ଖେଳ

କେବଳ ଧୋନୀ ନୁହନ୍ତି, ଏବି ଡି ଭିଲିୟର୍ସ ମଧ୍ୟ କୋହଲିଙ୍କ ପ୍ରକୃତ ବନ୍ଧୁ…

ନୂଆଦିଲ୍ଲୀ,୨୫।୨: ଭାରତର ପୂର୍ବତନ ବ୍ୟାଟ୍ସମ୍ୟାନ ବିରାଟ କୋହଲି ଏବଂ ଏବି ଡି ଭିଲିୟର୍ସଙ୍କ ମଧ୍ୟରେ ବନ୍ଧୁତ୍ୱର କାହାଣୀ ସମସ୍ତ କ୍ରିକେଟ ପ୍ରଶଂସକ ଜାଣନ୍ତି। କେବଳ ଆର୍‌ସିବିରେ ଥିବା ବେଳେ ନୁହେଁ ବରଂ ଏହା ପରେ ମଧ୍ୟ ଉଭୟ ପରସ୍ପର ସହ...

୯୯% ଥର ଏମିତି ହୁଏ, ଯେତେବେଳେ ଧୋନୀ ଭାଇ ମୋ’ ଫୋନ୍‌ ଉଠାନ୍ତି ନାହିଁ: କୋହଲି

ନୂଆଦିଲ୍ଲୀ,୨୫।୨: ଭାରତୀୟ ଦଳର ତାରକା ଖେଳାଳି ବିରାଟ କୋହଲି ଗତ ବର୍ଷ ଏସିଆ କପ ୨୦୨୨ ପୂର୍ବରୁ ଖରାପ ଫର୍ମରେ ଥିଲେ। ସେତେବେଳେ ତାଙ୍କ ବ୍ୟାଟ୍‌ରୁ ରନ ସ୍କୋର ହେବା କଷ୍ଟକର ମନେ ହେଉଥିଲା। ଏହାକୁ ନେଇ ସୋସିଆଲ ମିଡିଆରେ...

ବାଲାଂଦେଶ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଗାଙ୍ଗୁଲି

ନୂଆଦିଲ୍ଲୀ,୨୫।୨: ବିସିସିଆଇର ପୂର୍ବତନ ମୁଖ୍ୟ ତଥା ଭାରତୀୟ ଅଧିନାୟକ ସୌରଭ ଗାଙ୍ଗୁଲି ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ବାଂଲାଦେଶ କ୍ରିକେଟ ପକ୍ଷରୁ ଏହାର ଟୁଇଟର ହ୍ୟାଣ୍ଡେଲରେ ଏହି ଭେଟର କିଛି ଫଟୋ ପୋଷ୍ଟ କକରାଯାଇଛି।...

ହାତକୁ ଦୁଇ ହାତ ହେବେ ଶାର୍ଦ୍ଦୁଳ

ନୂଆଦିଲ୍ଲୀ,୨୫।୨: ଟିମ୍‌ ଇଣ୍ଡିଆର ତାରକା ଅଲରାଉଣ୍ଡର ଶାର୍ଦ୍ଦୁଳ ଠାକୁର ବିବାହ କରିବାକୁ ଯାଉଛନ୍ତି। ମିତାଲୀ ପାରୁଲକରଙ୍କ ହାତ ଧରିବେ ସେ। ଆସନ୍ତା ଫେବୃୟାରୀ ୨୭ରେ ମୁମ୍ବାଇରେ ଏହି ବିବାହ ଅନୁଷ୍ଠିତ ହେବ। ଏଥିରେ ୨୦୦ରୁ ଅଧିକ ଅତିଥି ସାମିଲ ହେବେ।...

ଆନନ୍ଦ-ସୌରଭ ଯୋଡ଼ି ଚାମ୍ପିୟନ

ରେଢାଖୋଲ ୨୫ା୨ (ଡି.ଏନ.ଏ): ରେଢାଖୋଲର ପଞ୍ଚଖଣ୍ଡା ବ୍ୟାଡ୍‌ମିଣ୍ଟନ ଆସୋସିଏଶନ ଆନୁକୂଲ୍ୟରେ ରାଜ୍ୟ ବ୍ୟାଡ୍‌ମିଣ୍ଟନ ସଂଘର ଅନୁମୋଦନ କ୍ରମେ ସ୍ଥାନୀୟ ଇନ୍‌ଡୋର ଷ୍ଟାଡିୟମରେ ଗୁରୁବାର ସପ୍ତମ ରାଜ୍ୟସ୍ତରୀୟ ପୁରୁଷ ଡବଲ୍ସ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସମ୍ବଲପୁରର ଆନନ୍ଦ ଓ...

ଶ୍ରୀଲଙ୍କା କ୍ରିକେଟର ରେକର୍ଡ ଆୟ

କଲମ୍ବୋ, ୨୫ା୨ (ପି.ଟି.): ଶ୍ରୀଲଙ୍କା କ୍ରିକେଟ (ଏସ୍‌ଏଲ୍‌ସି) ୨୦୨୨ରେ ରେକର୍ଡ ୬.୩ ବିଲିୟନ ଟଙ୍କା ଉପାର୍ଜନ କରିଛି। ଅନ୍ତର୍ଜାତୀୟ କ୍ରିକେଟ, ଘରୋଇ କ୍ରିକେଟ, ପ୍ରାୟୋଜକ ଚୁକ୍ତି ଏବଂ ଆଇସିସିର ବାର୍ଷିକ ସଦସ୍ୟ ବଣ୍ଟନ ଆଦି ୪ଟି ମାଧ୍ୟମରୁ ଆୟ ହୋଇଛି।...

କୋଚ୍‌ ପାର୍କଙ୍କଠାରୁ ଦୂରେଇଲେ ସିନ୍ଧୁ

ନୂଆଦିଲ୍ଲୀ, ୨୫ା୨ (ପି.ଟି.): ଡବଲ୍‌ ଅଲିମ୍ପିକ ପଦକ ବିଜୟିନୀ ପି.ଭି ସିନ୍ଧୁ ଓ ତାଙ୍କ କୋଚ୍‌ ଦକ୍ଷିଣ କୋରିଆର ପାର୍କ ତାଏ ସାଙ୍ଗ୍‌ଙ୍କ ମଧ୍ୟରେ ବିଚ୍ଛେଦ ଘଟିଛି। ସିଜନ ଆରମ୍ଭରେ ସିନ୍ଧୁଙ୍କ ନୈରାଶ୍ୟଜନକ ପ୍ରଦର୍ଶନ ପାଇଁ ନିଜକୁ ଦାୟୀ କରିଛନ୍ତି...

ପ୍ରମୋଦ ସେମିଫାଇନାଲରେ

ଭୁବନେଶ୍ୱର, ୨୫ା୨ (କ୍ରୀଡ଼ା ପ୍ରତିନିଧି): ସ୍ପେନ୍‌ର ଭିକ୍ଟୋରିଆଠାରେ ଚାଲିଥିବା ସ୍ପାନିଶ ପାରା ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ୍‌ର ସିଙ୍ଗଲ୍ସ ସେମିଫାଇନାଲରେ ପ୍ରବେଶ କରିଛନ୍ତି ଓଡ଼ିଶାର ପ୍ରମୋଦ ଭଗତ। ଶୁକ୍ରବାର ଅନୁଷ୍ଠିତ ସଂଘର୍ଷପୂର୍ଣ୍ଣ କ୍ୱାର୍ଟର ଫାଇନାଲରେ ସେ ଥାଇଲାଣ୍ଡର ମୋଙ୍ଗଖୋନ ବୁନସୁନଙ୍କୁ ୧୬-୨୧, ୨୧-୧୨,...

ଦଳରେ ଦୁଇ ଖେଳାଳିଙ୍କୁ ନେବା ଲାଗି ହାଇକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ, ୨୫ା୨(ପି.ଟି.): ଇରାନରେ ହେବାକୁଥିବା ବିଶ୍ୱ ଜୁନିୟର କବାଡ଼ି ଚାମ୍ପିୟନଶିପ୍‌ (ବାଳକ)ରେ ଭାରତ ତରଫରୁ ଅଂଶଗ୍ରହଣ କରିବା ଲାଗି ଦୁଇଜଣ ସ୍ବଳ୍ପ ବୟସ୍କ ଖେଳାଳିଙ୍କୁ ଅନୁମତି ଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ। ସାମାନ୍ୟ ଇଞ୍ଜୁରି ପାଇଁ କର୍ତ୍ତୃପକ୍ଷ ଏହି ଦୁଇ ଖେଳାଳିଙ୍କୁ...

୧୩ ବର୍ଷ ପୂର୍ବେ ଆଜିର ଦିନରେ ଦିନିକିଆ କ୍ରିକେଟରେ ନୂଆ ରେକର୍ଡ କରିଥିଲେ ସଚିନ: ଚୌକା-ଛକା ବର୍ଷା କରି…

ନୂଆଦିଲ୍ଲୀ,୨୪।୨: ଭାରତୀୟ କ୍ରିକେଟର ସଚିନ ତେନ୍ଦୁଲକର ‘ଗଡ୍‌ ଅଫ୍‌ କ୍ରିକେଟ୍‌’ ଭାବେ ଜଣାଶୁଣା। ସେ ୧୩ ବର୍ଷ ପୂର୍ବେ ଆଜିର ଦିନରେ ଦିନିକିଆ କ୍ରିକେଟ ଇତିହାସରେ ନୂଆ ରେକର୍ଡ ସୃଷ୍ଟି କରିଥିଲେ। ଦିନିକିଆରେ ଦ୍ୱିଶତକ ହାସଲ କରିବାରେ ତେନ୍ଦୁଲକର ପ୍ରଥମ...

ଦୀର୍ଘ ଦିନ ପରେ ଦଳକୁ ଫେରିଲେ ମାକ୍ସଓ୍ବେଲ, ମାର୍ଶ

ମେଲବୋର୍ନ,୨୪ା୨: ଭାରତ ବିପକ୍ଷରେ ଖେଳାଯିବାକୁ ଥିବା ୩ ମ୍ୟାଚ ବିଶିଷ୍ଟ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ସିରିଜ ପାଇଁ ଅଷ୍ଟ୍ରେଲିଆ ଦଳ ଘୋଷଣା କରାଯାଇଛି। ୩ ଜଣ ଖେଳାଳି ପେସ୍‌ ବୋଲର ଝେ ରିଚାର୍ଡସନ, ଅଲ୍‌ରାଉଣ୍ଡର ଗ୍ଲେନ ମାକ୍ସଓ୍ବେଲ ଓ ମିଚେଲ...

ଫୁଟ୍‌ବଲ ବିକାଶରେ ଓଡ଼ିଶା ଏଫ୍‌ସି

ଓଡ଼ିଶା ଫୁଟ୍‌ବଲରେ ଅନେକାଂଶରେ ପରିବର୍ତ୍ତନ ଆଣିଛି ଓଡ଼ିଶା ଏଫ୍‌ସି (ଓଏଫ୍‌ସି)। ୨୦୧୪ରୁ ଦିଲ୍ଲୀ ଡାଇନାମୋସ୍‌ ନାମରେ ପରିଚିତ ଏହି କ୍ଲବ କଳିଙ୍ଗ ଷ୍ଟାଡିୟମକୁ ନିଜର ହୋମ୍‌ ଟର୍ଫ ଭାବେ ବାଛିବା ପରେ ଦଳର ନାମ ୨୦୧୯ରୁ ଓଡ଼ିଶା ଫୁଟ୍‌ବଲ କ୍ଲବ୍‌...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri