ଖେଳ

ନାଗପୁର ଟେଷ୍ଟ: ୨୨୩ ରନ୍‌ରେ ଭାରତ ଆଗୁଆ

ନାଗପୁର,୧୧।୨: ଅଧିନାୟକ ରୋହିତ ଶର୍ମାଙ୍କ ଶତକୀୟ ଇନିଂସ ସହ ରବୀନ୍ଦ୍ର ଜାଡେଜା ଏବଂ ଅକ୍ଷର ପଟେଲଙ୍କ ଅଲ୍‌ରାଉଣ୍ଡର ପ୍ରଦର୍ଶନ ବଳରେ ଭାରତ ନାଗପୁର ଟେଷ୍ଟର ପ୍ରଥମ ଇନିଂସରେ ୧୦ ଉଇକେଟ ହରାଇ ୪୦୦ ରନ୍‌ କରିଛି। ଫଳରେ ଭାରତ ଅଷ୍ଟ୍ରେଲିଆଠାରୁ...

ଆନ୍ତଃ ବିଶ୍ୱବିଦ୍ୟାଳୟ ଚେସ୍‌ରେ ସାଇନାଙ୍କ ଚମକ

ଭୁବନେଶ୍ୱର, ୧୦।୨ (କ୍ରୀଡ଼ା ପ୍ରତିନିଧି): ଓଡ଼ିଶାର ମହିଳା ଅନ୍ତର୍ଜାତୀୟ ମାଷ୍ଟର (ଡବ୍ଲ୍ୟୁଆଇଏମ୍‌) ସାଇନା ସାଲୋନିକା ଆନ୍ତଃ ବିଶ୍ୱବିଦ୍ୟାଳୟ ଚେସ୍‌ରେ ଚମକ ଦେଖାଇଛନ୍ତି। ସାଇନାଙ୍କ ନେତୃତ୍ୱରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଦଳ ଉତ୍ତରାଞ୍ଚଳ ଆନ୍ତଃ ବିଶ୍ୱବିଦ୍ୟାଳୟ ଚେସ୍‌ ଟୁର୍ନାମେଣ୍ଟରେ ଚାମ୍ପିୟନ ହୋଇଛି। ସାଇନା...

କ୍ରିଷ୍ଟିଆନୋ ରୋନାଲ୍‌ଡୋଙ୍କ ୪ ଗୋଲ୍‌

ମିକ୍କା, ୧୧ା୨ (ସାଉଦି ଆରବ): କ୍ରିଷ୍ଟିଆନୋ ରୋନାଲ୍‌ଡୋ ତାଙ୍କ ନୂଆ ସାଉଦି ଆରବ ଟିମ୍‌ ଅଲ୍‌ ନାସେର ଦଳ ତରଫରୁ ଖେଳିବା ଆରମ୍ଭ କରି ଏକ ମ୍ୟାଚ୍‌ରେ ୪ ଗୋଲ ସ୍କୋର କରିଛନ୍ତି। ଫଳରେ ଘରୋଇ ଲିଗ୍‌ରେ ତାଙ୍କ ଗୋଲ୍‌...

ଓଡ଼ିଶା ଏଫ୍‌ସିରେ ଯୋଗଦେଲେ ବାଲା ଦେବୀ

ଭୁବନେଶ୍ୱର,୧୦ା୨(ସ୍ପୋଟର୍‌ସ ବ୍ୟୁରୋ):ଓଡ଼ିଶା ଏଫ୍‌ସି ମହିଳା ଦଳରେ ଯୋଗ ଦେଇଛନ୍ତି ଭାରତୀୟ ଫୁଟ୍‌ବଲ ଦଳର ଅଧିନାୟିକା ବାଲା ଦେବୀ। ଆଇଏସ୍‌ଏଲ୍‌ର ଆସନ୍ତା ସଂସ୍କରଣ ପାଇଁ ବାଲା ଦେବୀ ଓଏଫ୍‌ସି ସହିତ ଏକ ବର୍ଷର ଚୁକ୍ତି ସ୍ବାକ୍ଷର କରିଛନ୍ତି। ମଣିପୁରର ଇମ୍ଫାଲରେ ଜନ୍ମିତ...

ହାଇଦ୍ରାବାଦକୁ ହରାଇଲା ଓଏଫ୍‌ସି

ଭୁବନେଶ୍ୱର,୧୧ା୨(ସ୍ପୋଟର୍‌ସ ବ୍ୟୁରୋ): କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ଇଣ୍ଡିଆନ୍‌ ସୁପର ଲିଗ୍‌ର ଏକ ମ୍ୟାଚ୍‌ରେ ନିମ୍‌ ଦୋର୍ଜିଙ୍କ ଆତ୍ମଘାତୀ ଗୋଲ ବଳରେ ଡିଫେଣ୍ଡିଂ ଚାମ୍ପିୟନ ହାଇଦ୍ରାବାଦ ଏଫ୍‌ସିକୁ ୩-୧ରେ ପରାସ୍ତ କରି ଓଡିଶା ଏଫ୍‌ସି(ଓଏଫ୍‌ସି) ୩ ପଏଣ୍ଟ ଅର୍ଜନ କରିଛି। ଫଳରେ...

ପାକିସ୍ତାନ ବିପକ୍ଷ ମ୍ୟାଚ୍‌ ପୂର୍ବରୁ ଭାରତକୁ ଝଟ୍‌କା! ମନ୍ଧାନାଙ୍କ ଖେଳିବା ନେଇ ସନ୍ଦେହ

କେପ୍‌ଟାଉନ୍‌, ୧୦ା୨: ପାକିସ୍ତାନ ବିପକ୍ଷ ମହିଳା ଟି୨୦ କ୍ରିକେଟ ବିଶ୍ୱକପ୍‌ର ଓପ୍‌ନିଂ ମ୍ୟାଚ୍‌ରେ ଭାରତ ଉପଅଧିନାୟିକା ସ୍ମୃତି ମନ୍ଧାନାଙ୍କ ଖେଳିବା ନେଇ ସନ୍ଦେହ ଦେଖାଦେଇଛି। ଏକ ଓ୍ବାର୍ମଅପ୍‌ ଗେମ୍‌ ଖେଳୁଥିବା ବେଳେ ତାଙ୍କ ଆଙ୍ଗୁଠିରେ ଆଘାତ ଲାଗିଛି। ତେବେ ସେ...

ପ୍ରାୟ ୪୦ ଦିନ ପରେ ନିଜ ପାଦରେ ଛିଡ଼ା ହେଲେ ପନ୍ତ, ଫଟୋ ଶେୟାର କରି ଲେଖିଲେ…

ନୂଆଦିଲ୍ଲୀ,୧୦।୧: ସୁସ୍ଥ ହେଉଛନ୍ତି ଭାରତୀୟ ଉଇକେଟକିପର ବ୍ୟାଟ୍ସମ୍ୟାନ୍‌ ଋଷଭ ପନ୍ତ। ଡିସେମ୍ବର ୩୦ରେ ଏକ କାର୍‌ ଦୁର୍ଘଟଣାରେ ଗୁରୁତର ହୋଇଥିଲେ ସେ। ଏହାପରେ ପନ୍ତ ଡାକ୍ତରଖାନାରେ ପ୍ରାୟ ମାସେ ବିତାଇବା ପରେ ଘରକୁ ଆସିଛନ୍ତି। ସୁସ୍ଥ ଅନୁଭବ କରିବା ପରେ...

ଜାଡେଜାଙ୍କୁ ଧୋନୀ ଦେଇଥିଲେ ‘ସାର୍‌’ ଉପାଧୀ, ପଛରେ ରହିଛି ଏଭଳି କାହାଣୀ…

ନୂଆଦିଲ୍ଲୀ,୧୦।୧: ଅଷ୍ଟ୍ରେଲିଆ ବିପକ୍ଷ ନାଗପୁର ଟେଷ୍ଟରେ ଜବରଦସ୍ତ ବ୍ୟାଟିଂ କରୁଛନ୍ତି ରବିନ୍ଦ୍ର ଜାଡେଜା। ତେବେ ସେ ‘ସାର୍‌ ଜାଡେଜା’ନାମରେ ମଧ୍ୟ ଜଣାଶୁଣା। ଏହା ପଛର କାହାଣୀ ବେଶ ମଜାଦାର। ଆଇପିଏଲ୍‌ ୨୦୧୩ ସମୟରେ ଏମ୍‌ ଏସ୍‌ ଧୋନୀ ଜାଡେଜାଙ୍କୁ ନେଇ...

ଦୃଢ଼ ସ୍ଥିତିରେ ଭାରତ: ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ୧୪୪ ରନ୍‌ରେ ଆଗୁଆ

ନାଗପୁର,୧୦।୨: ନାଗପୁର ଟେଷ୍ଟରେ ଅଧିନାୟକ ରୋହିତ ଶର୍ମାଙ୍କ ଶତକୀୟ ଇନିଂସ ସହ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଏବଂ ଅକ୍ଷର ପଟେଲଙ୍କ ଦମ୍‌ଦାର ବ୍ୟାଟିଂ ବଳରେ ଭାରତ ପ୍ରଥମ ଇନିଂସରେ ଦୃଢ଼ ସ୍ଥିତିରେ ରହିଛି। ଦ୍ୱିତୀୟ ଦିନ ଖେଳ ସୁଦ୍ଧା ଭାରତ...

ଇତିହାସ ରଚିଲେ ହିଟ୍‌ମ୍ୟାନ୍‌

ନାଗପୁର, ୧୦।୨: ନାଗପୁରରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚର ଦ୍ୱିତୀୟ ଦିନରେ ଟିମ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ଏକ ବଡ଼ ରେକର୍ଡ ସୃଷ୍ଟି କରିଛନ୍ତି। ରୋହିତ ଶର୍ମା ବର୍ତ୍ତମାନ ଅଧିନାୟକ ଭାବରେ କ୍ରିକେଟ (ଟେଷ୍ଟ, ଦିନିକିଆ...

ଚାହିଦାରେ ଯୁବ ଖେଳାଳି

ଇଣ୍ଡିଆନ ପ୍ରିମିୟର ଲିଗ୍‌ର ଆଗାମୀ ସଂସ୍କରଣ ଲାଗି ପ୍ରସ୍ତୁତି ଆରମ୍ଭ ହୋଇଛି। ବିଶ୍ୱର ଏହି ବ୍ୟୟବହୁଳ ଲିଗ୍‌ ପାଇଁ ଅନୁଷ୍ଠିତ ମିନି ଅକ୍ସନରେ ଫ୍ରାଞ୍ଚାଇଜ୍‌ ଦଳଗୁଡ଼ିକ ଯୁବ ଏବଂ ଅନ୍ତର୍ଜାତୀୟ ଅଭିଜ୍ଞତା ନ ଥିବା କେତେଜଣ ଖେଳାଳିଙ୍କୁ ନେବାପାଇଁ ଆଗ୍ରହ...

ଓଡ଼ିଶାର କିମ୍ବଦନ୍ତୀ କ୍ରୀଡ଼ାବିତ୍‌ ହେମନ୍ତ କୁମାର ପଟେଲ

ଜଣେ ଉଚ୍ଚକୋଟୀର ସ୍ପ୍ରିଣ୍ଟର ସହିତ ସଫଳ ଲଙ୍ଗଜମ୍ପର ଭାବେ ପ୍ରସିଦ୍ଧିଲାଭ କରିଥିଲେ ହେମନ୍ତ କୁମାର ପଟେଲ। ଉଭୟ ୧୦୦ମି ଦୌଡ଼ ଏବଂ ଲଙ୍ଗଜମ୍ପ ଇଭେଣ୍ଟରେ ଏକାଧିକ ଥର ରାଜ୍ୟ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ହେମନ୍ତ ପରବର୍ତ୍ତୀ ସମୟରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri