ଖେଳ

ମଲ୍ଲିକାଙ୍କ ପ୍ରଶଂସାରେ ଶତମୁଖ ହେଲେ କାର୍ତ୍ତିକ

ନୂଆଦିଲ୍ଲୀ,୧୪।୨: ମୁମ୍ବାଇରେ ଆୟୋଜିତ ମହିଳା ପ୍ରିମିୟର ଲିଗ୍‌(ଡବ୍ଲ୍ୟୁପିଏଲ୍‌) ନିଲାମରେ ଅନେକ ଭାରତୀୟ ଖେଳାଳି କୋଟିପତି ହୋଇଛନ୍ତି। ସେହିଭଳି ବିଦେଶୀ ଖେଳାଳିମାନେ ମଧ୍ୟ ଅଧିକ ଦାମ୍‌ରେ ବିକ୍ରି ହୋଇ ମାଲାମାଲ୍‌ ହୋଇଛନ୍ତି। ଏହି ନିଲାମରେ ସ୍ମୃତି ମନ୍ଧାନାଙ୍କ ଉପରେ ସବୁଠାରୁ ବଡ...

ହାର୍ଦ୍ଦିକଙ୍କ ପୂର୍ବରୁ ଏହି ଅଭିନେତାଙ୍କୁ ଡେଟ୍‌ କରୁଥିଲେ ନତାଶା, ଚମକାଇବ ବ୍ରେକ୍‌ଅପ୍‌ର କାରଣ…

ନୂଆଦିଲ୍ଲୀ,୧୪।୨: ଦ୍ୱିତୀୟ ଥର ଲାଗି ବିବାହ କରିବାକୁ ଯାଉଛନ୍ତି ଭାରତୀୟ ଟିମ୍‌ର ଷ୍ଟାର ଅଲ୍‌ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା। ମଡେଲ ନତାଶା ଷ୍ଟେନ୍‌କୋଭିକ୍‌ଙ୍କ ସହ ମଙ୍ଗଳବାର(ଫେବୃୟାରୀ ୧୪)ରେ ସେ ବିବାହ କରିବେ। ଦୁହେଁ କିଛି ବର୍ଷ ଧରି ପରସ୍ପରକୁ ଡେଟ୍‌ କରିବା...

ମୁମ୍ବାଇ ଇଣ୍ଡିଆନ୍ସରେ ୨ ଭାରତୀୟ ଅଧିନାୟକ

ମୁମ୍ବାଇ,୧୪।୨: ମହିଳା ପ୍ରିମିୟର ଲିଗ (ଡବ୍ଲୁପିଏଲ) ନିଲାମରେ ଭାରତୀୟ ମହିଳା କ୍ରିକେଟ ଦଳର ଅଧିନାୟକ ହରମନପ୍ରୀତ କୌରଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ ଫ୍ରାଞ୍ଚାଇଜ କିଣିଛି। ସେ ହରମନପ୍ରୀତଙ୍କୁ ତାଙ୍କ ଦଳରେ ୧.୮ କୋଟି ଟଙ୍କା କିଣିିଛନ୍ତି। ଫଳରେ ଦୁଇ ଭାରତୀୟ ଅଧିନାୟକ...

ରେଲଓ୍ବେ, ମେଘାଳୟ, ସର୍ଭିସେସ୍‌ ବିଜୟୀ

ଭୁବନେଶ୍ୱର,୧୪ା୨(ସ୍ପୋଟର୍‌ସ ବ୍ୟୁରୋ): ଭୁବନେଶ୍ୱରରେ ଅନୁଷ୍ଠିତ ସନ୍ତୋଷ ଟ୍ରଫିର ଅନ୍ତିମ ପର୍ଯ୍ୟାୟ ଲିଗ୍‌ ମ୍ୟାଚରେ ବିଜୟୀ ହୋଇଛନ୍ତି ରେଲଓ୍ବେ, ମେଘାଳୟ ଓ ସର୍ଭିସେସ। କ୍ୟାପିଟାଲ ଫୁଟବଲ ଆରେନାରେ ସକାଳ ୯ଟାରେ ଅନୁଷ୍ଠିତ ମ୍ୟାଚରେ ସର୍ଭିସେସ ୨-୧ ଗୋଲରେ ପଶ୍ଚିମବଙ୍ଗକୁ ପରାସ୍ତ କରିଥଲା।...

ଅଧିନାୟିକା ଦୌଡ଼ରେ ଆଗୁଆ

ମୁମ୍ବାଇ,୧୩ା୨: ଆର୍‌ସିବି: ଆର୍‌ସିବି ପକ୍ଷରୁ ସ୍ମୃତି ମନ୍ଧାନା, ଏଲିସ୍‌ ପେରୀ ଓ ନ୍ୟୁଜିଲାଣ୍ଡ ଅଧିନାୟିକା ସୋଫି ଡିଭାଇନଙ୍କୁ କିଣାଯାଇଛି। ଅଭିଜ୍ଞତା ଦୃଷ୍ଟିରୁ ମନ୍ଧାନା ଫେବରିଟ୍‌ ଅଛନ୍ତି। ମୁମ୍ବାଇ ଇଣ୍ଡିଆନ୍ସ: ହରମନ୍‌ପ୍ରୀତ କୌରଙ୍କୁ ୧.୮ କୋଟି ଟଙ୍କାରେ କିଣିଛି ମୁମ୍ବାଇ ଫ୍ରାଞ୍ଚାଇଜ୍‌।...

ବିକ୍ରି ହେଲେନି ଓଡ଼ିଶା ଖେଳାଳି

ଭୁବନେଶ୍ୱର,୧୪ା୨(ସ୍ପୋଟର୍‌ସ ବ୍ୟୁରୋ): ଓମେନ୍ସ ପ୍ରିମିୟର ଲିଗ୍‌(ଡବ୍ଲ୍ୟୁପିଏଲ)ର ପ୍ରଥମ ସଂସ୍କରଣ ପାଇଁ ୮୭ ଖେଳାଳିଙ୍କ ନିଲାମ ହୋଇଥିବା ବେଳେ ଜଣେ ବି ଓଡ଼ିଶା ଖେଳାଳି ବିକ୍ରି ହୋଇ ନାହାନ୍ତି। ଓଡ଼ିଶାର ସମୁଦାୟ ୮ ଜଣ ଖେଳାଳି ଏହି ନିଲାମୀରେ ସାମିଲ ଥିଲେ।...

୫ ଫ୍ରାଞ୍ଚାଇଜର ଖେଳାଳି ତାଲିକା

ମୁମ୍ବାଇ,୧୪ା୨ : ଓମେନ୍ସ ପ୍ରିମିୟର ଲିଗ୍‌(ଡବ୍ଲ୍ୟୁପିଏଲ)ର ପ୍ରଥମ ସଂସ୍କରଣ ପାଇଁ ଖେଳାଳିଙ୍କ ନିଲାମୀ ଶେଷ ହୋଇଛି। ୯୦ଟି ସ୍ଲଟ ପାଇଁ ୪୦୯ ଖେଳାଳିଙ୍କ ନିଲାମୀ ହୋଇଥିଲା। ୨୪୬ ଜଣ ଭାରତୀୟ ଏବଂ ୧୬୩ ବିଦେଶୀ ଖେଳାଳିଙ୍କୁ ନେଇ ନିଲାମୀ ସମ୍ପନ୍ନ...

ଶୁବମନ ଶ୍ରେଷ୍ଠ ଖେଳାଳି

ନୂଆଦିଲ୍ଲୀ,୧୩।୨: ଅନ୍ତର୍ଜାତୀୟ  କ୍ରିକେଟ ପରିଷଦ (ଆଇସିସି) ୨୦୨୩ ଜାନୁୟାରୀ ମାସର ଶ୍ରେଷ୍ଠ କ୍ରିକେଟରଙ୍କ ନାଁ ଘୋଷଣା କରିଛି। ଟିମ ଇଣ୍ଡିଆର ବ୍ୟାଟ୍ସମ୍ୟାନ୍‌ ଶୁବମନ ଗିଲ ଶ୍ରେଷ୍ଠ ଖେଳାଳି ଭାବେ ବିବେଚିତ ହୋଇଛନ୍ତି। ଗିଲ ଜାନୁୟାରୀ ମାସରେ ୩ଟି ଶତକ ସହ...

ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଖେଳାଯିବ ୪ ଜାତୀୟ ଟୁର୍ନାମେଣ୍ଟ

ରାଉରକେଲା,୧୩।୨(ସ୍ପୋଟର୍‌ସ ବ୍ୟୁରୋ): ଭାରତୀୟ ଖେଳାଳଙ୍କୁ ଅନ୍ତର୍ଜାତୀୟ ଅଭିଜ୍ଞତା ପ୍ରଦାନ ପାଇଁ ରାଉରକେଲାର ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଖେଳାଯିବ ୪ଟି ଜାତୀୟ ଟୁର୍ନାମେଣ୍ଟ। ବିଭିନ୍ନ ବୟସ ବର୍ଗରେ ଏହି ଟୁର୍ନାମେଣ୍ଟ ଆୟୋଜିତ ହେବ। ଏପ୍ରିଲ ୧୩-୨୩ ମଧ୍ୟରେ ଜାତୀୟ ଜୁନିୟର...

ପୁଣିଥରେ ବିବାହ କରିବେ ହାର୍ଦ୍ଦିକ ପାଣ୍ଡ୍ୟା

ମୁମ୍ବାଇ,୧୩।୨:ଭାରତୀୟ କ୍ରିକେଟ ଦଳର ଅଲରାଉଣ୍ଡର ତଥା ଭାରତୀୟ ଯୁବ କ୍ରିକେଟ ଦଳର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ପୁଣି ଥରେ ବିବାହ କରିବାକୁ ଯାଉଛନ୍ତି। ସେ ନିଜ ବିବାହ ପାଇଁ ଉଦୟପୁରକୁ ବାଛିଛନ୍ତି। ଭାଲେଣ୍ଟାଇନ୍ସ ଡେ’ର ବିଶେଷ ଉତ୍ସବରେ ପାଣ୍ଡ୍ୟା ଏବଂ...

ଭାରତ-ଅଷ୍ଟ୍ରେଲିଆ ତୃତୀୟ ଟେଷ୍ଟ ଧର୍ମଶାଲା ବଦଳରେ ଖେଳାଯିବ ଇନ୍ଦୋରରେ: ବିସିସିଆଇ ନିଷ୍ପତ୍ତି…

ନୂଆଦିଲ୍ଲୀ,୧୩।୨: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ବର୍ଡର-ଗାଭାସ୍କର ଟ୍ରଫିର ତୃତୀୟ ଟେଷ୍ଟକୁ ଇନ୍ଦୋରକୁ ସ୍ଥାନାନ୍ତର କରାଯାଇଛି। ଏହାପୂର୍ବରୁ ଏହି ମ୍ୟାଚ ଧର୍ମଶାଲାରେ ଖେଳାଯିବାର ଯୋଜନା ଥିଲା। ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ତୃତୀୟ ଟେଷ୍ଟ ମାର୍ଚ୍ଚ ୧ରୁ ୫ ପର୍ଯ୍ୟନ୍ତ...

ସୋଲାର କ୍ରିକେଟ କ୍ଲବ ବିଜେତା

ଭୁବନେଶ୍ୱର, ୧୩।୨(କ୍ରୀଡ଼ା ପ୍ରତିନିଧି): ପଞ୍ଚାନନ ଜେନା ମେମୋରିଆଲ କ୍ରିକେଟ ଟୁର୍ନାମେଣ୍ଟର ତୃତୀୟ ସଂସ୍କରଣ ରବିବାର ଶେଷ ହୋଇଛି। ସ୍ଥାନୀୟ କେଶୁରା ଖେଳ ପଡ଼ିଆରେ ଅନୁଷ୍ଠିତ ଫାଇନାଲରେ ଭୁବନେଶ୍ୱରର ରାମେଶ୍ୱର ସ୍ପୋର୍ଟିଂକୁ ୩ ଉଇକେଟରେ ହରାଇ କଟକର ସୋଲାର କ୍ରିକେଟ କ୍ଲବ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri