ପୋ। ସୁନ୍ଦରଗଡ଼ର ଏହି ୧୬ ବର୍ଷୀୟା ଯୁବ ଖେଳାଳି ଜୁନିୟରସ୍ତରରେ ପ୍ରଭାବୀ ପ୍ରଦର୍ଶନ ପରେ...

ଚର୍ଚ୍ଚାରେ ଆଇପିଏଲ୍‌ର ନୂଆ ନିୟମ

ଆଇପିଏଲ୍‌ରେ ଏଥର କେତେକ ନୂଆ ନିୟମକୁ ପରୀକ୍ଷାମୂଳକ ଭାବେ ପ୍ରଚଳନ କରାଯାଇଛି। ଫିଲ୍ଡ ଅମ୍ପାୟର୍‌ଙ୍କ ଦାୟିତ୍ୱ କିଛିମାତ୍ରାରେ କମାଇ ଦିଆଯାଇଥିବା ବେଳେ ଟେକ୍ନୋଲୋଜିର ବ୍ୟାପକ ବ୍ୟବହାର ଦେଖିବାକୁ ମିଳୁଛି। ଏଥର ଗୋଟିଏ ଦଳରେ ୧୧ ବଦଳରେ ୧୨ ଜଣ ଖେଳାଳି...

ସାହସୀ ରିଙ୍କୁ

କ୍ରିକେଟ୍‌ କ୍ୟାରିୟର ଆରମ୍ଭରେ କୋଚିଂ ସେଣ୍ଟରରେ ଝାଡୁଦାର ଚାକିରି କରିଥିଲେ ରିଙ୍କୁ ସିଂ। ମାତ୍ର ଏହି କାର୍ଯ୍ୟ ତାଙ୍କୁ ପସନ୍ଦ ଲାଗି ନ ଥିଲା। ଶିକ୍ଷାଗତ ଯୋଗ୍ୟତା କମ୍‌ ଥିବାରୁ କେବଳ କ୍ରିକେଟ ହିଁ ଭାଗ୍ୟ ବଦଳାଇପାରିବ ବୋଲି ତାଙ୍କର...

ଶେଷ ଓଭରରେ ଜିତିଲା ଗୁଜରାଟ

ମୋହାଲି,୧୩।୪: ମୋହାଲି ପଞ୍ଜାବ କ୍ରିକେଟ ଆସୋସିଏଶନ ଆଇ.ଏସ୍‌. ବିନ୍ଦ୍ରା ଷ୍ଟାଡିୟମରେ ଗୁରୁବାର ଖେଳାଯାଇଥିବା ଆଇପିଏଲ୍‌ର ୧୮ତମ ମ୍ୟାଚ୍‌ରେ ଗୁଜରାଟ ଟାଇଟନ୍ସ ୬ ଉଇକେଟରେ ବିଜୟୀ ହୋଇଛି। ପଞ୍ଜାବ କିଙ୍ଗ୍ସ ୨୦ ଓଭରରେ ୮ ଉଇକେଟ ହରାଇ ୧୫୩ ରନ୍‌ କରିଥିବା...

ଗୁଜରାଟ ଆଗରେ ୧୫୪ ରନ୍‌ର ଟାର୍ଗେଟ୍‌

ମୋହାଲି,୧୩।୪: ମୋହାଲି ପଞ୍ଜାବ କ୍ରିକେଟ ଆସୋସିଏଶନ ଆଇ.ଏସ୍‌. ବିନ୍ଦ୍ରା ଷ୍ଟାଡିୟମରେ ଗୁରୁବାର ଖେଳାଯାଉଥିବା ଆଇପିଏଲ୍‌ର ୧୮ତମ ମ୍ୟାଚ୍‌ରେ ଗୁଜରାଟ ଟାଇଟନ୍ସ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲେ। ଆମନ୍ତ୍ରଣ ପାଇ ଶିଖର ଧାୱନଙ୍କ ନେତୃତ୍ୱାଧୀନ ପଞ୍ଜାବ...

ଟସ୍‌ ଜିତି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବୋଲିଂ ନିଷ୍ପତ୍ତି

ମୋହାଲି,୧୩।୪: ମୋହାଲି ପଞ୍ଜାବ କ୍ରିକେଟ ଆସୋସିଏଶନ ଆଇ.ଏସ୍‌ ବିନ୍ଦ୍ରା ଷ୍ଟାଡିୟମରେ ଗୁରୁବାର ଖେଳାଯାଉଥିବା ଆଇପିଏଲ୍‌ର ୧୮ତମ ମ୍ୟାଚ୍‌ରେ ଗୁଜରାଟ ଟାଇଟନ୍ସ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଟସ୍‌ ଜିତି ବୋଲି ନିଷ୍ପତ୍ତି ନେଇଛନ୍ତି। ଫଳରେ ଆମନ୍ତ୍ରଣ ପାଇ ଶିଖର ଧାୱନଙ୍କ ନେତୃତ୍ୱଧୀନ...

ମୋହାଲିରେ ଜିଟି-ପିବିକେଏସ ମୁହାଁମୁହିଁ…

ମୋହାଲି,୧୩।୪ : ଆଇପିଏଲ ସିରିଜ ୧୬ର ୧୮ତମ ମ୍ୟାଚରେ ମୋହାଲିର ପଞ୍ଜାବ କ୍ରିକେଟ ଆସୋସିଏଶନ ଆଇଏସ ବିନ୍ଦ୍ରା ଷ୍ଟାଡିୟମରେ ଗୁଜରାଟ ଟାଇଟାନ୍ସ (ଜିଟି) ଏବଂ ପଞ୍ଜାବ କିଙ୍ଗ୍ସ(ପିବିକେଏସ) ଗୁରୁବାର ସନ୍ଧ୍ୟା ସାଢ଼େ ୭ଟାରେ ମୁହାଁମୁହିଁ ହେବେ। ଏହି ମ୍ୟାଚରେପିବିକେଏସ ଅଧିନାୟକ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri