ଖେଳ

ଆଣ୍ଡରସନ-ବ୍ରଡ୍‌ଙ୍କ ନୂଆ ରେକର୍ଡ

ମାଉଣ୍ଟ ମଙ୍ଗାନୁଇ,୧୯ା୨: ଷ୍ଟୁଆର୍ଟ ବ୍ରଡ୍‌ ଓ ଜେମ୍ସ ଆଣ୍ଡରସନଙ୍କ ଚମତ୍କାର ବୋଲିଂ ସହାୟତାରେ ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଦିବାରାତ୍ର କ୍ରିକେଟ ଟେଷ୍ଟକୁ ଇଂଲଣ୍ଡ ୨୬୭ ରନ୍‌ରେ ଜିତିନେଇଛି। ଏଥିସହିତ ଇଂଲଣ୍ଡ ଦୁଇ ମ୍ୟାଚ୍‌ବିଶିଷ୍ଟ ସିରିଜରେ ୧-୦ରେ ଅଗ୍ରଣୀ ଲାଭ କରିଛି।...

ଅଷ୍ଟ୍ରେଲିଆ ବିପକ୍ଷ ୨ ଟେଷ୍ଟ, ଦିନିକିଆ ସିରିଜ୍‌ ପାଇଁ ଦଳ ଘୋଷଣା

ନୂଆଦିଲ୍ଲୀ,୧୯।୨: ଅଷ୍ଟ୍ରେଲିଆ ବିପକ୍ଷ ସିରିଜର ଶେଷ ଦୁଇଟି ଟେଷ୍ଟ ମ୍ୟାଚ ଏବଂ ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ପାଇଁ ରବିବାର ଭାରତୀୟ ଦଳ ଘୋଷଣା କରାଯାଇଛି। ଟେଷ୍ଟ ଦଳରେ କୌଣସି ପରିବର୍ତ୍ତନ ହୋଇନାହିଁ। ଏଥି ସହ ଦ୍ରୁତ ବୋଲର...

ପୂଜାରାଙ୍କୁ ସ୍ବତନ୍ତ୍ର ଉପହାର ଦେଲା ଅଷ୍ଟ୍ରେଲିଆ ଟିମ୍‌

ନୂଆଦିଲ୍ଲୀ,୧୯।୨: ଭାରତୀୟ କ୍ରିକେଟ ଦଳ ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ଅଷ୍ଟ୍ରେଲିଆକୁ ପରାସ୍ତ କରି ଟିମ ଇଣ୍ଡିଆ ୪ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ୨-୦ ଅଗ୍ରଣୀ ହାସଲ କରିଛି। ଏହି ଟେଷ୍ଟ ମ୍ୟାଚ ଚେତେଶ୍ୱର...

ତିନୋଟି ଯାକ ଫର୍ମାଟରେ ବିଶ୍ୱର ଏକ ନମ୍ବର ଟିମ୍‌ ହେଲା ଭାରତ

ନୂଆଦିଲ୍ଲୀ,୧୯।୨: ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଭାରତୀୟ କ୍ରିକେଟ ଟିମ୍‌ ଏଠାରେ ଖେଳାଯାଇଥିବା ବର୍ଡର-ଗାଭାସ୍କର ଟ୍ରଫିର ଦ୍ୱିତୀୟ ଟେଷ୍ଟରେ ଅଷ୍ଟ୍ରେଲିଆକୁ ୬ ଉଇକେଟରେ ପରାଜିତ କରିଛି। ଏହାପରେ ଦଳ ଆଇସିସି ର଼୍ୟାଙ୍କିଙ୍ଗର ସମସ୍ତ ତିନୋଟି ଫର୍ମାଟରେ ବିଶ୍ୱର ଏକ ନମ୍ବର ଦଳ...

ଦକ୍ଷିଣ ଆଫ୍ରିକାକୁ ହରାଇ ସେମିଫାଇନାଲରେ ଅଷ୍ଟ୍ରେଲିଆ

ଗକବର୍ହା,୧୯।୨: ମହିଳା ଟି୨୦ ବିଶ୍ୱକପ୍‌ରେ ଦକ୍ଷିଣ ଆଫ୍ରିକାକୁ ହରାଇ ସେମିଫାଇନାଲରେ ପ୍ରବେଶ କରିଛି ଅଷ୍ଟ୍ରେଲିଆ। ଦଳର ବ୍ୟାଟ୍ସମ୍ୟାନ ତାହଲିଆ ମ୍ୟାକଗ୍ରାଥଙ୍କ ଅର୍ଦ୍ଧଶତକୀୟ ଇନିଂସ ଯୋଗୁ ଦଳ ବିଶ୍ୱକପ୍‌ର ଗ୍ରୁପ-୨ ମ୍ୟାଚରେ ବିଜୟ ହାସଲ କରିଛି। ଅଷ୍ଟ୍ରେଲିଆ ଦକ୍ଷିଣ ଆଫ୍ରିକାକୁ ୬...

୨୧ ବର୍ଷ ପରେ ଟେଷ୍ଟ କ୍ରିକେଟ୍‌ରେ ଘଟିଲା ଏମିତି

ନୂଆଦିଲ୍ଲୀ,୧୯।୨: ଦିଲ୍ଲୀରେ ଖେଳାଯାଇଥିବା ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ରବିନ୍ଦ୍ର ଜାଡେଜା ଚମତ୍କାର ବୋଲିଂ କରିଥିଲେ। ପ୍ରଥମ ଇନିଂସରେ ତିନି ଉଇକେଟ ନେଇଥିବା ବାମହାତୀ ସ୍ପିନର ଦ୍ୱିତୀୟ ଇନିଂସରେ ୭ଟି ଉଇକେଟ ନେଇଥିଲେ। କୌତୁହଳର ବିଷୟ ହେଉଛି ଜାଡେଜା ୭ଜଣ...

ଅଷ୍ଟ୍ରେଲିଆ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଲେ ଏହି ଭାରତୀୟ ଖେଳାଳି

ନୂଆଦିଲ୍ଲୀ,୧୯।୨: ଅଭିଜ୍ଞ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ପ୍ରତିଯୋଗିତାମୂଳକ କ୍ରିକେଟରେ ଏକ ଡ୍ରିମ୍‌ କମ୍‌ବ୍ୟାକ୍‌ କରିଛନ୍ତି। ପ୍ରାୟ ୫ ମାସ ପରେ କ୍ରିକେଟ ପଡ଼ିଆକୁ ଫେରିଥିବା ଜାଡେଜା କଙ୍ଗାରୁଙ୍କୁ ତାଙ୍କ ଚମତ୍କାର ବୋଲିଂ ଧୂଳି ଚଟାଇ ଦେଇଛନ୍ତି। ଭାରତ ଏବଂ ଅଷ୍ଟ୍ରେଲିଆ...

ଆଉ ଏକ ମାଇଲଖୁଣ୍ଟ ହାସଲ କଲେ କୋହଲି

ନୂଆଦିଲ୍ଲୀ,୧୯।୨: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ସିରିଜର ଦ୍ୱିତୀୟ ଟେଷ୍ଟରେ ବିରାଟ କୋହଲି ଏକ ବଡ଼ ରେକର୍ଡ କରିଛନ୍ତି। ସେ ଅନ୍ତର୍ଜାତୀୟ କ୍ରିକେଟରେ ୨୫୦୦୦ ରନ ପୂରଣ କରିଛନ୍ତି। ଭାରତୀୟ କ୍ରିକେଟ ଇତିହାସରେ ଏହି ମହାନ ସଫଳତା ହାସଲ...

ମାଟି କାମୁଡିଲା ଅଷ୍ଟ୍ରେଲିଆ: ଦ୍ୱିତୀୟ ଟେଷ୍ଟରେ ଭାରତର ଜବରଦସ୍ତ ବିଜୟ

ନୂଆଦିଲ୍ଲୀ,୧୯।୨: ବର୍ଡର-ଗାଭାସ୍କର ଟ୍ରଫିର ଦ୍ୱିତୀୟ ଟେଷ୍ଟରେ ଭାରତ ଜବରଦସ୍ତ ବିଜୟ ହାସଲ କରିଛି। ଦିଲ୍ଲୀର ଅରୁଣ ଜେଟ୍‌ଲୀ ଷ୍ଟାଡିୟମରେ ଖେଳାଯାଉଥିବା ଏହି ଟେଷ୍ଟରେ ଭାରତ ତୃତୀୟ ଦିନରେ ୬ ଉଇକେଟ୍‌ରେ ମ୍ୟାଚ୍‌ କବ୍‌ଜା କରିଛି। ଏହା ସହ ଭାରତ ଚାରି...

ଜାତୀୟ କରାଟେ ପ୍ରତିଯୋଗିତା, ଓଡ଼ିଶାକୁ ୪ ପଦକ

ଭୁବନେଶ୍ୱର, ୧୯ା: ଉତ୍ତରାଖଣ୍ଡର ଡେରାଡୁନ୍‌ଠାରେ ଚାଲିଥିବା ଜାତୀୟ ସିନିୟର ଓ ୨୧ ବର୍ଷରୁ କମ୍‌ କରାଟେ ପ୍ରତିଯୋଗିତାରେ ଓଡ଼ିଶା କରାଟେକାମାନେ ପ୍ରଥମ ଦିବସରେ ଗୋଟିଏ ଲେଖାଏଁ ସ୍ବର୍ଣ୍ଣ ଓ ରୌପ୍ୟ ଏବଂ ୨ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ଭାଲେନା ଭାଲେଣ୍ଟିନା,...

ଛୋଲେ-ଭଟୁରେ ଅର୍ଡର ଦେଲେ କୋହଲି

ନୂଆଦିଲ୍ଲୀ,୧୯।୨: ଦିଲ୍ଲୀରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ ଖେଳାଯାଉଛି। ଏହି ସମୟରେ ବିରାଟ କୋହଲିଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ସେ ଛୋଲେ-ଭଟୁରେ ଦେଖି କେତେ ଖୁସି ହୋଇଯାଉଛନ୍ତି ତାହା...

ପୃଥ୍ବୀ ଶ’ଙ୍କୁ ଆକ୍ରମଣ ମାମଲା: ୨ ଦିନିଆ ରିମାଣ୍ଡରେ ସପ୍‌ନା

ମୁମ୍ବାଇ,୧୯।୨: ସେଲ୍‌ଫି ଉଠାଇବାକୁ କେନ୍ଦ୍ରକରି ଭାରତୀୟ କ୍ରିକେଟର ପୃଥ୍ବୀ ଶ’ଙ୍କୁ ଆକ୍ରମଣ ମାମଲାରେ ଶନିବାର ପୋଲିସ ଚତୁର୍ଥ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏହା ସହିତ ସପନା ଗିଲ୍‌ଙ୍କୁ ଦୁଇ ଦିନିଆ ରିମାଣ୍ଡରେ ପଠାଯାଇଛି। ସେଲ୍‌ଫି ନେବାକୁ କେନ୍ଦ୍ରକରି ଶୋଭିତ ଠାକୁର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri