ଖେଳ

ମହିଳା ପ୍ରିମିୟର ଲିଗ୍‌ର ଟାଇଟଲ୍‌ ସ୍ପନ୍‌ସର୍‌ ହେବ ଟାଟା

ନୂଆଦିଲ୍ଲୀ,୨୨।୧: ମାର୍ଚ୍ଚ ୪ରୁ ଡବ୍ଲୁପିଏଲ୍‌ର ଉଦ୍‌ଘାଟନୀ ସଂସ୍କରଣ ମୁମ୍ବାଇରେ ଆରମ୍ଭ ହେବାକୁ ଯାଉଛି। ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ଅଧିକାର ହାସଲ କରିବା ପରେ ଟାଟା ଗ୍ରୁପ୍‌ ପ୍ରଥମ ମହିଳା ପ୍ରିମିୟର ଲିଗ୍‌(ଡବ୍ଲୁପିଏଲ୍‌)ର ଟାଇଟଲ୍‌ ଅଧିକାର ମଧ୍ୟ ହାସଲ କରିଛି। ଏନେଇ...

ପରଦାରେ ‘ଦାଦା’ ହେବେ ଏହି ଅଭିନେତା

ଭାରତୀୟ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ଉପରେ ଏକ ଫିଲ୍ମ ନିର୍ମାଣ ପାଇଁ ଯୋଜନା ହେଉଛି। ନିକଟରେ ଏହାର ସ୍କ୍ରିପ୍ଟ ମଧ୍ୟ ପ୍ରସ୍ତୁତ ସରିଛି। ଗାଙ୍ଗୁଲି ଏହି ସ୍କ୍ରିପ୍ଟକୁ ଅନୁମୋଦନ କରିଛନ୍ତି। ବର୍ତ୍ତମାନ ଏହି ଫିଲ୍ମର ଶୁଟିଂ ଖୁବ...

ପାର୍ଟନର ମା’ ହେବା ଖବର ଦେଇ ଚର୍ଚ୍ଚାରେ ସାରା

ଲଣ୍ଡନ,୨୨।୨: ଇଂଲଣ୍ଡର ପୂର୍ବତନ ମହିଳା କ୍ରିକେଟର ସାରା ଟେଲର ଏକ ଖୁସି ଖବର ନିଜ ପ୍ରଶଂସକଙ୍କ ସହ ଶେୟାର କରିଛନ୍ତି। ସୋସିଆଲ ମିଡିଆରେ ସେ ତାଙ୍କ ସାଥୀ ଡାଏନାଙ୍କ ସହ ଏକ ଫଟୋ ଶେୟାର କରିଛନ୍ତି। ଫଟୋରେ ସେ ଡାଏନାଙ୍କ...

୮୭ ବର୍ଷର ରେକର୍ଡ ଭାଙ୍ଗିଲେ ଏହି କ୍ରିକେଟର୍‌

ନୂଆଦିଲ୍ଲୀ,୨୨।୨: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଟେଷ୍ଟ ଫର୍ମାଟରେ ଖେଳାଳିଙ୍କ ସର୍ବଶେଷ ର଼୍ୟାଙ୍କିଙ୍ଗ ପ୍ରକାଶ କରିଛି। ଟେଷ୍ଟ ବୋଲିଂରେ ୪୦ ବର୍ଷିୟ ଜେମ୍ସ ଆଣ୍ଡରସନଙ୍କ ଏକ ନମ୍ବର ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଏହା ସହିତ ଜେମ୍ସ ଆଣ୍ଡରସନ ମଧ୍ୟ ୮୭...

ବୃହତ୍‌ ବିଜୟ ସହ ଶୀର୍ଷରେ ଇଂଲଣ୍ଡ

କେପ୍‌ ଟାଉନ, ୨୨।୨: ଆଇସିସି ମହିଳା ଟି୨୦ କ୍ରିକେଟ ବିଶ୍ୱକପର ଗ୍ରୁପ୍‌ ‘ବି’ ଶେଷ ମ୍ୟାଚରେ ଇଂଲଣ୍ଡ ୧୧୪ ରନରେ ପାକିସ୍ତାନକୁ ପରାସ୍ତ କରିଛି। ଫଳରେ ଏହି ଦଳ ୪ ମ୍ୟାଚରୁ ୮ ପଏଣ୍ଟ ପାଇ ଗ୍ରୁପ୍‌ରେ ଶୀର୍ଷସ୍ଥାନ ଦଖଲ...

ସାନିଆଙ୍କ କ୍ୟାରିୟର ଶେଷ

ନୂଆଦିଲ୍ଲୀ, ୨୨।୨(ପି.ଟି.): ଭାରତର ଭେଟେରାନ୍‌ ଟେନିସ୍‌ ଖେଳାଳି ସାନିଆ ମିର୍ଜାଙ୍କ ଅନ୍ତର୍ଜାତୀୟ କ୍ୟାରୟର ଶେଷ। ଦୁବାଇ ଡ୍ୟୁଟି ଫ୍ରି ଟେନିସ ଚାମ୍ପିୟନଶିପ୍‌ରେ ପରାଜୟ ସହିତ ସେ ତାଙ୍କ ସ୍ବର୍ଣ୍ଣିମ କ୍ୟାରିୟରରେ ପୂର୍ଣ୍ଣଛେଦ ପକାଇଛନ୍ତି। ସାନିଆ ୨୦୨୨ ସିଜନରେ ଟେନିସ୍‌ ଛାଡ଼ିବେ...

ଯୁବ ଓପନ ବାସ୍କେଟବଲରେ ୧୬ ଦଳ

ଭୁବନେଶ୍ୱର, ୨୨।୨(କ୍ରୀଡ଼ା ପ୍ରତିନିଧି): ଯୁବ ଓପନ ବାସ୍କେଟବଲ ଟୁର୍ନାମେଣ୍ଟର ୧୨ତମ ସଂସ୍କରଣ ଚଳିତମାସ ୨୨ରୁ ଆରମ୍ଭ ହେବ। ମ୍ୟାଚଗୁଡ଼ିକ ଶହୀଦ ନଗରସ୍ଥିତ ଇମ୍ଫାପାର୍କସ୍ଥିତ ବାସ୍କେଟବଲ କୋର୍ଟରେ ଅନୁଷ୍ଠିତ ହେବ। ଲିଗ୍‌ ଏବଂ ନକ୍‌ଆଉଟ ଭିତ୍ତିରେ ଖେଳାଯିବାକୁଥିବା ପ୍ରତିଯୋଗିତାରେ ମୋଟ ୧୬ଟି...

ପୂର୍ବାଞ୍ଚଳ ଆନ୍ତଃ ବିଶ୍ୱବିଦ୍ୟାଳୟ କ୍ରିକେଟ ଉଦ୍‌ଘାଟିତ

ଭୁବନେଶ୍ୱର, ୨୨।୨(କ୍ରୀଡ଼ା ପ୍ରତିନିଧି): ପୂର୍ବାଞ୍ଚଳ ଆନ୍ତଃ ବିଶ୍ୱବିଦ୍ୟାଳୟ କ୍ରିକେଟ (ପୁରୁଷ) ଟୁର୍ନାମେଣ୍ଟ ମଙ୍ଗଳବାର କିଟ୍‌ ପରିସରରେ ଉଦ୍‌ଘାଟିତ ହୋଇଯାଇଛି। କିଟ୍‌ କ୍ରିକେଟ ଷ୍ଟାଡିୟମରେ ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାର ଜ୍ଞାନ ରଞ୍ଜନ ମହାନ୍ତି ପ୍ରତିଯୋଗିତାକୁ ଉଦ୍‌ଘାଟନ କରିଥିଲେ। କିଟ୍‌ ଓ କିସ୍‌ର କ୍ରୀଡ଼ା...

ଓଡ଼ିଶା ସରକାରଙ୍କୁ ଅଠ୍‌ଓ୍ବାଲଙ୍କ ପ୍ରଶଂସା

ଭୁବନେଶ୍ୱର,୨୨।୨(ସ୍ପୋଟର୍‌ସ ବ୍ୟୁରୋ): ଇଣ୍ଡିଆନ୍‌ ସୁପର ଲିଗ୍‌ରେ ସିଜନରେ ଓଡ଼ିଶା ଏଫ୍‌ସି (ଓଏଫ୍‌ସି) ନିଜର ଅନ୍ତିମ ମ୍ୟାଚ ଖେଳିବାକୁ ଥିବା ବେଳେ ଏକ ଖବରଦାତା ସମ୍ମିଳନୀରେ ଯୋଗ ଦେଇଥିଲେ କ୍ଲବ୍‌ ସଭାପତି ରାଜ ଅଠଓ୍ବାଲ। ଏହି ଅବସରରେ ରାଜ୍ୟ ସରକାରଙ୍କୁ ଭୁରି...

ସିଜନର ଶେଷ ଗେମ୍‌ ଖେଳିବ ଓଏଫ୍‌ସି: ବିଜୟ ସହ ପ୍ଲେ ଅଫ୍‌ ଲକ୍ଷ୍ୟ

ଭୁବନେଶ୍ୱର,୨୨।୨(ସ୍ପୋଟର୍‌ସ ବ୍ୟୁରୋ): ଇଣ୍ଡିଆନ୍‌ ସୁପର ଲିଗ୍‌ରେ ସିଜନର ନିଜର ଅନ୍ତିମ ମ୍ୟାଚ ଜାମସେଦପୁର ଏଫ୍‌ସି ବିପକ୍ଷରେ ଖେଳିବ ଓଡ଼ିଶା ଏଫ୍‌ସି (ଓଏଫ୍‌ସି)। କଳିଙ୍ଗ ଷ୍ଟାଡିୟମରେ ବୁଧବାର ଏହି ମ୍ୟାଚ୍‌ ଖେଳାଯିବ। ଏହି ମ୍ୟାଚ୍‌ ଜିତିଲେ କିମ୍ବା ଡ୍ର ରଖିଲେ ଓଏଫ୍‌ସି...

ପଦକ ବିଜେତାଙ୍କୁ ଆର୍ଥିକ ପୁରସ୍କାର

ଭୁବନେଶ୍ୱର, ୨୨।୨(କ୍ରୀଡ଼ା ପ୍ରତିନିଧି): ୨୦୨୨ ଖେଲୋ ଇଣ୍ଡିଆ ୟୁଥ୍‌ ଗେମ୍ସ ଏବଂ ଗତବର୍ଷ ବିଭିନ୍ନ ପ୍ରତିଯୋଗିତାରେ ପଦକ ବିଜେତା ଓଡ଼ିଶା ଆଥଲେଟ୍‌ଙ୍କୁ ମଙ୍ଗଳବାର ରାଜ୍ୟ ସରକାରଙ୍କ ପକ୍ଷରୁ ଆର୍ଥିକ ପୁରସ୍କାର ପ୍ରଦାନ କରାଯାଇଛି। କଳିଙ୍ଗ ଷ୍ଟାଡିୟମସ୍ଥିତ ବିଜୁ ପଟ୍ଟନାୟକ ଭାରୋତ୍ତୋଳନ...

ଶେଷ ୨ ଟେଷ୍ଟରୁ ଓ୍ବାର୍ନର ବାଦ୍‌

ନୂଆଦିଲ୍ଲୀ, ୨୨।୨: ଆହତ ସମସ୍ୟା ଯୋଗୁ ଅଷ୍ଟ୍ରେଲିଆ ଓପନର ଡେଭିଡ ଓ୍ବାର୍ନର ଚଳିତ ବର୍ଡର-ଗାଭାସ୍କର ଟ୍ରଫିର ଶେଷ ୨ ଟେଷ୍ଟରୁ ବାଦ୍‌ ପଡ଼ିଛନ୍ତି। କହୁଣି ହାଡ଼ ଫାଟିଥିବାରୁ ସେ ସ୍ବଦେଶ ଯାଇ ସିଡ୍‌ନୀରେ ଚିକିତ୍ସିତ ହେବେ। ତେବେ ଟେଷ୍ଟ ସିରିଜ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri