ଖେଳ

ଟସ୍‌ ଜିତି ବୋଲିଂ ନିଷ୍ପତ୍ତି: ପ୍ରଥମେ ବ୍ୟାଟିଂ କରିବ…

ବେଙ୍ଗାଲୁରୁ,୧୦।୪: ଏମ୍‌. ଚିନ୍ନାସ୍ବାମୀ ଷ୍ଟାଡିୟମରେ ସୋମବାର ଖେଳାଯାଉଥିବା ଆଇପିଏଲ୍‌ର ୧୫ତମ ମ୍ୟାଚରେ ଲକ୍ଷ୍ନୌ ସୁପର ଜିଆଣ୍ଟସ୍‌ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଖେଳାଯାଉଛି। ଲକ୍ଷ୍ନୌ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଛି। ଫଳରେ ଆମନ୍ତ୍ରଣ ପାଇ ଆରସିବି ବ୍ୟାଟିଂ...

ଏହି ଦିନ ଆରମ୍ଭ ହେବ ଦୁଲୀପ ଟ୍ରଫି-ରଣଜୀ ଟ୍ରଫି, ତାରିଖ ଘୋଷଣା

ନୂଆଦିଲ୍ଲୀ,୧୦।୪: ଭାରତୀୟ କ୍ରିକେଟର ୨୦୨୩-୨୪ ଘରୋଇ ସିଜିନ ଦୁଲୀପ ଟ୍ରଫି ଆସନ୍ତା ଜୁନ୍‌ ୨୮ତାରିଖରୁ ଆରମ୍ଭ ହେବ। ସେହିପରି ଆସନ୍ତା ବର୍ଷ ଜାନୁୟାରୀ ୫ରୁ ରଣଜୀ ଟ୍ରଫି ଆରମ୍ଭ ହେବା ନେଇ ସୋମବାର ବିସିସିଆଇ ପକ୍ଷରୁ ଘୋଷଣା କରାଯାଇଛି। ୬...

ମେସିଙ୍କ ପ୍ରଦର୍ଶନରେ ପିଏସ୍‌ଜି ବିଜୟୀ

ପ୍ୟାରିସ୍‌, ୧୦ା୪(ଏପି): ଫ୍ରେଞ୍ଚ୍‌ ଲିଗ୍‌ରେ ଲିଓନେଲେ ମେସିଙ୍କ ଉନ୍ନତ ପ୍ରଦର୍ଶନ ବଳରେ ପ୍ୟାରିସ୍‌ ସେଣ୍ଟ୍‌ ଜର୍ମେନ୍‌(ପିଏସ୍‌ଜି)୨-୦ ଗୋଲ୍‌ରେ ନାଇସ୍‌ ଦଳକୁ ପରାସ୍ତ କରିଛି। ଫଳରେ ଦଳ ୬ ପଏଣ୍ଟ ସହ ପଏଣ୍ଟ ଟେବୁଲ ଶୀର୍ଷରେ ରହିଛି। ପ୍ରଥମେ ଖେଳର ୨୬ତମ...

ଆଇଏମ୍‌ଙ୍କ ସହ ଡ୍ର ରଖିଲେ ୧୨ ବର୍ଷୀୟ ଇଶାନ

ମୁମ୍ବାଇ, ୧୦ା୪(ପି.ଟି.): ସର୍ବଭାରତୀୟ ଫିଡେ ରେଟିଂ ଚେସ୍‌ ଟୁର୍ନାମେଣ୍ଟର ରାଉଣ୍ଡ-୩ରେ ଏକ ବଡ଼ ବିପର୍ଯ୍ୟୟ ସୃଷ୍ଟି କରିଛନ୍ତି ୧୨ ବର୍ଷୀୟ ଇଶାନ ତେନ୍ଦୋଲକର। ଟପ୍‌ ସିଡ୍‌ ତଥା ଇଣ୍ଟରନ୍ୟାଶନାଲ ମାଷ୍ଟର ବିକ୍ରମାଦିତ୍ୟ କୁଲକର୍ନୀଙ୍କ ବିପକ୍ଷ ଗେମ୍‌ ସେ ଡ୍ର’ ରଖିବାରେ...

ବିଜୟପଥକୁ ଫେରିବା ଲକ୍ଷ୍ୟରେ ଆର୍‌ସିବି

ବେଙ୍ଗାଲୁରୁ, ୧୦ା୪(ପି.ଟି.): ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ସୋମବାର ଲକ୍ଷ୍ନୌ ସୁପର ଜାଏଣ୍ଟ୍ସକୁ ଭେଟିବ। ଏଥିରେ ଦଳ ବ୍ୟାଟରମାନଙ୍କଠାରୁ ଅଧିକ ରନ ଏବଂ ଡେଥ୍‌ ଓଭରଗୁଡ଼ିକରେ ଶୃଙ୍ଖଳିତ ବୋଲିଂ ଆଶା କରିବ। ଆରସିବି ଏହି...

ରାଜାଓ୍ବତ୍‌ଙ୍କୁ ପ୍ରଥମ ଓ୍ବାଲର୍‌ଡ ଟୁର୍‌ ଟାଇଟଲ

ଓର୍ଲିନ୍ସ, ୧୦ା୪(ପି.ଟି.): ଡେନ୍‌ମାର୍କର ମାଗ୍ନସ ଜୋହାନସେନଙ୍କ ବିପକ୍ଷ ଫାଇନାଲରେ ରୋମାଞ୍ଚକ ବିଜୟ ସହ ଭାରତର ପ୍ରିୟାଂଶୁ ରାଜାଓ୍ବତ୍‌ ଏଠାରେ ଚାଲିଥିବା ଓର୍ଲିନ୍ସ ମାଷ୍ଟର୍ସ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟର ପୁରୁଷ ସିଙ୍ଗଲ୍ସ ଚାମ୍ପିୟନ ହୋଇଛନ୍ତି। ଏହା ହେଉଛି ତାଙ୍କର ପ୍ରଥମ ବିଡବ୍ଲ୍ୟୁଏଫ୍‌(ବ୍ୟାଡ୍‌ମିଣ୍ଟନ ଓ୍ବାଲର୍‌ଡ...

ଶେଷ ଓଭର: ୧, ୬, ୬, ୬, ୬, ୬

ଅହମଦାବାଦ, ୧୦।୪: ସ୍ଥାନୀୟ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଉପସ୍ଥିତ ଭରପୂର ଦର୍ଶକଙ୍କ ସମ୍ମୁଖରେ ଗୁଜରାଟ ଟାଇଟନ୍ସ-କୋଲ୍‌କାତା ନାଇଟ୍‌ ରାଇଡର୍ସ ଆଇପିଏଲ୍‌ ମ୍ୟାଚ୍‌ର ରୋମାଞ୍ଚକ ପରିସମାପ୍ତି ଘଟିଛି। ବିଭିନ୍ନ ସମୟରେ ମ୍ୟାଚ୍‌ ନାଟକୀୟ ମୋଡ଼ ନେବାପରେ ଶେଷରେ ବାଜି ମାରିଛି ନାଇଟ୍‌...

୮ ଓ୍ବିକେଟରେ ଜିତିଲା ଏସଆରଏଚ…

ହାଇଦ୍ରାବାଦ,୯।୪ : ଆଇପିଏଲ ସିରିଜ ୧୬ର ୧୪ ତମ ମ୍ୟାଚରେ ରବିବାର ସନରାଇଜର୍ସ ହାଇଦ୍ରାବାଦ (ଏସଆରଏଚ) ପଞ୍ଜାବ କିଙ୍ଗ୍‌ସ(ପିବିକେଏସ ) ବିପକ୍ଷରେ ୭ ଓ୍ବିକେଟରେ ବିଜୟ ହାସଲ କରିଛି । ଧାର୍ଯ୍ୟ ୧୪୪ରନ ଲକ୍ଷ୍ୟର ପିଛା କରି ଏସଆରଏଚ  ୧୭.୧...

ଏସଆରଏଚ ପାଇଁ ୧୪୪ ରନର ବିଜୟ ଲକ୍ଷ୍ୟ…

ହାଇଦ୍ରାବାଦ,୯।୪ : ଆଇପିଏଲ ସିରିଜ ୧୬ର ୧୪ ତମ ମ୍ୟାଚ ରବିବାର ସନରାଇଜର୍ସ ହାଇଦ୍ରାବାଦ (ଏସଆରଏଚ) ଏବଂ ପଞ୍ଜାବ କିଙ୍ଗ୍‌ସ(ପିବିକେଏସ )ମଧ୍ୟରେ ହାଇଦ୍ରାବାଦର ରାଜୀବ ଗାନ୍ଧୀ ଇଣ୍ଟରନ୍ୟାଶନାଲ କ୍ରିକେଟ ଷ୍ଟାଡିୟମରେ ଖେଳାଯାଉଛି।  ମ୍ୟାଚରେ ଏସଆରଏଚ ଅଧିନାୟକ ଆଡେନ ମାର୍କ୍ରାମ ଟସ...

ଦୁର୍ଘଟଣାରେ ଚାମ୍ପିୟନ ଇଥାନ ବୟେଜଙ୍କ ପରଲୋକ

ସାନ୍‌ ଫାନ୍‌ସିସ୍‌କୋ, ୯ା୪: ସାନ୍‌ ଫ୍ରାନ୍‌ସିସ୍କୋ ନ୍ୟାଶନାଲ ପାର୍କ ନିକଟରେ ଏକ କାର୍‌ ଧକ୍କାରେ ସାଇକ୍ଲିଷ୍ଟ ଇଥାନ ବୟେଜଙ୍କ ପରଲୋକ ହୋଇଯାଇଛି। ତାଙ୍କୁ ୪୪ବର୍ଷ ବୟସ ହୋଇଥିଲା। ସେ ସାଇକେଲ ଚଳାଇ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟଛି। ଚିକିତ୍ସା...

କେକେଆରର ସଂଘର୍ଷପୂର୍ଣ୍ଣ ବିଜୟ, ୩ ଓ୍ବିକେଟରେ ହାରିଲା ଜିଟି…

ଅହମଦାବାଦ,୯।୪ : ଆଇପିଏଲ ସିରିଜ ୧୬ର ୧୩ ତମ ମ୍ୟାଚରେ ରବିବାର ଗୁଜରାଟ ଟାଇଟାନ୍ସ (ଜିଟି) ବିପକ୍ଷରେ କୋଲକାତା ନାଇଟ ରାଇଡର୍ସ (କେକେଆର) ସଂଘର୍ଷପୂର୍ଣ୍ଣ ବିଜୟ ହାସଲ କରିଛି। ଧାର୍ଯ୍ୟ ଲକ୍ଷ୍ୟର ପିଛା କରି କେକେଆର ୨୦ ଓଭରରେ ୭...

ଟସ ଜିତିଲା ଏସଆରଏଚ: ପ୍ରଥମେ ବୋଲିଂ…

ହାଇଦ୍ରାବାଦ,୯।୪ : ଆଇପିଏଲ ସିରିଜ ୧୬ର ୧୪ ତମ ମ୍ୟାଚ ରବିବାର ସନରାଇଜର୍ସ ହାଇଦ୍ରାବାଦ (ଏସଆରଏଚ) ଏବଂ ପଞ୍ଜାବ କିଙ୍ଗ୍‌ସ(ପିବିକେଏସ )ମଧ୍ୟରେ ହାଇଦ୍ରାବାଦର ରାଜୀବ ଗାନ୍ଧୀ ଇଣ୍ଟରନ୍ୟାଶନାଲ କ୍ରିକେଟ ଷ୍ଟାଡିୟମରେ ଖେଳାଯାଉଛି। ମ୍ୟାଚରେ ଏସଆରଏଚ ଅଧିନାୟକ ଆଡେନ ମାର୍କ୍ରାମ ଟସ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri