ଖେଳ

ଚହରଙ୍କ ପତ୍ନୀଙ୍କଠାରୁ ୧୦ ଲକ୍ଷ ଟଙ୍କାର ଠକେଇ, ମିଳୁଛି ହତ୍ୟା ଧମକ

ନୂଆଦିଲ୍ଲୀ,୩।୨: ଭାରତୀୟ ଟିମ୍‌ର ତାରକା ଦ୍ରୁତ ବୋଲର ଦୀପକ ଚହରଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଦୀପକଙ୍କ ପତ୍ନୀ ଜୟା ଭରଦ୍ୱାଜଙ୍କ ସହ ୧୦ ଲକ୍ଷ ଟଙ୍କାର ଠକେଇ କରାଯାଇଛି। ହାଇଦ୍ରାବାଦ କ୍ରିକେଟ ଆସୋସିଏଶନର ପୂର୍ବତନ ମ୍ୟାନେଜର...

ଶାହିଦ ଆଫ୍ରିଦିଙ୍କ ଝିଅଙ୍କ ହାତ ଧରିଲେ ଶାହିନ

ଇସଲାମାବାଦ,୩।୨: ପାକିସ୍ତାନ କ୍ରିକେଟ ଟିମ୍‌ର ଦ୍ରୁତ ବୋଲର ଶାହିନ ଆଫ୍ରିଦି ଶୁକ୍ରବାର ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ପୂର୍ବତନ କ୍ରିକେଟର ଶାହିଦ ଆଫ୍ରିଦିଙ୍କ ଝିଅ ଅନ୍‌ଶାଙ୍କ ସହ ତାଙ୍କର ବିବାହ ହୋଇଛି। ମୁସଲମାନ ରୀତିନୀତିରେ ବିବାହ ଅନୁଷ୍ଠିତ ହୋଇଛି। ଏହି...

ଶୁଭମନଙ୍କୁ ନୁହେଁ, ସୂର୍ଯ୍ୟକୁମାରଙ୍କୁ ମିଳୁ ସୁଯୋଗ: କାର୍ତ୍ତିକ

ନୂଆଦିଲ୍ଲୀ,୩।୨: ହ୍ବାଇଟ୍‌ ବଲ୍‌ କ୍ରିକେଟରେ ଜବରଦସ୍ତ ପ୍ରଦର୍ଶନ ପରେ ଏବେ ଟିମ୍‌ ଇଣ୍ଡିଆର ନଜର ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଫାଇନାଲରେ ପହଞ୍ଚିବା ଉପରେ ରହିଛି। ଏଥିଲାଗି ଦଳ ଅଷ୍ଟ୍ରେଲିଆ ବିପକ୍ଷରେ ୪ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜରେ ମୁହାଁମୁହିଁ ହେବ।...

ବିଷ୍ନୋଇ ହୋଇପାରିବେ ପରବର୍ତ୍ତୀ ରଶିଦ ଖାଁ: ରାଇନା

ନୂଆଦିଲ୍ଲୀ, ୩।୨: ଯୁବ ବୋଲର ରବି ବିଷ୍ନୋଇଙ୍କ ପ୍ରଶଂସାରେ ଶତମୁଖ ହୋଇଛନ୍ତି ଭାରତର ପୂର୍ବତନ ବ୍ୟାଟ୍ସମ୍ୟାନ ସୁରେଶ ରାଇନା। ଯେଉଁଭଳି ଭାବେ ବିଷ୍ନୋଇ ବୋଲିଂ କରନ୍ତି ଏବଂ ତାଙ୍କ ସ୍ବଭାବ ଯେପରି, ତାକୁ ଦେଖିଲେ ସେ ଭବିଷ୍ୟତରେ ରଶିଦ ଖାଁଙ୍କ...

କ୍ରିକେଟ୍‌କୁ ଅଲବିଦା କହିଲେ ଭାରତକୁ ବିଶ୍ୱକପ୍‌ ଜିତାଇଥିବା ବୋଲର୍‌

ନୂଆଦିଲ୍ଲୀ,୩।୨: ୨୦୦୭ରେ ଭାରତ ଟି-୨୦ ବିଶ୍ୱକପ ଜିତାଇଥିବା ଦ୍ରୁତ ବୋଲର ଯୋଗୀନ୍ଦର ଶର୍ମା ସମସ୍ତ ପ୍ରକାର କ୍ରିକେଟ୍‌ରୁ ଅବସର ନେଇଛନ୍ତି। ସେ ଶୁକ୍ରବାର ଟୁଇଟ୍‌ ଯୋଗେ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ୩୯ ବର୍ଷିୟ ଯୋଗୀନ୍ଦର ଦୀର୍ଘ ଦିନ ଧରି...

ଭାରତ ‘ଏ’ରୁ ରେଡ୍‌ ବଲ୍‌ରେ ସୁଯୋଗ ନ ପାଇବାର ଅବସୋସ

ଦୀର୍ଘ ୧୬ ବର୍ଷ ପ୍ରଥମ ଶ୍ରେଣୀ କ୍ରିକେଟ ଖେଳିବାପରେ ଘଟଣାବହୁଳ କ୍ୟାରିୟରର ଅନ୍ତ ଘଟାଇଛନ୍ତି ଦ୍ରୁତ ବୋଲର ବସନ୍ତ ମହାନ୍ତି । କ୍ରିକେଟକୁ କ୍ୟାରିୟର କରି ସେ ଅନେକ କିଛି ପାଇଛନ୍ତି। ମାତ୍ର ଭାରତ ‘ଏ’ ପକ୍ଷରୁ ରେଡ୍‌ ବଲ୍‌ରେ...

ବିଜୟୀ ବସନ୍ତ

ବିଜୟରୁ କ୍ୟାରିୟର ଆରମ୍ଭ ଓ ଶେଷ । ଜଣେ ଖେଳାଳି ପ୍ରଥମ ଓ ଶେଷ ଉଇକେଟ । ୨୩ ଥର ୫ ଉଇକେଟ ସଫଳତା । ୧୫ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ପଡ଼ିଆରେ ରାଜୁତି ପରେ ବିରଳ ରେକର୍ଡ...

ପୂର୍ବାଞ୍ଚଳ ଦଳରେ ଓଡ଼ିଶାର ୪

ଭୁବନେଶ୍ୱର,୩।୨: (କ୍ରୀଡ଼ା ପ୍ରତିନିଧି)ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଆନୁକୂଲ୍ୟରେ ହାଇଦ୍ରାବାଦଠାରେ ଚଳିତ ମାସ ୧୨ରୁ ୨୧ ପର୍ଯ୍ୟନ୍ତ ସିନିୟର ମହିଳା ଆନ୍ତଃଜୋନ ଏକଦିବସୀୟ ଟୁର୍ନାମେଣ୍ଟ ଅନୁଷ୍ଠିତ ହେବ। ଏଥିପାଇଁ ପୂର୍ବାଞ୍ଚଳ ଚୟନ କମିଟି ବୈଠକ ଗୁରୁବାର ରାଞ୍ଚତ୍ଠାରେ ଅନୁଷ୍ଠିତ...

କାନୋଇଂ, କାୟାକିଂରେ ଓଡ଼ିଶାକୁ ୩ ସ୍ବର୍ଣ୍ଣ

ଭୁବନେଶ୍ୱର,୩ା୨(ସ୍ପୋଟର୍‌ସବ୍ୟୁରୋ): ମଧ୍ୟପ୍ରଦେଶରେ ଅନୁଷ୍ଠିତ ଖେଲୋ ଇଣ୍ଡିଆ ୟୁଥ୍‌ ଗେମ୍ସ ୨୦୨୨ରେ ପ୍ରଥମ କରି କାୟାକିଂ ଓ କାନୋଇଂକୁ ସାମିଲ କରାଯାଇଛି। କାନୋଇଂରେ ଓଡ଼ିଶା ପୁରୁଷ ଦଳ ସ୍ବର୍ଣ୍ଣ ପଦକ ହାସଲ କରିଥିବା ବେଳେ କାୟାକିଂରେ ମହିଳା ଦଳ ଏବଂ ବ୍ୟକ୍ତିଗତ...

ଅମନଙ୍କୁ ବ୍ରୋଞ୍ଜ ପଦକ

ଜାଗ୍ରେବ୍‌ (କ୍ରୋଏସିଆ),୩ା୨ (ପି.ଟି.): ଭାରତର ଅମନ ଶେରାଓ୍ବତ ଏଠାରେ ଚାଲିଥିବା ଜାଗ୍ରେବ୍‌ ଓପନ ରେସ୍‌ଲିଂ ଚାମ୍ପିୟନଶିପ୍‌ରେ ଏକ ବ୍ରୋଞ୍ଜ ପଦକ ଲାଭ କରିଛନ୍ତି। ୧୭ ବର୍ଷୀୟ ଅମନ ଯୁକ୍ତରାଷ୍ଟ୍ର ଆମେରିକା (ୟୁଏସ୍‌ଏ)ର ଜେନି ରେ ରୋଡ୍ସ ରିଚାଡର୍‌ସଙ୍କୁ ୧୦-୪ରେ ପରାସ୍ତ...

ହକି କୋଚ୍‌ ରେସ୍‌ରେ ୨ ବିଦେଶୀ ଆଗରେ

ନୂଆଦିଲ୍ଲୀ,୨ା୨: ହକି ବିଶ୍ୱକପ୍‌ରେ ଭାରତୀୟ ଦଳର ବିଫଳତା ପରେ କାର୍ଯ୍ୟକାଳ ପୂର୍ବରୁ ମୁଖ୍ୟ କୋଚ୍‌ ଗ୍ରାହାମ ରିଡ୍‌ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ହେଲେ ପୁଣି ଭାରତ ହକି ଦଳର ମୁଖ୍ୟ କୋଚ କିଏ ହେବ ସେନେଇ ଚର୍ଚ୍ଚା ଆରମ୍ଭ...

ଗିଲ୍‌ଙ୍କ ବିସ୍ଫୋରକ ଇନିଂସ ଦେଖି ଏମିତି କହିଦେଲେ କୋହଲି

ନୂଆଦିଲ୍ଲୀ,୨।୨: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର  ଶେଷ ମ୍ୟାଚରେ ଶୁବମନ ଗିଲ ବିସ୍ଫୋରକ ଶତକ ହାସଲ କରିଥିଲେ। ଗିଲଙ୍କ ଶତକ ଜରିଆରେ ଭାରତ ନ୍ୟୁଜିଲାଣ୍ଡକୁ ୧୬୮ ରନ ବ୍ୟବଧାନରେ ପରାସ୍ତ କରିଛି।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri