ଖେଳ

ଭୁଟାନକୁ ୯-୦ରେ ହରାଇଲା ଭାରତ

ଢାକା, ୨୭।୩: ବାଂଲାଦେଶର ବୀର ଶ୍ରେଷ୍ଠ ଶହୀଦ ସିପାହି ମୁସ୍ତାଫା କମଲ ଷ୍ଟାଡିୟମରେ ରବିବାର ଅନୁଷ୍ଠିତ ୧୭ ବର୍ଷରୁ କମ୍‌ ସାଫ୍‌ ମହିଳା ଫୁଟ୍‌ବଲ ଟୁର୍ନାମେଣ୍ଟର ଏକ ମ୍ୟାଚ୍‌ରେ ଭାରତ ୯-୦ ଗୋଲରେ ଭୁଟାନକୁ ପରାସ୍ତ କରିଛି। ଭାରତ ପକ୍ଷରୁ...

ମୁମ୍ବାଇ ମାଲାମାଲ୍‌: ଜାଣନ୍ତୁ କାହାକୁ ମିଳିଲା କେତେ ପୁରସ୍କାର ରାଶି

ମୁମ୍ବାଇ,୨୭।୩: ମହିଳା ପ୍ରିମିୟର ଲିଗର ଫାଇନାଲରେ ମୁମ୍ବାଇ ଇଣ୍ଡିଆନ୍ସ ଦିଲ୍ଲୀ କ୍ୟାପିଟାଲ୍ସକୁ ପରାସ୍ତ କରି ଟାଇଟଲ ଜିତିଛି। ଦୁଇ ଦଳ ମଧ୍ୟରେ ମ୍ୟାଚ ମୁମ୍ବାଇର ବ୍ରାବୋର୍ନ ଷ୍ଟାଡିୟମରେ ଖେଳାଯାଇଥିଲା। ଏହି ମ୍ୟାଚ ଜିତିଥିବା ଦଳ ମାଲାମାଲ ହୋଇଛି। ଟ୍ରଫି ଜିତିବା...

ନିଖତ୍‌, ଲଭ୍‌ଲିନାଙ୍କୁ ସ୍ବର୍ଣ୍ଣ

ନୂଆଦିଲ୍ଲୀ,୨୭ା୩(ପି.ଟି.): ନୂଆଦିଲ୍ଲୀରେ ଅନୁଷ୍ଠିତ ବିଶ୍ୱ ମହିଳା ବକ୍ସିଂ ଚାମ୍ପିୟନଶିପ୍‌ରେ ରବିବାର ଭାରତ ପାଇଁ ଗୌରବ ଆଣିଛନ୍ତି ନିଖତ ଜରିନ ଓ ଲଭଲିନା ବୋରଗୋହେନ। ପ୍ରତିଯୋଗିତାରେ ଭାରତର ଆଧିପତ୍ୟ ଅବ୍ୟାହତ ରଖି ଦେଶପାଇଁ ଯଥାକ୍ରମେ ତୃତୀୟ ଓ ଚତୁର୍ଥ ସ୍ବର୍ଣ୍ଣ ପଦକ...

ମୁମ୍ବାଇ ଇଣ୍ଡିଆନ୍ସ ଚାମ୍ପିୟନ

ମୁମ୍ବାଇ,୨୬।୩: ମୁମ୍ବାଇର ବ୍ରାବୋର୍ନ ଷ୍ଟାଡିୟମରେ ଖେଳାଯାଉଥିବା ମହିଳା ପ୍ରିମିୟର ଲିଗର ପ୍ରଥମ ସିଜନର ଫାଇନାଲ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ୭ ଉଇକେଟରେ ବିଜୟୀ ହୋଇଛି। ଫଳରେ ପ୍ରିମିୟର ଲିଗର ପ୍ରଥମ ସିଜନରେ ମୁମ୍ବାଇ ଇଣ୍ଡିଆନ୍ସ ଚାମ୍ପିୟନ ହୋଇଛି। ଦିଲ୍ଲୀ କ୍ୟାପିଟାଲ୍ସ...

ମୁମ୍ବାଇକୁ ୧୩୨ ରନ୍‌ର ଟାର୍ଗେଟ୍‌

ମୁମ୍ବାଇ,୨୬।୩: ମହିଳା ପ୍ରିମିୟର ଲିଗର ଫାଇନାଲରେ ମୁମ୍ବାଇ ଇଣ୍ଡିଆନ୍ସକୁ ୧୩୨ ରନ୍‌ର ଟାର୍ଗେଟ୍‌ ଦେଇଛି ଦିଲ୍ଲୀ କ୍ୟାପିଟାଲ୍ସ। ମୁମ୍ବାଇର ବ୍ରାବୋର୍ନ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ଦିଲ୍ଲୀ ୨୦ ଓଭରରେ ନଅ ଉଇକେଟ ହରାଇ ୧୩୧ ରନ ସଂଗ୍ରହ କରିଛି।...

ଡବ୍ଲୁପିଏଲ୍‌ ଫାଇନାଲ୍‌: ଟସ୍‌ ଜିତିଲା ମୁମ୍ବାଇ

ନୂଆଦିଲ୍ଲୀ,୨୬।୩: ମହିଳା ପ୍ରିମିୟର ଲିଗର ପ୍ରଥମ ସିଜିନର ଆଜି ଫାଇନାଲ ଖେଳାଯାଉଛି। ଫାଇନାଲରେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ମୁମ୍ବାଇର ବ୍ରାବୋର୍ନ ଷ୍ଟାଡିୟମରେ ମୁକାବିଲା ହେଉଛି। ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟକ ମେଗ ଲାନିଙ୍ଗ ଟସ ଜିତି ପ୍ରଥମେ...

ଦେଶ ପାଇଁ ସ୍ବର୍ଣ୍ଣ ଜିତିଲେ ନିଖତ

ନୂଆଦିଲ୍ଲୀ,୨୬।୩: ମହିଳା ବିଶ୍ୱ ବକ୍ସିଂ ଚାମ୍ପିଅନଶିପରେ ଦେଶ ତୃତୀୟ ସ୍ବର୍ଣ୍ଣ ପଦକ ଜିତିଛନ୍ତି ନିଖତ ଜରିନ। ୪୮-୫୦ କିଲୋଗ୍ରାମ ବର୍ଗରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ଏହା ପୂର୍ବରୁ ନୀତୁ ଘାଙ୍ଗସ ୪୫-୪୮ କିଲୋଗ୍ରାମରେ ଏବଂ ସାଓ୍ବିଟି ବୁରା ୭୫-୮୧ କିଲୋଗ୍ରାମରେ...

ଶୁଟିଂ ବିଶ୍ୱକପ: ଶେଷ ଦିନରେ ସାମରାଙ୍କୁ ମିଳିଲା ବ୍ରୋଞ୍ଜ

ଭୋପାଳ,୨୬ା୩: ଭୋପାଳରେ ଚାଲିଥିବା ଆଇଏସ୍‌ଏସ୍‌ଏଫ୍‌ ଶୁଟିଂ ବିଶ୍ୱକପ୍‌ର ଶେଷ ଦିନରେ ଲଢୁଆ ପ୍ରଦର୍ଶନ ସହିତ ବ୍ରୋଞ୍ଜ ପଦକ ବିଜୟୀ ହୋଇଛନ୍ତି ଭାରତର ସିଫ୍ଟ କୌର୍‌ ସାମରା। ସାମରାଙ୍କ ବ୍ରୋଞ୍ଜ ପଦକ ସହିତ ଭାରତ ୭ଟି ପଦକ ସହିତ ଦ୍ୱିତୀୟ ସ୍ଥାନରେ...

ସ୍ବିସ ଓପନ ବ୍ୟାଡମିଣ୍ଟନ: ଚାମ୍ପିଅନ୍‌ ହେଲେ ସାତ୍ତ୍ୱିକ-ଚିରାଗ

ନୂଆଦିଲ୍ଲୀ,୨୬।୩: ସ୍ବିସ ଓପନ ପୁରୁଷ ଡବଲ୍ସ ଟାଇଟଲ ଜିତିଛନ୍ତି ଭାରତୀୟ ଯୋଡି ସାତ୍ତ୍ୱିକସାଇରାଜ ରାଙ୍କିରେଡି ଏବଂ ଚିରାଗ ଶେଟ୍ଟୀ। ଫାଇନାଲରେ ଭାରତୀୟ ଯୋଡି ଚାଇନାର ଯୋଡି ଟାଙ୍ଗ କିଆନ ଏବଂ ରେନ ୟୁ ଜିଆଙ୍ଗଙ୍କୁ ପରାସ୍ତ କରିଛନ୍ତି। ସାତ୍ତ୍ୱିକ ଏବଂ...

ସ୍ତ୍ରୀଙ୍କଠାରୁ ଅଲଗା ହେବାର କାରଣ କହିଲେ ଧାଓ୍ବନ

ନୂଆଦିଲ୍ଲୀ,୨୬।୩: ଭାରତୀୟ କ୍ରିକେଟର୍‌ ଶିଖର ଧାୱନ ଖରାପ ଫର୍ମ ଯୋଗୁ ଏବେ ଦଳରୁ ବାଦ୍‌ ପଡିଛନ୍ତି। ଏବେ ସେ ଆଇପିଏଲ୍‌ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ନିକଟରେ ଏକ ସାକ୍ଷାତକାରରେ ନିଜ ବ୍ୟକ୍ତିଗତ ଜୀବନୀକୁ ନେଇ ଅନେକ ଖୁଲାସା କରିଛନ୍ତି।...

ମହିଳା ବିଶ୍ୱ ବକ୍ସିଂ ଚାମ୍ପିୟନଶିପ୍‌: ସ୍ବିଟିଙ୍କୁ ସ୍ବର୍ଣ୍ଣ ପଦକ…

ନୂଆଦିଲ୍ଲୀ,୨୫।୩ : ମହିଳା ବିଶ୍ୱ ବକ୍ସିଂ ଚାମ୍ପିୟନଶିପରେ ଭାରତୀୟ ବକ୍ସର ନୀତୁ ଘଂଘାସ ସ୍ବର୍ଣ୍ଣ ପଦକ ଜିତିବା ପରେ ଏବେ ସ୍ବିଟି ବୁରା ସ୍ବର୍ଣ୍ଣ ପଦକ ଜିତିଛନ୍ତି। ସେ ୮୧ କିଲୋଗ୍ରାମ ଓଜନ ବର୍ଗର ଫାଇନାଲରେ ଚାଇନାର ଓ୍ବାଙ୍ଗ ଲିନାଭ୍କୁ...

କିନ୍ନରଙ୍କୁ ମହିଳା ଆଥଲେଟ ଚାମ୍ପିୟନଶିପ୍‌ରେ ଅଂଶଗ୍ରହଣ ମନା…

ଓ୍ବାଶିଂଟନ,୨୫।୩ : ଅନ୍ତର୍ଜାତୀୟ କ୍ରୀଡ଼ା ସଂସ୍ଥା ୱାଲର୍‌ଡ ଆଥଲେଟ କିନ୍ନର ମହିଳାମାନଙ୍କୁ ଟ୍ରାକ ଏବଂ ଫିଲ୍ଡ କ୍ରୀଡ଼ାରେ ଭାଗ ନେବାକୁ ବାରଣ କରିଛନ୍ତି। ୱାଲର୍‌ଡ ଆଥଲେଟ ଏଫଆଇଏନଏ ଅର୍ଥାତ ଆନ୍ତର୍ଜାତୀୟ ସନ୍ତରଣ ଫେଡେରେଶନର ନିଷ୍ପତ୍ତି ଅନୁଯାୟୀ ଏହି ପଦକ୍ଷେପ ଗ୍ରହଣ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri