ଖେଳ

ଟସ୍‌ ଜିତି ହାଇଦ୍ରାବାଦର ବ୍ୟାଟିଂ ନିଷ୍ପତ୍ତି

ଲକ୍ଷ୍ନୌ,୭।୪: ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀ ଏକାନା କ୍ରିକେଟ ଷ୍ଟାଡିୟମରେ ଶୁକ୍ରବାର ଆଇପିଏଲ୍‌ର ୧୦ମ ମ୍ୟାଚ୍‌ରେ ସନ୍‌ରାଇଜର୍ସ ହାଇଦ୍ରାବାଦ ଅଧିନାୟକ ଅଦେନ ମାର୍‌କ୍ରମ ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି। ଫଳରେ ଆମନ୍ତ୍ରଣ ପାଇ କେଏଲ୍‌ ରାହୁଲଙ୍କ ନେତୃତ୍ୱାଧୀନ...

ଅଦେନ ମାର୍‌କ୍ରମଙ୍କ ନେତୃତ୍ୱରେ ପଡ଼ିଆକୁ ଓହ୍ଲାଇବ ହାଇଦ୍ରାବାଦ

ଲକ୍ଷ୍ନୌ,୭।୪: ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀ ଏକାନା କ୍ରିକେଟ ଷ୍ଟାଡିୟମରେ ଆଇପିଏଲ୍‌ର ୧୦ମ ମ୍ୟାଚ୍‌ ସନ୍‌ରାଇଜର୍ସ ହାଇଦ୍ରାବାଦ୍‌ ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟସ୍‌ ମଧ୍ୟରେ ଖେଳାଯିବ। ଅନ୍ୟପକ୍ଷେ ପରାଜୟରୁ ଅଭିଯାନ ଆରମ୍ଭ କରିଥିବା ହାଇଦ୍ରାବାଦ ଶୁକ୍ରବାର ନୂଆ ଅଧିନାୟକ...

ପୃଥ୍ବୀଙ୍କ ପାଇଁ ବଢୁଛି ଅଡୁଆ

ନୂଆଦିଲ୍ଲୀ,୭ା୪: ଦିଲ୍ଲୀ କ୍ୟାପିଟାଲ ଷ୍ଟାରର ଯୁବ ଓପନର୍‌ ପୃଥ୍ବୀ ଶ’ଙ୍କ ପାଇଁ ଅଡୁଆ ବଢୁଛି। ଦୁଇ ମାସ ପୂର୍ବେ ସୋସିଆଲ ମିଡିଆ ଇନ୍‌ଫ୍ଲୁଏନ୍ସର ସପ୍‌ନା ଗିଲ୍‌ଙ୍କ ସହ ଝଗଡ଼ା ଲାଗି ସପ୍‌ନା ବର୍ତ୍ତମାନ ମୁମ୍ବାଇ କୋର୍ଟରେ ପହଞ୍ଚିଛନ୍ତି। ସପ୍‌ନା ଆନ୍ଧ୍ର...

୧୭ ବର୍ଷ ବୟସରେ ନିରାଶ ହୋଇ କ୍ରିକେଟ ଛାଡ଼ିଥିଲେ ଏହି କ୍ରିକେଟର, ୭ ବର୍ଷ ପରେ ପୁଣି ଫେରିଛନ୍ତି

କୋଲକାତା,୭ା୪: କ୍ରିକେଟର ହେବା ପାଇଁ କୋଲକାତା ନାଇଟ୍‌ ରାଇଡର୍ସ ସ୍ପିନର ବରୁଣ ଚକ୍ରବର୍ତ୍ତୀଙ୍କ ଯାତ୍ରା ଅତ୍ୟନ୍ତ ଆକର୍ଷଣୀୟ। ଏକଦା ସେ କ୍ରିକେଟରେ କ୍ୟାରିୟର କରିବାର ସ୍ବପ୍ନକୁ ସମ୍ପୂର୍ଣ୍ଣ ଛାଡ଼ି ଦେଇଥିଲେ। ବରୁଣ ବର୍ତ୍ତମାନ କେକେଆରର ଆଗୁଆ ସ୍ପିନର ଅଟନ୍ତି। ଆଇପିଏଲ...

ଆଜି ଲକ୍ଷ୍ନୌକୁ ଭେଟିବ ହାଇଦ୍ରାବାଦ

ଲକ୍ଷ୍ନୌ,୭।୪: ଆଇପିଏଲ ସିରିଜ ୧୬ର ଦଶମ ମ୍ୟାଚ୍‌ ବୁଧବାର ଲକ୍ଷ୍ନୌ ସୁପର ଜାଏଣ୍ଟସ୍‌(ଏଲ୍‌ଏସ୍‌ଜି) ଏବଂ ସନ୍‌ରାଇଜର୍ସ ହାଇଦ୍ରାବାଦ(ଏସ୍‌ଆର୍‌ଏଚ୍‌)ମଧ୍ୟରେ ଲକ୍ଷ୍ନୌର ଅଟଳ ବିହାରୀ ବାଜପେୟୀ ଏକାନା ଷ୍ଟାଡିୟମରେ ଖେଳାଯିବ। ଚଳିତ ଆଇପିଏଲ୍‌ରେ ପରାଜୟରୁ ଅଭିଯାନ ଆରମ୍ଭ କରିଥିବା ସନ୍‌ରାଇଜର୍ସ ହାଇଦ୍ରାବାଦ ଜିତିବା...

କେକେଆର୍‌ର ବିଜୟ ପରେ ବିରାଟ କୋହଲିଙ୍କୁ ଧରି ନାଚିଲେ କିଙ୍ଗ୍‌ ଖାନ

କୋଲକାତା,୭।୪: କୋଲକାତାର ଇଡେନ ଗାର୍ଡେନ୍ସରେ ଗୁରୁବାର କୋଲକାତା ନାଇଟ ରାଇଡର୍ସ(କେକେଆର୍‌) ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆରସିିବି) ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚ୍‌ ଦେଖିବା ପାଇଁ ବଲିଉଡର କିଙ୍ଗ୍‌ ଖାନ ତଥା କେକେଆର୍‌ର ମାଲିକ ମଧ୍ୟ ପହଞ୍ଚିଥିଲେ। ତେବେ ମ୍ୟାଚ୍‌ରେ କେକେଆର୍‌...

ଶାର୍ଦ୍ଦୂଳ,ଗୁରବାଜଙ୍କ ଅର୍ଦ୍ଧଶତକ

କୋଲକାତା,୭ା୪: କୋଲକାତାର ଇଡେନ୍‌ ଗାର୍ଡେନ୍ସରେ ଅନୁଷ୍ଠିତ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ)ର ନବମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆରସିବି) ବିପକ୍ଷରେ ଚମତ୍କାର ଅର୍ଦ୍ଧଶତକ ହାସଲ କରିଛନ୍ତି ଶାର୍ଦ୍ଦୂଳ ଠାକୁର ଓ ରହମାନଉଲ୍ଲା ଗୁରବାଜ। ଉଭୟ ଖେଳାଳିଙ୍କ ଅର୍ଦ୍ଧଶତକ ବଳରେ କୋଲକାତା...

ଜାଭେଲିନ୍‌ ଛାଡ଼ି କ୍ରିକେଟକୁ ପସନ୍ଦ କରିଥିଲେ ହାଜେଲଉଡ୍‌

ଜୋଶ୍‌ ହାଜେଲଉଡ୍‌ କ୍ରିକେଟ ଜଗତରେ ଏକ ପରିଚିତ ନାମ। ଅଷ୍ଟ୍ରେଲିଆର ଏହି ଦ୍ରୁତ ବୋଲର ଇତିମଧ୍ୟରେ ୫୯ ଟେଷ୍ଟ, ୬୯ ଦିନିକିଆ ଓ ୪୧ଟି ଟି୨୦ ଅନ୍ତର୍ଜାତୀୟ ମ୍ୟାଚ ଖେଳିସାରିଛନ୍ତି। ଟେଷ୍ଟରେ ୨୦୦, ଦିନିକିଆରେ ୧୦୦ ଓ ଟି୨୦ରେ ୫୦...

ମୁମ୍ବାଇ ଡବ୍ଲ୍ୟୁପିଏଲ୍‌ ଚାମ୍ପିୟନ

ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୬ତମ ସଂସ୍କରଣ ଇତିମଧ୍ୟରେ ଆରମ୍ଭ ହୋଇଯାଇଛି। ଗତ ସଂସ୍କରଣରେ ପଏଣ୍ଟ ଟେବୁଲର ନିମ୍ନରେ ରହିଥିବା ଲିଗ୍‌ର ସବୁଠାରୁ ସଫଳ ଦଳ ମୁମ୍ବାଇ ଇଣ୍ଡିଆନ୍ସ ଏଥର ମଧ୍ୟ ପରାଜୟ ସହ ଅଭିଯାନ ଆରମ୍ଭ କରିଛି। ତେବେ...

କୋଲକାତାର ବୃହତ ବିଜୟ

କୋଲକାତା,୬।୪: କୋଲକାତାର ଇଡେନ୍‌ ଗାର୍ଡେନ୍ସରେ ଅନୁଷ୍ଠିତ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ)ର ନବମ ମ୍ୟାଚରେ ଉଭୟ ବ୍ୟାଟିଂ ଏବଂ ବୋଲିଂରେ କୋଲକାତା ନାଇଟ ରାଇଡର୍ସ(କେକେଆର) ଚମତ୍କାର ପ୍ରଦର୍ଶନ କରି ୮୧ ରନ୍‌ରେ ବିଜୟୀ ହୋଇଛି। ଶାର୍ଦ୍ଦୂଳ ଠାକୁର ଓ ରହମାନଉଲ୍ଲା...

ଆର୍‌ସିବି ଆଗରେ ୨୦୫ ରନ୍‌ର ଟାର୍ଗେଟ୍‌

କୋଲକାତା,୬।୪: କୋଲକାତାର ଇଡେନ୍‌ ଗାର୍ଡେନରେ ଗୁରୁବାର ଖେଳାଯାଇଥିବା ଆଇପିଏଲ୍‌ର ୯ତମ ମ୍ୟାଚ୍‌ରେ ଆର୍‌ସିବି ଅଧିନାୟକ ଫାଫ ଡୁପ୍ଲେସିସ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲେ। ଫଳରେ ଆମନ୍ତ୍ରଣ ପାଇ କୋଲକାତା ନାଇଟ ରାଇଡର୍ସ ନିର୍ଦ୍ଧାରିତ ୨୦ ଓଭରରେ ୭ ଉଇକେଟ...

ଟସ୍‌ ଜିତି ଆରସିବିର ବୋଲିଂ ନିଷ୍ପତ୍ତି

କୋଲକାତା,୩।୪: କୋଲକାତାର ଇଡେନ ଗାର୍ଡେନରେ ଗୁରୁବାର ଖେଳାଯାଉଥିବା ଆଇପିଏଲ୍‌ର ୯ତମ ମ୍ୟାଚରେ କୋଲକାତା ନାଇଟ୍‌ ରାଇଡର୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୋ ମଧ୍ୟରେ ଖେଳାଯାଉଛି। ଆରସିବି ଅଧିନାୟକ ଫାଫ ଡୁ ଫ୍ଲେସିସ୍‌ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଛନ୍ତି। ଫଳରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri