ଖେଳ

ଅନ୍‌ଲାଇନ୍‌ ଚେସ୍‌: କର୍ତ୍ତବ୍ୟ ଚାମ୍ପିୟନ

ଭୁବନେଶ୍ୱର, ୨୮।୨(କ୍ରୀଡ଼ା ପ୍ରତିନିଧି): ଓଡ଼ିଶା ରାଜ୍ୟ ଚେସ୍‌ ଆସୋସିଏଶନ ଆନୁକୂଲ୍ୟରେ ଆୟୋଜିତ ଦ୍ୱିତୀୟ ନଳିନୀ ରାଜଗୁରୁ ସ୍ମାରକୀ ଅନ୍‌ଲାଇନ୍‌ ଓପନ ଚେସ୍‌ରେ ଗୁଜରାଟର କର୍ତ୍ତବ୍ୟ ଅନାଡକଟ୍‌ ଚାମ୍ପିୟନ ହୋଇଛନ୍ତି। ନିର୍ଦ୍ଧାରିତ ସମୟ ମଧ୍ୟରେ କର୍ତ୍ତବ୍ୟ ୩୧ଟି ମ୍ୟାଚ୍‌ ଖେଳି ୧୯ଟି...

ମୁନୀ ଜାଏଣ୍ଟ୍ସ ଅଧିନାୟିକା

ମୁମ୍ବାଇ, ୨୮।୨: ମାର୍ଚ୍ଚ ୪ରୁ ଆରମ୍ଭ ହେବାକୁ ଯାଉଥିବା ଓମେନ୍ସ ପ୍ରିମିୟର ଲିଗ୍‌ ପାଇଁ ଗୁଜରାଟ ଜାଏଣ୍ଟ୍ସ ଦଳର ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ ପହଞ୍ଚତ୍ଛି। ନିକଟ ଅତୀତରେ ସ୍ଥିର ପ୍ରଦର୍ଶନ ଦେଇ ଆସିଥିବା ଅଷ୍ଟ୍ରେଲିଆର ବେଥ୍‌ ମୁନୀଙ୍କୁ ଦଳର ଅଧିନାୟିକା...

ଇତିହାସ ରଚିଲେ କେନ ୱିଲିୟମସନ

ଅକଲାଣ୍ଡ,୨୮।୨: ନ୍ୟୁଜିଲାଣ୍ଡର କେନ ୱିଲିୟମସନ ରସ ଟେଲରଙ୍କୁ ପଛରେ ପକାଇ ଦେଇଛନ୍ତି। ସେ ନ୍ୟୁଜିଲାଣ୍ଡ ପାଇଁ ଟେଷ୍ଟରେ ସର୍ବାଧିକ ରନ ସ୍କୋରର ହୋଇଛନ୍ତି। ସୋମବାର ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟର ଦ୍ୱିତୀୟ ଇନିଂସରେ ୱିଲିୟମସନ ୧୩୨ ସ୍କୋର କରିଥିଲେ। ୱିଲିୟମ୍ସନ...

ହରମନପ୍ରୀତ ଅଧିନାୟକ, ନିଲମ ସାମିଲ

ଭୁବନେଶ୍ୱର,୨୮।୨(କ୍ରୀଡ଼ା ପ୍ରତିନିଧି): ମାର୍ଚ୍ଚ ୧୦ରୁ ୧୫ ପର୍ଯ୍ୟନ୍ତ ରାଉରକେଲାର ବିର୍ସାମୁଣ୍ଡା ଷ୍ଟାଡିୟମରେ ହେବାକୁଥିବା ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌ ମ୍ୟାଚ ଗୁଡ଼ିକ ପାଇଁ ସୋମବାର ୨୦ ଜଣିଆ ଭାରତୀୟ ଦଳ ଘୋଷିତ ହୋଇଛି। ଗତ ହକି ବିଶ୍ୱକପରେ ଭାରତୀୟ ଦଳର ନେତୃତ୍ୱ...

କିକ୍ରେଟ ମଇଦାନକୁ କେବେ ଫେରିବେ ପନ୍ତ? ଉତ୍ତର ରଖିଲେ ଗାଙ୍ଗୁଲି…

ନୂଆଦିଲ୍ଲୀ,୨୭।୨: ଭାରତୀୟ ଉଇକେଟ୍‌ କିପର ବ୍ୟାଟ୍ସମ୍ୟାନ୍‌ ରିଷଭ ପନ୍ତ ଏକ ବଡ଼ ଦୁର୍ଘଟଣାର ଶିକାର ହୋଇଥିଲେ। ଦୁର୍ଘଟଣାରେ ରିଷଭ ପନ୍ତ ଗୁରୁତର ଆହତ ହୋଇଥିଲେ। ଯାହା ଫଳରେ ତାଙ୍କୁ କ୍ରିକେଟ ଠାରୁ ଦୂରରେ ରହିବାକୁ ପଡିଲା। ଏପରିକି ରିଷଭ ଆଇପିଏଲ...

ବିବାହ ବନ୍ଧନରେ ବାନ୍ଧି ହେଲେ ଶାର୍ଦୁଲ ଠାକୁର

ନୂଆଦିଲ୍ଲୀ,୨୭।୨: ବିବାହ ବନ୍ଧନରେ ବାନ୍ଧି ହେଲେ ଟିମ୍‌ ଇଣ୍ଡିଆର ଷ୍ଟାର୍‌ ଅଲରାଉଣ୍ଡର ଶାର୍ଦୁଲ ଠାକୁର। ସୋମବାର ସେ ତାଙ୍କ ବନ୍ଧୁ ମିତାଲି ପାରୁଲକରଙ୍କୁ ବିବାହ କରିଛନ୍ତି। ମୁମ୍ବାଇରେ ଦୁହେଁ ମରାଠି ରୀତିନୀତିରେ ସାତଫେରା ନେଇଛନ୍ତି। ଯାହାର ଫଟୋ ଏବେ ସୋସିଆଲ...

ଦ୍ୱିତୀୟ ଟେଷ୍ଟ ବିଜୟ ପାଇଁ ୨୧୦ ରନ୍‌

ଓ୍ବେଲିଂଟନ୍‌,୨୭ା୨: ଓ୍ବେଲିଂଟନରେ ଅନୁଷ୍ଠିତ ଦ୍ୱିତୀୟ ଟେଷ୍ଟରେ ବିଜୟୀ ହେବାକୁ ଇଂଲଣ୍ଡକୁ ୨୧୦ ରନ୍‌ ଆବଶ୍ୟକ। ପ୍ରଥମ ଇନିଂସରେ ଫଲୋଅନ୍‌ ପରେ ନ୍ୟୁଜିଲାଣ୍ଡ ୪୮୩ ରନ୍‌ର ବିଶାଳ ସ୍କୋର କରିଥିଲା। ପୂର୍ବତନ ଅଧିନାୟକ କେନ୍‌ ଓ୍ବିଲିୟମସନ୍‌ ୧୩୨ ରନ୍‌ର ଇନିଂସ ଖେଳିଥିଲେ।...

ମାତ୍ର ୨ ବଲ୍‌ରେ ଟି-୨୦ ମ୍ୟାଚ୍‌ ଜିତିଲା ଏହି ଟିମ୍‌

ନୂଆଦିଲ୍ଲୀ,୨୭।୨: ଟି-୨୦ କ୍ରିକେଟ୍‌ରେ ଗୋଟିଏ ଦଳ ଦଳ ମାତ୍ର ୨ ବଲରେ ମ୍ୟାଚ ଜିତିବା ନିହାତି ଆଶ୍ଚର୍ଯ୍ୟର ବିଷୟ। ବହୁତ କମ ଲୋକ ଏଥିରେ ବିଶ୍ୱାସ କରିବେ। କିନ୍ତୁ ଏହା ଘଟିଛି, ତାହା ପୁଣି ଅନ୍ତର୍ଜାତୀୟ ଟି-୨୦ ମ୍ୟାଚରେ ମଧ୍ୟ।...

ପାକିସ୍ତାନ ଅଧିନାୟକଙ୍କୁ ପ୍ରଶ୍ନ: କେଶ ପାଚିଲାଣି କେବେ ବିବାହ କରିବ

ଇସଲାମାବାଦ୍‌,୨୭।୨:ନିକଟରେ କ୍ରିକେଟ ଜଗତର ଅନେକ ଖେଳାଳି ବିବାହ କରିଛନ୍ତି। ଭାରତର ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ପାକିସ୍ତାନର ଶାହିନ ଆଫ୍ରିଦି, ଶାନ ମାସୁଦ ଏବଂ ଶାଦବ ଖାନ ଏହି ବନ୍ଧନରେ ବାନ୍ଧି ହୋଇଛନ୍ତି। ପାକିସ୍ତାନ ଅଧିନାୟକ ବାବର ଆଜାମ କେବେ ବିବାହ...

ଆଇପିଏଲ-୨୦୨୩ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସକୁ ଝଟ୍‌କା: ବୁମରା ଖେଳିବା ନେଇ ଅନିଶ୍ଚିତତା…

କୋଲକାତା,୨୭।୨ : ମୁମ୍ବାଇ ଇଣ୍ଡିଆନ୍ସର ପ୍ରଶଂସକମାନେ ଉତ୍ସାହର ସହିତ ଆଇପିଏଲ-୨୦୨୩ କୁ ଅପେକ୍ଷା କରିଛନ୍ତି। ପ୍ରଶଂସକମାନେ ଚାହୁଁଛନ୍ତି ଯେ ମୁମ୍ବାଇ ଇଣ୍ଡିଆନ୍ସ ପୁଣି ଥରେ ବିଜୟ ଟ୍ରାକକୁ ଫେରୁ। ମୁମ୍ବାଇ ଇଣ୍ଡିଆନ୍ସ ୫ ଥର ଆଇପିଏଲ ଟାଇଟଲ ଜିତିଛି। କିନ୍ତୁ...

ଆଜିଠୁ ଅନ୍‌ଲାଇନ୍‌ ଟିକେଟ

ଭୁବନେଶ୍ୱର, ୨୭।୨(କ୍ରୀଡ଼ା ପ୍ରତିନିଧି): ରାଉରକେଲାର ବିର୍ସା ମୁଣ୍ଡା ଷ୍ଟାଡିୟମରେ ଏଫ୍‌ଆଇଏଚ୍‌ ହକି ପ୍ରୋ ଲିଗ୍‌ର ୬ଟି ମ୍ୟାଚ୍‌ ମାର୍ଚ୍ଚ ୧୦ରୁ ୧୫ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏଥିରେ ଘରୋଇ ଭାରତ ସମେତ ବିଶ୍ୱ ଚାମ୍ପିୟନ ଜର୍ମାନୀ ଓ ଅଷ୍ଟ୍ରେଲିଆ ଅଂଶଗ୍ରହଣ...

ଆନ୍ତଃ ଜିଲା କ୍ରିକେଟ : ଭୁବନେଶ୍ୱର ‘ବି’ ଚାମ୍ପିୟନ

ଭୁବନେଶ୍ୱର,୨୭ା୨(ସ୍ପୋଟର୍‌ସ ବ୍ୟୁରୋ) : ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ଆନୁକୂଲ୍ୟରେ ଆୟୋଜିତ ୧୯ ବର୍ଷରୁ କମ୍‌ ଆନ୍ତଃ ଜିଲା କ୍ରିକେଟ୍‌ରେ ଭୁବନେଶ୍ୱର ବି’ ଚାମ୍ପିୟନ ଆଖ୍ୟା ଅର୍ଜନ କରିଛି। ରବିବାର ଅନୁଷ୍ଠିତ ଫାଇନାଲରେ ଅବଶିଷ୍ଟ ଓଡ଼ିଶା ଡି’କୁ ୪ ଉଇକେଟରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri