ଖେଳ

ଭାରତୀୟ ଦଳର ନେତୃତ୍ୱ ନେବେ ଉତ୍ତମ

ବେଙ୍ଗାଲୁରୁ, ୫ା୫ (ପି.ଟି.): ଓମାନର ସାଲାଲାଠାରେ ମେ ୨୩ରୁ ଜୁନ୍‌ ୧ ପର୍ଯ୍ୟନ୍ତ ହେବାକୁଥିବା ଜୁନିୟର ଏସିଆ କପ୍‌ ହକି ଟୁର୍ନାମେଣ୍ଟ ପାଇଁ ଯୁବ ଫରଓ୍ବାର୍ଡ ଉତ୍ତମ ସିଂଙ୍କୁ ଭାରତୀୟ ଦଳର ଅଧିନାୟକ ମନୋନୀତ କରାଯାଇଛି। ଗତବର୍ଷ ତାଙ୍କର ଉଚ୍ଚକୋଟୀର...

କୋଲକାତାର ଚତୁର୍ଥ ବିଜୟ

ହାଇଦ୍ରାବାଦ,୫ା୫: ଶେଷ ଓଭରରେ ବରୁନ ଚକ୍ରବର୍ତ୍ତୀଙ୍କ ଘାତକ ବୋଲିଂ ବଳରେ କୋଲକାତା ନାଇଟ ରାଇଡର୍ସ (କେକେଆର୍‌) ଏହାର ୪ର୍ଥ ବିଜୟ ହାସଲ କରିଛି। ରାଜୀବ ଗାନ୍ଧୀ ଇଣ୍ଟରନ୍ୟାଶନାଲ ଷ୍ଟାଡିୟମରେ ଅନୁଷ୍ଠିତ ଆଇପିଏଲର ୪୭ ତମ ମ୍ୟାଚରେ କେକେଆର ୫ ରନ୍‌ରେ...

ଚର୍ଚ୍ଚାରେ ଭେଟେରାନ୍‌ ପ୍ଲେୟର

ଅଭିଜ୍ଞତାର କିଛି ବିକଳ୍ପ ନ ଥାଏ। ଚଳିତ ଇଣ୍ଡିଆନ୍‌ ପ୍ରିମିୟର୍‌ ଲିଗ୍‌ ଅଧାଅଧି ଶେଷ ହେବାକୁ ବସିଥିବା ବେଳେ କିଛି ଅଭିଜ୍ଞ ଖେଳାଳିଙ୍କ ପ୍ରଦର୍ଶନ ଏହାକୁ ଠିକ୍‌ ପ୍ରମାଣିତ କରିଛି। ଏହି ଲିଗ୍‌ରେ ସାଧାରଣତଃ ଯୁବ ଖେଳାଳିଙ୍କଠାରୁ ପ୍ରଭାବୀ ପ୍ରଦର୍ଶନ...

ଘରୋଇ କ୍ରିକେଟ ସିଜନ

ଏପ୍ରିଲ ୧୧ତାରିଖରେ ବିସିସିଆଇ ଘରୋଇ କ୍ରିକେଟ କାର୍ଯ୍ୟସୂଚୀ ପ୍ରକାଶ କରିଛି। ୨୦୨୩-୨୪ ସିଜନ୍‌ରେ ୯ ମାସରେ ମୋଟ ୧୮୪୬ଟି ମ୍ୟାଚ ଖେଳାଯିବ। ଯାହାକି ବିଶ୍ୱ ଘରୋଇ କ୍ରିକେଟ୍‌ ଇତିହାସରେ ଏକ ରେକର୍ଡ। ୨୦୨୩ ଜୁନ୍‌ ଶେଷ ସପ୍ତାହରୁ ମାର୍ଚ୍ଚ ୨୦୨୪...

ଏସ୍‌ଆର୍‌ଏଚ୍‌ ପାଇଁ ୧୭୨ ରନ୍‌ର ବିଜୟ ଲକ୍ଷ୍ୟ ରଖିଲା କେକେଆର୍‌

ହାଇଦ୍ରାବାଦ,୪ା୫: ରାଜୀବ ଗାନ୍ଧୀ ଇଣ୍ଟରନ୍ୟାଶନାଲ ଷ୍ଟାଡିୟମରେ ଗୁରୁବାର ଖେଳାଯାଉଥିବା ଆଇପିଏଲ ୨୦୨୩ର ୪୭ତମ ମ୍ୟାଚ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ ସନ୍‌ରାଇଜର୍ସ ହାଇଦ୍ରାବାଦ ଆଗରେ୧୭୨ ରନ୍‌ର ବିଜୟ ଲକ୍ଷ୍ୟ ରଖିଛି। ଏହି ମ୍ୟାଚରେ କୋଲକାତା ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ...

ଧୋନୀଙ୍କ ସହ ଆଫଗାନ ଷ୍ଟାରଙ୍କ ଫଟୋ ଦେଖି ପ୍ରଶଂସକ ଖପ୍ପା

ଲକ୍ଷ୍ନୌ,୪ା୫: ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ଆଇପିଏଲ ୨୦୨୩ ର ୪୫ ତମ ମ୍ୟାଚ ଖେଳାଯାଇଥିଲା। ତେବେ ବର୍ଷା ହେତୁ ଏହି ମ୍ୟାଚ୍‌ ଶେଷ ହୋଇପାରି ନ ଥିଲା। ଫଳସ୍ବରୂପ,...

ଟସ୍‌ ଜିତିଲା କୋଲକାତା, ବ୍ୟାଟିଂ ନିଷ୍ପତ୍ତି

ହାଇଦ୍ରାବାଦ,୪ା୫: ଆଇପିଏଲ ସିଜିନ ୧୬ର ୪୭ତମ ମ୍ୟାଚ୍‌ ହାଇଦ୍ରାବାଦ ଏବଂ କୋଲକାତା ମଧ୍ୟରେ ଖେଳାଯାଉଛି। ହାଇଦ୍ରାବାଦର ରାଜୀବ ଗାନ୍ଧୀ ଇଣ୍ଟରନ୍ୟାଶନାଲ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚରେ କୋଲକାତା ନାଇଟ୍‌ ରାଇଡର୍ସର ଅଧିନାୟକ ନୀତିଶ ରାଣା ଟସ୍‌ ଜିତିବା ପରେ ପ୍ରଥମେ...

ସେ କେବଳ ବ୍ୟାଟ୍ସମ୍ୟାନ୍‌ ନୁହନ୍ତି, ଜଣେ ଭଲ ଗଣିତଜ୍ଞ ବି: ଶ୍ରୀସନ୍ତ

ନୂଆଦିଲ୍ଲୀ,୪ା୫: ମୁମ୍ବାଇ ଇଣ୍ଡିଆନ୍ସ ଆଇପିଏଲ ୨୦୨୩ର ୪୭ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ୍‌କୁ ୬ ଓ୍ବିକେଟରେ ପରାସ୍ତ କରି ସିଜିନର ପଞ୍ଚମ ବିଜୟ ହାସଲ କରିଛି। ଏହି ମ୍ୟାଚ୍‌ରେ ଓପନର୍‌ ଇଶାନ କିଶାନ ଏବଂ ସୂର୍ଯ୍ୟକୁମାର ଯାଦବ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ...

ହାଇଦ୍ରାବାଦରେ ଏସଆରଏଚ-କେକେଆର ଲଢ଼େଇ…

ହାଇଦ୍ରାବାଦ,୪।୫ : ଆଇପିଏଲ ସିଜିନ ୧୬ର ୪୭ ତମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ(ଏସଆରଏଚ) ଏବଂ କୋଲକାତା ନାଇଟ ରାଇଡର୍ସ(କେକେଆର) ଗୁରୁବାର ସନ୍ଧ୍ୟା ସାଢ଼େ ଟାରେ ମୁହାଁମୁହିଁ ହେବେ। ହାଇଦ୍ରାବାଦର ରାଜୀବ ଗାନ୍ଧୀ ଇଣ୍ଟରନ୍ୟାଶନାଲ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚ ଉଭୟ...

‘ଆମେ ମେଡାଲ ଫେରାଇ ଦେବୁ’ ମିଡନାଇଟ ହଙ୍ଗାମା ପରେ ରେସଲରଙ୍କ ପ୍ରଥମ ପ୍ରେସ କନଫରେନ୍ସ, କହିଲେ ଆମ ଲଢେଇ ସରକାରଙ୍କ ସହ ନୁହେଁ

ନୂଆଦିଲ୍ଲୀ,୪।୫: ଜନ୍ତର ମନ୍ତରରେ ବୁଧବାର ବିଳମ୍ବିତ ରାତିରେ ହଙ୍ଗାମା ପରେ ଧାରଣାରେ ବସିଥିବା ରେସଲରମାନେ ଗୁରୁବାର ସକାଳେ ଏକ ପ୍ରେସ କନଫରେନ୍ସ କରିଛନ୍ତି। ଏମାନେ କହିଛନ୍ତି ଆମର ଲଢେଇ ସରକାର ଅଥବା ବିରୋଧୀଙ୍କ ସହ ନୁହେଁ। ଆମ ଲଢେଇ ବ୍ରିଜ...

ରିପ୍ଲେସମେଣ୍ଟ ଘୋଷଣା କଲା କେକେଆର: ଲିଟନ ଦାସଙ୍କ ସ୍ଥାନରେ ଖେଳିବେ ଜନସନ

ନୂଆଦିଲ୍ଲୀ,୪।୫: କୋଲକାତା ନାଇଟ ରାଇଡର୍ସ ଆଇପିଏଲ୨୦୨୩ର ଅବଶିଷ୍ଟ ମ୍ୟାଚ ପାଇଁ ଲିଟନ ଦାସଙ୍କ ରିପ୍ଲେସମେଣ୍ଟ ଘୋଷଣା କରିଛି। ଦଳ ଜନସନ ଚାଲର୍‌ସଙ୍କୁ ଲିଟନ ଦାସଙ୍କ ସ୍ଥାନ ଦେଇଛି। କେକେଆର୍‌ ତାଙ୍କୁ ୫୦ ଲକ୍ଷ ଟଙ୍କା ଦେଇ ଦଳରେ ସାମିଲ କରିଛନ୍ତି।...

୨୮ ଜଣିଆ ଓଡ଼ିଶା ଦଳ ଘୋଷିତ

ଭୁବନେଶ୍ୱର,୪ା୫(ସ୍ପୋଟର୍‌ସ ବ୍ୟୁରୋ): ଜାତୀୟ ସବ୍‌ ଜୁନିୟର ମହିଳା ହକି ଟୁର୍ନାମେଣ୍ଟ ପାଇଁ ବୁଧବାର ୨୮ ଜଣିଆ ଓଡ଼ିଶା ଦଳ ଘୋଷଣା କରାଯାଇଛି। ଅମୀଷା କୁଲ୍ଲୁଙ୍କୁ ଏହି ଦଳର ଅଧିନାୟିକା ରଖାଯାଇଥିବା ବେଳେ ତନୁଜା ଟପ୍ପୋ ଉପ ଅଧିନାୟିକା ରହିଛନ୍ତି। ଖେଲୋ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri