ଖେଳ

ବିକ୍ରାନ୍ତ ମଲିକଙ୍କୁ ସ୍ବର୍ଣ୍ଣ ପଦକ

ଭୁବନେଶ୍ୱର, ୧୬।୩ (କ୍ରୀଡ଼ା ପ୍ରତିନିଧି): ଚେନ୍ନାଇସ୍ଥିତ ତାମିଲନାଡ଼ୁ ଫିଜିକାଲ ଏଜୁକେଶନ ଆଣ୍ଡ ସ୍ପୋଟର୍‌ସ ୟୁନିଭର୍ସିଟି ଆନୁକୂଲ୍ୟରେ ଚାଲିଥିବା ସର୍ବଭାରତୀୟ ଆନ୍ତଃ ବିଶ୍ୱବିଦ୍ୟାଳୟ ଆଥଲେଟିକ୍ସ (ମହିଳା ଓ ପୁରୁଷ) ଚାମ୍ପିୟନଶିପ୍‌ର ତୃତୀୟ ଦିବସରେ କିଟ୍‌ର ବିକ୍ରାନ୍ତ ମଲିକ ସ୍ବର୍ଣ୍ଣ ପଦକ ହାସଲ...

କୁଲ୍‌ଦୀପ୍‌-ଚହଲଙ୍କ ଉପରେ ନଜର

ମୁମ୍ବାଇ,୧୬ା୩(ପି.ଟି.): ଇଂଲଣ୍ଡରେ ଅନୁଷ୍ଠିତ ୨୦୧୯ ବିଶ୍ୱକପରେ ଭାରତର ପ୍ରଥମ ପସନ୍ଦର ବୋଲର ରହିଥିବା କୁଲଦୀପ ଯାଦବ ଓ ୟୁଜବେନ୍ଦ୍ର ଚହଲ(କୁଲ୍‌-ଚା) ପରବର୍ତ୍ତୀ ସମୟରେ ଅନେକ ପରିବର୍ତ୍ତନର ସାମ୍ନା କରିଛନ୍ତି। ୨୦୨୧ରେ କୁଲଦୀପଙ୍କ ଆଣ୍ଠୁରେ ସର୍ଜରୀ ହୋଇଥିବା ବେଳେ ଖରାପ ପ୍ରଦର୍ଶନ...

ଓଡ଼ିଶା ସିନିୟର ଟେବୁଲ ଟେନିସ ଦଳ ଘୋଷିତ

ଭୁବନେଶ୍ୱର, ୧୬।୩ (କ୍ରୀଡ଼ା ପ୍ରତିନିଧି): ଜମ୍ମୁର ଏମ୍‌.ଏ. ଷ୍ଟାଡିୟମରେ ଚଳିତ ମାସ ୨୦ରୁ ୨୭ ପର୍ଯ୍ୟନ୍ତ ୮୪ତମ ଜାତୀୟ ସିନିୟର ଏବଂ ଆନ୍ତଃରାଜ୍ୟ ଟେବୁଲ ଟେନିସ ଚାମ୍ପିୟନଶିପ୍‌ ଅନୁଷ୍ଠିତ ହେବାକୁ ଯାଉଛି। ଏଥିରେ ଅଂଶଗ୍ରହଣ କରିବା ପାଇଁ ବୁଧବାର ଓଡ଼ିଶା...

ନିଖତ, ଲଭଲିନା ପଦକ ଫେବରିଟ୍‌

ନୂଆଦିଲ୍ଲୀ,୧୬ା୩ (ପି.ଟି.): ନୂଆଦିଲ୍ଲୀରେ ମହିଳା ବକ୍ସିଂ ବିଶ୍ୱ ଚାମ୍ପିୟନଶିପ୍‌ ଆରମ୍ଭ ହୋଇଥିବା ବେଳେ ନିଖତ ଜରିନ୍‌ ଓ ଲଭଲିନା ବୋର୍ଗୋହେନ୍‌ ଭାରତର ପଦକ ଫେବରିଟ୍‌ ରହିଛନ୍ତି। ମହିଳା ବିଶ୍ୱ ଚାମ୍ପିୟନଶିପ୍‌ର ୧୩ ତମ ସଂସ୍କରଣରେ ୬୫ ଦେଶର ୩୦୦ରୁ ଅଧିକ...

ଶୁଟ୍‌ଆଉଟରେ ଭାରତ ବିଜୟୀ

ରାଉରକେଲା ଅଫିସ/ଭୁବନେଶ୍ୱର (କ୍ରୀଡ଼ା ପ୍ରତିନିଧି), ୧୬।୩: ରାଉରକେଲାର ବିର୍ସାମୁଣ୍ଡା ଷ୍ଟାଡିୟମରେ ଏଫ୍‌ଆଇଏଚ୍‌ ପ୍ରୋ-ଲିଗ୍‌ର ବୁଧବାର ଅନୁଷ୍ଠିତ ମ୍ୟାଚରେ ଭାରତ ଶୁଟ୍‌ଆଉଟ/ସଡନ୍‌ଡେଥ୍‌ ୪-୩ ଗୋଲରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି। ନିର୍ଦ୍ଧାରିତ ସମୟରେ ଖେଳ ୨-୨ ସ୍ଥିତିରେ ବରାବର ରହିବାରୁ ଶୁଟ୍‌ଆଉଟ ପଦ୍ଧତିର...

ଆହତ ଶ୍ରେୟସଙ୍କ ସ୍ଥାନରେ ଏହି ଯୁବ କ୍ରିକେଟରଙ୍କୁ ମିଳିପାରେ କେକେଆର୍‌ର ନେତୃତ୍ୱ

ନୂଆଦିଲ୍ଲୀ,୧୫।୩: ଆଇପିଏଲ୍‌ ଆରମ୍ଭ ହେବା ପୂର୍ବରୁ ଅନେକ ଦଳର ଅଡୁଆ ଶେଷ ହେବାର ନାଁ ନେଉନାହିଁ। ମୁମ୍ବାଇ ଇଣ୍ଡିଆନ୍ସ ପରେ ଏବେ ଦୁଇଥର ଚାମ୍ପିଅନ କୋଲକାତା ନାଇଟ ରାଇଡର୍ସ(କେକେଆର୍‌)କୁ ଝଟ୍‌କା ଲାଗିଛି। କେକେଆର୍‌ର ନିୟମିତ ଅଧିନାୟକ ଶ୍ରେୟସ ଆୟର ଆହତ...

ଆଇପିଏଲ୍‌ ପୂର୍ବରୁ ଆର୍‌ସିବିକୁ ବଡ଼ ଝଟ୍‌କା

ନୂଆଦିଲ୍ଲୀ,୧୫।୩: ଆଇପିଏଲ୍‌ ଆରମ୍ଭ ହେବା ପୂର୍ବରୁ ଦଳଗୁଡିକରୁ ଅନେକ ଖେଳାଳି ବାଦ୍‌ ପଡ଼ୁଛନ୍ତି। ଟୁର୍ନାମେଣ୍ଟର ସବୁଠାରୁ ସଫଳ ଦଳ ମୁମ୍ବାଇ ଇଣ୍ଡିଆନ୍ସ(ଏମ୍‌ଆଇ) ଏବଂ ଦୁଇଥର ଚାମ୍ପିଅନ କୋଲକାତା ନାଇଟ ରାଇଡର୍ସ(କେକେଆର୍‌) ପରେ ଏବେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍‌ସିବି)କୁ ମଧ୍ୟ ଏକ...

ଭାରତ-ଅଷ୍ଟ୍ରେଲିଆ ସିରିଜରେ ନଜର ଆସିବେ ନାହିଁ ଏହି ୫ କ୍ରିକେଟର, ନିରାଶ ହେବେ ପ୍ରଶଂସକ !

ନୂଆଦିଲ୍ଲୀ,୧୫।୩: ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବାକୁ ଥିବା ଦିନିକିଆ ସିରିଜର ପ୍ରଥମ ମୁକାବିଲା ମାର୍ଚ୍ଚ ୧୭ରେ ଖେଳାଯିବ। ଏହାପୂର୍ବରୁ କିଛି ଖେଳାଳି ସିରିଜରୁ ବାଦ୍‌ ପଡ଼ିଛନ୍ତି। ଭାରତୀୟ ଅଧିନାୟକ ରୋହିତ ଶର୍ମା ପ୍ରଥମ ମ୍ୟାଚ୍‌ରେ ଉପଲବ୍ଧ ରହିବେ ନାହିଁ। ସେହିଭଳି ଆଉ...

ହାର୍ଦ୍ଦିକ ଅଧିନାୟକ, ଶ୍ରେୟସ ବାଦ୍‌… ଭାରତ ପାଇଁ ସହଜ ନୁହେଁ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ

ନୂଆଦିଲ୍ଲୀ,୧୫।୩: ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟ ସିରିଜ ଜିତିବା ପରେ ଏବେ ଦିନିକିଆ ସିରିଜ ଖେଳିବ ଭାରତ। ମାର୍ଚ୍ଚ ୧୭ରେ ସିରିଜର ପ୍ରଥମ ମୁକାବିଲା ମୁମ୍ବାଇରେ ଖେଳାଯିବ। ଏହି ସିରିଜ ଲାଗି ଟିମ୍‌ ଇଣ୍ଡିଆ ସାମ୍ନାରେ ଅନେକ ଚ୍ୟାଲେଞ୍ଜ ଅଛି। ପ୍ରଥମ...

ଭାବପ୍ରବଣ ଭିଡିଓ ଶେୟାର କଲେ ରିଷଭ ପନ୍ତ

ନୂଆଦିଲ୍ଲୀ,୧୫।୩: କାର ଦୁର୍ଘଟଣା ପରେ ଭାରତର ଉଇକେଟ କିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ଅନ୍ତର୍ଜାତୀୟ କ୍ରିକେଟରୁ ଦୂରରେ ଅଛନ୍ତି। ତାଙ୍କ ସ୍ବାସ୍ଥ୍ୟରେ ନିରନ୍ତର ଉନ୍ନତି ଆସୁଛି। ପନ୍ତ ଆଗାମୀ ଆଇପିଏଲରେ ଖେଳିବ ନାହିଁ। ତାଙ୍କର ପ୍ରତ୍ୟାବର୍ତ୍ତନ ଆଉ ପାଞ୍ଚରୁ ଛଅ...

ଧୋନୀଙ୍କ ନୂଆ ଅବତାର

ଚେନ୍ନାଇ,୧୫।୩: ଆଇପିଏଲର ୧୬ତମ ସିଜନ ୩୧ ମାର୍ଚ୍ଚରୁ ଆରମ୍ଭ ହେବାକୁ ଯାଉଛି। ଡିଫେଣ୍ଡିଂ ଚାମ୍ପିଅନ ଗୁଜରାଟ ଟାଇଟାନ୍ସ ଏବଂ ଚାରିଥର ଟାଇଟଲ ବିଜେତା ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ପ୍ରଥମ ମ୍ୟାଚ୍‌ ଖେଳାଯିବ। ଅଧିକାଂଶ ସିଏସକେ ଖେଳାଳି ଆଇପିଏଲ ପାଇଁ...

ଏଲନ ମସ୍କଙ୍କୁ ଟୁଇଟ୍‌ ଯୋଗେ ସହାୟତା ମାଗିଲେ ଅଶ୍ୱିନ

ନୂଆଦିଲ୍ଲୀ,୧୫।୩: ନିକଟରେ ଶେଷ ହୋଇଥିବା ବର୍ଡର-ଗାଭାସ୍କର ଟ୍ରଫିର ହିରୋ ଥିବା ଆର ଅଶ୍ୱିନଙ୍କୁ ଟୁଇଟର୍‌ରେ କିଛିଟା ସମସ୍ୟାର ସମ୍ମୁଖୀନ ହେବାକୁ ପଡିଛି। ଟୁଇଟରରେ ଅଶ୍ୱିନ ବହୁତ ସକ୍ରିୟ ରହିଛନ୍ତି। ସେ ନିଜ ଟୁଇଟ୍‌ ମାଧ୍ୟମରେ ପ୍ରଶଂସକଙ୍କ ମନୋରଞ୍ଜନ କରନ୍ତି। ଅଶ୍ୱିନ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri